ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ତଥା ଦେଶର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓରଫ ମାହି। ଦେଶର କୋଣ ଅନୁକୋଣରେ ତାଙ୍କର ଲକ୍ଷାଧିକ ଫ୍ୟାନ୍ସ ରହିଛନ୍ତି। ଧୋନିଙ୍କ ପାଇଁ ଚେନ୍ନାଇରେ ପ୍ରସ୍ତୁତ ହେବ ମନ୍ଦିର। ଚେନ୍ନାଇରେ ଧୋନିଙ୍କ ପାଇଁ ଥିବା କ୍ରେଜ୍ ଦେଖି ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ କ୍ରିକେଟର ଅମ୍ବାତି ରାୟୁଡୁ।
ହାରିଲା ଚେନ୍ନାଇ, ଜିତିଲା ପଞ୍ଜାବ । ଗତକାଲି IPLରେ ଆଉ ଏକ ରୋମାଞ୍ଚକର ମ୍ୟାଚ୍ ଚେନ୍ନାଇକୁ ୭ ୱିକେଟରେ ମାତ୍ ଦେଲା ପଞ୍ଜାବ । ପଂଜାବ ୧୬୩ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ୧୭.୫ ଓଭରରେ ୩ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ
୨୦୦୮ରୁ ଏବେଯାଏ ଆଇପିଏଲ୍ରେ ଧୋନି ମୋଟ ୨୫୯ ଟି ମ୍ୟାଚ୍ ଖେଳିସାରିଲେଣି। ୪୨ ବର୍ଷୀୟ ଦୋନି ଆଇପିଏଲ୍ର ଜଣେ ସଫଳ କ୍ୟାପ୍ଟେନ ଭାବେ ବେଶ୍ ପରିଚିତ।
ପୁଣି ଧୋନି..ଧୋନି..ଧ୍ୱନିରେ କମ୍ପିବ ଷ୍ଟାଡିୟମ। ଶେଷ ଚାରି ବଲରେ ରୋମାଞ୍ଚ ଭରିଥିଲେ ମହେନ୍ଦ୍ର ସିଂହ ଧୋନି।
ସବୁଠାରୁ ବଡ଼ କଥା ହେଉଛି ସେହି ବ୍ୟକ୍ତି ଜଣକ ତାଙ୍କ ଝିଅର ସ୍କୁଲ ଫି’ ନ ଦେଇ ଆଇପିଏଲ ଟିକେଟ୍ କିଣିଛନ୍ତି ।
୮୨ ବର୍ଷୀୟ ବୃଦ୍ଧା ବୟସକୁ ଖାତିର ନ କରି ହଜାର ହଜାର ଦର୍ଶକ ଥିବା ଷ୍ଟାଡିୟମରେ କେବଳ ଧୋନିଙ୍କୁ ଦେଖିବାକୁ ଆସିଥିଲେ। ହାତରେ ଗୋଟେ ପ୍ଲା କାର୍ଡ ଧରି ଧୋନିଙ୍କୁ ଆଡ଼କୁ ହାତ ହଲାଉଥିଲା ବେଳେ କ୍ୟାମେରାରେ କଏଦ ହୋଇଥିଲା ଦୃଶ୍ୟ।
ମ୍ୟାଚ୍ ଜିତିବା ପରେ ଇମୋସନାଲ ହୋଇପଡ଼ିଥିଲେ କ୍ୟାପ୍ଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି ।
ଶାରିରୀକ ଭାବେ ଫିଟ୍ ହେବା ପରେ ପୁଣି ଥରେ ଆଉ ଏକ ସିଜନ୍ ଖେଳିବେ ବୋଲି କହିଛନ୍ତି MSD ।
ପୁଣିଥରେ ଆଇପିଏଲ୍ ୨୦୨୩(IPL 2023) ସିଜନ୍ରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍(CSK) ଜଲ୍ୱା ଦେଖାଇଛି।
କ୍ୱାଲିଫାୟାର ୱାନ୍ରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ।
ଏବେବି କମୁନି ଧୋନି କ୍ରେଜ୍ । ମାହିଙ୍କ ଅଟୋଗ୍ରାଫ୍ ପାଇଁ ଧାଡି ଲଗାନ୍ତି ଲକ୍ଷାଧିକ ଫ୍ୟାନ୍ସ । ଏହି ଧାଡ଼ିରେ ସାମିଲ ହୋଇଛନ୍ତି ଜଣେ କ୍ରିକେଟ୍ କିମ୍ବଦନ୍ତୀ । ଜାଣନ୍ତୁ ସେ କିଏ ?
