• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ରେଲୱେ ଚାକିରି ପାଇଁ ସୁଯୋଗ। ଖାଲି ପଡ଼ିଥିବା ଗ୍ରୁପ୍‌-ସି ପଦବୀଗୁଡ଼ିକରେ ଆବେଦନ କରିବା ପାଇଁ ପୂର୍ବାଞ୍ଚଳ ଓ ଦକ୍ଷିଣ-ପୂର୍ବାଞ୍ଚଳ ରେଲୱେ ଆମନ୍ତ୍ରଣ କରିଛି। ଦଶମ ପାସ୍‌ କରିଥିବା ଛାତ୍ରଛାତ୍ରୀ ମାନେ ବି ଏହି ପଦବୀ ପାଇଁ ଆବେଦନ କରିପାରିବେ। ତୁରନ୍ତ ଆବେଦନ କରନ୍ତୁ। ଦକ୍ଷିଣ-ପୂର୍ବାଞ୍ଚଳ ରେଲୱେ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆସନ୍ତା ନଭେମ୍ବର ୧୪ ତାରିଖ ଶେଷ ହେବାକୁ ଥିବାବେଳେ ପୂର୍ବାଞ୍ଚଳ ରେଲୱେ ଆବେଦନ କରିବାର ଶେଷ ତାରିଖ ୨୦୨୨ ନଭେମ୍ବର ୧୩ ତାରିଖ। 

Eastern Railway Vacancy ପାଇଁ ଅନଲାଇନ୍‌ ଆବେଦନ:

ସ୍କାଉଟ ଓ ଗାଇଡ୍ ସଂରକ୍ଷଣଙ୍କ ପାଇଁ  ଇଷ୍ଟର୍ଣ୍ଣ ରେଲୱେ ଓ ଚିତ୍ତରଞ୍ଜନ ଲୋକୋମୋଟିଭ୍ ୱାର୍କ୍ସ(CLW):

  • ଗ୍ରୁପ୍‌-ଭି/Level-2 ପାଇଁ ୩ଟି ପୋଷ୍ଟ।
  • ଗ୍ରୁପ୍-ଡିଭି/Level-1 ପାଇଁ ୧୦ଟି ପୋଷ୍ଟ 

ଶିକ୍ଷାଗତ ଯୋଗ୍ୟତା:

  • ଗ୍ରୁପ୍‌ ସି- ଦ୍ୱାଦଶରେ ପାସ୍‌ କରିଥିବା ଆବଶ୍ୟକ, ହାରାହାରି ୫୦ ପ୍ରତିଶତ ମାର୍କ ରଖିଥିବେ। ତେବେ SC, ST, ESM and PWD ପ୍ରାର୍ଥୀଙ୍କ ପାଇଁ ହାରାହାରି ୫୦ ପ୍ରତିଶତ ମାର୍କର ଆବଶ୍ୟକ ନାହିଁ।
  • ଦଶମ ପାସ କରିଥିବା ଆବଶ୍ୟକ/ ITI ପାସ୍‌ କରିଥିବା ଆବଶ୍ୟକ
  • ଗ୍ରୁପ୍‌ ଡି- ଦଶମ ପାସ କରିଥିବା ଆବଶ୍ୟକ + ITI ପାସ୍‌ କରିଥିବା ଆବଶ୍ୟକ

Scouting/ Guiding qualification ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍‌କୁ ଯାଇପାରିବେ।

Southern Eastern Railway(SER) Recruitment 2022

Group C ପାଇଁ ୨୧ ପୋଷ୍ଟ (sports quota)

ପଦବୀ:

Group C Level 4/ Level 5: ୫ ପୋଷ୍ଟ

Group C Level 2/ Level 3: ୧୬ ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା:

For Level 4/ Level 5: ପ୍ରାର୍ଥୀ ଜଣକ ସ୍ନାତକ କରିଥିବା ଆବଶ୍ୟକ।
For Level 2/ Level 3:  ସ୍ୱୀକୃତିପ୍ରାପ୍ତ ବୋର୍ଡ ଓ ପ୍ରତିଷ୍ଠାନରୁ ଦ୍ୱାଦଶ ପାସ୍‌ କରିଥିବା ଆବଶ୍ୟକ

ବୟସ: ପ୍ରାର୍ଥୀଙ୍କୁ ଅତିକମ୍‌ରେ ୧୮ ବର୍ଷ ହୋଇଥିବା ଆବଶ୍ୟକ, ୨୫ ବର୍ଷରୁ ଅଧିକ ବୟସ ହୋଇନଥିବ।