• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Mine Blast in Turkey
କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୨୫ ମୃତ

ତୁର୍କୀରେ ଶୁକ୍ରବାର ସନ୍ଧ୍ୟାରେ ଏକ ଦୃଦୟ ବିଦାରକ ଦୁର୍ଘଟଣା ଘଟି ଯାଇଛି। ବାର୍ଟିନ୍‌ର ଏକ କୋଇଲା ଖାଦାନରେ ଭୟଙ୍କର ବିସ୍ଫୋରଣ ଘଟି ଅତି କମ୍‌ରେ ୨୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।  ଏକାଧିକ ଲୋକ ଏବେ ବି ଫସି ରହିଛନ୍ତି।

SC slams Ekta Kapoor on web series 'XXX'
ୱେବ୍‌ ସିରିଜ ‘XXX’ କୁ ନେଇ ଏକତାଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ: ‘ଯୁବପିଢିଙ୍କ ମନକୁ କଳୁଷିତ କରୁଛନ୍ତି’

ପ୍ରଯୋଜିକା ଏକତା କପୁରଙ୍କ ଉପରେ ସୁପ୍ରିମକୋର୍ଟ ବର୍ଷିଛନ୍ତି। ୱେବ୍‌ ସିରିଜ ‘XXX’ ମାଧ୍ୟମରେ ସେ ଯୁବପିଢିଙ୍କ ମନକୁ କଳୁଷିତ କରୁଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି। 

APJ Abdul Kalam
ମନେ ପଡ଼େ କଲାମଙ୍କ କଥା, ‘ସ୍ୱପ୍ନ ତାହା, ଯାହା ଶୋଇବାକୁ ଦିଏ ନାହିଁ’

ସମାଜର ସମସ୍ତ ବର୍ଗ ବିଶେଷକରି ଯୁବକମାନଙ୍କର ପ୍ରେରଣା ଥିଲେ ଡକ୍ଟର କଲାମ । ଆଜି ବି ଭାରତବାସୀଙ୍କ ହୃଦୟରେ ତାଙ୍କ ପାଇଁ ରହିଛି ଏକ ସ୍ୱତନ୍ତ୍ର ସ୍ଥାନ।

Seat Belt
ନଭେମ୍ବର ୧ରୁ କଡ଼ାକଡ଼ି ନିୟମ, ପଛରେ ସିଟ୍ ବେଲ୍ଟ ନପିନ୍ଧିଲେ ଲାଗିବ ଜୋରିମାନା

ଯିଏ ସିଟ୍ ବେଲ୍ଟ ପିନ୍ଧିନଥିବେ ତାଙ୍କୁ ଜରିମାନା ଦେବାକୁ ପଡ଼ିବ ।  ମୋର ଭେହିକିଲ ଆକ୍ଟ ୨୦୧୯ ଅନୁସାରେ ଏହି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତି ମଧ୍ୟ ହୋଇଛି । 

Himachal Pradesh Elections
ହିମାଚଳରେ ଜୋରଦାର ଲଢ଼େଇ; ଆପ୍‌ ବିଗାଡ଼ିଦେବ କଂଗ୍ରେସ-ବିଜେପି ଗଣିତ!

୬୮ଟି ଆସନ ବିଶିଷ୍ଟ ବିଧାନସଭା ଲାଗି ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ୍ ।

5 yr child flying plane
ଆଶ୍ଚର୍ଯ୍ୟ! ୫ ବର୍ଷର ଶିଶୁ ଉଡ଼ାଉଛି ବିମାନ; ଭିଡିଓ ଭାଇରାଲ..

୫ ବର୍ଷର ଶିଶୁ ହାତରେ ବିମାନର ଷ୍ଟେରିଂ । ଏହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

start a conversation with girlfriend
ଗର୍ଲଫ୍ରେଣ୍ଡ ସହ କେମିତି ଆରମ୍ଭ କରିବେ କଥା ? ଲାଜକୁଳା ପୁଅଙ୍କ ପାଇଁ ରହିଛି ଏସବୁ ଟିପ୍ସ

ଏମିତି ଅନେକ ପୁଅ ଅଛନ୍ତି ଯେଉଁମାନେ ମନର କଥାକୁ ଠିକ ଭାବେ ପ୍ରକାଶ କରିପାରି ନ ଥାନ୍ତି। ବିଶେଷ କରି ସାମ୍ନାରେ ଯଦି ଝିଅଟିଏ ଥାଏ ତେବେ ତ କଥା ସରିଲା। ମନର କଥା ତ ଛାଡ ଦରକାରୀ କଥା ବି କହି କହିପାରନ୍ତି ନାହିଁ। ଏମିତି ଲାଜକୁଳା ପୁଅଙ୍କ ପାଇଁ କିଛି ଟିପ୍ସ।

Mohammed Shami
ICC T20 World Cup 2022: ଅଷ୍ଟ୍ରେଲିଆ ପାଇଁ ଉଡ଼ାଣ ଭରିବେ ସାମି

ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ୱକପ ପାଇଁ ଯଶପ୍ରୀତ ବୁମ୍ରାଙ୍କ ବଦଳ ଖେଳାଳି ଘୋଷଣା କରିଛି ବିସିସିଆଇ। ବୁମ୍ରାଙ୍କ ସ୍ଥାନରେ ମହମ୍ମଦ ଶାମି ବିଶ୍ୱକପର ୧୫ ଜଣିଆ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି।

IND vs PAK
BCCI ର ଗ୍ରୀନ୍‌ ସିଗନାଲ୍‌; ପାକିସ୍ତାନ୍‌ରେ ଖେଳିବ ଟିମ୍‌ ଇଣ୍ତିଆ!

ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ। ଦୀର୍ଘବର୍ଷ ପରେ ଭାରତୀୟ ଟିମ୍‌କୁ ପାକିସ୍ତାନ ପଠାଇବାକୁ ରାଜି ହୋଇଛି BCCI । ୨୦୨୩ ଏସିଆ କପ ପାକିସ୍ତାନରେ ଆୟୋଜନ ହେବ।

ATM In Bangalore
ଏଟିଏମ୍‌ରୁ ବାହାରୁଛି ଗରମାଗରମ୍‌ ଇଡଲି : ଲୋକଙ୍କୁ ମିଳିବ ୨୪ ଘଣ୍ଟିଆ ସେବା

ଯେତେବେଳେ ଇଚ୍ଛା କରିବେ ସେତେବେଳେ ମିଳିବ ଇଡଲି । ଦିନ ରାତି ମିଳିବ ସେବା ।

Himachal Pradesh
ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ

କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ପ୍ରତିନ୍ଦ୍ୱନ୍ଦିତା ହେବ ।

tips for mental health of children
ପିଲାଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ ? ଜାଣନ୍ତୁ ୪ଟି ଟିପ୍ସ

ପିଲାର ସବୁ ଦାୟିତ୍ୱ ବାପା-ମା’ଙ୍କର। ଖାଇବା, ପିନ୍ଧିବାଠାରୁ ଆରମ୍ଭ କରି କିପରି ଶରୀର ସୁସ୍ଥ ରହିବ ସେ କଥା ପରିବାର ଲୋକେ ହିଁ ବୁଝିଥାନ୍ତି । ଏସବୁ ସହିତ ଅଭିଭାବକ ମାନସିକ ସୁସ୍ଥତାକୁ ବି ଗୁରୁତ୍ୱ ଦେବା ଉଚିତ।

Military Dog Zoom
ସେନା ଅପରେସନ୍‌ରେ ସହିଦ ହୋଇଥିବା କୁକୁର ଜୁମକୁ ଶ୍ରଦ୍ଧାଞ୍ଜଳି

ସବୁଦିନ ପାଇଁ ହୃଦୟରେ ରହିବ ଜୁମ୍‌ । ଆଜି ତାକୁ ଶେଷ ସମ୍ମାନ ପ୍ରଦାନ କରାଯାଇଛି ।

Doctor Removing 23 Contact Lenses From Patient's Eye
Shocking Video: ମହିଳାଙ୍କ ଆଖିରୁ ବାହାରିଲା ୨୩ କଣ୍ଟାକ୍ଟ ଲେନ୍ସ, ଭିଡିଓ ଦେଖିଲେ ଆପଣ ହୋଇଯିବେ ବିଚଳିତ...

ଜଣେ ମହିଳାଙ୍କ ଆଖିରୁ ଡାକ୍ତର ଗୋଟିଏ ନୁହେଁ ଦୁଇଟି ନୁହେଁ ଏକାବେଳେ ୨୩ଟି କଣ୍ଟାକ୍ଟ ଲେନ୍ସ ବାହାର କରିଛନ୍ତି। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି।

Big brother shaves his head
କ୍ୟାନସର ପୀଡ଼ିତ ଭଉଣୀର ମନୋବଳ ବଢ଼ାଇବାକୁ ଲଣ୍ଡା ହେଲା ଭାଇ, ଭାବପ୍ରବଣ କରୁଛି ଭିଡିଓ

ଯନ୍ତ୍ରଣା ସମୟରେ ଭାଇ ସାହା ହେବନି ତ ଆଉ କିଏ ହେବ । ସୋସିଆଲ ମିଡିଆରେ ଏପରି ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ୍‌ ହେଉଛି, ଯାହା ଦେଖି ଲୋକଙ୍କ ଆଖିରେ ଲୁହ ଆସିଯାଉଛି ।

A Cyclonic Circulation Likely To Form Over North Andaman Sea
୨୦ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ

୨୦ରେ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ସମ୍ଭାବନା ଥିବାବେଳେ କ୍ରମଶଃ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହା ଆକଳନ କରାଯାଇଛି। 

BSF shooting a pakistani drone from ground
ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇ ଦେଲେ ବିଏସଏଫ ଯବାନ

