• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Un

world’s most populous nation
ପଛରେ ପଡ଼ିଲା ଚୀନ୍‌ ! ଭାରତ ଏବେ ବିଶ୍ୱର ସର୍ବାଧିକ ଜନବହୁଳ ଦେଶ

ଜନସଂଖ୍ୟା ରିପୋର୍ଟ ଅନୁସାରେ ଭାରତ ଏବେ ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର ।

UN report
ଧନୀ ହେଉଛି ଦେଶ : ଭାରତରେ କମୁଛି ଗରିବଙ୍କ ସଂଖ୍ୟା

ମିଳିତ ଜାତିସଂଘର ସଦ୍ୟତମ ରିପୋର୍ଟରେ ଅନୁସାରେ ୨୦୦୫-୦୬ରୁ ୨୦୧୯-୨୧ ମଧ୍ୟରେ ୪୧.୫ କୋଟି ଲୋକ ଦାରିଦ୍ର୍ୟକୁ ମାତ୍‌ ଦେଇଛନ୍ତି ।

 disaster
ବଢ଼ୁଛି ଦୁର୍ବିପାକ ଭୟ : ବର୍ଷକୁ ୫୬୦ ବଡ଼ ବିପର୍ଯ୍ୟୟର ସାମ୍ନା କରିବ ବିଶ୍ୱ

ଝଡ଼ବାତ୍ୟା, ବନ୍ୟା, ଜଙ୍ଗଲ ନିଆଁ, ଏସବୁ କିଛି ବି ନୁହେଁ । ଆଗକୁ ଆସୁଛି ଆହୁରି ବିପଜ୍ଜନକ ସମୟ । ମାନବଜାତି ୨୦୩୦ ବେଳକୁ ବର୍ଷକୁ ୫୬୦ଟି ପ୍ରଳୟଙ୍କରୀ ଦୁର୍ବିପାକର ସାମ୍ନା କରିପାରେ ।

Zelensky
'କୌଣସି ଆତଙ୍କବାଦୀଠୁ କମ୍ ନୁହେଁ ଋଷ୍': ଜେଲେନସ୍କି

କୌଣସି ଆତଙ୍କବାଦୀଠୁ ବି କମ୍ ନୁହେଁ ରୁଷ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠୁ ସାଂଘାତିକ ଯୁଦ୍ଧ ଅପରାଧ ୟୁକ୍ରେନ୍‌ରେ ହିଁ କରାଯାଇଛି । ଆଜି ଜାତିସଂଘର ସୁରକ୍ଷା ପରିଷଦକୁ ସମ୍ବୋଧନ କରି ଏଭଳି କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ।

Rohingya
‘ସୀମାରେ ସୁରକ୍ଷା ନାହିଁ, ଭାରତକୁ ପଶି ଶରଣ ନେଉଛନ୍ତି ରୋହିଙ୍ଗ୍ୟା’

 ମିଳିତ ଜାତିସଂଘ (UN)ର ସଭାପତି ଆଣ୍ଟୋନିଓ ଗୁଟେରସ୍ ଏକ ସାଧାରଣ ବୈଠକରେ ଆଶ୍ଚର୍ଯ୍ୟଜନକ ତଥ୍ୟକୁ ସାମ୍ନାକୁ ଆଣିଛନ୍ତି । ତାଙ୍କ କହିବାନୁଯାୟୀ ମିଆଁମାର ସେନାର ଏକଛତ୍ରବାଦୀ ଶାସନ ଯୋଗୁଁ ଲୋକମାନେ ଅତିଷ୍ଠ ହୋଇପଡ଼ୁଛନ୍ତି ।

OIC
ଜାତିସଂଘରେ ଜାମ୍ମୁ କାଶ୍ମୀରକୁ ନେଇ OICର କୁମ୍ଭୀର କାନ୍ଦଣା

କାଶ୍ମୀର ପ୍ରସଙ୍ଗକୁ ନେଇ ସାରା ବିଶ୍ୱ ଭାରତର ପଦକ୍ଷେପକୁ ସମର୍ଥନ କରୁଥିବା ବେଳେ ଇସ୍‌ଲାମିକ୍ ସହଯୋଗୀ ସଂଗଠନ OIC ବାରମ୍ବାର ଜାତିସଂଘରେ ଏହାକୁ ବିରୋଧ କରୁଛି । ତେବେ ଭାରତ ପକ୍ଷରୁ OICକୁ ମୁହଁତୋଡ଼ ଜବାବ ମିଳିଛି ଜାତିସଂଘରେ । ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବା ପାଇଁ ଭାରତ ପକ୍ଷରୁ OIC କୁ ଚେତାବନୀ ଦିଆଯାଇଛି ।