• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Humane Sagar

Humane Sriya case solve
ଆମ ଭିତରେ ଭୁଲ୍ ବୁଝାମଣା ଥିଲା; ଏବେ ସମାଧାନ ହୋଇଯାଇଛି; ଆମେ ଏକାଠି ରହିବୁ: ଶ୍ରୀୟା

ତୁଟିଲା ଷ୍ଟାର୍‌ ଦମ୍ପତିଙ୍କ କଳି। ଏବେ ଏକାଠି ରହିବେ। ଗୋଟିଏ ମାସ ଭିତରେ ଉଭୟ ପରିବାର କଥା ହେବେ ଆଉ ଶ୍ରୀୟା ତାଙ୍କ ଶାଶୁ ଘରକୁ ଆସିବେ। ଏହାକୁ ନେଇ କ’ଣ କୁହନ୍ତି ଶ୍ରୀୟା, ହ୍ୟୁମାନ୍, ଏଆଇସି ଓ ମହିଳା ଆଇଆଇସି ଆସନ୍ତୁ ଜାଣିବା।

Reunion of singer Hamane Sagar and wife Shriya
‘ଯାହାବି ଭୁଲ୍‌ ବୁଝାମଣା ଥିଲା, ସବୁ ସମାଧାନ ହୋଇଛି...ଆମେ ଏବେ ଏକାଠି ରହିବୁ’

ଶେଷରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଥିବା ମନମାଳିନ୍ୟର ଅନ୍ତ ଘଟାଇ ପୁଣି ଏକାଠି ରହିବା ପାଇଁ ଗାୟକ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ନିଷ୍ପତ୍ତି ନେଇଛନ୍ତି। 

Fresh Twist In Singer Singer Humane Sagar Marital Discord
ତୁଟିଲା ଷ୍ଟାର ଦମ୍ପତିଙ୍କ କଳି: ଏକାଠି ରହିବେ ଗାୟକ ହ୍ୟୁମାନ ସାଗର-ଶ୍ରୀୟା

ଗାୟକ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟାଙ୍କ ପାରିବାରିକ ବିବାଦ ମାମଲାର ସମାଧାନ ହୋଇଛି। ବିବାଦର ସମାଧାନ ଓ ଆପୋଷ ବୁଝାମଣା ହୋଇଥିବା ହ୍ୟୁମାନ କହିଛନ୍ତି। 

Humane Sagar's Wife Shriya Mishra Big Revelation About Her Marital Discord
‘ଥାର୍ଡ ପର୍ସନର ଏଣ୍ଟ୍ରି ଅଶାନ୍ତିର କାରଣ’

ଆଜି ପ୍ରେସ୍‌ମିଟ୍‌ କରି ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ଅନେକ ଖୁଲାସା କରିଛନ୍ତି। ସେ କହିଛନ୍ତି, ‘ସ୍ୱାମୀଙ୍କ ନିର୍ଯାତନା ଅଧିକ ହେବାରୁ ଥାନାର ଦ୍ୱାରସ୍ଥ ହୋଇଛି। ସେ ମୋତେ ଉଭୟ ମାନସିକ ଓ ଶାରିରୀକ ନିର୍ଯାତନା ଦିଅନ୍ତି’।

Humane Sagar's Wife Shriya Mishra Speaks About Her Marital Discord
ଆଜି ବଡ଼ ଖୁଲାସା କରିବେ ହ୍ୟୁମାନ ସାଗରଙ୍କ ପତ୍ନୀ !

ଗାୟକ ହ୍ୟୁମାନ ସାଗର ଓ ଶ୍ରୀୟାଙ୍କ ପାରିବାରିକ ବିବାଦ ମାମଲା ନୂଆ ମୋଡ଼ ନେଇପାରେ। ଆଜି ପ୍ରେସ୍‌ମିଟ୍‌ କରି ଅଧିକ ଖୁଲାସା କରିପାରନ୍ତି ଶ୍ରୀୟା। 

Humane sagar
ହ୍ୟୁମାନଙ୍କ ଘରେ ଧର୍ମକୁ ନେଇ ଦାମ୍ପତ୍ୟ କଳି, ନା ଦାମ୍ପତ୍ୟ କଳିରେ ପଶିଛି ଧର୍ମ ? 

