• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bus Accident

Accident
Bus-truck Collision: ଟ୍ରକକୁ ପିଟିଲା ବସ୍; ଜଣେ ମୃତ, ୭ ଗୁରୁତର

କଳାହାଣ୍ଡି କୋକସରା ଥାନା NH 26 ରେ ଠିଆ ହୋଇଥିବା ଟ୍ରକକୁ ପଛପଟୁ ଯାତ୍ରୀବାହୀ ବସ୍ ପିଟିବା ଫଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି।

Bus Accident
Bus Accident: ହାଇଦ୍ରାବାଦରୁ ଫେରିବାବେଳେ ଓଲଟିଲା ବସ୍, ୨୦ ଯାତ୍ରୀ ଆହତ

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍‌ । ହାଇଦ୍ରାବାଦରୁ ଫେରିବାବେଳେ ମାଲକାନଗିରିରେ ଦୁର୍ଘଟଣା । ଉଦ୍ଧାର କାର୍ଯ୍ୟ ପରେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Bus accident
Bus Accident: ଟ୍ରକକୁ ପଛପଟୁ ଧକ୍କା ଦେଲା ବସ; ୬ ଗୁରୁତର

ଗଞ୍ଜାମ ସୁବଳୟାଠାରେ ଯାତ୍ରୀବାହୀ ବସ୍ ଟ୍ରକକୁ ଧକ୍କା ଦେବା ଫଳରେ ୧୦ ଜଣ ଆହତ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଯାତ୍ରୀମାନେ ଉତ୍ତରପ୍ରଦେଶରୁ ଫେରୁଥିଲେ ବୋଲି ସୂଚନା ମିଳିଛି।

ମାରିଦେଲା ‘ଆମ ବସ୍’
'ଆମ ବସ୍‌' ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ଆମ ବସ୍ ଧକ୍କାରେ ଜଣେ ବୃଦ୍ଧ ମୃତ। ଭୁବନେଶ୍ବର ଖଣ୍ଡଗିରି ଛକରେ ବୃଦ୍ଧଙ୍କୁ ଘୋଷାଡ଼ି ନେଲା ଆମ ବସ୍

Bus Overturns in Balasore After Collision with Tractor, Over 20 Injured
ବାଲେଶ୍ବରରେ ବସ୍ ଦୁର୍ଘଟଣା

ବାଲେଶ୍ବରରେ ବସ୍ ଦୁର୍ଘଟଣା। ଟ୍ରାକ୍ଟରକୁ ଧକ୍କା ଦେବା ପରେ ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ୍  । ବସରେ ଥିବା ବହୁ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।

Bus-Truck Collision
Bus-Truck Collision: କଟକ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ୩୦ରୁ ଅଧିକ ଯାତ୍ରୀ ଆହତ

କଟକ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍‌କୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ୧୦ ଜଣ ଗୁରୁତର ।

Road Mishap At Bhubaneswar
Pilgrims Bus Accident : ଅଧା ରହିଗଲା ଜଗା ଦର୍ଶନ; ବସ୍ ଡ୍ରାଇଭର ଶୋଇପଡିବାରୁ...

ଗାଡ଼ି ଶ୍ରୀକ୍ଷେତ୍ର ଅଭିମୂଖେ ଗଡ଼ି ଚାଲିଥିଲା । ରାତି ପ୍ରାୟ ୨ଟାରେ ହଠାତ୍‌ ରାତିର ଅନ୍ଧକାରରେ ଆସିଥିଲା ଯମ । ଜଣକୁ ନେଇ ଚାଲିଗଲା । କେହି କିଛି ବୁଝିବା ଆଗରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା ବସ୍‌ ।

Accident
Road Accident: ପ୍ରଧାନ ଶିକ୍ଷକଙ୍କ ଉପରେ ଚଢ଼ିଗଲା ବସ୍

ପ୍ରଧାନ ଶିକ୍ଷକ ଆଜି ସକାଳେ ଏକ ବାଇକ୍ ଯୋଗେ ସ୍କୁଲ ଯାଉଥିଲେ ଦିଗପହଣ୍ଡି ଘୋଡ଼ାହାଡ଼ ମୁଖ୍ୟ ରାସ୍ତା କଇଠଖଣ୍ଡି ଛକ ନିକଟରେ ନୀଳକଣ୍ଠ ନାମକ ଏକ ଘରୋଇ ବସ୍‌ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ପ୍ରଧାନଶିକ୍ଷକ ବାଇକରୁଛିଟିକି ତଳେ ପଡ଼ି ଯାଇଥିଲେ।