ଯେତେ ହଟହଟା ହେଲେ ବି ପ୍ରକୃତି ଛାଡ଼ୁନି ପାକିସ୍ତାନ। ଭାରତ ସହ କଣ୍ଟା ବାଡରେ ଲୁଗା ପକାଇ କଳି କରିବାର ଆଭିମୁଖ୍ୟ ପୁଣି ଥରେ ପଦାରେ ପଡ଼ିଛି। ତେବେ ପାକିସ୍ତାନର ଏହି ଭାରତ ବିରୋଧୀ ପଦକ୍ଷେପକୁ ଭଣ୍ଡୁର କରି ଦେଇଛନ୍ତି ବିଏସଏଫ ଯବାନ।

sashi tharoor
କଂଗ୍ରେସ ସଭାପତି ନିର୍ବାଚନ ପୂର୍ବରୁ ଶଶି ଥରୁର ଆଣିଲେ ଏମିତି ଅଭିଯୋଗ

କଂଗ୍ରେସ ସଭାପତି ପାଇଁ ନିର୍ବାଚନ ଲଢ଼ୁଥିବା ଭେଟେରାନ୍ ଶଶି ଥରୁରଙ୍କୁ ବିଭିନ୍ନ ପିସିସିରୁ ମିଳୁନି ସମର୍ଥନ। ଏନେଇ ଖୋଲାଖୋଲି ନିଜେ କହିଛନ୍ତି ଖୋଦ୍ ଶଶି। ବିଭିନ୍ନ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ମଲ୍ଲିକାର୍ଜୁନ ଖାଡଗେଙ୍କୁ ନିମନ୍ତ୍ରଣ କରୁଛନ୍ତି। 

Twist in Kerala traffic rules
ଟ୍ରାଫିକ ନିୟମ କଡ଼ାକଡ଼ି, ହେଲା ବଡ଼ ପରିବର୍ତ୍ତନ...ଜାଣନ୍ତୁ କ’ଣ

କେରଳରେ ନୂଆ ଟ୍ରାଫିକ ନିୟମ ଅନୁସାରେ, ଯଦି କୌଣସି ଡ୍ରାଇଭର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ନ୍ତି କିମ୍ବା ମଦ୍ୟପାନ କରି ଗାଡ଼ି ଚଲାଇ ଦୁର୍ଘଟଣା ଘଟାଇଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Suella Braverman
ବ୍ରିଟେନ ଗୃହ ସଚିବଙ୍କ ଭାରତ ବିରୋଧୀ ମନ୍ତବ୍ୟ, ନୂଆଦିଲ୍ଲୀ ଖପ୍ପା

ଅର୍ଥନୀତି ସଜାଡ଼ିବା ବଦଳରେ ଭାରତ ସହ ବ୍ରିଟେନର ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) କୁ ବିରୋଧ କରିଛନ୍ତି ଭାରତୀୟ ବଂଶଦ୍ଭୋବ ସୁଏଲା ବ୍ରାଭରମ୍ୟାନ୍(Suella Braverman) ।

Today Gold Price
Today Gold Price- 14th Oct : ଗଢା ମଜୁରୀରେ ମିଳୁଛି ରିହାତି, ଘରକୁ କିଣି ଆଣନ୍ତୁ ସୁନା ଅଳଙ୍କାର

ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୮୫୦ ଟଙ୍କା ରହିଛି ।

UK economy
ଲିଜ୍ ଟ୍ରସଙ୍କ ଗାଦି ଟଳମଳ: ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଖସୁଛି ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା

କଞ୍ଜର୍ଭେଟିଭ୍ ପାର୍ଟିରେ ବି ଲିଜଙ୍କୁ ବିରୋଧ ବଢ଼ୁଛି । ଜନମତ ସର୍ଭେରେ ଟ୍ରସଙ୍କୁ ମାତ୍ର ୧୬ ପ୍ରତିଶତ ଭୋଟ୍ ମିଳିଛି ।

 ukraine returned medical student
ଡାକ୍ତର ସ୍ୱପ୍ନ ପୂରଣ ହେବ; ଅନ୍ୟ ବିଶ୍ୱବିଦ୍ୟାଳୟରେ କୋର୍ସ ପୂରଣ କରିବେ ୟୁକ୍ରେନ ଫେରନ୍ତା ଛାତ୍ର

ୟୁକ୍ରେନ ଫେରନ୍ତା ଛାତ୍ରଙ୍କ ପାଇଁ ଆସିଛି ଖୁସି ଖବର। ୟକ୍ରେନରେ ଭାରତର ପ୍ରାୟ ୨୦୦୦ରୁ ଅଧିକ ପିଲା ମେଡିକାଲ ପଢୁଥିଲେ। କୋର୍ସ ସାରିବା ପାଇଁ ଭାରତର ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ଦେଶର ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବ ।

firing in america
ଆଖିବୁଜା ଗୁଳିମାଡରେ ପୋଲିସ ଅଧିକାରୀଙ୍କ ସମେତ ୫ ମୃତ

ଆମେରିକାରେ ଉତ୍ତରୀ ପ୍ରାନ୍ତ କେରୋଲିନାର ଏକ ଜନବସତିପୂର୍ଣ୍ଣ ଅଞ୍ଚଳରେ ଗୁରୁବାର ଆଖିବୁଜା ଗୁଳିଚାଳନା ହୋଇଛି। ଏଥିରେ ପୋଲିସ ଅଫିସରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାର ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। କେରୋଲିନା