/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681787784.jpg)
Today Panchang
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ବୁଧବାର । ଚନ୍ଦ୍ର – କନ୍ୟା ସନ୍ଧ୍ୟା ୦୬.୨୯ ଗତେ ତୁଳା, ତିଥି – ୧୧ଶୀ ଦିବା ୦୧.୪୬ ଗତେ ୧୨ଶୀ ,ଘାତ ଚନ୍ଦ୍ର – ବୃଷ ସନ୍ଧ୍ୟା ୦୬.୨୯ ପର୍ଯ୍ୟନ୍ତ,ଘାତ ବାର – କର୍କଟ,ପୁଷ୍କର ଦୋଷ – ଦିବା ୦୧.୪୬ ଗତେ ୧ ପାଦ- ପଶୁସମ୍ପଦନାଶ- ଅନ୍ନଦାନ
Advertisment
ଶୁଭ ସମୟ:
ଦିବା ୦୭.୪୮ ରୁ ୦୮.୨୭
ଦିବା ୧୦.୦୬ ରୁ ୧୧.୧୮
ସନ୍ଧ୍ୟା ୦୬.୧୭ ରୁ ୦୯.୫୫
ରାତ୍ରି ୧୨.୦୬ ରୁ ୦୧.୩୩
ଅଶୁଭ ସମୟ:
ଋାହୁକାଳ – ଦିବା ୧୧.୪୪ ରୁ ୦୧.୨୨
କାଳବେଳା – ଦିବା ୦୮.୨୭ ରୁ ୧୦.୦୬
ବାରବେଳା – ଦିବା ୧୧.୪୪ ରୁ ୦୧.୨୨
କାଳରାତ୍ରି – ରାତ୍ରି ୦୨.୨୭ ରୁ ୦୩.୪୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)