କଟକ ମହିଳା ଥାନାରେ ସୌରିନ୍ ହାଜର ହୋଇଥିବାବେଳେ ଥାନାକୁ ଯିବା ସମୟରେ ଗଣମାଧ୍ୟମ ଆଗାରେ ସେ ପ୍ରତିକ୍ରିୟା ରଖିଛନ୍ତି ।
ଜଗନ୍ନାଥଙ୍କୁ ଘରେ ରଖି ପୂଜା କରୁଥିବାର ଦେଖାଇଲେ ଦୃଶ୍ୟ । ଧର୍ମାନ୍ତରୀକରଣ ଅଭିଯୋଗକୁ ଖଣ୍ଡନ କଲେ ହ୍ୟୁମାନଙ୍କ ମାଆ ।
କୁଳଦୀପ ଓ ଇପ୍ସିତାଙ୍କ ମଧ୍ୟରେ ପ୍ରେମ ହେଲା କେମିତି? ଇପ୍ସିତା କହିଲେ, ଆମେ ଦୁହେଁ ଏମିତି ମିଶିଲୁ କି ଲୋକମାନେ ବାଧ୍ୟ କଲେ ବିବାହ କରିବା ପାଇଁ...ସେପଟେ କୁଳଦୀପ କହିଲେ ଲୋକଙ୍କ ଭଲ ପାଇବାରୁ ସବୁ ହେଲା ସମ୍ଭବ