ଫ୍ୟାନ୍ସଙ୍କୁ କେବେ ନିରାଶ କରନ୍ତିନି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଜଣେ ଫ୍ୟାନ୍ଙ୍କ BMW କାର୍ରେ ବସି ଅଟୋଗ୍ରାଫ ଦେଇଛନ୍ତି ଧୋନି ।
ଜୁଲାଇ ୭ ତାରିଖ ଅର୍ଥାତ୍ ଆଜି ହେଉଛି ଦୁନିଆର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ ।
ମ୍ୟାଚ୍ ଜିତିବା ପରେ ଇମୋସନାଲ ହୋଇପଡ଼ିଥିଲେ କ୍ୟାପ୍ଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି ।
ଏବେବି କମୁନି ଧୋନି କ୍ରେଜ୍ । ମାହିଙ୍କ ଅଟୋଗ୍ରାଫ୍ ପାଇଁ ଧାଡି ଲଗାନ୍ତି ଲକ୍ଷାଧିକ ଫ୍ୟାନ୍ସ । ଏହି ଧାଡ଼ିରେ ସାମିଲ ହୋଇଛନ୍ତି ଜଣେ କ୍ରିକେଟ୍ କିମ୍ବଦନ୍ତୀ । ଜାଣନ୍ତୁ ସେ କିଏ ?
ଆଇପିଏଲ୍ ୨୦୨୩ ସିଜନ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ତେବେ ସଦ୍ୟତମ ଚର୍ଚ୍ଚା ତାଙ୍କ ଅବସରଜନିତ ନୁହେଁ, ତାଙ୍କ ଉପଯୋଗୀ ବ୍ୟାଟିଂ ପ୍ରଦର୍ଶନ ଓ ଦୃଢ଼ ନେତୃତ୍ୱକୁ ନେଇ।
ପୁଣିଥରେ ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି ଧୋନି । ଧୋନିଙ୍କ ମନ୍ତବ୍ୟରେ ଭାବପ୍ରବଣ ହୋଇଉଠିଲେ ଫ୍ୟାନ୍ସ । ନିଜର ଅବସର ନେଇ ଦେଲେ ଇସାରା ।
ମହେନ୍ଦ୍ର ସିଂ ଧୋନି ଆଜି ଚେନ୍ନାଇ ସୁପରକିଙ୍ଗ୍ସର କ୍ୟାପ୍ଟେନ୍ ଭାବେ ୨୦୦ତମ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି ।
ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଛି ବଡ଼ ଝଟକା । ଆଜି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦଳ ପାଇଁ ଆସିଛି ଖରାପ ଖବର ।
ଗତକାଲି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଆରମ୍ଭ ହୋଇଯାଇଛି ଆଇପିଏଲ୍ ୨୦୨୩ ମହାସମର । ଏହି ସମୟରେ ବଲିଉଡ୍ ଗାୟକ ଅରିଜିତ ସିଂ ଧୋନୀଙ୍କ ପାଦ ଛୁଇଁ ପ୍ରଣାମ କରୁଥିବାର ଦେଖିବାକୁ ମିଳିଥିଲା । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
୪୧ ବର୍ଷୀୟ ଧୋନି ଆଉ ଏକ ଟ୍ରଫି ଉପରେ ନିଜର ହାତ ରଖିଛନ୍ତି । ପ୍ରଶଂସକମାନେ ତାଙ୍କ ବିଜୟ ଅଭ୍ୟାସକୁ ଜୀବନ୍ତ ରଖିଥିବାର ଦେଖି ବହୁତ ଖୁସି ଅଛନ୍ତି ।
ମହେନ୍ଦ୍ର ସିଂ ଧୋନି ଓ ରିଷଭ ପନ୍ତ - ଉଭୟଙ୍କ ମଧ୍ୟରେ ଯେତେବେଳେ ବି ତୁଳନା କରାଯାଏ, ନିକିତିର ଗୋଟିଏ ପଟ ବହୁତ ଓଜନିଆ ହୋଇଯାଏ। ଏବେ ପ୍ରତିଭାଶାଳୀ ପନ୍ତଙ୍କ ପ୍ରଦର୍ଶନରେ କିମ୍ବଦନ୍ତୀ ଧୋନିଙ୍କ ଝଲକ ଦେଖିବାକୁ ପାଇଛନ୍ତି କ୍ରିକେଟ୍ ବିଶ୍ଳେଷକ। ଫଳରେ ପୁଣି ଥରେ ତୁଳନା ହୋଇଛି; ହେଲେ ପନ୍ତ କ’ଣ ନିଜ ମାର୍ଗଦର୍ଶକଙ୍କୁ ଟପିପାରିବେ?
ଧୋନିଙ୍କ ଆଉଟଲେଟରେ ବର୍ତ୍ତମାନ ତିନି ପ୍ରକାରର ଦୁଗ୍ଧ ବିକ୍ରି ହେଉଛି । ହୋଜନ ଫ୍ରିଗେନର କ୍ଷୀର ଲିଟର ପିଛା ୫୫ ଟଙ୍କା, ସାହିୱାଲ ପ୍ରଜାତି ଗାଈର କ୍ଷୀର ଲିଟର ପିଛା ୯୦ ଟଙ୍କା ଓ ଗୁଜରାଟର ସ୍ୱର୍ଣ୍ଣଗିରି ପ୍ରଜାତିର ଗାଇର କ୍ଷୀର ଲିଟର ପିଛା ୧୩୦ ଟଙ୍କାରେ ବିକ୍ରି ହେଉଛି । ଏଥିମଧ୍ୟରୁ ଗୁଜୁରାଟର ସ୍ୱର୍ଣ୍ଣଗିରି ଗାଈର କ୍ଷୀର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅତ୍ୟନ୍ତ ପୁଷ୍ଟିକର ଏବଂ ସ୍ୱଚ୍ଛ ବୋଲି ବିବେଚନା କରାଯାଏ
ସୋସିଆଲ ମିଡିଆରେ ଛାୟୀ ହୋଇ ଯାଇଛନ୍ତି ଭାରତର ପୂର୍ବତନ କ୍ୟାପଟେନ୍ । କ୍ରିକେଟ ଆଇକନ୍ ମହେନ୍ଦ୍ର ସିଂ ଧୋନୀ ଫ୍ୟାନ୍ସଙ୍କ ସହ ତାଙ୍କର ନୂଆ ଲୁକ୍ ସେୟାର କରିଛନ୍ତି । ଫଟୋରେ ମାହି ଏକ ନୂଆ ହେୟାର ଷ୍ଟାଇଲରେ ନଜର ଆସିଛନ୍ତି । ସେଲିବ୍ରିଟି ହେୟାର ଷ୍ଟାଇଲିସ୍ ଆଲିମ ହାକିମ ଏକ ପୋଷ୍ଟ ସେୟାର କରିବା ପରେ ଧୋନିଙ୍କ ନୂଆ ଲୁକ୍ ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଗତ ବର୍ଷ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇସାରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ପରେ ସବୁବେଳେ ଧୋନିଙ୍କ ଫୋକସ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଉପରେ ହିଁ ରହିଛି। ଆଇପିଏଲର ଏହି ୧୪ତମ ସଂସ୍କରଣରେ ଧୋନିଙ୍କ ଧୁଆଁଧାର ଖେଳ ଦେଖିବାକୁ ମିଳିପାରେ। କାରଣ ଧୋନି ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ଅଭ୍ୟାସ ମ୍ୟାଚରେ ଲମ୍ବା ଲମ୍ବା ସଟ୍ ଖେଳିବା ସହ ଚମତ୍କାର ୱିକେଟ […]
ଚେନ୍ନାଇ ସୁପରକିଙ୍ଗସ ଏଥର ଆଇପିଏଲରେ ପ୍ଲେ-ଅଫକୁ ଯାଇପାରିବନି, ଏନେଇ କ୍ରିକେଟ ବିଶେଷଜ୍ଞମାନେ ମତ ଦେଉଥିବା ବେଳେ ଧୋନି ଏହାକୁ ଭୁଲ ପ୍ରମାଣିତ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଚେନ୍ନାଇ ଟିମର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବେ ଜୋରଦାର ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ପ୍ରଥମେ ଧୋନି ନେଟରେ ଅଭ୍ୟାସ କରୁଥିବା ବେଳେ ଲମ୍ଭା ଲମ୍ଭା ସଟ୍ ଖେଳୁଥିବା ଦେଖାଯାଇଥିଲା। କିନ୍ତୁ ଏବେ ସେ ମଇଦାନରେ ଅଭ୍ୟାସ ମ୍ୟାଚ୍ ଖେଳୁଥିବା ବେଳେ ମଧ୍ୟ ଜୋରଦାର୍ ସଟ୍ ଖେଳିଛନ୍ତି। ଯେଉଁଭଳି ଖେଳ […]