ସମ୍ଭାବ୍ୟ ବାତ୍ୟା କେଉଁଆଡ଼କୁ ଯିବ ? ଏହାର ତୀବ୍ରତା କ’ଣ ରହିବ, ସେନେଇ ଏପର୍ଯ୍ୟନ୍ତ IMD ପକ୍ଷରୁ ଆକଳନ କରାଯାଇନାହିଁ। ତେବେ ଏହା ଉପରେ ଆଇଏମଡି ନିୟମିତ ନଜର ରଖିଛି।
ଏକା ସାଙ୍ଗରେ ଦ୍ୱିଗୁଣିତ ହେଲା ରାମ ମନ୍ଦିର ସେବାୟତଙ୍କ ଦରମା । ଜାଣନ୍ତୁ କେତେ ପାଇବେ ଦରମା ?
ଅଧ ରାତିରେ ଅର୍ଡର କଲେ ବିରିୟାନି । ଘରେ ପହଞ୍ଚିବା ବେଳକୁ ପାର୍ସଲରୁ ବାହାରିଲା ଅସରପା । ରାଗି ତମତମ ହୋଇ...
ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟବସାୟୀଙ୍କ ବିଷୟରେ କହିବୁ ଯିଏ କି ଖୁବ୍ ଶସ୍ତାରେ ଏଭଳି ଖାଦ୍ୟ ଯୋଗାଇ ପାରୁଛନ୍ତି । ମାତ୍ର ୧୦ ଟଙ୍କାରେ ସେ ଦେଉଛନ୍ତି କ୍ରିପ୍ସି ଚିକେନ୍ ।
ଦୁନିଆରେ ପ୍ରଥମ ଥର ପାଇଁ ଗର୍ଭରେ ଥିବା ଶିଶୁର ଅପରେସନ୍ କରାଯାଇଛି। ଆମେରିକାରରେ ଏଭଳି ବିରଳ ବ୍ରେନ୍ ସର୍ଜରୀ(Brain Surgery) ହୋଇଛି।
ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୨,୪୦୦ ଟଙ୍କା ହୋଇଛି।
ଆଶ୍ଚର୍ଯ୍ୟ ! ଫୁଲ ସ୍ପିଡ୍ରେ ଚାଲୁଥିଲା ଗାଡ଼ି...ହଠାତ୍ ପଙ୍କଚର ହେଲା ଟାୟାର । ଗାଡି ରଖିଲେନି ବରଂ ଚାଲୁଚାଲୁ ଚେଞ୍ଜ ହୋଇଗଲା ଟାୟାର୍ । ଭାଇରାଲ ହେଲା ଭିଡିଓ
କେହି କେହି ଏହାକୁ ସାଧୁବାଦ ଜଣାଉଥିବା ବେଳେ ଅନେକ ଏହାକୁ ଅଶୁଭ ସଙ୍କେତ ବୋଲି ମଧ୍ୟ କହିଛନ୍ତି । ତେବେ କିଛି କମ୍ପାନୀ ଏବେ ଏହି AI ପନ୍ଥା ଆପଣାଇବାକୁ ମଧ୍ୟ ପ୍ରସ୍ତୁତ ହେଲେଣି ।
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI) ସ୍ପେଶାଲିଷ୍ଟ ଅଫିସର( Specialist Officer) ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଯୋଗ୍ୟ ପ୍ରାର୍ଥୀ SBI ର ଅଫିସିଆଲ୍ ୱେବ୍ସାଇଟ୍- sbi.co.in କୁ ଯାଇ ଆବେଦନ କରିପାରିବେ।
ବାଇକ୍ରେ ଆସି ଅଚାନକ ଗୁଳିମାଡ଼ କରି ଚମ୍ପଟ ମାରିଲା ଦୁର୍ବୃତ୍ତ। ଦୁର୍ବୃତ୍ତର ଆଖିବୁଜା ଗୁଳିମାଡ଼ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି।
ଏହି ଛାୟା ଚନ୍ଦ୍ରଗ୍ରହଣ ତୁଳା ରାଶି ଏବଂ ସ୍ୱାତୀ ନକ୍ଷତ୍ରରେ ଲାଗିବ । ତେବେ ଭାରତରେ ଏହାର ପ୍ରଭାବ ଦେଖାଯିବ ନାହିଁ ।
ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଟପ୍ ମୋଷ୍ଟ ଗ୍ୟାଙ୍ଗଷ୍ଟର ଟିଲ୍ଲୁ ତାଜାପୁରିଆ ହତ୍ୟା ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଗ୍ୟାଙ୍ଗୱାର୍ରେ ସାମିଲ କଏଦୀମାନେ ୧୦୦ରୁ ଅଧିକ ଥର ଟିଲ୍ଲୁ ଶରୀରରେ ଛୁରୀ ଭୁସିଥିଲେ।
