• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lic

LIC Dhan Rekha Plan
LICର ଦମଦାର୍‌ ପ୍ଲାନ୍‌; ପାଇବେ କୋଟିଏ ଟଙ୍କା !

LIC ଧନ ରେଖା ପ୍ଲାନ୍‌ ହେଉଛି ଏକ କ୍ୟାସ୍‌ ବ୍ୟାକ୍ ଯୋଜନା । ଯାହା ପଲିସିଧାରୀମାନଙ୍କୁ ବାରମ୍ବାର ରିଟର୍ଣ୍ଣ ପ୍ରଦାନ କରେ । ତାହାଛଡ଼ା ଏହି ପ୍ଲାନର ଶେଷ ବେଳକୁ ପଲିସିଧାରୀ ଭଲ ଲାଭ ପାଇପାରିବେ । ହିତାଧିକାରୀଙ୍କ ମୃତ୍ୟୁ ହେଲେ ମଧ୍ୟ LIC ଭଲ ରିଟର୍ଣ୍ଣ ଦେବ ।

Lic scheme
LICର ଏମିତି ସ୍କିମ୍‌ ଶହେ ରଖିଲେ; ୭୫ ହଜାର ପାଇବେ !

LICର ଏହି ସ୍କିମ୍‌ରେ ମାତ୍ର ୧୦୦ଟଙ୍କା ନିବେଶ କରିବା ଦ୍ୱାରା ଆପଣ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇପାରନ୍ତି । ସ୍କିମ୍‌ର ନାଁ ହେଉଛି ‘ଆମ ଆଦମୀ ଯୋଜନା’ ।

LIC To Make Debut On Stock Exchanges Today
ସେୟାର ବଜାରକୁ ଆସିବ LIC ; ଆଶଙ୍କାରେ ନିବେଶକ

ଆଜି ସେୟାର ବଜାରକୁ ଆସିବ ଏଲ୍ଆଇସିର ଷ୍ଟକ୍...ଷ୍ଟକ୍ ବଜାରରେ ତାଲିକାଭୁକ୍ତ ହେବା ପରେ ପ୍ରଥମ ଦିନରେ କଣ ରହୁଛି ଏଲ୍ଆଇସି ସେୟାରର ସ୍ଥିତି, ତାକୁ ନେଇ ଉତ୍କଣ୍ଠାରେ ନିବେଶକ...

LIC Stock
ଷ୍ଟକ୍ ମାର୍କେଟରେ ଏଣ୍ଟ୍ରି ମାରିବ ଏଲ୍ଆଇସି

ଆସନ୍ତାକାଲି ସେୟାର ବଜାରକୁ ଆସିବ ଏଲ୍ଆଇସିର ଷ୍ଟକ୍ । ଏହାକୁ ନେଇ ନିବେଶକ ଯେତିକି ଉତ୍ସାହୀ, ସେତିକି ଆଶଙ୍କାରେ । କାରଣ ପହିଲି ନାଚରୁ ଗୋଡ଼ ଫରକା ଭଳି ଗ୍ରେ ମାର୍କେଟ୍‌ରେ ଏଲ୍ଆଇସି ସେୟାରର ମୂଲ୍ୟ ଖସିଛି । ଏଥିପାଇଁ ବିଶ୍ୱ ବଜାରରେ ଅସ୍ଥିରତା ଓ ଉଚ୍ଚ ମୁଦ୍ରାସ୍ଫୀତିକୁ ଦାୟୀ କରାଯାଉଛି । ତେବେ ଦୀର୍ଘମିଆଦୀ ଭିତ୍ତିରେ ଏହା ଉତ୍ତମ ରିଟର୍ଣ୍ଣ ଦେବ ବୋଲି କହିଛନ୍ତି ବଜାର ସମୀକ୍ଷକ ।

LIC IPO
LIC IPO, ଶେଷ ଦିନରେ ବି ଜବରଦସ୍ତ ରେସପନ୍ସ, ୱିକେଣ୍ଡରେ ବି ଧମାଲ କଲା

ପ୍ରଥମ ୨ ଦିନରେ LIC IPOକୁ ୧୦୦% ରୁ ଅଧିକ ସବସ୍କ୍ରାଇବ କରାଯାଇଥିଲା ।

lic-ipo-bidding-detail
LIC IPOରେ ଅର୍ଥ ଲଗାଣ ପାଇଁ ପଲିସିଧାରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

