• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

tragic incident
ଦଇବର ଏ କି ବିଧାନ ! ସିନ୍ଦୂର ପିନ୍ଧିବାର କିଛି କ୍ଷଣ ପରେ ବିଧବା ହେଲେ କନ୍ୟା

ଗୋଟିଏ ଦିନ ବି ମଥାରେ ରହିଲାନି ସିନ୍ଦୂର ... ଅକାଳରେ ଚାଲିଗଲା ବରର ଜୀବନ ।

S. Jaishankar
ବିଲାୱଲଙ୍କୁ ଔକାତ୍ ଦେଖାଇଲେ ଜୟଶଙ୍କର । ନମସ୍କାର ତ କଲେ, ହେଲେ କଲେନି ହ୍ୟାଣ୍ଡସେକ୍

ଯାହା ଆଶା କରାଯାଉଥିଲା ସେଇୟା ହିଁ ହେଲା । ଭାରତ ବିଲାୱଲଙ୍କୁ ତାଙ୍କ ସ୍ଥାନ ଦେଖାଇ ଦେଇଛି । କିଛି ଦିନ ତଳେ ସମସ୍ତ କୂଟନୈତିକ ଶାଳୀନତା ଭୁଲି ଜାତିସଂଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂପର୍କରେ ଅପଶଦ୍ଦ ବ୍ୟବହାର କରିଥିଲେ ବିଲାୱଲ । ଆଉ ସେ ଭାରତ ଆସିବା ପରେ ବୈଦେଶିକମନ୍ତ୍ରୀ ଏସ. ଜୟଶଙ୍କର ବିଲାୱଲଙ୍କୁ ତାଙ୍କରି ଭାଷାରେ ଜବାବ ଦେଇଛନ୍ତି।

Tirupati Temple
ସାବଧାନ ! ତିରୁପତି ଦର୍ଶନ ପାଇଁ ଅନ୍‌ଲାଇନ୍‌ ଟିକଟ କିଣୁଛନ୍ତି କି ? ପଡ଼ିପାରନ୍ତି ଠକାମିରେ...

ଦୁଃଖର ବିଷୟ ଯେ, ଆପଣ ଭଗବାନଙ୍କୁ ଦର୍ଶନ ପାଇଁ ଯେଉଁ ଟିକେଟ କିଣିଥିବେ ତାହା ନକଲି ସାବ୍ୟସ୍ତ ହେବ ।

Gold Price Today
Gold Price Today 6th May 2023: ବିବାହ ଋତୁରେ ବଢିଲା ସୁନା ଦର; ଜାଣନ୍ତୁ କେତେ ଅଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୬୪୦ ଟଙ୍କା ହୋଇଛି।

murder
ଟେଷ୍ଟି ଲାଗିଲାନି କବାବ୍‌ ! ରାଗରେ ରୋଷେୟାକୁ ଗୁଳି ମାରିଦେଲେ ଦୁଇ ଗ୍ରାହକ

କବାବ୍‌ ଖାଇଦେଲେ, ଟଙ୍କା ଦେଲେନି । ଟଙ୍କା ମାଗିବାରୁ ଗୁଳି ମାରିଦେଲେ . . ବରେଲିର ପ୍ରେମନଗର ଅଞ୍ଚଳର ଏକ ପୁରୁଣା କବାବ ଦୋକାନରେ ଏହି ଘଟଣା ଘଟିଛି।

Honey trap
ପାକ୍ ସୁନ୍ଦରୀ ମୋହରେ ପଡ଼ି ଭାରତୀୟ ବୈଜ୍ଞାନିକ ଗିରଫ, ବ୍ୟକ୍ତିଗତ ଫଟୋ ଦେଇ ଫସିଗଲେ . .

ହନିଟ୍ରାପର ଶିକାର ହୋଇଛନ୍ତି ଡିଆରଡିଓ ସାଇଣ୍ଟିଷ୍ଟ । ମହିଳା ଆଇଏସ୍ଆଇ ଏଜେଣ୍ଟଙ୍କୁ ଦେଲେ ଭାରତର ଗୁପ୍ତତଥ୍ୟ । ବ୍ୟକ୍ତିଗତ ଫଟୋ ଆଦାନ ପ୍ରଦାନ ପରେ ବ୍ଲାକମେଲ୍ କରୁଥିଲେ ରହସ୍ୟମୟୀ ।

Alcohol Vending Machine In India
ATMରୁ ଟଙ୍କା ବାହାରିବା ଭଳି, ସ୍ୱିଚ୍‌ ଚିପିଲେ ବାହାରିବ ମଦ !

