• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Chattisgarh

Toddler Falls To Death
ଅଭାବନୀୟ : ବାପା ହାତରୁ ୪୦ ଫୁଟ୍‌ ତଳକୁ ଖସି ପଡ଼ିଲା କୁନି ପୁଅ; ଚାଲିଗଲା ଜୀବନ, ଦେଖନ୍ତୁ ଭିଡିଓ...

ମରଣ କେବେ ଆଉ କେତେବେଳେ ଆସିବ, ତାହା କାହାରିକୁ କହି ଆସିନଥାଏ । ସେମିତି ଏକ ଅଭାବନୀୟ ଘଟଣା ଘଟିଛି ଛତିଶଗଡର ରାୟପୁରରେ ।

Ram Mandir
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ; ରାୟପୁରରୁ ଅଯୋଧ୍ୟା ଗଲା ୩୦ ହଜାର କ୍ୱିଣ୍ଟାଲ ଚାଉଳ

ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ ଏବଂ ଜାନୁଆରୀ ୧୭ରୁ ଶ୍ରଦ୍ଧାଳୁଙ୍କ ସମାଗମ ଆରମ୍ଭ ହୋଇଯିବ । ଏହାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କୁ ଭୋଗ ଯୋଗାଣ ଲାଗି ଆବଶ୍ୟକ ଚାଉଳ ଛତିଶଗଡ଼ ସରକାରଙ୍କ ପକ୍ଷରୁ ପଠାଯାଇଛି।

maoist
ପୁଣି ଲାଲବାହିନୀ ହାତକୁ ଚାଲିଯାଉଛି କି ଓଡ଼ିଶା ସୀମା ଇଲାକା, ହିଂସା ଭିଆଇ ଉପସ୍ଥିତି ଜାହିର ଚେଷ୍ଟାରେ ମାଓବାଦୀ

ଗତ କିଛିଦିନ ହେଲା, ଓଡ଼ିଶା ସୀମାନ୍ତ ରାଜ୍ୟ ଗୁଡ଼ିକରେ ହିଂସା ଭିଆଇ ନିଜର ଉପସ୍ଥିତି ଜାହିର କରିଆସୁଛନ୍ତି ମାଓବାଦୀ। ଛତିଶଗଡ଼ ସୁକମା ଅଞ୍ଚଳର ଚିତ୍ର ହିଁ ବୟାନ କରୁଛି ଓଡ଼ିଶା ସୀମାନ୍ତରେ କେତେ ସକ୍ରିୟ ମାଓବାଦୀ।

Vishno Deo Sai
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେଓ

ବିଷ୍ଣୁଦେଓ ସାଏ ହେଉଛନ୍ତି ଛତିଶଗଡ଼ର ଜଣେ ଜଣାଶୁଣା ଆଦିବାସୀ ଚେହେରା। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ପ୍ରଥମ ସରକାରରେ ସେ ମନ୍ତ୍ରୀ ଥିଲେ। ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ସେ ଛତିଶଗଡ଼ ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ତୁଲାଇଥିଲେ।

BJP's New CM for 3 state
ବିଜେପିର ସରପ୍ରାଇଜ୍ ସିଏମ୍‌; ବିଷ୍ଣୁ, ମୋହନ, ଭଜନ

କେବଳ ରାଜସ୍ଥାନ ନୁହେଁ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବି ବିଜେପି ଖେଳିଛି ସରପ୍ରାଇଜ କାର୍ଡ ।

vishno dev sai
ସରପଞ୍ଚରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ହେଲେ ବିଷ୍ଣୁଦେଓ

୫୯ ବର୍ଷୀୟ ବିଷ୍ଣୁ ଦେଓ ବିଜେପିର ବରିଷ୍ଠ ନେତା। କୁନକୁରୀ ବିଧାନସଭାରୁ ନିର୍ବାଚିତ ହୋଇଛନ୍ତି। କୁନକୁରୀ ସୀମା ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାକୁ ଲାଗିଛି। ବିଜେପିର ଆଦିବାସୀ ଚେହେରା ବିଷ୍ଣୁଦେଓ ।

Chhattisgarh CM Name Announce Today
ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ କିଏ ? ରାୟପୁରରେ ଆଜି ବସୁଛି ବିଜେପି ବିଧାୟକ ଦଳ ବୈଠକ