Bus Accident
Bus Accident: କଳିଙ୍ଗା ଘାଟିରେ ଓଲଟିଲା ବସ୍, ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ବସ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିଲା ଯାତ୍ରୀବାହୀ ବସ୍ । ୧୦ରୁ ଅଧିକ ଯାତ୍ରୀ ଆହତ । ପଢନ୍ତୁ ପୁରା ଖବର

Mo Bus accident
Mo Bus: ୮ ମାସରେ ୬ ଜୀବନ ନେଲାଣି ମୋ ବସ୍, ୧୮ ଆହତ

ଗତ ୮ ମାସରେ ମୋ ବସ୍ ଦ୍ୱାରା ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ୧୮ ଜଣ ଆହତ ହୋଇଛନ୍ତି । ବିଧାନସଭାରେ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ ।

Bus Accident
Bus Accident: ବିଦ୍ୟୁତ ଖୁଣ୍ଟରେ ମାଡ଼ ହୋଇ ଓଲଟିଲା ବସ୍, ୨୦ ଯାତ୍ରୀ ଆହତ

ବିଦ୍ୟୁତ ଖୁଣ୍ଟରେ ମାଡ଼ ହୋଇ ଓଲଟି ପଡିଲା OSRTC ବସ୍‌ । ଦୁର୍ଘଟଣାରେ ୨୦ ଯାତ୍ରୀ ଆହତ । ସମସ୍ତଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ।

 Mo Bus
Bhubaneswar Mo Bus Accident: ରାଜଧାନୀ ମୋ ବସ୍ ଆତଙ୍କ, ଲୋକେ କହୁଛନ୍ତି ଯମ ଆସିଲା ବାଟ ଛାଡ଼

ରାଜଧାନୀ ରାଜରାସ୍ତାରେ ଆତଙ୍କ ମଚାଇ ଚାଲିଛି ମଣିଷ ମରା ମୋ ବସ୍। ବେପରୁଆ ଗାଡ଼ି ଚାଳନାର ସବୁ ସୀମା ପାର କରିଛନ୍ତି ଡ୍ରାଇଭର। ବାଟରେ ଘାଟରେ ମୋ ବସକୁ ଦେଖିଲେ ଲୋକେ କହୁଛନ୍ତି ଯମ ଆସିଲା ବାଟ ଛାଡ଼।

ଯମ ଯାଉଛି ବାଟ ଛାଡ଼
ରାଜଧାନୀ ମୋ ବସ୍ ଆତଙ୍କ

ରାଜଧାନୀ ରାଜରାସ୍ତାରେ ଆତଙ୍କ ମଚାଇ ଚାଲିଛି ମଣିଷ ମରା ମୋ ବସ୍। ବେପରୁଆ ଗାଡ଼ି ଚାଳନାର ସବୁ ସୀମା ପାର କରିଛନ୍ତି ଡ୍ରାଇଭର।

Mo bus
Mo Bus Accident:ପ୍ରଶିକ୍ଷଣ ପରେ ବି ସୁଧୁରୁନି ମୋ ବସ ଚାଳନା, ବେପରୁଆ ଦୁର୍ଘଟଣା ନେଉଛି ଜୀବନ

ଦୁର୍ଘଟଣା ଭିଆଇ ଶହେ ମିଟର ଯାଏଁ ସ୍କୁଟରକୁ ଘୋଷାଡ଼ି ନେଉଛି ବସ୍, ତାର ଦୃଶ୍ୟକୁ ଯିଏ ଦେଖୁଛନ୍ତି, ମୁଣ୍ଡରେ ହାତ ଦେଉଛନ୍ତି। ବେପରୁଆ ଗାଡ଼ି ଚାଳନାର ଲୋମଟାଙ୍କୁରା ଚିତ୍ର ସାମ୍ନାକୁ ଆସିଥିବାବେଳେ ମୋ ବସ୍ ଡ୍ରାଇଭରଙ୍କ ଦାୟିତ୍ବହୀନତାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।

