• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Anand Mahindra

Someone ask anand Mahindra to give ₹ 1 Lakh To Buy Mahindra Shares
Viral: ମହିନ୍ଦ୍ରା ଶେୟାର କିଣିବାକୁ ଖୋଦ୍ ଆନନ୍ଦ ମହିନ୍ଦ୍ରାଙ୍କୁ ଏକ ଲକ୍ଷ ଟଙ୍କା ଧାର ମାଗିଲେ ଏହି ବ୍ୟକ୍ତି

ସୋସିଆଲ୍ ମିଡିଆ X ରେ ଜଣେ ବ୍ୟକ୍ତି ଆନନ୍ଦ ମହିନ୍ଦ୍ରାଙ୍କଠାରୁ ଟଙ୍କା ମାଗିଛନ୍ତି। ସେହି ବ୍ୟକ୍ତି ଜଣଙ୍କ ଆନନ୍ଦ ମହିନ୍ଦ୍ରାଙ୍କୁ ଏକ ଟୁଇଟ୍ ପୋଷ୍ଟ କରି ଏକ ଲକ୍ଷ ଟଙ୍କା ମାଗିଛନ୍ତି। କିନ୍ତୁ ଯେଉଁ କାମ ପାଇଁ ବ୍ୟକ୍ତି ଜଣଙ୍କ ଏହି ଟଙ୍କା ମାଗିଛନ୍ତି ତାହା ଜାଣିବା ପରେ ଆପଣ ନିଶ୍ଚିତ କହିବେ ଯେ, ଏଥିପାଇଁ ସାହସ ଦରକାର।

'Obvious future leader'
‘ଧୋନିଙ୍କ ନେତୃତ୍ୱ ଦକ୍ଷତା ଭଲ, ସେ ରାଜନୀତିକୁ ଆସିବା ଉଚିତ୍‌’

ସେ ଟ୍ୱିଟ୍‌କରି ଲେଖିଛନ୍ତି, ଧୋନି IPLରେ ଆଉ ଗୋଟିଏ ବର୍ଷ ରହିବେ ବୋଲି ଜାଣିବା ପରେ ଅନ୍ୟ ସମସ୍ତଙ୍କ ପରି ମୁଁ ମଧ୍ୟ ଖୁବ୍‌ ଖୁସି ଓ ଆଶାବାଦୀ ।

Anand Mahindra
ସୋସିଆଲ ମିଡିଆରେ ଭାଇରାଲ ଭିଡିଓକୁ ଭାଇରାଲ କରି ଜୀବନ ଦର୍ଶନ ଦେଲେ ଆନନ୍ଦ ମହିନ୍ଦ୍ରା..

ଶ୍ରୀ ମହିନ୍ଦ୍ରା ସେୟାର କରିଥିବା ଭିଡିଓରେ ଏକ ଏରୋପ୍ଲେନ୍‌ ଦେଖାଯାଉଛି । ଯାହାକି ଦୂରରୂ ଦେଖିଲେ ଲାଗୁଛି ଏକ ବଡ଼ ବିମାନ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବ ।

anand mahindra offers scholarship to miracle artist
ଯାଦୁକରୀ ହାତ ! ଏକାଥରେ ବାହାରୁଛି ୧୫ ଚିତ୍ର

ଗୋଟିଏ ସମୟରେ ୧୫ଟି ଚିତ୍ରର ଫଟୋ ଆଙ୍କିବା ପ୍ରକୃତରେ ଏକ ଚମତ୍କାର କଳା ଠାରୁ ଢେର୍ ଅଧିକ।

Anand Mahindra
ବିଷର ସଜ୍ଞା କ’ଣ ? ସରଳ ଭାଷାରେ ବୁଝାଇଦେଲେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା

ଆବଶ୍ୟକତା ଠାରୁ ଅଧିକ ଦରକାର ହେଉଥିବା ଜିନିଷ ହିଁ ବିଷ ।

Special story
ତାମିଲନାଡ଼ୁ ଯୁବକଙ୍କ ଭାଗ୍ୟ ବଦଳିଲା ! ଜୁଗାଡ଼ରେ ତିଆରି ଇଲେକ୍ଟ୍ରିକ୍‌ ଜିପ୍‌ର ଦିୱାନା ହେଲେ ଆନନ୍ଦ ମହିନ୍ଦ୍ରା

ଇଲେକ୍ଟ୍ରିକ୍ ଜିପ୍ ତିଆରି କରିଛନ୍ତି ତାମିଲନାଡୁର ବାସିନ୍ଦା A. Gautham । ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କୁ ତାଙ୍କ ଗାଡ଼ି ଭାରି ପସନ୍ଦ ଆସିଛି ।

Anand Mahindra told a girl his motivation
ଆନନ୍ଦ ମହିନ୍ଦ୍ରାଙ୍କ ପାଇଁ ପ୍ରେରଣା ସାଜିଲା ଗରିବ ଝିଅ

ନିକଟରେ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଜଣେ ଝିଅ ଏକୁଟିଆ ଏକ ପଥର ଉପରେ ବସି ପାଠ ପଢୁଛି। ଏହି ଫଟୋକୁ ଦେଖି ଯେ କେହି ବି ଆନୁପ୍ରାଣିତ ହୋଇପାରନ୍ତି।

Special story
ଶିକ୍ଷାଗତ ଯୋଗ୍ୟତା ପଚାରିଲେ ୟୁଜର, ଏମିତି ଉତ୍ତର ଦେଲେ ଆନନ୍ଦ ମହିନ୍ଦ୍ରା

ଆନନ୍ଦ ମହିନ୍ଦ୍ରାଙ୍କୁ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ୟୁଜର ପଚାରିଲେ ପ୍ରଶ୍ନ, କ’ଣ ଉତ୍ତର ଦେଲେ ସେ . .

Agnipath Protests: Anand Mahindra Makes An Offer
ଅଗ୍ନିବୀରଙ୍କୁ ଅଫର୍‌ ଉପରେ ଅଫର୍‌: ବଡ଼ ଘୋଷଣା କଲେ ଆନନ୍ଦ ମହିନ୍ଦ୍ରା

ଅଗ୍ନିବୀରଙ୍କ ପାଇଁ ଅଫର୍‌ ଉପରେ ଅଫର୍‌ ଦିଆଯାଉଛି। ଅଗ୍ନିବୀରଙ୍କ ପାଇଁ ଏସବୁ ଘୋଷଣା ସତ୍ତ୍ୱେ ମଧ୍ୟ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରାଯାଉଛି। ବିରୋଧ ପ୍ରଦର୍ଶନକୁ ନେଇ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ଦୁଃଖ ପ୍ରକାଶ କରିଛନ୍ତି। ଏସବୁ ଭିତରେ ସେ ବଡ଼ ଘୋଷଣା କରିଛନ୍ତି।

Anand Mahindra Gifts New House To 'Idli Amma'
କଥା ଦେଇ କଥା ରଖିଲେ: ଇଡ୍‌ଲି ଆମ୍ମାଙ୍କୁ ନୂଆ ଘର ଉପହାର ଦେଲେ ଆନନ୍ଦ ମହିନ୍ଦ୍ରା

କୋଏମ୍ବାଟୁରର ଇଡ୍‌ଲି ଆମ୍ମା ତଥା ସମାଜସେବୀ ଏମ୍. କମଲାଥାଲଙ୍କ ପାଇଁ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏକ ନୂଆ ଘର ନିର୍ମାଣ କରିଛନ୍ତି। ଗତ ୩୭ ବର୍ଷ ହେଲା କମଲାଥାଲ ଟଙ୍କିକିଆ ଇଡଲି, ସମ୍ବର ଓ ଚଟନି ବିକ୍ରି କରି ଆସୁଛନ୍ତି। 

Anand Mahindra
ଚଳନ୍ତା ଶଗଡ଼ରେ ନିଦ୍ରିତ ଲୋକେ : ଫଟୋ ପୋଷ୍ଟ କରି ଏଲୋନ୍‌ ମସ୍କଙ୍କୁ ଟ୍ୟାଗ କଲେ ଆନନ୍ଦ ମହିନ୍ଦ୍ରା