 ମଦ କିଣିବା ପରେ ଆପଣ ଅନ୍‌ଲାଇନ୍ ହେଉ କିମ୍ବା କ୍ୟାସ୍‌ରେ ପେମେଣ୍ଟ କରିବାର ଉଭୟ ସୁବିଧା ମଧ୍ୟ ରହିଛି ।

maharastra
VIRAL VIDEO : ମାଗଣାରେ ଫଳ ନଦେବାରୁ ଦିବ୍ୟାଙ୍ଗ ଦୋକାନୀଙ୍କୁ ଗୋଇଠା ମାରି ରାସ୍ତାରେ କଚାଡ଼ିଦେଲା

ଏମିତି ମଣିଷକୁ ଧିକ୍ । ଜଣେ ଦିବ୍ୟାଙ୍ଗ ଦୋକାନୀ ଫଲ ଦେବା ପାଇଁ ମନା କରିଦେବାରୁ ରାସ୍ତା ମଝିରେ ଗୋଇଠା ପକାଇଲେ ।

Today Panchang
Today Panchang 6th May 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ କିଣନ୍ତୁ ନୂତନ ଦ୍ରବ୍ୟ

ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୦୬ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Kings Charles 111
ବ୍ରିଟେନ୍‌ର ନୂଆ ରାଜା ଚାଲ୍ସଙ୍କର ହେବ ରାଜ୍ୟାଭିଷେକ...

ଗତ ସେପ୍ଟେମ୍ବରରେ କୁଇନ୍ ଏଲିଜାବେଥ ଦ୍ୱିତୀୟଙ୍କର ଦେହାନ୍ତ ପରେ ଏହି ପଦ କିଙ୍ଗ୍ ଚାର୍ଲସ ସମ୍ଭାଳିଥିଲେ ମଧ୍ୟ ତାଙ୍କର ବିଧିବଦ୍ଧ ରାଜ୍ୟାଭିଷେକ ହୋଇନଥିଲା ।

Railways Station
ଅଜବ ରେଲୱେ ଷ୍ଟେସନ୍‌ : ୧ ନୁହେଁ ୨ ରୁ ଆରମ୍ଭ ହୁଏ ପ୍ଲାର୍ଟଫର୍ମ

ଅଜବ ରେଲୱେ ଷ୍ଟେସନ୍‌ । ଏଇଠି ୧ ନୁହେଁ ବରଂ ୨ ରୁ ଆରମ୍ଭ ହୁଏ ପ୍ଲାର୍ଟଫର୍ମ...ଏମିତି ଘଟଣା ପଛର କାହାଣୀ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

crocodile
ଆଶ୍ଚର୍ଯ୍ୟ ! ପିଠିରେ କୁମ୍ଭୀର ଧରି ଧାଇଁଲା କୁନି ପିଲା

ହେ ଭଗବାନ ! ଇଏ କଣ? ପିଠିରେ କୁମ୍ଭୀର ଧରି ଧାଇଁଲା କୁନି ପିଲା । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

AICTE non teaching recruitment for 46 post
AICTE Recruitment: ଗ୍ରାଜୁଏଟ୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ମାସକୁ ଦରମା ୧ଲକ୍ଷ ପରେ

AICTE ବିଭିନ୍ନ ଅଣ-ଶିକ୍ଷାଦାନ କ୍ଷେତ୍ରରେ ନିଯୁକ୍ତି ପାଇଁ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାନ୍ତି ସେମାନେ ଏହା ସମ୍ବନ୍ଧୀୟ ତଥ୍ୟ ଉପରେ ନଜର ପକେଇ ନିଅନ୍ତୁ।

KL Rahul
ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା: ଆଇପିଏଲ୍‌ ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଖେଳିବେନି କେଏଲ ରାହୁଲ