Mo Bus Accident
Mo Bus Accident in Bhubaneswar: ରାଜଧାନୀରେ ପୁଣି ମୋ ବସ୍ ଆତଙ୍କ ; ଚାଲିଗଲା ଜଣେ ମହିଳାଙ୍କ ଜୀବନ

ମୋ ବସ୍‌ ବାରମ୍ବାର ମୃତ୍ୟୁର ଦୂତ ସାଜିବା ପରେ ଟ୍ୱିନ୍‌ସିଟିର ପ୍ରକାଶ ପାଇଛି ଉଦ୍‌ବେଗ । କିଛି ଦିନ ତଳେ ରାଜଧାନୀ ଭୁବନେଶ୍ୱର ରଘୁନାଥପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟାଇ ଜୀବନ ନେଇଥିଲା ମୋ ବସ୍ ।

Accident
Devotees killed in Accident: ହାଇୱେରେ ଫାଟିଲା କାର୍ ଟାୟାର: କୁମ୍ଭ ମେଳାକୁ ଯାଉଥିବା ବେଳେ ୮ ଜଣଙ୍କ ମୃତ୍ୟୁ

କୁମ୍ଭ ମେଳାକୁ ଯାଉଥିବା ବେଳେ ରାସ୍ତାରେ ଛକି ରହିଥିଲେ ଯମରାଜ। ପ୍ରୟାଗରାଜ ଅଭିମୁଖେ ଯାଉଥିବା ବେଳେ କାରଟି ନିୟନ୍ତ୍ରଣ ହରାଇବା ସହ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

BBSR
ପୁଣି ମୋ ବସ୍ ସାଜିଲା ମୃତ୍ୟୁର ଦୂତ

ପୁଣି ମୋ ବସ୍ ସାଜିଲା ମୃତ୍ୟୁର ଦୂତ। ମୋ ବସ୍ ପ୍ରତି ପୁଣିଥରେ ଲୋକଙ୍କ ରୋଷ ବଢ଼ାଇଲା ଡ୍ରାଇଭରର ବେପରୁଆପଣ। ବସ୍ ଧକ୍କାରେ ଜଣେ ୧୨ ବର୍ଷୀୟ ଝିଅର ଦୁଃଖଦ ମୃତ୍ୟୁକୁ ନେଇ ଭୁବନେଶ୍ବର ରଘୁନାଥପୁରରେ ପ୍ରବଳ ଉତ୍ତେଜନା ଓ ରାସ୍ତାରୋକ। ଗିରଫ ହେଲା ଡ୍ରାଇଭର୍। ତେବେ ବାରମ୍ବାର ଦୁର୍ଘଟଣା ସତ୍ତ୍ବେ କାହିଁକି ଚେତୁନାହାନ୍ତି ମୋ ବସ୍ ଡ୍ରାଇଭର ଏବଂ କ୍ରୁଟ୍ କର୍ତ୍ତୃପକ୍ଷ ଏହାକୁ ନେଇ ପ୍ରଶ୍ନ ଉଠିଛି ।

Accident
Mo Bus Accident: 'ମୋ ବସ୍' ଚକା ତଳେ ଗଲା ନାବାଳିକା ଜୀବନ; ତାତିଲେ ଲୋକେ

ରାଜଧାନୀରେ ସକାଳୁ ବଡ଼ ଅଘଟଣ ଘଟିଛି। ନନ୍ଦନକାନନ ଥାନା ରଘୁନାଥପୁରରେ ନାବାଳିକା ଉପରେ ମାଡିଯାଇଛି ମୋ ବସ୍ । ଝିଅଟି ସାଇକେଲରେ ଯାଉଥିବା ବେଳେ ତାକୁ ‘ମୋ ବସ୍‌’ଧକ୍କା ଦେଇଥିଲା ।

Palalhada Bus Accident
Palalhada Bus Accident: ପାଲଲହଡା ବସ୍ ଦୁର୍ଘଟଣା: କାଳ ସାଜିଲା କି ବେପରୱା ଡ୍ରାଇଭିଂ ? ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ...