ଜଗନ୍ନାଥଙ୍କୁ ଘରେ ରଖି ପୂଜା କରୁଥିବାର ଦେଖାଇଲେ ଦୃଶ୍ୟ । ଧର୍ମାନ୍ତରୀକରଣ ଅଭିଯୋଗକୁ ଖଣ୍ଡନ କଲେ ହ୍ୟୁମାନଙ୍କ ମାଆ ।

Humane Sagar’s mother denies conversion allegations by daughter-in-law
‘ମୋ ଘରେ ଜଗନ୍ନାଥଙ୍କ ଫଟୋ ଅଛି, ବୋହୂ ପୂଜା କରେ’

ଧର୍ମାନ୍ତରୀକରଣ ଅଭିଯୋଗ ପ୍ରସଙ୍ଗକୁ ନେଇ ହ୍ୟୁମାନଙ୍କ ମା’ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ବୋହୂକୁ କେବେ ବି ଧର୍ମାନ୍ତରୀକରଣ କଥା କହିନୁ। ମୋ ଘରେ ଜଗନ୍ନାଥଙ୍କ ଫଟୋ ଅଛି, ବୋହୂ ପୂଜା କରେ।

Humane Sagar
ପରସ୍ପର ବିରୋଧରେ ଗୋହି ଖୋଳିଲେ ହ୍ୟୁମାନ-ଶ୍ରୀୟା

ପତ୍ନୀ ନିର୍ଯାତନା ମାମଲାରେ ବଢୁଛି ହ୍ୟୁମାନଙ୍କ ଅଡୁଆ

Humane Sagar
ଦୁଇ ଦିନର ସମୟ ଯୋଡ଼ି ଦେବ କି ଭଙ୍ଗା ସମ୍ପର୍କ ! ନା ସବୁଦିନ ପାଇଁ ତୁଟିଯିବ ହ୍ୟୁମାନ ଓ ଶ୍ରୀୟାଙ୍କ ପବିତ୍ର ବନ୍ଧନ

କଟକର ଗଳି କନ୍ଦିରୁ ବାହାରି ଏବେ ଏହି ଖବର ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚିଛି

Humane Sagar after coming out of Police Station
ସ୍ତ୍ରୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ହ୍ୟୁମାନ୍‌ ! କହିଲେ,‘ମୁ କ’ଣ ମର୍ଡରର୍‌’

ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସବୁ ମିଛ କହିଲେ ଗାୟକ

Singer Humane Sagar Appears Before Cuttack Mahila Police Station
ଥାନାରେ ଗାୟକ ହ୍ୟୁମାନ୍‌ ସାଗର

ପୋଲିସ୍‌ ସମନ ପାଇ ଗାୟକ ହ୍ୟୁମାନ୍‌ ସାଗର ଆଜି କଟକ ମହିଳା ଥାନାରେ ହାଜର ହୋଇଛନ୍ତି।

Allegation Against Singer Humane Sagar
ଗାୟକ ହ୍ୟୁମାନ୍‌ ସାଗରଙ୍କ ନାଁରେ ଥାନାରେ ଅଭିଯୋଗ

ପୁଣି ଅଡ଼ୁଆରେ ଗାୟକ ହ୍ୟୁମାନ୍‌ ସାଗର।  ହ୍ୟୁମାନ୍‌ଙ୍କ ନାଁରେ ପତ୍ନୀ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି।

Jagannath Bhajan by Humane Sagar
ଷ୍ଟେଜ୍‌ରେ ଚଢି ଜଗନ୍ନାଥଙ୍କ ଭଜନ ଗାଇଲେ ହ୍ୟୁମାନ ସାଗର

ବିବାଦ ଆରମ୍ଭ ହେବାର ଦିନ କେଇଟାରେ ଦର୍ଶକମାନେ ଶୁଣିଲେ ହ୍ୟୁମାନଙ୍କ କଣ୍ଠରୁ ଜଗନ୍ନାଥ ଭଜନ

Odia Singer Humane Sagar To Sing Jagannath Bhajan
ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଇବେ ହ୍ୟୁମାନ ସାଗର

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଜନ ଗାଇବେ ହ୍ୟୁମାନ ସାଗର। ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭଜନ ପ୍ରସ୍ତୁତ ହେଉଥିବା ହ୍ୟୁମାନ ସୂଚନା ଦେଇଛନ୍ତି ।

Odia Singer Humane Sagar Reacts Over Allegation Of Making Death Threats
ମୁହଁ ଖୋଲିଲେ ହ୍ୟୁମାନ କହିଲେ- ‘ମହାପ୍ରଭୁଙ୍କ ଗୀତ ଗାଇବାକୁ ମୋର ଡୋରି ଲାଗିନି’

ଓଲିