ଅନ୍ଧାର ରାତିରେ ବଡ଼ ଅଘଟଣ। ଡଙ୍ଗା ଓଲଟି ୨୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୭ ଜଣଙ୍କ ଅବସ୍ଥାରେ ଗୁରୁତର ରହିଛି। ଅଘଟଣ ବେଳେ ଡଙ୍ଗାରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ।
ପ୍ରତିବର୍ଷ ଏକ ଥିମ୍କୁ ନେଇ ‘ବିଶ୍ୱ ରେଡ୍ କ୍ରସ୍ ଦିବସ’ ପାଳନ କରିବାକୁ ନିଷ୍ପତ୍ତି ନିଆଯାଏ, ଯେଉଁଥିରେ ସମଗ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। କାରଣ ବିଶ୍ୱର ସବୁ ଲୋକମାନଙ୍କୁ ଏଥିରେ ସାମିଲ ହେବା ନେଇ ଉତ୍ସାହିତ କରାଯାଏ। ଆସନ୍ତୁ ଜାଣିବା ଏହାର କାରଣ, ଇତିହାସ ଆଉ ମୂଳଭିତ୍ତି।
ଏହି ଅଘଟଣ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କାରଣ ଖୋଜିବା ନିମନ୍ତେ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
କର୍ଣ୍ଣାଟକରେ ହାଇଭୋଲଟେଜ୍ ପ୍ରଚାର। ୧୦ କିଲୋମିଟର ରୋଡ ସୋ କଲେ ମୋଦି। ଡେଲିଭରି ବୟ ସହ ସ୍କୁଟରରେ ବସି ବୁଲିଲେ ରାହୁଲ
ଜଣେ ଦମ୍ପତିଙ୍କ ବିବାହ ଅନେକ ବର୍ଷ ବିତିଯାଇଥିଲେ ବି କିନ୍ତୁ ତାଙ୍କର ପ୍ରେମ ଏବେବି ନୂଆ ପରି ଲାଗୁଛି। ଯାହାର ହାତ ଧରିଛନ୍ତି ଜୀବନର ସର୍ବସ୍ୱ ତାଙ୍କରି ନିକଟରେ ହିଁ ସମର୍ପିତ କରିଛନ୍ତି।
ରାତି ୮ଟା ୧୧ମିନିଟ୍ ସମୟରେ ବିମାନଟି ପଞ୍ଜାବର ବଧାନା ପୋଲିସ ଷ୍ଟେସନ ନିକଟରେ ପ୍ରବେଶ କରିଥିଲା । ଅବତରଣ ସମୟରେ ବିମାନଟିର ବେଗ ଘଣ୍ଟା ପ୍ରତି ୨୯୨ କିଲୋମିଟର ଥିଲା ।
ଏମିତି କହିବାକୁ ଗଲେ MRP ଠାରୁ ଅଧିକ ମୂଲ୍ୟରେ କୌଣସି ଜିନିଷ ବିକ୍ରୟ କରିବା ଅପରାଧ ବୋଲି ଧରାଯାଏ । ଏଥିପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ରହିଛି । ସୂଚନା ଅନୁସାରେ ଯଦି ଷ୍ଟେସନରେ ଜଣେ ଦୋକାନୀ MRP ଠାରୁ ଅଧିକ ମୂଲ୍ୟରେ ସାମଗ୍ରୀ ବିକ୍ରି କରନ୍ତି । ତେବେ ଆପଣ ତାଙ୍କ ବିରୋଧରେ ଅଭିଯୋଗ କରିପାରିବେ ।
NTRO ଆନାଲିଷ୍ଟ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଗ୍ରାଜୁଏସନ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ। ଚୟନ ହେଲେ ମାସକୁ ୧.୪୨ ଲକ୍ଷ ଉପରେ ଦରମା ମିଳିବ।