LSG ଟିମ୍‌ର କ୍ୟାପଟେନ୍‌ ଭାବେ ମୁଁ ଗୁରୁତ୍ୱପୂର୍ଣ୍ଣ ସମୟରେ ଟିମ LSG ପାଖରେ ନ ରହିବା ମୋତେ କଷ୍ଟ ଦେଉଛି। କିନ୍ତୁ ଟିମର ସଦସ୍ୟମାନେ ଠିକଣା ସମୟରେ ନିଜର ଜଲୱା ଦେଖାଇବେ ଓ ସବୁ ଥର ଭଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବେ, ମୁଁ ନିଶ୍ଚିତ।

 King Charles III
ବ୍ରିଟେନକୁ ମିଳିବେ ନୂଆ ରାଜା : କାଲି ସିଂହାସନ ଆରୋହଣ କରିବେ କିଙ୍ଗ ଚାର୍ଲସ ତୃତୀୟ

ଉତ୍ସବମୁଖର ହେଲାଣି ବକିଙ୍ଗହମ୍ ପ୍ୟାଲେସ । ରାଜ୍ୟାଭିଷେକରେ ସାମିଲ ହେବେ ଉପରାଷ୍ଟ୍ରପତି ଦମ୍ପତି । ଯୋଗଦେବେ ଦେଶ ବିଦେଶର ପ୍ରାୟ ୨ ହଜାର ଅତିଥି

Covid is no longer global health emergency says WHO
କରୋନା ମହାମାରୀ ନେଇ WHOର ବଡ଼ ଘୋଷଣା

ମହାମାରୀ ସରିବା ନେଇ WHO ମୁଖ୍ୟ ଟେଡ୍ରସ ଆଧାନମ୍ ଘେବ୍ରେସସ୍ ଘୋଷଣା କରିଛନ୍ତି। 

 S Jaishankar
SCO ବୈଠକରେ ପାକିସ୍ତାନକୁ କଡ଼ା ବାର୍ତ୍ତା : 'ସୀମା ପାର୍ ଆତଙ୍କବାଦ, ଟେରର ଫଣ୍ଡିଂ ବନ୍ଦ ହେଉ'

ଆତଙ୍କବାଦ ପ୍ରସଙ୍ଗକୁ ନେଇ ପରୋକ୍ଷରେ ଟାର୍ଗେଟ୍ । ଆତଙ୍କବାଦ ବିରୋଧରେ ଲଢ଼େଇ SCOର ମୂଳ ଉଦ୍ଦେଶ୍ୟ । ଯେକୌଣସି ପରିସ୍ଥିତିରେ ଆତଙ୍କବାଦକୁ ରୋକିବାକୁ ହେବ ।

shot dead
ବିଭତ୍ସ, ହୃଦୟବିଦାରକ ! ଗୋଟିଏ ପରିବାରର ୬ ଜଣଙ୍କୁ ଗୁଳିମାରି ହତ୍ୟା

୧୦ ବର୍ଷ ତଳର ଶତ୍ରୁତା ପାଇଁ ଜୀବନ ଚାଲିଗଲା । ଗୁଳିମାଡ଼ରେ ଗୋଟିଏ ପରିବାରର ୩ ଜଣ ମହିଳାଙ୍କ ସମେତ ୬ ଜଣ ପ୍ରାଣ ହରାଇଛନ୍ତି।

American Airlines
ମହିଳା ଯାତ୍ରୀଙ୍କ ପ୍ରତି ଏ କି ଆଚରଣ ! ସମସ୍ତଙ୍କ ସାମ୍ନାରେ ପୋଷାକ ବଦଳାଇବାକୁ ବାଧ୍ୟ କଲେ ବିମାନ କର୍ମଚାରୀ

ଦୁଇ ଯୁବତୀଙ୍କୁ ବେଜିତ୍‌ କଲା American Airlines । ବିମାନ କମ୍ପାନୀର ଦାୟିତ୍ୱହୀନତାକୁ ନେଇ ଉଠିଲା ପ୍ରଶ୍ନ ।

3 jawans killed in jammu and kashmir's Rajouri
ଜାମ୍ମୁ କାଶ୍ମୀରର ରଜୌରିରେ ୫ ଯବାନ ସହିଦ