ଏହା ଭିତରେ ରହିଛି ସବୁଠୁ ସୁରକ୍ଷିତ ଖୁଫିଆ ବଙ୍କର- ମେଟ୍ରୋ-ଟୁ ସିଷ୍ଟମ । କୁହାଯାଏ ଏହି ଭୂତଳ ଗୁପ୍ତ ସୁଡ଼ଙ୍ଗ ଗୁଡ଼ିକ ପରମାଣୁ ବୋମା ଆକ୍ରମଣରେ ବି କ୍ଷତିଗ୍ରସ୍ତ ହେବନି। କେବଳ ବଙ୍କର ନୁହେଁ, ଏଠି ମାଟି ତଳେ ଗାଡ଼ି ଯାଇପାରିଲା ଭଳି ଗୁପ୍ତ ମାର୍ଗ ବି ରହିଛି ।
ବର୍ଷେ କି ଦୁଇବର୍ଷ ନୁହେଁ, ୨୫ ବର୍ଷ ହେଲା ଚାଲିଛି ନିରନ୍ତର ତପ। ଗୋଟିଏ ସ୍ଥାନରେ ଧ୍ୟାନ ମୁଦ୍ରାରେ ବସି କରୁଛନ୍ତି ଭଗବାନ ଶିବଙ୍କ ଆରାଧନା।
୮ ଜିଲ୍ଲାରେ ଆସାମ ରାଇଫଲସ ଓ ସେନା ମୁତୟନ । ୭୫୦୦ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଗଲା ।
ଏସଟିଏଫର ଏନକାଉଣ୍ଟରରେ ଉତ୍ତରପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ନିପାତ
ଯୁବତୀ ଜଣକ ସବୁବେଳେ ଯୁବକଙ୍କୁ ଫୋନ୍ କରି ତାଙ୍କର ଫଟୋ ଏବଂ ଭିଡିଓ ରଖିଥିବା କଥା କହୁଥିଲେ ।
ଘଟଣା ଘଟିବାର ତିନି ଦିନ ପରେ ସୋନୁଙ୍କ ପରିବାର ଲୋକ ଥାନାରେ ସେ ନିଖୋଜ ହୋଇଥିବା ନେଇ ଖବର ଦେଇଥିଲେ । ପୋଲିସ ମାମଲାକୁ ଗୁରୁତ୍ୱର ସହ ନେଇଥିଲା ।
ଆସିଲା ଶାଳୀର କଲ୍ . . .କନ୍ୟାକୁ ମଣ୍ଡପରେ ଛାଡ଼ି ଦଉଡ଼ିଲା ବର . .
ଗତକାଲି ଚଳିତ ସଂସ୍କରଣର ୪୬ ନମ୍ବର ମ୍ୟାଚ୍ରେ ଉଭୟ ଦଳ ମୋହାଲିରେ ମୁହାଁମୁହିଁ ହୋଇଥିଲେ । ଆଉ ମ୍ୟାଚ୍ ଆରମ୍ଭ ପୂର୍ବରୁ ଟଚ୍ ପକାଇବା ପାଇଁ ଉଭୟ ଦଳର ଅଧିନାୟକ ମଇଦାନକୁ ଆସିଥିଲେ । ଶିଖର ଧାୱନ୍ କଏନ୍ ଫିଙ୍ଗିଥିବା ବେଳେ ରୋହିତ ଶର୍ମା ହେଡ୍ ଡାକି ଟଚ୍ ଜିତିଥିଲେ ।
ତୁରନ୍ତ ଯାତ୍ରୀଙ୍କ ଟଙ୍କା ରିଫଣ୍ଡ କରିବାକୁ ଡିଜିସିଏ ପକ୍ଷରୁ ନିର୍ଦ୍ଦେଶ
ସାଇକେଲ୍ରେ ଛାତ୍ରୀ ଜଣକ ଯାଉଥିବା ବେଳେ ପୋଲିସ୍ ବାବୁ ସ୍କୁଟିରେ ତାଙ୍କ ପିଛା କରି ଯାଉଥିଲେ। ହେଲେ ସେ ଜାଣିନଥିଲେ ଏସବୁ କ୍ୟାମେରାରେ କଏଦ ହେଉଛି।
ଘଣ୍ଟାପ୍ରତି ୩୦୦ କି.ମି. ସ୍ପିଡ୍ରେ ବାଇକ୍ ଚଲାଇବା ପାଇଁ ପ୍ରାୟାସ କରୁଥିଲେ ୟୁଟ୍ୟୁବର। ହେଲେ ସେ ଜାଣିନଥିଲେ ଏହା ତାଙ୍କ ପାଇଁ କାଳ ହେବ ଓ ଏଥିରେ ତାଙ୍କର ଜୀବନ ମଧ୍ୟ ଚାଲି ଯିବ।
ଖାଲି ସେତିକି ନୁହେଁ, ୟୁକ୍ରେନ୍ର ରାଜଧାନୀ କିଭ୍ ସହରରେ ଦୁଇଟି ଭୟଙ୍କର ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି ।