• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pan Card

PAN-Aadhaar linking
ପାନ୍‌-ଆଧାର ଲିଙ୍କ୍‌ ନକଲେ ଜୁନ୍‌ ୩୦ ପରେ ଅଚଳ ହୋଇପାରେ ପାନ୍‌ କାର୍ଡ...

ପାନ୍‌-ଆଧାର ଲିଙ୍କ୍‌ ସମୟ ସୀମାକୁ ୩ ମାସ ପର୍ଯ୍ୟନ୍ତ ସରକାର ବୃଦ୍ଧି କରିଛନ୍ତି। ମାର୍ଚ୍ଚ ୩୧ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଏହି ସମୟ ସୀମା ବୃଦ୍ଧି କରାଯାଇଛି। ଯଦି ଏହି ସମୟସୀମା ମଧ୍ୟରେ ଆପଣ ପାନ୍‌-ଆଧାର ଲିଙ୍କ୍‌ ନକରନ୍ତି, ତା’ହେଲେ ଏହା ଅଦରକାରୀ ହୋଇଯିବ।

How to check pan aadhaar link or not
ଆପଣ ପାନ୍‌ ସହ ଆଧାର ଲିଙ୍କ୍‌ କରିଛନ୍ତି ତ ? କିପରି ଜାଣିବେ…ଦେଖନ୍ତୁ ଷ୍ଟେପ୍

ପାନ୍ ଏବଂ ଆଧାର କାର୍ଡ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଜରୁରୀ। ପ୍ରାୟ ସବୁ କ୍ଷେତ୍ରରେ ଏହାର ଆବଶ୍ୟକତା ପଡୁଛି। ତେବେ ସରକାର ପ୍ୟାନକୁ ଆଧାର କାର୍ଡ ସହିତ ଯୋଡିବାକୁ ବାଧ୍ୟତାମୂଳକ କରିଛନ୍ତି। ଆପଣଙ୍କ ପାନ ଆଧାର ସହ ଲିଙ୍କ୍ ଅଛି କି ନାହିଁ କିପରି ଜାଣିବେ? ଦେଖନ୍ତୁ ଷ୍ଟେପ୍‌…

Pan - Aadhar
ତୁରନ୍ତ କରନ୍ତୁ Aadhaar-PAN ଲିଙ୍କ୍‌, ନଚେତ ପଡ଼ିବେ ସମସ୍ୟାରେ...

ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଯଦି ଆପଣ ଆଧାର ର୍ଡ ସହ ପାନ୍‌ ଲିଙ୍କ୍‌ ନକରିବେ ତେବେ ୨୦୨୩ ଏପ୍ରିଲ ୧ ତାରିଖଠାରୁ ଆପଣଙ୍କ ପାନ କାର୍ଡ ଅଚଳ ହୋଇଯିବ ।

Budget- Pan Card
Budget 2023: ପାନ କାର୍ଡକୁ ମିଳିଲା ଅଧିକ ଗୁରୁତ୍ୱ, ଏଣିକି ଏହା ପରିଚୟ ପତ୍ର

ଏବେ ସୁଦ୍ଧା ପାନ କାର୍ଡ କେବଳ ବ୍ୟାଙ୍କ ଖାତା ଖୋଲିବା ସହ ଜଡ଼ିତ ରହିଥିବା ବେଳେ ମ୍ୟୁଚୁଆଲ୍‌ ଫଣ୍ଡ ଆଦିରେ ନିବେଶ ବେଳେ ଆବଶ୍ୟକ ହେଉଥିଲା ।

allahabad-high-court
ପାନକାର୍ଡ଼ କି ଆଧାରକାର୍ଡ଼ ଜନ୍ମ ପ୍ରମାଣ ପତ୍ର ନୁହେଁ?

ଏହାସହ କୋର୍ଟ କହିଛନ୍ତି ଯେ ଯଦି ହାଇସ୍କୁଲ ସାର୍ଟିଫିକେଟ୍‌ରେ ରେକର୍ଡ ହୋଇଥିବା ଜନ୍ମ ତାରିଖକୁ ବିରୋଧ କରାଯାଏ କିମ୍ବା ଏହାର ବିଶ୍ୱସନୀୟତା ଉପରେ ପ୍ରଶ୍ନ କରାଯାଏ, ତେବେ ସ୍ଥାନୀୟ ପୌରସଂସ୍ଥା କିମ୍ବା ପଞ୍ଚାୟତ ପକ୍ଷରୁ ଦିଆଯାଇଥିବା ଜନ୍ମ ପ୍ରମାଣ ହିଁ ବୈଧ ରହିବ। ନଚେତ୍‌ ଡାକ୍ତରଖାନାରୁ ଦିଆଯାଇଥିବା ରିପୋର୍ଟ ଗ୍ରହଣ କରାଯାଇପାରିବ । କେବଳ ଏତିକି ନୁହେଁ ବରଂ ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ଆଧାର କାର୍ଡ, ପାନ କାର୍ଡରେ ରେକର୍ଡ ହୋଇଥିବା ଜନ୍ମ ତାରିଖ ଉପରେ ବୟସ ନିର୍ଣ୍ଣୟ ଚୂଡାନ୍ତ ନୁହେଁ।