ନିକଟରେ ସନି ଦେଓଲଙ୍କ ପୁଅ ଗୁପ୍ତରେ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ ଏନ୍ଗେଜ୍ମେଣ୍ଟ୍ କରିନେଇଛନ୍ତି। ନିକଟରେ ସେ ବିବାହ ବନ୍ଧନରେ ଛନ୍ଦିହେବେ। ଜାଣନ୍ତୁ ସନି କେବେ ଆଉ କାହାକୁ ବୋହୂ କରି ଘରକୁ ଆଣିବେ।
ଆଜି ଆଇପିଏଲ୍ (IPL 2023)ରେ ଏମିତି ଏକ ମ୍ୟାଚ୍ ଖେଳାଯିବ, ଯାହାକି ଆଇପିଏଲ୍ ଇତିହାସରେ ବର୍ତ୍ତମାନ ଯାଏ କେବେବି ଏପରି ହୋଇନାହିଁ। ଆଜି ଦର୍ଶକ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ପାଇବେ।
୧୯ ଦିନରେ ଦିଲ୍ଲୀ ତିହାର ଜେଲ୍ରେ ଗ୍ୟାଙ୍ଗୱାର୍ରେ ଦୁଇ ଦୁଇଟି ହତ୍ୟା ପରେ ଜେଲ୍ ପ୍ରଶାସନ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ତିହାର ଜେଲ୍ର ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଏଣିକି ଜେଲ୍ରେ ହାଇ ସିକ୍ୟୁରିଟି ୱାର୍ଡ ବାହାରେ କ୍ୱିକ୍ ରେସ୍ପନ୍ସ ଟିମ୍(QRT) ମୁତୟନ ହେବେ।
ଭାଇଜାନଙ୍କ ୪୦ ବର୍ଷ ତଳର ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ସଲମାନ ଜ୍ୟାକି ଶ୍ରଫ୍ଙ୍କ ପତ୍ନୀ ବା ଟାଇଗର ଶ୍ରଫ୍ଙ୍କ ମା’ ଆୟେଶା ଶ୍ରଫ୍ଙ୍କ ସହ ଜାହାଜରେ ମଜା କରୁଥିବା ନଜର ଆସିଛନ୍ତି। ଦେଖନ୍ତୁ ଏହି ଭିଡିଓ…
ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ ସେଠାରେ ସୂର୍ଯ୍ୟ ପରାଗ ଦେଖାଯାଏ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ ଅକ୍ଟୋବର ୧୪ରେ ଲାଗିବ।
ମହଙ୍ଗା ପଡ଼ିଲା କ୍ରିକେଟରଙ୍କ ପତ୍ନୀଙ୍କୁ ହଇରାଣ କରିବା ସହ କାର୍ର ପିଛା କରିବା। ଏହି ଘଟଣାରେ ପୋଲିସ୍ ୨ ଯୁବକଙ୍କୁ ଗିରଫ କରିଛି। ଦିଲ୍ଲୀରେ ଯୁବକ ଦ୍ୱୟ କ୍ରିକେଟର ନୀତିଶ ରାଣାଙ୍କ ପତ୍ନୀ ସାଚି ମାର୍ୱାଙ୍କୁ ବିନା କାରଣରେ ହଇରାଣ କରିବା ସହ ତାଙ୍କ ପିଛା କରିଥିବା ଅଭିଯୋଗ ହୋଇଥିଲା।
ଟେକ୍ସାସ୍ରେ ପୁଣିଥରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି। ଟେକ୍ସାସ୍ର ଏକ ଶପିଂ ମଲ୍ରେ ହୋଇଥିବା ଗୁଳିମାଡ଼ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି।
ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୦୭ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