କାଣ୍ଡି ଫରେଷ୍ଟରେ ସେନା ଚଳାଇଛି ଅପରେସନ ତ୍ରିନେତ୍ର। ଉତ୍ତର କାଶ୍ମୀରର ବାରାମୂଲା ଅଂଚଳରେ ଆତଙ୍କବାଦୀମାନେ ସକ୍ରିୟ ଥିବା ଖବର ପାଇ ଆରମ୍ଭ ହୋଇଥିଲା ଅପରେସନ୍ ।

Katrina Kaif ready to think about motherhood
କ୍ୟାଟ୍ରିନା କୈଫ୍‌ଙ୍କ ଖୁଲାସା; କହିଲେ କେବେ ଦେବେ ଖୁସି ଖବର

କ୍ୟାଟ୍ରିନା କୈଫ୍‌ ଓ ଭିକି କୌଶଲଙ୍କ ପ୍ରଶଂସକମାନେ ସେମାନଙ୍କ ଠାରୁ କିଛି ଚାହାଁନ୍ତି। ଏହି ଯୋଡିଙ୍କୁ ଖୁବ ଶୀଘ୍ର ବାପାମାଆ ଭାବେ ପ୍ରଶଂସକମାନେ ଦେଖିବାକୁ ଚାହାଁନ୍ତି। ବର୍ତ୍ତମାନ କ୍ୟାଟ୍ରିନା ଗର୍ଭବତୀ ଥିବା ପ୍ରାୟତଃ ଅନୁମାନ କରାଯାଏ। ତେବେ ଆସନ୍ତୁ ଜାଣିବା ଏହାକୁ ନେଇ କ୍ୟାଟ୍ରିନା କ’ଣ କୁହନ୍ତି।

Manipur violence
ମଣିପୁରରେ କାହିଁକି ବଢୁଛି ହିଂସା ? ମେଇତି, ନାଗା ଓ କୁକି ସମ୍ପ୍ରଦାୟ ମୁହାଁମୁହିଁ

ଗତ ଏପ୍ରିଲ ୧୯ ତାରିଖରେ ମଣିପୁରର ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ବିରୋଧ କରି ମଣିପୁରରେ ପ୍ରତିବାଦ କରାଯାଇଥିଲା

anand mahindra shares hair raising video of a truck going off
Viral Video: ଲୋମ ଟାଙ୍କୁରା ଦୃଶ୍ୟ; କେତେବେଳେ ବି ଜୀବନ ଚାଲି ଯିବାର ଭୟ ରହିଛି, ତଥାପି...

ରାସ୍ତା ମଝିରେ ଏକ ବଡ଼ ଟ୍ରକ୍‌ ମଧ୍ୟ ଛିଡ଼ା ହୋଇଛି। ହେଲେ ଏହା ସାଇଡ୍‌ରେ ଯିବା ପାଇଁ ଟ୍ରକ୍‌ ଡ୍ରାଇଭର ଜଣକ ଶତ ଚେଷ୍ଟା କରୁଛନ୍ତି। ଆଉ ସାହସ ବାନ୍ଧି ଡ୍ରାଇଭର ଜଣକ କାଠ ବୋଝେଇ ଟ୍ରକ୍‌କୁ ସଂକୀର୍ଣ୍ଣ ରାସ୍ତାରେ ନେଇ ଏହାକୁ ଅତିକ୍ରମ କରିବାରେ ସଫଳ ମଧ୍ୟ ହୋଇଛନ୍ତି।

Probable cyclone
କୁଆଡ଼େ ଯିବ ସମ୍ଭାବ୍ୟ ବାତ୍ୟା ? ଓଡ଼ିଶା ଉପରେ କ’ଣ ରହିବ ପ୍ରଭାବ...ଜାଣନ୍ତୁ କ’ଣ କହିଲା ପାଣିପାଗ ବିଭାଗ

ସମ୍ଭାବ୍ୟ ବାତ୍ୟା କେଉଁଆଡ଼କୁ ଯିବ ? ଏହାର ତୀବ୍ରତା କ’ଣ ରହିବ,  ସେନେଇ ଏପର୍ଯ୍ୟନ୍ତ IMD ପକ୍ଷରୁ ଆକଳନ କରାଯାଇନାହିଁ। ତେବେ ଏହା ଉପରେ ଆଇଏମଡି ନିୟମିତ ନଜର ରଖିଛି।