ଜୁନ୍ ୧ ରୁ ଘର ପିଛା ଶହେ ୟୁନିଟ୍ ଏବଂ ଚାଷୀଙ୍କୁ ୨ ହଜାର ୟୁନିଟ ଲେଖାଏଁ ମାଗଣା ବିଦ୍ୟୁତ୍ ଦେବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଘୋଷଣା କରିଛନ୍ତି ।
ମେଡିକାଲ୍ କଲେଜରେ ତ୍ରୁଟି ଦେଖିବାକୁ ମିଳିଲେ ତ୍ରାହି ନାହିଁ . . .ମାନ୍ୟତା ରଦ୍ଦ କରୁଛନ୍ତି ସରକାର . .
ସାମାନ୍ୟ କଥାକୁ ନେଇ ସ୍ତ୍ରୀ ସହ ଝଗଡ଼ା ପରେ ଝିଅକୁ ୨୫ ଥର ଛୁରୀ ଭୁସି ହତ୍ୟା କଲା ବାପା। ଆଉ ଆହତ ଅବସ୍ଥାରେ ସ୍ତ୍ରୀକୁ ସେମିତି ଛାଡ଼ି ଦେଇ ପଳାଇଲା।
ବୋଲ ମାନୁନି ରାହୁଲ ଗାନ୍ଧୀଙ୍କ ତୁଣ୍ଡ . . ନିଜ ଦେଶକୁ ପୁଣି ବିଦେଶ ମାଟିରେ ବଦନାମ କରିଛନ୍ତି ପୂର୍ବତନ ସାଂସଦ
ବାହାଘରରେ ଯୋଗଦେଇ ଘରକୁ ଫେରୁଥିଲେ ଗୋଟିଏ ପରିବାରର ଚାରି ଜଣ । କିଛି ସମୟ ପରେ ଘରେ ପହଞ୍ଚି ଥାଆନ୍ତେ . . .ହେଲେ କିଏ ଜାଣିଥିଲା ନିଷ୍ଠୁର ମୃତ୍ୟୁର ଦୂତ ସାମ୍ନାରେ ବାଟ ଓଗାଳିବ . .
କଳାକାରଙ୍କୁ ଧରି ଫିଲ୍ମ ‘ପୁଷ୍ପା ୨’ ଶୁଟିଂ ସାରି ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଗାଡ଼ି। ବସ୍ଟି ‘ପୁଷ୍ପା ୨’ର କଳାକାରଙ୍କୁ ଧରି ଆନ୍ଧ୍ରପ୍ରଦେଶରୁ ଶୁଟିଂ ସାରି ହାଇଦ୍ରାବାଦ ଫେରୁଥିଲା।
ଜଣେ ବ୍ୟକ୍ତି ଚଳନ୍ତା ମେଟ୍ରୋ ଡୋର୍ ଖୋଲି ସିଧା ପ୍ଲାଟ୍ଫର୍ମକୁ ଡେଇଁ ପଡ଼ୁଛନ୍ତି। ଏହାପରେ ଯାହା ଘଟିଥିଲା, ତାହା ଦେଖିଲେ ଆପଣ ମଧ୍ୟ ତାଜୁବ ହୋଇଯିବେ।
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଚଳନ୍ତା କାର୍ର ଛାତ ଉପରେ ପୁଶ୍-ଅପ୍ ମାରିଲେ ଯୁବକ। ଖାଲି ଏତିକି ନୁହେଁ ଆଉ କିଛି ଯୁବକ ମଦ ପିଇବା ସହ ଡ୍ୟାନ୍ସ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ପ୍ରତିବର୍ଷ ଏହି ଦିବସ ପାଇଁ ସ୍ୱତନ୍ତ୍ର ଥିମ୍ ରହିଥାଏ। ଏହି ବର୍ଷର ଥିମ୍ ରହିଛି We Need Food, Not Tobacco
ଖାଲି କର୍ମା ନୁହଁନ୍ତି, ତାଙ୍କ ପରି ଅନ୍ୟ କିଛି ଯୁବତୀଙ୍କର ମଧ୍ୟ ସମାନ ଅବସ୍ଥା । +୩ ପ୍ରଥମ ବର୍ଷରେ ପଢ଼ୁଥିବା ବଣ୍ଡାଘାଟିର ସମିତା ମୁଦୁଲି ମଧ୍ୟ ପଢ଼ା ଖର୍ଚ୍ଚ ଉଠାଇବା ପାଇଁ ସେ ବି କର୍ମାଙ୍କ ହାତରେ ହାତ ମିଶାଇ ବାଲି ମୁଣ୍ଡେଇ ଦେଉଛନ୍ତି ।
ସେ ଟ୍ୱିଟ୍କରି ଲେଖିଛନ୍ତି, ଧୋନି IPLରେ ଆଉ ଗୋଟିଏ ବର୍ଷ ରହିବେ ବୋଲି ଜାଣିବା ପରେ ଅନ୍ୟ ସମସ୍ତଙ୍କ ପରି ମୁଁ ମଧ୍ୟ ଖୁବ୍ ଖୁସି ଓ ଆଶାବାଦୀ ।
ଜାଣି ଆଶ୍ଚର୍ଯ୍ୟ ହେବେ ସବୁ ପରୀକ୍ଷାର୍ଥୀଙ୍କ କାନରେ ସ୍ୱତନ୍ତ୍ର ଭାବରେ ବ୍ୟବସ୍ଥା କରାଯାଇଥିଲା। ସବୁ ପରୀକ୍ଷାର୍ଥୀଙ୍କ କାନର କେନାଲରେ ଛୋଟ ବ୍ଲୁ-ଟୁଥ୍ ରଖାଯାଇଥିଲା।
LIC ଧନ ରେଖା ପ୍ଲାନ୍ ହେଉଛି ଏକ କ୍ୟାସ୍ ବ୍ୟାକ୍ ଯୋଜନା । ଯାହା ପଲିସିଧାରୀମାନଙ୍କୁ ବାରମ୍ବାର ରିଟର୍ଣ୍ଣ ପ୍ରଦାନ କରେ । ତାହାଛଡ଼ା ଏହି ପ୍ଲାନର ଶେଷ ବେଳକୁ ପଲିସିଧାରୀ ଭଲ ଲାଭ ପାଇପାରିବେ । ହିତାଧିକାରୀଙ୍କ ମୃତ୍ୟୁ ହେଲେ ମଧ୍ୟ LIC ଭଲ ରିଟର୍ଣ୍ଣ ଦେବ ।
ଇଲେକ୍ଟ୍ରିକ୍ ସ୍କୁଟରକୁ ନେଇ ସରକାର କିଛି କଟକଣା ଜାରି କରିବାକୁ ଯାଉଛନ୍ତି । ଯାହାଦ୍ୱାରା ଗ୍ରାହକଙ୍କ ଉପରେ ବିଶେଷ ପ୍ରଭାବ ପଡ଼ିବ ବୋଲି ଅନୁମାନ କରାଯାଉଛି ।
ଜଣେ ବାପା ସାରା ଜୀବନ ଅନେକ କଷ୍ଟ କରି ଦୁଇ ପୁଅଙ୍କୁ ମଣିଷ କରିଛନ୍ତି । ବହୁ କଷ୍ଟ କରି ଦୁଇ ପୁଅଙ୍କୁ ପାଠ ପଢ଼ାଇ ଡାକ୍ତର କରିଛନ୍ତି । ହେଲେ ସେହି ବାପା-ମା’ଙ୍କୁ ମିଳିଛି ନା ସାହା ନା ମିଳିଛି ପୁଅ, ବୋହୂ ଓ ନାତି ନାତୁଣୀଙ୍କ ସୁଖ ।
ବିବାହ ଉପହାର ଦେଖି ନବଦମ୍ପତି କାବା । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ସରକାର ଏ କି ପ୍ରକାର ଉପହାର ଦେଲେ . . ?
ବ୍ୟକ୍ତି ଜଣକ ଭୁଲବଶତଃ ଏକ ନିର୍ମାଣାଧିନ ଫ୍ଲାଏ ଓଭରକୁ ଚାଲିଆସିଥିବା ପୋଲିସ ଅନୁମାନ କରୁଛି।
RBI ଲିଗାଲ୍ ଅଫିସର୍, ମ୍ୟାନେଜର୍(ଟେକ୍ନିକାଲ୍ ସିଭିଲ୍), ଆସିଷ୍ଟାଣ୍ଟ ମ୍ୟାନେଜର୍(ରାଜଭାଷା) ଏବଂ ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପାନ୍-ଆଧାର ଲିଙ୍କ୍ ସମୟ ସୀମାକୁ ୩ ମାସ ପର୍ଯ୍ୟନ୍ତ ସରକାର ବୃଦ୍ଧି କରିଛନ୍ତି। ମାର୍ଚ୍ଚ ୩୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ ଏହି ସମୟ ସୀମା ବୃଦ୍ଧି କରାଯାଇଛି। ଯଦି ଏହି ସମୟସୀମା ମଧ୍ୟରେ ଆପଣ ପାନ୍-ଆଧାର ଲିଙ୍କ୍ ନକରନ୍ତି, ତା’ହେଲେ ଏହା ଅଦରକାରୀ ହୋଇଯିବ।
ସମୟ ଗଡ଼ିଚାଲୁଥିଲା… ଫାଇନାଲ ମ୍ୟାଚ୍ର ପ୍ରତିଟି ବଲ୍ ଫ୍ୟାନ୍ସଙ୍କ ଛାତିକୁ ଧଡ଼ଧଡ଼ କରୁଥିଲା । ଚାମ୍ପିଅନ୍ କିଏ ହେବ, ଶେଷ ପର୍ଯ୍ୟନ୍ତ କହିବା ମୁସ୍କିଲ ଥିଲା। ଶେଷ ଓଭରର ଶେଷ ବଲ ହିଁ ନିର୍ଣ୍ଣାୟକ ହେଲା।
ମ୍ୟାଚ୍ ଜିତିବା ପରେ ଇମୋସନାଲ ହୋଇପଡ଼ିଥିଲେ କ୍ୟାପ୍ଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି ।
ପାଣି ଶୁଖାଇବା ଘଟଣା ପାଇଁ ତାଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ସେ ଅପଚୟ କରିଥିବା ପାଣିର ମୂଲ୍ୟ ବହନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୫୫୦ ଟଙ୍କା ହୋଇଛି।
ନାବାଳିକା ପ୍ରେମିକାକୁ ନିର୍ମମ ହତ୍ୟା କରିବା ପରେ କିଲର୍ ବୟଫ୍ରେଣ୍ଡ୍ ମନରେ କୌଣସି ଅନୁତାପ ନାହିଁ ।