NEET Ug ୨୦୨୩ ଅଫିସିଆଲ୍ ଡ୍ରେସ୍ କୋଡ୍ ଜାରି କରିଛି। ପୁଅ-ଝିଅଙ୍କ ପାଇଁ ଅଲଗା ଅଲଗା ଡ୍ରେସ୍ କୋଡ୍ ଜାରି ହୋଇଛି। କେହି ବି ଫୁଲ୍ ସାର୍ଟ ପିନ୍ଧି ପାରିବେ ନାହିଁ। ସେହିପରି ଆଉ କ’ଣ ରହିଛି ଆସନ୍ତୁ ଜାଣିବା।
ଆଜିର ଧାଁ ଦୌଡ ଜୀବନରେ ଲୋକେ ହସକୁ ଭୁଲି ଗଲେଣି। ମନ ଖୋଲା ହସିବାକୁ କାହାପାଖେ ସମୟ ନାହିଁ। ଏହି ହସ କିନ୍ତୁ ଶରୀରରେ ଏକ ନୂଆ ଶକ୍ତି ଏବଂ ଉର୍ଜା ଦେଇଥାଏ। ହସିବା ଦ୍ୱାରା ଅନେକ ଫାଇଦା ମିଳିଥାଏ। ଏନେଇ ପ୍ରତି ବର୍ଷ ପାଳନ ହୁଏ 'ବିଶ୍ୱ ହାସ୍ୟ ଦିବସ'। ଆସନ୍ତୁ ଜାଣିବା ଏହା ପଛର କାରଣ।
ଧାନ ସଂଗ୍ରହ ବେଳେ ମଣ୍ଡିରେ ସ୍ବଚ୍ଛତା ଆଉ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟ ସରକାର ସବୁ ଧାନ କିଣା କେନ୍ଦ୍ରରେ କାର୍ଯ୍ୟକାରୀ କରୁଛନ୍ତି ସିସିଟିଭି ବ୍ୟବସ୍ଥା।
ଶୁକ୍ରବାର କାଣ୍ଡି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଆଇଇଡି ବିସ୍ଫୋରଣ କରିଥିଲେ ଆତଙ୍କବାଦୀ। ଯବାନଙ୍କ ଉପରକୁ ସେମାନେ ଗୁଳି ମଧ୍ୟ ଚଳାଇଥିଲେ। ଏଥିରେ ସେନାର ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
୨୫ ବର୍ଷର ସଲୋନୀ ଭଣ୍ଡାରୀ ଅଧ୍ୟୟନ ଏବଂ ଚାକିରି ପରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। କୋଟିପତି ପରିବାରରେ ବଢିଥିବା ସଲୋନୀ ଏବେ ଏମିତି ପଦକ୍ଷେପ ନେଇଛନ୍ତି ଯାହା ଫଳରେ ସେ ଏବେ ଭିକ୍ଷୁ ଜୀବନ ଜୀଇବେ।
ସମସ୍ତ ବିବାଦ ପରେ 'ଦି କେରଳ ଷ୍ଟୋରୀ' ଶେଷରେ ମୁକ୍ତିଲାଭ କରିଛି। ଫିଲ୍ମଟି ଏକ ରାଜନୈତିକ କଳହରେ ପଡ଼ିଛି। କଥା ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହାକୁ ନେଇ ଏବେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଟିମ୍କୁ ଚେତାବନୀ ଦେଇଛନ୍ତି।
ବଂକିଙ୍ଗହମ୍ ପ୍ୟାଲେସରେ ମହାପର୍ବ . . . ବ୍ରିଟେନର ନୂଆ ରାଜା କିଙ୍ଗ୍ ଚାର୍ଲସ ତୃତୀୟଙ୍କ ମୁଣ୍ଡରେ ମୁକୁଟ
୨୦୨୦ରେ କଙ୍ଗନାକୁ ନୋଟିସ୍ ଜାରି କରିବାର ଗୋଟିଏ ଦିନ ପରେ ବିଏମ୍ସି କଙ୍ଗନାଙ୍କ ଘର ଭାଙ୍ଗି ଦେଇଥିଲା। ଏଯାଏ ତାଙ୍କୁ ଏହାର କ୍ଷତିପୂରଣ ମିଳି ନାହିଁ। ଏହାକୁ ନେଇ କଙ୍ଗନା କ’ଣ କୁହନ୍ତି ଆସନ୍ତୁ ଜାଣିବା।
ଏବେ ୨ ଫୁଟର ବାଇକକୁ ଚଢିବା ପରେ ବେଶ ଖୁସି ହରିନାରାୟଣ ।