ଏହି ରିଅଲ ଲାଇଫ୍ର କବୀର ସିଂହ ହେଲେ ବାଳକ୍ରୀଷ୍ଣ । ସେ ଅପରେସନ୍ ଥିଏଟରରେ ଅପରେସନ୍ କରିବାକୁ ଯାଇ ଶୋଇପଡ଼ିଲେ । ଯାହାକି ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି ।
ବୃଦ୍ଧ ଜଣଙ୍କୁ ଅଧିକ ବୟସ ହୋଇଥିଲେ ମଧ୍ୟ ଅତି ସୁନ୍ଦର ଭାବେ ସେ ଗୀତଟିକୁ ଗାଉଥିବା ଦେଖିବାକୁ ମିଳୁଛି ।
ବଲିଉଡ୍ ଅଭିନେତାମାନଙ୍କ ଫିଲ୍ମ ଉପରେ ଫ୍ୟାଶନର ପ୍ରଭାବ ଓ ଏ ସଂକ୍ରାନ୍ତ ନିରବତାକୁ ଲକ୍ଷ୍ୟ କରି ବିବେକ ଅଗ୍ନିହୋତ୍ରୀ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସେମାନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ବଲିଉଡ ଅଭିନେତାମାନେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର୍ ହୋଇଯାଇଛନ୍ତି, ତେଣୁ ସେମାନେ ଆଉ କୌଣସି ଅଭିନୟ କରୁନାହାଁନ୍ତି।
ଶାନ୍ତି ବଜାୟ ରଖିବାକୁ ଦୁଇ ଗୋଷ୍ଠୀଙ୍କୁ ଅପିଲ କଲେ ଶାହା । ‘ଅନଲାଇନ ପାଠପଢା ସହ ପରୀକ୍ଷା ମଧ୍ୟ ଅନଲାଇନରେ ହେବ’ ।
କ୍ରାସ୍ ଯୋଗୁ ବିମାନରେ ନିଆଁ ଲାଗି ଯାଇଥିଲା । ଫଳରେ ଏହା ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି ।
ମଲାଇକାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ମଲାଇକା ଏବଂ ଅର୍ଜୁନ କପୁରଙ୍କ ବୟସ ମଧ୍ୟରେ ଥିବା ପାର୍ଥକ୍ୟକୁ ନେଇ ଲୋକମାନେ ସେମାନଙ୍କୁ ଟ୍ରୋଲ୍ କରୁଛନ୍ତି। ତେବେ କେବଳ ଅର୍ଜୁନ ନୁହଁନ୍ତି, ମଲାଇକା ମଧ୍ୟ ତାଙ୍କ ପୂର୍ବତନ ସ୍ୱାମୀ ଅରବାଜ ଖାନଙ୍କଠାରୁ ବଡ।
‘LVMH’ର ବର୍ଣ୍ଣାଡ୍ ଅର୍ଣ୍ଣଲ୍ଟ୍ଙ୍କୁ ଟପି ଟେସ୍ଲାର ସିଇଓ ଏଲନ୍ ମସ୍କ୍ ପୁଣି ବିଶ୍ବର ଶ୍ରେଷ୍ଠ ଧନୀ ବ୍ୟକ୍ତି ଭାବେ ପରିଗଣିତ ହୋଇଛନ୍ତି ।
ଗେମ୍ ଖେଳୁଥିବା ଲୋକେ ହୋଇପାରିବେ ଅଫିସର୍. . .କ’ଣ କରିବାକୁ ପଡ଼ିବ ?
ଧୋନି ଚଳିତ ଆଇପିଏଲ୍ ସିଜନ୍ରେ ଆଣ୍ଠୁରେ ପଟି ବାନ୍ଧି ମ୍ୟାଚ୍ ଖେଳୁଥିବା ଦେଖିବାକୁ ମିଳିଥିଲା। ସେହି ସମୟରେ ତାଙ୍କର ୱିକେଟ୍କିପିଂରେ କୌଣସି ତ୍ରୁଟି ନଥିଲା, କିନ୍ତୁ ବ୍ୟାଟିଂ ବେଳେ ଦୌଡ଼ିକି ରନ୍ ସଂଗ୍ରହ ବେଳେ ସାମାନ୍ୟ ସମସ୍ୟାରେ ପଡ଼ୁଥିବା ଦେଖିବାକୁ ମିଳିଥିଲା।
ମୁଣ୍ଡରେ ହେଲମେଟ୍ ନାହିଁ କି ତଳକୁ ଠିକ୍ରେ ଗୋଡ ପାଉନି । ହେଲେ ବି ଫୁଲ୍ ସ୍ପିଡରେ ଗାଡି ନେଇଯାଉଛନ୍ତି ନାବାଳକ । ଅନ୍ୟ ଚାଳକ କହୁଛନ୍ତି ଧୀରେ ଚଳାଅ, ହେଲେ ଶୁଣୁନାହାନ୍ତି ନାବାଳକ ଜଣକ । ଭାଇରାଲ ହେଲା ଭିଡିଓ
ସରକାର ସିନା ସ୍କିମ୍ ଘୋଷଣା କରିଦେଲେ ହେଲେ ଏବେ ୨ ହଜାର ଟଙ୍କା ପାଇଁ ଘରେ ମହାଭାରତ। ଘରର ମୁଖିଆ ଭାବେ ଶାଶୁଙ୍କୁ ୨ ହଜାର ଟଙ୍କା ମିଳିବା ଜାଣି ବୋହୂମାନେ ଝଗଡ଼ା ଆରମ୍ଭ କରି ଦେଇଛନ୍ତି।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୭୬୦ ଟଙ୍କା ହୋଇଛି।
ଝିଅ ଦେହରେ ନିଆଁ ଲଗାଇ ନିଜକୁ ଜାଳିଦେଲେ ମହିଳା। ସ୍ୱାମୀ ଓ ପୁଅ ବାହାରକୁ ଯିବାପରେ ମହିଳା ଜଣକ ଏଭଳି ଚରମ ପଦକ୍ଷେପ ନେଇଥିଲେ।
୨୦୦୧ ଜୁନ୍ ୧କୁ ମିଳିତ ଜାତିସଙ୍ଘର ଖାଦ୍ୟ ଏବଂ କୃଷି ସଂଗଠନ ଦ୍ୱାରା ବିଶ୍ୱ ଦୁଗ୍ଧ ଦିବସ ଭାବେ ଘୋଷଣା କରାଗଲା ।
ଆଶ୍ଚର୍ଯ୍ୟ ! ବିଦା ହେଉଥିଲା ଝିଅ...ସମସ୍ତଙ୍କ ଆଖିରେ ଥିଲା ଲୁହ । ବାସ୍ ଏତିକି ବେଳେ ଗୁଟଖା ଖାଇଲେ ନବବଧୂ...ଦେଖନ୍ତୁ ଭିଡିଓ
ପ୍ରତିଦିନ ଆମେ ବାପାମାଆଙ୍କୁ ସମ୍ମାନ ଓ ଭଲପାଇବା ଦେଉଛନ୍ତି । କିନ୍ତୁ ଆଜି ଏମିତି କିଛି କରିବା ଯାହା ତାଙ୍କ ପାଇଁ ଚିରଦିନ ଯାଏଁ ସ୍ମରଣୀୟ ହୋଇରହିବ।
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଧୂମ୍ରପାନ ସ୍ୱାସ୍ଥ୍ୟପକ୍ଷେ ହାନିକାରକ। ଏହା ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଗୁଡ଼ିକୁ କ୍ଷତି ପହଞ୍ଚାଇଥାଏ। ତେଣୁ ଧୂମ୍ରପାନରୁ ନିବୃତ ରହିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯିବା ସହ ଅନେକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
ମାସ ଆରମ୍ଭରୁ ଜନତାଙ୍କ ପାଇଁ ଖୁସି ଖବର। ପୁଣି ଶସ୍ତା ହେଲା ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦର। କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦର ୮୩ ଟଙ୍କା ୫୦ ପଇସା ହ୍ରାସ ପାଇଛି।
OTT ପ୍ଲାଟଫର୍ମରେ ତମାଖୁ ବିର୍ଜନ ଚେତାବନୀ ପାଇଁ ନୂତନ ନିୟମାବଳୀ ଜାରି କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ନିୟମାବଳୀ ଜାରି ହୋଇଛି ।
ମନସ୍ତତ୍ୱବିତ ଓ ସ୍ନାୟୁ ରୋଗ ବିଭାଗ ଡାକ୍ତରମାନେ ତା’ର ଚିକିତ୍ସା କରିବାକୁ ଚେଷ୍ଟା କରିଥିଲେ। ହେଲେ ତା' ରୋଗକୁ ଚିହ୍ନଟ କରିବାରେ ସକ୍ଷମ ହୋଇ ନଥିଲେ ବୋଲି ସେ କହିଛନ୍ତି।
ଗଞ୍ଜାମ ବିଜେପି ଫାଟ ପଛରେ ରହିଛି କି ବିଜେଡି ? ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିଜେଡିର ଡିଭାଇଡ୍ ଆଣ୍ଡ ରୁଲ୍ ପଲିସି । ବିଜେପିର ଶକ୍ତିବୃଦ୍ଧିକୁ ଚେକ୍ ଦେବାକୁ ଗେମ୍ ପ୍ଲାନ୍ ! ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବ୍ରହ୍ମପୁର ଗସ୍ତବେଳେ ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଜେନାଙ୍କୁ କାଳିମାଡ଼ ।
ପଞ୍ଜାବୀ ଫିଲ୍ମ ‘କ୍ୟାରୀ ଅନ୍ ଜଟ୍ଟା ୩’ପ୍ରମୋସନ୍ ବେଳେ କପିଲ୍ଙ୍କୁ ଏହି ପ୍ରଶ୍ନ କରିଛନ୍ତି ଆମୀର ।
ଅଳ୍ପ ସମୟରେ ଯାତ୍ରୀମାନେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ପାରୁଛନ୍ତି । ଭାରତୀୟ ରେଳବାଇ ପକ୍ଷରୁ ଅନେକ ହାଇ ସ୍ପିଡ୍ ଟ୍ରେନ୍ ମଧ୍ୟ ଚଳାଚଳ କଲାଣି । ଯାହାଦ୍ୱାରା ଯାତ୍ରୀମାନେ ଖୁବ୍ କମ୍ ସମୟ ମଧ୍ୟରେ ଯାତ୍ରା କରିପାରୁଛନ୍ତି ।
ଅଲ୍ ପାସିନୋ ଏବଂ ନୁର ଆଲଫାଲ୍ଲା ୨୦୨୨ ଏପ୍ରିଲରୁ ପରସ୍ପରକୁ ଡେଟ୍ କରୁଛନ୍ତି । ଦୁହେଁ ବହୁବାର ଏକାଠି ରାତ୍ରି ଭୋଜନ କରୁଥିବା ନଜର ଆସିଛନ୍ତି ।