SHGଙ୍କୁ ସ୍କୁଟର ଦେଇ ତାଙ୍କ ମୁଣ୍ଡରେ ବୋଝ ଉପରେ ଲଳିତା ବିଡ଼ା ନଦି ଦେଲେ କି ସରକାର? କାହିଁକି ନା ସେମାନଙ୍କୁ ପ୍ରଥମେ ଇଲେକ୍ଟ୍ରି ସ୍କୁଟର ଦେବେ ବୋଲି ବଜେଟରେ ବ୍ୟୟ ବରାଦ କଲେ । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ବଦଳିଗଲା ବଜେଟ ନିଷ୍ପତ୍ତି । ଇଭି ବଦଳରେ ଧରେଇଦେଲେ ପେଟ୍ରୋଲ ସ୍କୁଟର । ଏବେ କିସ୍ତିକୁ କିସ୍ତି ପୁଣି ପେଟ୍ରୋଲ ଖର୍ଚ୍ଚ । ଯାହାକୁ ନେଇ ଅସନ୍ତୋଷ ବି ତେଜିଲାଣି ।
SHGଙ୍କୁ ସ୍କୁଟର ଦେଇ ତାଙ୍କ ମୁଣ୍ଡରେ ବୋଝ ଉପରେ ଲଳିତା ବିଡ଼ା ନଦି ଦେଲେ କି ସରକାର ? କାହିଁକି ନା ସେମାନଙ୍କୁ ପ୍ରଥମେ ଇଲେକ୍ଟ୍ରି ସ୍କୁଟର ଦେବେ ବୋଲି ବଜେଟରେ ବ୍ୟୟ ବରାଦ କଲେ । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ବଦଳିଗଲା ବଜେଟ ନିଷ୍ପତ୍ତି। ଇଭି ବଦଳରେ ଧରେଇଦେଲେ ପେଟ୍ରୋଲ ସ୍କୁଟର । ଏବେ କିସ୍ତିକୁ କିସ୍ତି ପୁଣି ପେଟ୍ରୋଲ ଖର୍ଚ୍ଚ ।
ଇଲେକ୍ଟ୍ରିକ୍ ସ୍କୁଟରକୁ ନେଇ ସରକାର କିଛି କଟକଣା ଜାରି କରିବାକୁ ଯାଉଛନ୍ତି । ଯାହାଦ୍ୱାରା ଗ୍ରାହକଙ୍କ ଉପରେ ବିଶେଷ ପ୍ରଭାବ ପଡ଼ିବ ବୋଲି ଅନୁମାନ କରାଯାଉଛି ।
ହଠାତ୍ ସ୍କୁଟରରେ ଲାଗିଗଲା ନିଆଁ, ବସିଥିଲେ ଡେଲିଭରି ବୟ ।