ପ୍ରାୟ ପ୍ରତ୍ୟେକ ବ୍ୟକ୍ତିଙ୍କର ପାନ୍ ଏବଂ ଆଧାର ଭଳି ଡକ୍ୟୁମେଣ୍ଟ ଅଛି । କିନ୍ତୁ ଯଦି କେହି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ, ତେବେ ଏହି ଡକ୍ୟୁମେଣ୍ଟଗୁଡ଼ିକର କ’ଣ ହେବ? ଏହି ଡକ୍ୟୁମେଣ୍ଟ ଆପେ ବାତିଲ ହୋଇଯିବା ନା ମୃତକଙ୍କ ସମ୍ପର୍କୀୟମାନେ ଏଗୁଡିକୁ ବାତିଲ କରିବେ? ଆସନ୍ତୁ ଜାଣିବା ।
ଏହି ପ୍ରକଳ୍ପ ପାଇଁ ୧୪୩୫ କୋଟି ବ୍ୟୟ ହେବ । ପାନ୍ ୨.୦ ଏକ ଇ-ଗଭର୍ଣ୍ଣାସ ପ୍ରକଳ୍ପ । ଏହା ପାନ୍-୧ର ଅପଗ୍ରେଡ୍ ଭର୍ସନ ।
ପାନ୍-ଆଧାର ଲିଙ୍କ୍ ସମୟ ସୀମାକୁ ୩ ମାସ ପର୍ଯ୍ୟନ୍ତ ସରକାର ବୃଦ୍ଧି କରିଛନ୍ତି। ମାର୍ଚ୍ଚ ୩୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ ଏହି ସମୟ ସୀମା ବୃଦ୍ଧି କରାଯାଇଛି। ଯଦି ଏହି ସମୟସୀମା ମଧ୍ୟରେ ଆପଣ ପାନ୍-ଆଧାର ଲିଙ୍କ୍ ନକରନ୍ତି, ତା’ହେଲେ ଏହା ଅଦରକାରୀ ହୋଇଯିବ।
ପାନ୍ ଏବଂ ଆଧାର କାର୍ଡ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଜରୁରୀ। ପ୍ରାୟ ସବୁ କ୍ଷେତ୍ରରେ ଏହାର ଆବଶ୍ୟକତା ପଡୁଛି। ତେବେ ସରକାର ପ୍ୟାନକୁ ଆଧାର କାର୍ଡ ସହିତ ଯୋଡିବାକୁ ବାଧ୍ୟତାମୂଳକ କରିଛନ୍ତି। ଆପଣଙ୍କ ପାନ ଆଧାର ସହ ଲିଙ୍କ୍ ଅଛି କି ନାହିଁ କିପରି ଜାଣିବେ? ଦେଖନ୍ତୁ ଷ୍ଟେପ୍…
ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଯଦି ଆପଣ ଆଧାର ର୍ଡ ସହ ପାନ୍ ଲିଙ୍କ୍ ନକରିବେ ତେବେ ୨୦୨୩ ଏପ୍ରିଲ ୧ ତାରିଖଠାରୁ ଆପଣଙ୍କ ପାନ କାର୍ଡ ଅଚଳ ହୋଇଯିବ ।
ଏବେ ସୁଦ୍ଧା ପାନ କାର୍ଡ କେବଳ ବ୍ୟାଙ୍କ ଖାତା ଖୋଲିବା ସହ ଜଡ଼ିତ ରହିଥିବା ବେଳେ ମ୍ୟୁଚୁଆଲ୍ ଫଣ୍ଡ ଆଦିରେ ନିବେଶ ବେଳେ ଆବଶ୍ୟକ ହେଉଥିଲା ।
ଏହାସହ କୋର୍ଟ କହିଛନ୍ତି ଯେ ଯଦି ହାଇସ୍କୁଲ ସାର୍ଟିଫିକେଟ୍ରେ ରେକର୍ଡ ହୋଇଥିବା ଜନ୍ମ ତାରିଖକୁ ବିରୋଧ କରାଯାଏ କିମ୍ବା ଏହାର ବିଶ୍ୱସନୀୟତା ଉପରେ ପ୍ରଶ୍ନ କରାଯାଏ, ତେବେ ସ୍ଥାନୀୟ ପୌରସଂସ୍ଥା କିମ୍ବା ପଞ୍ଚାୟତ ପକ୍ଷରୁ ଦିଆଯାଇଥିବା ଜନ୍ମ ପ୍ରମାଣ ହିଁ ବୈଧ ରହିବ। ନଚେତ୍ ଡାକ୍ତରଖାନାରୁ ଦିଆଯାଇଥିବା ରିପୋର୍ଟ ଗ୍ରହଣ କରାଯାଇପାରିବ । କେବଳ ଏତିକି ନୁହେଁ ବରଂ ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ଆଧାର କାର୍ଡ, ପାନ କାର୍ଡରେ ରେକର୍ଡ ହୋଇଥିବା ଜନ୍ମ ତାରିଖ ଉପରେ ବୟସ ନିର୍ଣ୍ଣୟ ଚୂଡାନ୍ତ ନୁହେଁ।