ଗତକାଲି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ଏକ ଶଗଡ଼ର ଚିତ୍ର ସେୟାର କରି ଟେସଲା ସିଇଓ ଏଲୋନ୍ ମସ୍କଙ୍କୁ ଟ୍ୟାଗ୍ କରିଛନ୍ତି ।

Ananda mahindra
ଦୁଃଖ ବୁଝିପାରିଲେ ଆନନ୍ଦ ମହିନ୍ଦ୍ରା

ବାପାଙ୍କୁ ହରାଇ ରେସ୍ତୋରାଁ ଚଳାଉଥିଲେ ଦୁଇ ଭାଇ। ଦୁଃଖ ବୁଝିପାରିଲେ ଆନନ୍ଦ ମହିନ୍ଦ୍ରା । କହିଲେ, ତୁମେ ମାନେ ବହୁତ ସାହାସୀ। ଜମା ବି ବ୍ୟସ୍ତ ହୁଅ ନାହିଁ। ଏମିତିକି ଯେବେ ବି ଅମୃତ ସହର ଯିବି ତୁମ ମାନଙ୍କ ରେସ୍ତୋରାଁକୁ ଖାଇବାକୁ ନିଶ୍ଚୟ ଯିବି ବୋଲି ଆନନ୍ଦ କହିଛନ୍ତି। ଆଉ ଏହି ଭିଡ଼ିଓକୁ ନିଜ ଅଫିସିଆଲ ଟ୍ୱିଟ୍‌ର ପେଜରେ ସେୟାର କରିଛନ୍ତି। ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ଚାଲଛି।

anand mahindra
ହାତ ନାହିଁ କି ଗୋଡ଼ ନାହିଁ ! ରିକ୍ସା ଚଲାଉଥିବା ଦିବ୍ୟାଙ୍ଗଙ୍କୁ ଦେଖି ଚାକିରି ଅଫର୍ ଦେଲେ ଆନନ୍ଦ ମହିନ୍ଦ୍ରା

ଦିନ ହେଉ କି ରାତି ସବୁବେଳେ ସୋସିଆଲ୍ ମିଡିଆରେ ଆକ୍ଟିଭ୍ ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା। ଅନେକ ସମୟରେ ଛୋଟ ଛୋଟ କଥାକୁ ଆଗକୁ ଆଣି ସେ ଚର୍ଚ୍ଚାରେ ରହିଥାନ୍ତି। ଆଜି କିନ୍ତୁ ରିକ୍ସା ଚଲାଉଥିବା ଜଣେ ଦିବ୍ୟାଙ୍ଗଙ୍କୁ ଚାକିର ଅଫର ଦେଇ ସେ ଦେଶବାସୀଙ୍କ ମନ ଜିଣିଛନ୍ତି। ଜାଣନ୍ତୁ କାହିଁକି?

Anand Mahindra Will Teach Manipurs Iron Man Prem The Groups Team Reaches Home
ଆବର୍ଜନାରୁ ‘ଆଇରନ୍ ମ୍ୟାନ୍’ ସୁଟ୍‌ ତିଆରି କରି ଚର୍ଚ୍ଚାରେ ଯୁବକ !

ଆବର୍ଜନାରୁ ତିଆରି କଲେ ଆଇରନ୍‌ ମ୍ୟାନ୍‌ ସୁଟ୍‌ । ମଣିପୁରର ଯୁବକ ପ୍ରେମ୍‌ ଏଭଳି ଏକ ନିଆରା କଳାକୃତି କରି ଏବେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ସୋସିଆଲ୍‌ ମିଡିଆରେ ଯୁବକଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି । ଯେଉଁଥିରେ ସେ ଆଇରନ୍‌ ମ୍ୟାନ୍‌ର ମାକ୍ସ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ସେ ଏହି ମାକ୍ସଟିକୁ ସେ ଆବର୍ଜନା ବସ୍ତୁ ତଥା ଜଙ୍କ୍‌ ଲାଗିଥିବା ଲୁହା ଆଦିରୁ ତିଆରି କରିଛନ୍ତି ।