କେମିତି ଓ କେଉଁ ପରିସ୍ଥିତିରେ ଓଲଟିଲା OSRTC ବସ୍। ଆରଟିଓ ଏବଂ ପୋଲିସ ମିଳିତ ତଦନ୍ତ କରୁଛିନ୍ତି। ପ୍ରାଥମିକ ତଦନ୍ତରୁ ମାନବୀୟ ତ୍ରୁଟିରୁ ଦୁର୍ଘଟଣା ଘଟିଥାଇପାରେ ବୋଲି ଜିଲ୍ଲାପାଳ କହିଛନ୍ତି। 

OSRTC Bus Overturns In Angul
OSRTC Bus Overturns In Angul: ଓଲଟିଲା OSRTC ବସ୍‌; ଗାଡ଼ି ତଳେ ଚାପି ହୋଇ ରହିଛନ୍ତି ଯାତ୍ରୀ, ଏକାଧିକ ଆହତ...

OSRTC ବସ୍‌ ଓଲଟି ଏକାଧିକ ଆହତ ହୋଇଛନ୍ତି । ସମଲ ଥାନା ପବିତ୍ରନଗର ପାଖ ଆଶ୍ରମ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା । 

Road Accident
Road Accident: ରାଜଧାନୀରେ ସିରିଜ୍ ଦୁର୍ଘଟଣା; ମୋ ବସ୍‌କୁ ଧକ୍କା ଦେଲା ମୋ ବସ୍‌

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ରାସ୍ତାରେ ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଥିଲା। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।

Accident In Odisha
Video: ଘାଟିରେ ୧୦ ଫୁଟ୍ ତଳକୁ ଖସିଲା ବସ୍, ଚାଲିଗଲା ୩ ଜୀବନ

କାନ୍ଦ ବୋବାଳିରେ ପାଲଟିଯାଇଛି କେଇ ଘଣ୍ଟା ତଳର ମଜା ମଉଜ...ଆଖି ପିଛୁଳାକେ ଖିନଭିନ ହୋଇଯାଇଛି ଖୁସିର ପୁଟୁଳି... ଭାଗ୍ୟକୁ ଯେତେ ଅଣ୍ଡାଳିଲେ ବି, ସାଉଁଟିବାକୁ ଆଉ କିଛି ବି ନାହିଁ...

ଡକରିଘାଟିରେ ଓଲଟିଲା ବସ୍
Bus Accident: ଘାଟିରେ ଓଲଟିଲା ବସ୍, ୪ ପର୍ଯ୍ୟଟକଙ୍କ ମୃତ୍ୟୁ, ୨୮ରୁ ଅଧିକ ଆହତ

ଏବେ ଯାଏଁ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ରୁ ଅଧିକ ଆହତ ହୋଇଛନ୍ତି। କୋରାପୁଟ ଡକରିଘାଟିରେ ଆଜି ସକାଳୁ ବସ୍ ଓଲଟିପଡ଼ିଥିଲା। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦେବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Accident
Brazil Bus Accident: ଫାଟିଲା ବସ୍‌ ଚକା; ସିଧା ଯାଇ ଟ୍ରକକୁ ପିଟିଲା, ଚାଲିଗଲା ୩୮ ଜୀବନ

ଏହି ଦୁର୍ଘଟଣା ପରେ ବ୍ରାଜିଲର ରାଜ୍ୟପାଳ ରୋମିଓ ଜେମା ମିନାସ୍ ଜେରାଇସ୍ ସରକାରଙ୍କୁ ସମ୍ପୂର୍ଣ୍ଣ ଆଲର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବଡ଼ଦିନ ପୂର୍ବରୁ ମୃତାହତଙ୍କ ପରିବାରକୁ ସମସ୍ତ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

accident
Maharashtra Bus Accident: ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ବସ୍; ୧୦ ଯାତ୍ରୀ ମୃତ

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ଚାଲିଗଲା ୧୦ ଯାତ୍ରୀଙ୍କ ଜୀବନ।