• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Vijayawada

woman cremates husband inside the house, Vijayawada, Kurnool
ପଚାରିଲେନି ଦୁଇ ଡାକ୍ତର ପୁଅ; ଘର ଭିତରେ ସ୍ୱାମୀଙ୍କ ଅନ୍ତିମ ସଂସ୍କାର କଲା ସ୍ତ୍ରୀ

ଜଣେ ବାପା ସାରା ଜୀବନ ଅନେକ କଷ୍ଟ କରି ଦୁଇ ପୁଅଙ୍କୁ ମଣିଷ କରିଛନ୍ତି । ବହୁ କଷ୍ଟ କରି ଦୁଇ ପୁଅଙ୍କୁ ପାଠ ପଢ଼ାଇ ଡାକ୍ତର କରିଛନ୍ତି । ହେଲେ ସେହି ବାପା-ମା’ଙ୍କୁ ମିଳିଛି ନା ସାହା ନା ମିଳିଛି ପୁଅ, ବୋହୂ ଓ ନାତି ନାତୁଣୀଙ୍କ ସୁଖ ।

Farmer
କଳାବଜାରୀଙ୍କୁ ଧରିବା ପାଇଁ ବେଶ ବଦଳାଇଲେ ସବ୍‌କଲେକ୍ଟର

ବିଜୟୱାଡ଼ାର ସବ୍‌-କଲେକ୍ଟର ସୂର୍ଯ୍ୟ ପ୍ରବୀଣ ଚାନ୍ଦଙ୍କୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଖୁବ୍‌ ଚର୍ଚ୍ଚା ଚାଲିଛି। କାରଣ ଦୀର୍ଘଦିନ ହେବ ଚାଷୀମାନେ ଲଗାତାର ଅଭିଯୋଗ କରିଆସୁଥିଲେ କି ୟୁରିଆ ଓ ଡ଼ିଏପି ସାରରେ ବ୍ୟାପକ ଅନିୟମିତତା ହେଉଛି। ଆଉ ଅଭିଯୋଗ ପରେ ପ୍ରକୃତ ଘଟଣା କଣ ସେ ସମ୍ପର୍କରେ ଜାଣିବା ଲାଗି ନିଜେ ଚାଷୀ ବେଶ ହୋଇ ଦୋକାନରେ ପହଞ୍ଚିଥିଲେ ସବ୍‌-କଲେକ୍ଚର।