ଛତିଶଗଡ଼ ରାଜ୍ୟ ବିଜେପି ମୁଖ୍ୟ ଅରୁଣ ରାଓଙ୍କ ସମେତ ନବ ନିର୍ବାଚିତ ବିଜେପି ବିଧାୟକଙ୍କ ସହିତ ପର୍ଯ୍ୟବେକ୍ଷକଙ୍କ ବୈଠକ ଚାଲିଛି। ପର୍ଯ୍ୟବେକ୍ଷକ ଟିମ୍ ସମସ୍ତଙ୍କ ମତାମତ ନେବେ। ତା ପରେ ସବୁ ଦିଗରୁ ବିଚାର କରି ନିଷ୍ପତ୍ତି ବିଧାୟକ ଦଳ ନେତା ବଛାଯିବ।

New CM In 3 States
୩ ରାଜ୍ୟରେ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବିଜେପି

ଯାହାଫଳରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ମୁଖ୍ୟମନ୍ତ୍ରୀ ହେବା ରେସ୍‌ରୁ ଏକ ପ୍ରକାର ଆଉଟ୍ ହୋଇଯାଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିଜେପି ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବୋଲି ଚର୍ଚ୍ଚା ହେଉଛି।

MP & Chattisgarh Election
ସରିଲା ମଧ୍ୟପ୍ରଦେଶ ଓ ଛତିଶଗଡ ବିଧାନସଭା ଭୋଟିଂ

ଛତିଶଗଡରେ ଆଜି ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟିଂ ହୋଇଛି। ପୂର୍ବରୁ ୨୦ଟି ଆସନରେ ଭୋଟ ଗ୍ରହଣ ହୋଇଥିବାବେଳେ ଆଜି ବାକି ୭୦ଟି ଆସନରେ ମତଦାନ ହୋଇଛି ।

Mao Camp
ଛତିଶଗଡ଼ରେ ନକ୍ସଲ କ୍ୟାମ୍ପ ଧ୍ୱଂସ କଲେ ସୁରକ୍ଷାକର୍ମୀ

ଛତିଶଗଡ଼ କାଙ୍କେର ଜିଲ୍ଲା ଅନନ୍ତଗଡ଼ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଧ୍ୱଂସ ହୋଇଛି । କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଘଟଣା ପରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Naxal Attack
ଛତିଶଗଡ଼ ନିର୍ବାଚନ ପ୍ରଚାର ବେଳେ ଜଘନ୍ୟ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ହତ୍ୟା କଲେ ମାଓବାଦୀ

ନିର୍ବାଚନ ପ୍ରଚାର ବେଳେ ମାଓବାଦୀମାନେ ବିଜେପି ନେତା ରତନ ଦୁବେଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ପ୍ରଚାର କରୁଥିବା ବେଳେ ନାରାୟଣପୁର ଜିଲ୍ଲାର କୌଶଲ ନଗରରେ ତାଙ୍କୁ ମାଓବାଦୀମାନେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ପୋଲିସ କହିଛି।

Chattisgarh Election
ମଙ୍ଗଳବାର ଛତିଶଗଡ଼ ବିଧାନସଭା ନିର୍ବାଚନ, ପ୍ରଥମ ପର୍ଯ୍ୟାୟରେ ରହିଛି ୭ ନକ୍ସଲ ପ୍ରଭାବିତ ଜିଲ୍ଲା

ମଝିରେ ଆଉ ମାତ୍ର ଦୁଇ ଦିନ। ଆସନ୍ତା ୭ ତାରିଖ ମଙ୍ଗଳବାର ଛତିଶଗଡ଼ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ। ଏଥିପାଇଁ ଆସନ୍ତାକାଲି ସଂଧ୍ୟାରେ ସରିବ ପ୍ରଚାର। କ୍ୟାମ୍ପେନିଂ ପାଇଁ ହାତରେ ଆଉ ମାତ୍ର ଗୋଟିଏ ଦିନ ଥିବାରୁ ଦୁଇ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ଜୋରସୋରରେ ପ୍ରଚାର ଚଳାଇଛନ୍ତି।

Assembly Elections
ବାଜିଲା ନିର୍ବାଚନୀ ବିଗୁଲ୍‌; ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

୫ ରାଜ୍ୟରେ ବାଜିଲା ନିର୍ବାଚନୀ ବିଗୁଲ । ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଛି ।

water
ଫୋନ ପାଇଁ ଡ୍ୟାମ୍‌ ଶୁଖାଇଥିବା ବାବୁଙ୍କ ମୁଣ୍ଡରେ ଚଡ଼କ, ଏବେ ଦେବେ ୨୧ ଲକ୍ଷ ଲିଟର ପାଣିର ମୂଲ୍ୟ

ପାଣି ଶୁଖାଇବା ଘଟଣା ପାଇଁ ତାଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ସେ ଅପଚୟ କରିଥିବା ପାଣିର ମୂଲ୍ୟ ବହନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Bomb Blast
ପ୍ରତିଶୋଧ ନେଲା ପ୍ରେମିକ; ମ୍ୟୁଜିକ୍‌ ସିଷ୍ଟମ୍‌ରେ ଖଞ୍ଜିଦେଲା ବୋମା, ତା’ପରେ..

ଛତିଶଗଡ଼ରେ ପାଟଣାଗଡ଼ ଷ୍ଟାଇଲ । ଫୁଟିଲା ପାର୍ସଲ ବୋମା । ବର ଓ ବଡ଼ ଭାଇ ମୃତ, ୪ ଆହତ । ଉଡିଯାଇଛି ଛପର, ଭୁଶୁଡି ପଡିଛି କାନ୍ଥ ବାଡ଼ । ଚୂନା ହୋଇଯାଇଛି ଇଟା ମାଟିର ତିନି ବଖରା ଘର । ଖଣ୍ଡ ଖଣ୍ଡ ହୋଇଯାଇଛି ଖଟ, ଆଲମିରା, ଜିନିଷପତ୍ର ।

Car Accident
ବିବାହ ଭୋଜିକୁ ଯାଇ ୪ ଜଣଙ୍କ ମୃତ୍ୟୁ ମାମଲା

ଯାଇଥିଲେ ବିବାହ ଭୋଜିକୁ..ଫେରିବା ବାଟରେ ପାଲଟିଗଲେ ଶବ..ଯାଇଥିଲେ ନବଦମ୍ପତ୍ତିଙ୍କୁ ଆଶିର୍ବାଦ ଦେବା ପାଇଁ..ନିଜେ ଅଭିଶପ୍ତ ସାଜି ହାତ ଧରାଧରି ହୋଇ ଚାଲିଗଲେ ଚାରି ଚାରି ଜଣ

Car Accident
ଯାଇଥିଲେ ବିବାହ ଭୋଜିକୁ, ଫେରିବା ବାଟରେ ପାଲଟିଗଲେ ଶବ

ଯାଇଥିଲେ ନବଦମ୍ପତ୍ତିଙ୍କୁ ଆଶିର୍ବାଦ ପାଇଁ କିନ୍ତୁ ନିଜେ ଅଭିଶପ୍ତ ସାଜି ହାତ ଧରାଧରି ହୋଇ ଚାଲିଗଲେ ଚାରି ଚାରି ଜଣ ।

People including 51 children hospitalized with suspected food poisoning in chhattisgarh
ବିଷାକ୍ତ ଖାଦ୍ୟ ଖାଇ ୫୧ ଜଣ ପିଲାଙ୍କ ସମେତ ୧୦୦ ଜଣ ଅସୁସ୍ଥ

ବିଷାକ୍ତ ଖାଦ୍ୟ ଖାଇ ୫୧ ଜଣ ପିଲାଙ୍କ ସମେତ ୧୦୦ ଜଣ ରୋଗାଗ୍ରସ୍ତ ହୋଇଛନ୍ତି । ଗତକାଲି ଛତିଶଗଡର ମହା ସମୁନ୍ଦ ଜିଲ୍ଲାର ଅଂଶୁଲା ଗାଁରେ ୫୧ଟି ଶିଶୁଙ୍କ ସହ ପ୍ରାୟ ୧୦୦ ଜଣ ଲୋକ ବିଷାକ୍ତ ଖାଦ୍ୟ ଖାଇ ରୋଗରେ ପଡିଛନ୍ତି ।

Mao Neta Sibanna
ବୟସ ବଢ଼ିବାରୁ ହାର୍ଡଖୋର ମାଓ ନେତା ସୀତାରାମ ରେଡ୍ଡୀଙ୍କ ଆତ୍ମ ସମର୍ପଣ

ତେଲେଙ୍ଗାନା ପୋଲିସକୁ ମିଳିଲା ବଡ଼ ସଫଳତା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ହାର୍ଡଖୋର ମାଓ ନେତା ସୀତାରାମ ରେଡ୍ଡୀ କରିଛି ଆତ୍ମ ସମର୍ପଣ ।