ବୀମାଧାରକ କାଟାଗୋରୀରେ ପଡ଼ିଛି ଅଧିକ ଆପ୍ଲିକେସନ୍‌

LIC
ଭାରତୀୟ ଜୀବନ ବୀମା ନିଗମର ଆଇପିଓ ଖୋଲୁ ଖୋଲୁ ଅଧା ଶେଷ

ଭାରତୀୟ ସେୟାର ମାର୍କେଟକୁ ଆସିଲା ବହୁ ପ୍ରତିକ୍ଷିତ ଏଲ୍ଆଇସି ଆଇପିଓ । ୯ ଯାଏଁ ଖୋଲା ଥିବା ଏହି ଆଇପିଓର ୫୦ ପ୍ରତିଶତ ପ୍ରଥମ ଦିନରେ ହିଁ ବିକ୍ରି ହୋଇସାରିଛି । ଆଇପିଓ ଆସିବା ପରେ ନିବେଶକ ତ ଖୁସି, ହେଲେ କର୍ମଚାରୀ ଓ ବୀମାଧାରୀ ଚିନ୍ତାରେ ରହିଲେଣି ।

LIC
ଏଲ୍ଆଇସିରୁ କାହିଁକି ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ନେଲେ ସରକାର ?

ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଭାରତୀୟ ସେୟାର ବଜାରର ସର୍ବବୃହତ ଇନିସିଆଲ୍ ପବ୍ଲିକ୍ ଅଫର୍ ବା ଆଇପିଓ କୋଲିଛି । ଭାରତୀୟ ଜୀବନ ବୀମା ନିଗମ- ଏଲ୍ଆଇସି ପକ୍ଷରୁ ଏହି ଆଇପିଓ ଆଜିଠାରୁ ମେ ୯ ତାରିଖ ଯାଏଁ ଖୋଲା ରହିବ ।

ipo
ଭରତୀୟ ଶେୟାର ମାର୍କେଟରେ ସବୁଠୁ ବଡ଼ ଆଇପିଓ : ରିଟେଲ୍ ନିବେଶକଙ୍କ ସହ ଏଲ୍ଆଇସି ପଲିସିଧାରୀଙ୍କ ପାଇଁ ରିହାତି ସୁବିଧା

ଷ୍ଟକ ମାର୍କେଟରେ ଶେୟାର କିଣା ବିକା ଲାଗି ଉଦ୍ଦିଷ୍ଟ ଡିମାଟ୍ ଆକାଉଣ୍ଟ ଜରିଆରେ ହିଁ ଏହି କାରବାର ହୋଇପାରିବ । ତେବେ ଶେୟାର କିଣିବା ପାଇଁ ଆପଣଙ୍କୁ ଆବେଦନ କରିବାକୁ ପଡ଼ିବ ।

LIC IPO opens for retail investors today: All you need to know
ଆଜିଠୁ ବିକ୍ରି ହେବ ମେଗା IPO

ଦେଶର ବୃହତ୍ତମ ବୀମା କମ୍ପାନୀ ଏଲ୍ଆଇସିର ବହୁ ପ୍ରତୀକ୍ଷିତ ମେଗା ଆଇପିଓ ବା ପ୍ରାରମ୍ଭିକ ପବ୍ଲିକ ଅଫରିଂ ଆଜିଠୁ ଆରମ୍ଭ ହୋଇ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ ।

India's Biggest Ever LIC IPO Opens On May 4
LIC 3.0: ମେ’ ୪ରୁ ବିକ୍ରି ହେବ IPO

ବହୁ ଦିନର ଅପେକ୍ଷା ପରେ ମାର୍କେଟକୁ ଆସିବ ଏଲଆଇସିର ଆଇପିଓ। ମେ’ ୪ରୁ ମ” ୯ ପର୍ଯ୍ୟନ୍ତ  LIC IPO ବିକ୍ରି ହେବ ବୋଲି ଏକ ପ୍ରେସ୍‌ମିଟ୍‌ରେ ଘୋଷଣା କରାଯାଇଛି। 

Emergency information is available for LIC policyholders
ଏଲଆଇସି ପଲିସିଧାରୀଙ୍କ ପାଇଁ ଆସିଲା ଜରୁରୀ ସୂଚନା, ଫେବ୍ରୁଆରୀ ୨୮ ସୁଦ୍ଧା କରନ୍ତୁ...

ପଲିସୀଧାରୀଙ୍କ ପାଇଁ ବଡ଼ ଖବର ଦେଲା ଏଲଆଇସି। ଯେଉଁମାନଙ୍କର ପଲିସୀ ଅଛି, ସେମାନେ ଏଲଆଇସି ଆଇପିଓରେ ଭାଗ ନେଇ ପାରିବେ। ଏଥି ପାଇଁ ଫେବ୍ରୁଆରୀ ୨୮ ସୁଦ୍ଧା ପାନକୁ ଅପ୍‌ଡେଟ କରିବାକୁ ହେବ। ଏବେ ଜାଣନ୍ତୁ ପୂରା ପ୍ରୋସେସ୍...