ପୋଲିସର କହିବା ଅନୁସାରେ ପ୍ରଶାନ୍ତ ମଲ୍ରେ ଥିବା ସ୍ପାରେ ସେକ୍ସ ରାକେଟ୍ ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଖବର ପାଇବା ପରେ ଡିସିପି ସ୍ୱତନ୍ତ୍ର ସିଂଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ମଲ୍ରେ ଚଢ଼ାଉ କରାଯାଇଥିଲା ।
OTT ପ୍ଲାଟ୍ଫର୍ମର ଷ୍ଟ୍ରିମର୍ଙ୍କୁ ଟାର୍ଗେଟ୍ କରି ଅନୁରାଗ କାଶ୍ୟପ କହିଲେ, ପ୍ରଥମେ ସେମାନେ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ପରି ତୁମର ଭଲ ବନ୍ଧୁ ଭାବରେ ଆସନ୍ତି, ତା୍’ପରେ ଧୀରେ ଧୀରେ ସେମାନେ ଉପନିବେଶକାରୀ ହୁଅନ୍ତି ଏବଂ ତା’ପରେ ତୁମ ଉପରେ ଶାସନ କରିବା ଆରମ୍ଭ କରନ୍ତି।
ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଗତକାଲି ତାଙ୍କର ମୁଣ୍ଡ ବୁଲାଇବା ଯୋଗୁ ତିହାର ଜେଲ୍ର ବାଥରୁମ୍ରେ ସେ ପଡ଼ି ଯାଇଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
କ୍ଷୀର ସହ ଘିଅ, ଖୁଆ, ଛେନା, ପନିର୍, ଦହି, ଆଇସକ୍ରିମ୍ ଯାଞ୍ଚ ହେବ
ସନୀ ଲିଓନ ବଲିଉଡକୁ ଆସିବାର ୧୧ ବର୍ଷ ବିତିଗଲାଣି। ଧୀରେ ଧୀରେ ସେ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ଆଜିକାଲି ସେ କାନ୍ସରେ ନିଜର ଜଲ୍ୱା ଦେଖାଉଛନ୍ତି। ରେଡ୍ କାର୍ପେଟରୁ ତାଙ୍କର ଷ୍ଟାଇଲିସ୍ ଫଟୋ ପ୍ରଶଂସକଙ୍କ ହୃଦୟ ଚୋରି କରୁଛି। ସନୀଙ୍କର ପ୍ରତ୍ୟେକ ଫଟୋରେ ପ୍ରଶଂସକମାନେ ହାର୍ଟ ଇମୋଜି ଶେୟାର କରୁଛନ୍ତି।
ଗର୍ଲଫ୍ରେଣ୍ଡ୍କୁ ଛୁରୀ ଭୁସି ହତ୍ୟା ପରେ ପଥର କଟା ମେସିନ୍ରେ ଖଣ୍ଡ ଖଣ୍ଡ କଲା ଯୁବକ। ଏହାପରେ ମୁଣ୍ଡକୁ ଅଲଗା କରି ରଖିବା ସହ ଶରୀରର ଅନ୍ୟ ଅଂଶ ଗୁଡ଼ିକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍ରେ ରଖିଲା।
ସୋହନ ରୟ ବ୍ୟବସାୟରେ ଯେତେ ସଫଳ, ହୃଦୟ ତାଙ୍କର ସେତିକି ବଡ଼ । କୌଣସି ପ୍ରକାର ଅନ୍ୟାୟକୁ ସେ ପ୍ରଶ୍ରୟ ଦିଅନ୍ତି ନାହିଁ ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୮୭୦ ଟଙ୍କା ହୋଇଛି।
ଏବେ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରି ପାଇଁ ଏକ ପ୍ରକାର କଳା ଦିନ ଚାଲିଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଗତ କିଛିଦିନ ହେବ ଲଗାତାର ଭାବେ ଅଭନେତା, ଅଭିନେତ୍ରୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି।
୩ ଦେଶ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭାରତ ଫେରିଛନ୍ତି। ଏହି ଅବସରରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଥିଲେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏହି ବିଦେଶ ଗସ୍ତରେ ଯିବା ତାଙ୍କର ସୌଭାଗ୍ୟ ଥିଲା।
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଆସନ୍ତା ୨୮ ତାରିଖରେ ହେବାକୁ ଥିବା ନୂଆ ସଂସଦ ଭବନ ଉଦ୍ଘାଟନୀ କାର୍ଯ୍ୟକ୍ରମ ବର୍ଜନ ନେଇ ୧୯ ବିରୋଧୀ ଦଳ ମିଳିତ ଘୋଷଣା କରିଛନ୍ତି। ହେଲେ ଏଥିରେ ଯୋଗ ଦେବ ବିଜେଡି।
ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୮୨ ରନ୍ ସଂଗ୍ରହ କରିଥିଲା।
ମେ ୨୮, ଅର୍ଥାତ୍ ଆସନ୍ତା ରବିବାର ନୂଆ ସଂସଦ ଭବନର ଲୋକାର୍ପଣ ଅବସରରେ, ଏହି ସେଙ୍ଗୋଲକୁ ବାଚସ୍ପତିଙ୍କ ଆସନ ନିକଟରେ ସ୍ଥାପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ବିଚ୍ ରାସ୍ତାରେ ସେ ପୁଣି ହାଇୱେରୁ ଲୁଟୁଛି ଚୋର । ଏମିତି ସେମିତି ଜିନିଷ ଚୋରି ହେଉନାହିଁ, ଚୋରି କରାଯାଉଛି ବଡ଼ ବଡ଼ ଛୋଳି ।
ବଡ଼ ଭଉଣୀ, ଯାହାକୁ ମାତ୍ର ୧୩ ବର୍ଷ । ସେ ନିଜ ପ୍ରେମିକ ସହ ମିଶି ସାନ ଭଉଣୀକୁ ହତ୍ୟା କରିଛି । ଖାଲି ହତ୍ୟା କରିଛି ତାହା ନୁହେଁ, ଗୋଟିଏ ବାକ୍ସ ଭିତରେ ବନ୍ଦ କରି ସାନ ଭଉଣୀର ମୃତଦେହକୁ ପ୍ରାୟ ୪ ଦିନ ପର୍ଯ୍ୟନ୍ତ ଘରେ ରଖିଥିଲା ।
ସୌଭାଗ୍ୟବଶତଃ ସେ ବଞ୍ଚିଯାଇଥିଲେ, ହେଲେ ସବୁଦିନ ପାଇଁ ସେ ଦୁଇ ହାତ ଓ ଦୁଇ ଗୋଡ଼ ହରାଇ ବସିଲେ।
ସିଭିଲ ସର୍ଭିସ୍ ପରୀକ୍ଷା ୨୦୨୨ରେ ଈଶିତା କିଶୋର ଶୀର୍ଷରେ ରହିବା ପରେ ତାଙ୍କର ଚର୍ଚ୍ଚା ଏବେ ଚାରିଆଡେ। ସେ ଦୁଇ ଥର ବିଫଳ ହେବା ପରେ କିପରି ନିଜକୁ ପ୍ରସ୍ତୁତ କରିଥିଲେ ସେ କଥା କହିଛନ୍ତି। ଏହା ସହିତ ଆଗାମି ପିଢିମାନଙ୍କୁ କିଛି ଟିପ୍ସ ମଧ୍ୟ ଦେଇଛନ୍ତି।
ଦେଶରେ ୨୦୦୦ ଟଙ୍କିଆ ନୋଟ୍ ବନ୍ଦକୁ ନେଇ ଶ୍ରୀ ଚୌଧୁରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରିଛନ୍ତି କଡ଼ା ସମାଲୋଚନା । ଆଉ ସମାଲୋଚନା ଆଳରେ ସେ ଟପିଯାଇଛନ୍ତି ସୀମା ।
ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୋଲିସ । ସିସିଟିଭି ଫୁଟେଜରେ ୩ଜଣ ଦୁର୍ବୃତ୍ତ ମୁହଁରେ ଗାମୁଛା ବାନ୍ଧି ହତ୍ୟା କରୁଥିବା ଦେଖିବାକୁ ମିଳୁଛି । ଜଣେ ବ୍ୟକ୍ତି ମଧ୍ୟ ସେହି ବାଟ ଦେଇ ଅତିକ୍ରମ କରୁଛନ୍ତି ।
ଭିଡିଓରେ ଜଣେ ନବବିବାହିତା ଭାଉଜ ତାଙ୍କ ଦିଅକୁ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି । ଖାଲି ନୂଆ ଭାଉଜ ନୁହଁନ୍ତି ଦିଅର ମଧ୍ୟ ଭାଉଜଙ୍କୁ ମାଡ଼ ମାରୁଛନ୍ତି ।
ପ୍ରିୟଙ୍କା ଚୋପ୍ରା ଅତୀତରେ କହିଥିଲେ ଯେ ଏଠାରେ ବହୁ ରାଜନୀତି ଚାଲିଥିବାରୁ ସେ ବଲିଉଡ୍ ଛାଡିଥିଲେ। ସେ ଫିଲ୍ମ ସେଟ୍ରୁ ଏକ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ଲଜ୍ଜିତ ହେବାକୁ ପଡ଼ିଥିଲା। ଡାଇରେକ୍ଟର ତାଙ୍କୁ ଏମିତି କଥା କହିଥିଲେ ଯେ ତାଙ୍କୁ ଖୁବ୍ ବାଧିଥିଲା।
କଣ୍ଠଶିଳ୍ପୀ ସୁସ୍ମୃିତା ଦାସ ଏହି ଗୀତକୁ ଗାଇଛନ୍ତି । ସିଡନୀ ପାର୍କର ମଞ୍ଚରେ ‘ଧିତାଙ୍ଗ ଧିତାଙ୍ଗ’ ପରିବେଷଣ ବେଳେ ଝୁମିଥିଲେ ହଜାର ହଜାର ପ୍ରବାସୀ ଭାରତୀୟ ।
ଅମ୍ପାୟରଙ୍କ ସହ ମହେନ୍ଦ୍ର ସିଂହ ଧୋନିଙ୍କ ଯୁକ୍ତିତର୍କ । ମ୍ୟାଚ୍ ଅଧାରୁ ୫ ମିନିଟ୍ ଅଟକିଲା ଖେଳ। ଆଇସିସି ନିୟମଙ୍କୁ ଭାଙ୍ଗିଲେ କି ଧୋନି ? ଯାହା କ୍ୟାପଟେନ କୁଲ୍ଙ୍କ ଖେଳ ଜୀବନର ବିପରୀତ ଘଟଣା ବୋଲି କୁହାଯାଉଛି।
ବାଇକ୍ ଚଳାଇବା ବେଳେ ମୁଣ୍ତରେ ହେଲମେଟ୍ ପିନ୍ଧିବା ନିହାତି ଆବଶ୍ୟକ । ତେବେ ଏହି ନିୟମକୁ ମଣିଷ ଅଣଦେଖା କରୁଥିବା ବେଳେ ପଶୁଟିଏ କିନ୍ତୁ ଅକ୍ଷର ଅକ୍ଷରେ ପାଳନ କରୁଛି । ଜାଣନ୍ତୁ..