ବିଗତ କିଛି ଦିନରେ ଘରୋଇ ପୋଷା କୁକୁରଙ୍କ ଆକ୍ରମଣରେ ଅନେକ ଆହତ ହେବା ସହ କେତେଜଣଙ୍କ ଜୀବନ ଯାଇଥିବା ମାମଲା ସାମ୍ନାକୁ ଆସିଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି।
ଘରେ ଶୋଇଥିବା ବେଳେ ପିଟ୍ବୁଲ୍କୁ ଆକ୍ରମଣ । ରକ୍ତାର କରିଦେଲେ ପଡ଼ୋଶୀ ।
ବିପଜ୍ଜନକ ପ୍ରଜାତିର କୁକୁର ରଖିଲେ ଦୁଇ ମାସ ଭିତରେ ପଞ୍ଜିକରଣ କରିବାକୁ ପଡ଼ିବ ।