ଘଟଣା ଦିନ କୋର୍ଟରେ ଥିବାବେଳେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ସଂପର୍କରେ ମୁଁ ଖବର ପାଇଥିଲି। ତୁରନ୍ତ ମୁଁ ଜେଲ୍ରେ ପହଞ୍ଚିଥିଲି। ସେତେବେଳେ ତାଙ୍କୁ ହସ୍ପିଟାଲ୍ ନେବା ପାଇଁ ବ୍ୟବସ୍ଥା ହେଉଥିଲା। ସେତେବେଳକୁ ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ଚାଲିଥିଲା। ତେବେ ଯେଉଁ ପରିବେଶ ଓ ପରିସ୍ଥିତିରେ ଏହି ଘଟଣା ଘଟିଛି, ତାହା ଆତ୍ମହତ୍ୟା ବୋଲି ଆଦୌ ବିଶ୍ୱାସ ହେଉ ନାହିଁ..
ବେକର ଚିହ୍ନକୁ ନେଇ ଆଶଙ୍କା ଭିତରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
ଗୋବିନ୍ଦ ମୃତ୍ୟୁ ମାମଲାରେ ଆଉ ଏକ ବଡ଼ ସୂଚନା ମିଳିଛି। ଜେଲ୍ରୁ ହସ୍ପିଟାଲ୍ ଯିବା ବେଳକୁ ବଞ୍ଚିଥିଲା ଗୋବିନ୍ଦ। ଓଟିଭିକୁ ଗୋବିନ୍ଦର ଓକିଲ ଦୁର୍ଗାମୋହନ ପାଢ଼ୀ ଏହି ସୂଚନା ଦେଇଛନ୍ତି।
ବିଜେପିର ସିବିଆଇ ଓ କଂଗ୍ରେସର ଏସଆଟି ତଦନ୍ତ ଦାବି । ରାଜ୍ୟ ସରକାର ଆଇନ୍ ସହ ସାଲିସ୍ କରନ୍ତିନି କହିଲା ବିଜେଡି ।
ଫାଶି ହୋଇଥିଲେ ଭଲ ହୋଇଥାନ୍ତା କହିଲେ ମମିତାଙ୍କ ବାପା-ମା । ମମିତାଙ୍କ ଡିଏନ୍ଏ ରିପୋର୍ଟରେ ଅସଂଗତିକୁ ନେଇ ଦ୍ୱନ୍ଦ୍ୱ ।
ପଞ୍ଚାନାମା ପାଇଁ ବୁର୍ଲାରୁ PMT ଡାକ୍ତର ଡକାଇବା କ’ଣ ଆବଶ୍ୟକ ଥିଲା ? ଏଭଳି ନାନା ପ୍ରଶ୍ନ କରିଛନ୍ତି ଗୋବିନ୍ଦଙ୍କ ଓକିଲ ।
ଜେଲ୍ ଭିତରେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ବଢ଼ିଛି। ଗୋବିନ୍ଦଙ୍କ ମୃତଦେହ ପୋଷ୍ଟମର୍ଟମ ଯିବା ପୂର୍ବରୁ ତାଙ୍କ ପକେଟ୍ରୁ ଏକ ମାଟିଆ ରଙ୍ଗର ଲଫାପା ମିଳିଛି।
ତାସହ ସ୍ୱାମୀ ଗୋବିନ୍ଦଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ନେଇ କଳାହାଣ୍ଡିର କେ.ଗାଁ ଥାନାରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ମାଗିଛନ୍ତି ସୁଷମା ।
ବିଜେପିର ପ୍ରଶ୍ନ ମାରିଦେଲେ ନା ମରିବାକୁ ବାଧ୍ୟ କଲେ ? ଗୋବିନ୍ଦ ସାହୁ ମୃତ୍ୟୁର ହେଉ ସିବିଆଇ ତଦନ୍ତ-ବିଜେପି ।
ଗୋବିନ୍ଦ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ।
ଗତକାଲି ୧୧ଟାରେ ଗୋବିନ୍ଦ ଘରକୁ ଫୋନ୍ କରିଥିଲେ ଘରର ଭଲମନ୍ଦ କଥା ବୁଝାବୁଝି କରିଥିଲେ ବୋଲି କହିଛନ୍ତି ଗୋବିନ୍ଦଙ୍କ ପତ୍ନୀ ।
ଗୋବିନ୍ଦ ମୃତ୍ୟୁ ସଂପର୍କରେ ଜେଲ୍ DIG ଶୁଭକାନ୍ତ ମିଶ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି । ସମ୍ବଲପୁର ପ୍ରିଜନ୍ DIG ତଦନ୍ତ କରି ୨୪ ଘଣ୍ଟାରେ ରିପୋର୍ଟ ଦେବେ ।
