ମହେନ୍ଦ୍ର ସିଂ ଧୋନି ବାଇକ୍ ଚଲାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଏଥର ମାହିଙ୍କୁ ବ୍ୟାଟ୍ କିମ୍ବା ବଲ୍ ସହିତ ନୁହେଁ ବରଂ ତାଙ୍କ ପୁରୁଣା ୟାମାହା RD 350 ସହିତ ଦେଖିବାକୁ ମିଳୁଛି ।
ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ତଥା ଦେଶର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓରଫ ମାହି। ଦେଶର କୋଣ ଅନୁକୋଣରେ ତାଙ୍କର ଲକ୍ଷାଧିକ ଫ୍ୟାନ୍ସ ରହିଛନ୍ତି। ଧୋନିଙ୍କ ପାଇଁ ଚେନ୍ନାଇରେ ପ୍ରସ୍ତୁତ ହେବ ମନ୍ଦିର। ଚେନ୍ନାଇରେ ଧୋନିଙ୍କ ପାଇଁ ଥିବା କ୍ରେଜ୍ ଦେଖି ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ କ୍ରିକେଟର ଅମ୍ବାତି ରାୟୁଡୁ।
ହାରିଲା ଚେନ୍ନାଇ, ଜିତିଲା ପଞ୍ଜାବ । ଗତକାଲି IPLରେ ଆଉ ଏକ ରୋମାଞ୍ଚକର ମ୍ୟାଚ୍ ଚେନ୍ନାଇକୁ ୭ ୱିକେଟରେ ମାତ୍ ଦେଲା ପଞ୍ଜାବ । ପଂଜାବ ୧୬୩ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ୧୭.୫ ଓଭରରେ ୩ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ
ନିଜର ପ୍ରିୟ ଖେଳାଳି ଧୋନିଙ୍କଠାରୁ ଏହି ଉପହାର ପାଇବା ପରେ ମେହେର କହିଛନ୍ତି, ‘ମୁଁ ମଧ୍ୟ ଦିନେ ଭାରତ ପାଇଁ କ୍ରିକେଟ ଖେଳିବି।
ପୁଣି ଧୋନି..ଧୋନି..ଧ୍ୱନିରେ କମ୍ପିବ ଷ୍ଟାଡିୟମ। ଶେଷ ଚାରି ବଲରେ ରୋମାଞ୍ଚ ଭରିଥିଲେ ମହେନ୍ଦ୍ର ସିଂହ ଧୋନି।
ଚେନ୍ନାଇକୁ ୨୦ ରନରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ବିଜୟ ହାସଲ କରିଛି ଦିଲ୍ଲୀ । ବିଶାଖାପାଟଣାରେ ଖେଳା ଯାଇଥିବା ଏହି ମ୍ୟାଚରେ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିଥିଲା ଦିଲ୍ଲୀ ।
ଗତକାଲି ଅନୁଷ୍ଠିତ ଉଦଘାଟନୀ ମୁକାବିଲା ଜିତି ନେଇଛି ଚେନ୍ନାଇ । ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ୱିକେଟରେ ପରାସ୍ତ କରିଛି ଚେନ୍ନାଇ । ଫଳରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି ଚେନ୍ନାଇ ।
ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଅଧିନାୟକ ପଦ ଛାଡ଼ିଛନ୍ତି ମହେନ୍ଦ୍ର ସିଂ ଧୋନୀ। ଅଚାନକ ଭାବରେ ସେ ଚେନ୍ନାଇର ଅଧିନାୟକ ପଦ ଛାଡ଼ିଛନ୍ତି।
ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମ ୨୧ ମ୍ୟାଚ୍ର କ୍ରୀଡାସୂଚୀ ଜାରି କରାଯାଇଛି।
ଚଳିତ ଆଇପିଏଲ ସିଜିନ୍ ଆରମ୍ଭ ପୂର୍ବରୁ ଶୁଭ୍ରାଂଶୁ ସେନାପତିଙ୍କୁ ଦଳରୁ ରିଲିଜ୍ କରିଛି ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱଧୀନ ସିଏସ୍କେ। ଶୁଭ୍ରାଂଶୁ ସେନାପତିଙ୍କ ସହ ଆଉ ମୋଟ୍ ୮ ଜଣ ଖେଳାଳିଙ୍କୁ ରିଲିଜ୍ କରିଛି ଚେନ୍ନାଇ।
କ୍ରିକେଟ ଖେଳିବା ସମୟରେ ଋତୁରାଜ ଗାଏକ୍ୱାଡଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।
ସମୟ ଗଡ଼ିଚାଲୁଥିଲା… ଫାଇନାଲ ମ୍ୟାଚ୍ର ପ୍ରତିଟି ବଲ୍ ଫ୍ୟାନ୍ସଙ୍କ ଛାତିକୁ ଧଡ଼ଧଡ଼ କରୁଥିଲା । ଚାମ୍ପିଅନ୍ କିଏ ହେବ, ଶେଷ ପର୍ଯ୍ୟନ୍ତ କହିବା ମୁସ୍କିଲ ଥିଲା। ଶେଷ ଓଭରର ଶେଷ ବଲ ହିଁ ନିର୍ଣ୍ଣାୟକ ହେଲା।
ମ୍ୟାଚ୍ ଜିତିବା ପରେ ଇମୋସନାଲ ହୋଇପଡ଼ିଥିଲେ କ୍ୟାପ୍ଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି ।
ଶାରିରୀକ ଭାବେ ଫିଟ୍ ହେବା ପରେ ପୁଣି ଥରେ ଆଉ ଏକ ସିଜନ୍ ଖେଳିବେ ବୋଲି କହିଛନ୍ତି MSD ।
ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଫାଇନାଲ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୧୪ ରନ କରିଥିଲା ଗୁଜରାଟ ଟାଇଟନ୍ସ।
ବର୍ଷା ଲାଗି ରହିବାରୁ ଗତ କାଲି ମ୍ୟାଚ୍ ଖେଳିବା ସମ୍ଭବ ହୋଇପାରିନଥିଲା । ଏପରିକି ଟସ୍ ମଧ୍ୟ ପଡିପାରିନଥିଲା । ଯଦି ଆଜି ବି ସେଭଳି ହୁଏ, ତ କ’ଣ କରିବେ ଅମ୍ପାୟାର..ଜାଣନ୍ତୁ..
ଆଜି ରାତି ୮ଟାରେ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମ ଉପରେ ରହିବ ସାରା ଦେଶର ନଜର ରହିବ । କାହିଁକି ନା ଆଜି ଟ୍ରଫି ପାଇଁ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ।
ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯିବ ଫାଇନାଲ୍।
କାହାର ପଲ୍ଲା ଭାରି ରହିବ, ଖେଳ ଶେଷ ପର୍ଯ୍ୟନ୍ତ କହିବା ମୁସ୍କିଲ।
ପୁଣିଥରେ ଆଇପିଏଲ୍ ୨୦୨୩(IPL 2023) ସିଜନ୍ରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍(CSK) ଜଲ୍ୱା ଦେଖାଇଛି।
ଗୁଜୁରାଟ ୧୦ ୱିକେଟ ହରାଇ ୧୫୭ ରନ୍ରେ ସୀମିତ ରହିଛି। ୧୫ ରନ୍ରେ ବିଜୟ ହୋଇଛି ସିଏସ୍କେ।
ଗୁଜରାଟ ଟାଇଟନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ଆଇପିଏଲ୍ ୨୦୨୩ ସିଜନ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ତେବେ ସଦ୍ୟତମ ଚର୍ଚ୍ଚା ତାଙ୍କ ଅବସରଜନିତ ନୁହେଁ, ତାଙ୍କ ଉପଯୋଗୀ ବ୍ୟାଟିଂ ପ୍ରଦର୍ଶନ ଓ ଦୃଢ଼ ନେତୃତ୍ୱକୁ ନେଇ।
ଅଜିଙ୍କ୍ୟ ରାହାଣେଙ୍କ ୨.୦ ଅବତାରକୁ ନେଇ ଏବେ ବେଶ୍ ଚର୍ଚ୍ଚା। ସେ ଆଇପିଏଲ୍ ୨୦୨୩ରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରୁଥିବା ବେଳେ ନିକଟରେ ଡବ୍ଲ୍ୟୁଟିସିର ଫାଇନାଲ୍ ମ୍ୟାଚ୍ ପାଇଁ ୧୫ ମାସର ବ୍ୟବଧାନ ପରେ ଭାରତୀୟ ଟେଷ୍ଟ୍ ଟିମ୍ରେ ସ୍ଥାନ ପାଇଛନ୍ତି। ଏବେ ଟ୍ରାକ୍କୁ ଫେରୁଛି ରାହାଣେଙ୍କ କ୍ୟାରିଅର।
କୋଲକାତା ନାଇଟ୍ ରାଇଡର୍ସ (KKR) ବିପକ୍ଷ ମ୍ୟାଚରେ ମଧ୍ୟ ଦଳର ଧୁଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଯେଉଁଥି ପାଇଁ ସିଏସକେ ୨୦ ଓଭରରେ ୨୩୫ ରନ୍ ସଂଗ୍ରହ କରିଥିଲା ।