ପୁଣିଥରେ ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି ଧୋନି । ଧୋନିଙ୍କ ମନ୍ତବ୍ୟରେ ଭାବପ୍ରବଣ ହୋଇଉଠିଲେ ଫ୍ୟାନ୍ସ । ନିଜର ଅବସର ନେଇ ଦେଲେ ଇସାରା ।
ମହେନ୍ଦ୍ର ସିଂ ଧୋନି ଆଜି ଚେନ୍ନାଇ ସୁପରକିଙ୍ଗ୍ସର କ୍ୟାପ୍ଟେନ୍ ଭାବେ ୨୦୦ତମ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି ।
ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଛି ବଡ଼ ଝଟକା । ଆଜି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦଳ ପାଇଁ ଆସିଛି ଖରାପ ଖବର ।
ଗତକାଲି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଆରମ୍ଭ ହୋଇଯାଇଛି ଆଇପିଏଲ୍ ୨୦୨୩ ମହାସମର । ଏହି ସମୟରେ ବଲିଉଡ୍ ଗାୟକ ଅରିଜିତ ସିଂ ଧୋନୀଙ୍କ ପାଦ ଛୁଇଁ ପ୍ରଣାମ କରୁଥିବାର ଦେଖିବାକୁ ମିଳିଥିଲା । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଚଳିତ ଆଇପିଏଲର ଅଧାରୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡ଼ିଛନ୍ତି ରବୀନ୍ଦ୍ର ଜାଡେଜା। ଏଥିସହ ଚଳିତ ସିଜିନର ବାକି ମ୍ୟାଚ୍ ଗୁଡ଼ିକରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଖେଳିବ ଦଳ।
ଚତୁର୍ଥ ଥର ଚାମ୍ପିଅନ୍ ହେଲା ଚେନ୍ନାଇ ସୁପର କିଙ୍ଗସ୍। କୋଲକାତା ନାଇଟ୍ ରାଇଡର୍ସ ୨୭ ରନରେ ପରାସ୍ତ
ଆଜି ଆଇପିଏଲ୍ର ଗ୍ରାଣ୍ଡ୍ ଫିନାଲେ। ଟାଇଟଲ୍ ପାଇଁ ୟୁଏଇରେ ମୁହାଁମୁହିଁ ହେବେ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍(CSK) ଓ ମୋର୍ଗାନ୍ଙ୍କ କୋଲକାତା ନାଇଟ୍ ରାଇଡର୍ସ(KKR)।
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଆଇପିଏଲ୍ର ଆଗାମୀ ସିଜନରେ ଦେଖିବାକୁ ନମିଳିପାରେ। ଏକ ଟ୍ୱିଟ୍କୁ ନେଇ ଏହି ଚର୍ଚ୍ଚା ଲାଗି ରହିଛି। ଧୋନି ଆଇପିଏଲ୍ର ଆଗାମୀ ସିଜନରେ ଭାଗ ନେବାକୁ ନେଇ ଅନିଶ୍ଚିତତା ପ୍ରକାଶ ପାଇଛି।
ଆଜି ଆଇପିଏଲ ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସକୁ ୨ ଉଇକେଟରେ ହରାଇଛି ଚେନ୍ନାଇ ସୁପର୍ କିଙ୍ଗ୍ସ। ଆବୁ ଧାବିରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସର ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୭୧ ରନ କରିଥିଲା । ଜବାବରେ ଚେନ୍ନାଇ ସୁପର୍ କିଙ୍ଗ୍ସ ଧୂଆଁଧାର ବ୍ୟାଟିଂ କରି ୮ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା।
ୟୁଏଇରେ ୧୯ ସେପ୍ଟେମ୍ବରରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ର ୧୪ ତମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇସାରିଛି । ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା ।
ଆଇପିଏଲ୍ ୨୦୨୧ର ଦ୍ୱିତୀୟ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ବାଜି ମାରିଛି ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍(CSK)। ମୁମ୍ବାଇକୁ ୨୦ ରନରେ ମାତ୍ ଦେଇଛି CSK। ଋତୁରାଜ ଗାଏକ୍ୱାଡଙ୍କ ଦମଦାର ଇନିଂସ୍ ଓ ଡ୍ୱେନ୍ ବ୍ରାଭୋଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୬ ରନ୍ କରିଥିଲା।