ଯେଉଁ ଦିନ ମମିତା ମେହେର ନିଖୋଜ ହୋଇଥିଲେ, ସେହି ଦିନ ହିଁ ତାଙ୍କୁ କାର୍ ଭିତରେ ହତ୍ୟା କରିଥିଲା ଗୋବିନ୍ଦ।
ମିଶନ-୨୪ ମାନସ ମନ୍ଥନ ବେଳେ ବିଜେଡି କର୍ମୀଙ୍କ ମୁଣ୍ଡ ଗରମ। ଭୋଜିରେ ମାଂସ ତରକାରୀ ଭାଗବଣ୍ଟାକୁ ନେଇ ମାଡ଼ଗୋଳ ଓ ବାଡ଼ିଆପିଟା। କୁରୁକ୍ଷେତ୍ର ପାଲଟିଥିଲା ଭୋଜି ସ୍ଥଳ।
ଛାତ୍ର ଜଣକ ଗୁରୁତର ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି ।
ଚଂଚଳଙ୍କୁ ପଚାରିଲେ ସେ କହୁଛନ୍ତି ମୁଁ କୌଣସି କାମ କରି ନାହିଁ କି ମୋତେ କେହି ଟଙ୍କା ଦେଇ ନାହାନ୍ତି ।
ଗାଁ ଦାଣ୍ଡ ହେଉ କି ପାହାଡ଼ ପର୍ବତ । ଯେତେବେଳେ ଯେଉଁଠି ଯେମିତି ସୁଯୋଗ ମିଳିଲା ସବୁ ସମୟରେ ଦୁଇଜଣ କରିଚାଲିଛନ୍ତି ବ୍ୟାୟାମ ।
ସ୍ୱାମୀ ଥାଉ ଥାଉ ପରପୁରୁଷର ପ୍ରେମରେ ଅନ୍ଧ ହେଲେ ସ୍ତ୍ରୀ। ଦୁଇ ଛୁଆ ଆଉ ସ୍ୱାମୀକୁ ଛାଡି ହୋଇଗଲେ ଫେରାର୍। ସ୍ତ୍ରୀର ଏଭଳି କାଣ୍ଡ ପରେ ସ୍ୱାମୀ ଜୀଅନ୍ତା ସ୍ତ୍ରୀର କଲେ ଶୁଦ୍ଧିକ୍ରୀୟା।
ରାଜସ୍ଥାନରୁ ଗିରଫ ହେଲେ ଦୁଇ ଜଣ ଅଭିଯୁକ୍ତ । ଆତ୍ମହତ୍ୟା କରିଥିଲେ ମ୍ୟାନେଜର୍ ଦିବ୍ୟରଞ୍ଜନ ।
ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ଅନୂଭତ ହେଉଛି ।
ଖାଲି ସେତିକି ନୁହେଁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉକ୍ତ ପ୍ରେମିକାକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲା ପ୍ରେମିକ ।
ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଛି। ଏହାସହ କଲେଜର ଜଣେ ଅଧ୍ୟାପକ ମଧ୍ୟ ଗିରଫ ହୋଇଛନ୍ତି।
ସମୟ ସକାଳ ପ୍ରାୟ ୧୦ଟା ହେବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସୁରକ୍ଷା ବଳରେ କୋର୍ଟକୁ ଆସୁଥିଲେ ବିଚାରପତି । କିନ୍ତୁ ଓକିଲଙ୍କ ସମେତ ବିଭିନ୍ନ ସଂଗଠନ ସଦସ୍ୟ ସାଜିଥିଲେ ପ୍ରତିବନ୍ଧକ । ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ ଅତିରିକ୍ତ ଏସପି ଓ ଏସ୍ଡିପିଓ ।
ସମସ୍ତଙ୍କର ଗୋଟିଏ ଅଭିଯୋଗ ପ୍ରଶାସନ ସେମାନଙ୍କ କଥା ଶୁଣୁନି, ଘର ଭାଙ୍ଗି ଦେଉଛି । ଏବେ ଆମେ ରହିବୁ କେଉଁଠି ?
ଏହି ଏନକାଉଣ୍ଟର ପରେ ମାଓବାଦୀଙ୍କୁ ହିଂସାର ବାଟ ଛାଡ଼ି ମୁଖ୍ୟ ସ୍ରୋତକୁ ଫେରି ଆସିବାକୁ ନିବେଦନ କରିଛନ୍ତି ପୋଲିସ୍ ଡିଜି ।