ଗଞ୍ଜାମ ଭେଟନଇ-ଭେଜିପୁଟ ରାସ୍ତାରେ ଦୁର୍ଘଟଣା । ଘଟଣାସ୍ଥଳରେ ଜଣେ ଓ ମେଡିକାଲରେ ଆଉ ଜଣଙ୍କ ମୃତ୍ୟୁ ସୂଚନା ।
ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।
ରବିବାର ସନ୍ଧ୍ୟାରେ ସାଗର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ବାହାଘରରେ ଯୋଗଦେଇ ଘରକୁ ଫେରୁଥିଲେ ଗୋଟିଏ ପରିବାରର ଚାରି ଜଣ । କିଛି ସମୟ ପରେ ଘରେ ପହଞ୍ଚି ଥାଆନ୍ତେ . . .ହେଲେ କିଏ ଜାଣିଥିଲା ନିଷ୍ଠୁର ମୃତ୍ୟୁର ଦୂତ ସାମ୍ନାରେ ବାଟ ଓଗାଳିବ . .
ପିକ୍ଅପ୍ ଟ୍ରକ୍କୁ ଧକ୍କା ଦେଲା ଦ୍ରୁତଗତିରେ ଆସୁଥିବା ଏସ୍ୟୁଭି ଗାଡ଼ି । ଏଥିରେ ୭ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି ।
ମୃତ ସ୍କୁଟି ଆରୋହୀ ଲାରମ୍ଭାରେ ଥାନା ଇନପୁର ଗାଁର ଟଙ୍କଧର ବିଶ୍ୱାଳ ବୋଲି ଜଣାପଡିଛି । ଘଟଣାକୁ ନେଇ ପାଟଣାଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଟେଲିଭିଜନ୍ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ‘ସିଆଇଡି’ ଓ“ଅଦାଲତ’ ଭଳି ଅନେକ ଶୋ’ରେ ସେ ଅଭିନୟ କରିଥିଲେ।
କୌଣସି ଏକ ରାକେଟ୍ ଦ୍ୱାରା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ତାଙ୍କ ମୃତ୍ୟୁକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗୁରୁତର ସହ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ନିବେଦନ କରିଛନ୍ତି ଜୁନମୋନିଙ୍କ ପରିବାର ଲୋକ।
ଶରଣାର୍ଥୀ ଶିବିର ବାହାରେ ବସ୍ ଷ୍ଟପେଜ୍ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଏକ ଏସ୍ୟୁଭି କାର୍ ମାଡ଼ିଯିବା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।
ଗାଡ଼ି ଧକ୍କାରେ ଜଣେ ଛିଟିକି ହୋଇ କିଛି ଦୂରରେ ପଡ଼ିଥିବା ବେଳେ ଆଉ ଜଣେ କାର୍ ଛାତ ଉପରେ ଯାଇ ପଡ଼ିଥିଲେ। ଏଭଳି ସ୍ଥିତିରେ କାର୍କୁ ଅଟକାଇବା ପରିବର୍ତ୍ତେ ଡ୍ରାଇଭର ସେମିତି ଗାଡ଼ି ଚଲାଇ କିଛି କି.ମି. ପର୍ଯ୍ୟନ୍ତ ଯାଇଥିଲେ।
ଗତ ଡିସେମ୍ବର ୩୦ରେ କ୍ରିକେଟର୍ ରିଷଭ ପନ୍ତ୍ ଦୁର୍ଘଟଣାର ଶିକାର ହୋଇଥିଲେ।
ନିୟନ୍ତ୍ରଣ ହରାଇ ବସ୍ ଭିତରେ ପଶିଗଲା କାର୍। ଫଳରେ ଘଟଣାସ୍ଥଳରେ କାର୍ରେ ଥିବା ୪ ଜଣଙ୍କ ମୃତ୍ୟୁ ହୋଇଛି।
ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା ହେବା ଯୋଗୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ଭୋର ୫ଟାରେ ରେପୋଲି ଗାଁରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ସଡ଼କ ଦୁର୍ଘଟଣାରେ କ୍ରିକେଟର ଋଷଭ୍ ପନ୍ତ ଗୁରୁତର ଆହତ ହୋଇଛନ୍ତି। ଦିଲ୍ଲୀରୁ ରୁର୍କୀ କାର୍ରେ ଫେରିଲା ବେଳେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।
ଯାଇଥିଲେ ନବଦମ୍ପତ୍ତିଙ୍କୁ ଆଶିର୍ବାଦ ପାଇଁ କିନ୍ତୁ ନିଜେ ଅଭିଶପ୍ତ ସାଜି ହାତ ଧରାଧରି ହୋଇ ଚାଲିଗଲେ ଚାରି ଚାରି ଜଣ ।
ଭାରସାମ୍ୟ ହରାଇ ଗଛକୁ କାର୍ ପିଟିବା ଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ଟ୍ରକ୍କୁ କାର୍ ଧକ୍କା ଦେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ଭୋର ସମୟରେ NH-୧୬ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣାରେ ଶିକାର ହୋଇଥିବା ନାବାଳିକା ଜଣକ ନିଜ ଝିଅ ବୋଲି ଜାଣି ନଥିଲେ ଡାକ୍ତରାଣୀ । ତଥାପି ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥିଲେ . . ହେଲେ
ରାସ୍ତାକଡ଼ରେ ବସି ଦଶାହ ଭୋଜି ଖାଉଥିବା ବେଳେ ଲୋକଙ୍କ ଉପରେ ମାଡ଼ିଗଲା କାର୍। କାର୍ଟି ଏତେ ଜୋରରେ ଆସିଥିଲା ଯେ, ଗାଡ଼ି ଧକ୍କାରେ ଏକ ଦୋକାନ ମଧ୍ୟ ଭାଙ୍ଗିଯାଇଛି।
‘କୌଣସି ଏକ ସ୍ଥାନରେ ରାନୀ ପଣ୍ଡାଙ୍କ ପ୍ରୋଗ୍ରାମ ଥିଲା। କାଳେ ପ୍ରୋଗ୍ରାମ ବିଳମ୍ବ ହୋଇଯିବ, ତେଣୁ ତାଙ୍କ କାର୍ ବହୁତ ସ୍ପିଡ୍ରେ ଆସୁଥିଲା। ମୋ ପୁତୁରା ହାଇୱା ଡ୍ରାଇଭର।’
ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ବସିଥିବା କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏକ ବାଇକ୍ ସହ ତାଙ୍କ କାର୍ ଧକ୍କା ହୋଇଥିଲା। ଏଥିରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି।
କାର୍ ଦୁର୍ଘଟଣାରେ ୨୫ ବର୍ଷୀୟ ସୋସିଆଲ୍ ମିଡିଆ ସେଲିବ୍ରେଟିଙ୍କ ମୃତ୍ୟୁ ହୋଇଛି। ଦ୍ରୁତ ଗତିରେ ଥିବା ରୋହିତଙ୍କ କାର୍ ବୁଲାଣି ନିକଟରେ ଗାଡ଼ି ବୁଲାଇ ନପାରିବାରୁ ଗଛରେ ଯାଇ ପିଟି ହୋଇଥିଲା।
ଟ୍ରକ୍କୁ କାର୍ ପଛପଟୁ ଧକ୍କା ଦେବା ଯୋଗୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ କାର୍ ପୁରା କ୍ଷତିଗ୍ରସ୍ତ ହୋଇଛି। ମୃତାହତ କାର୍ରେ ଯାତ୍ରା କରୁଥିଲେ ବୋଲି ଜଣାପଡ଼ିଛି।
ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଥିଲା। ସମସ୍ତ ମୃତକ ଶ୍ରମିକ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା।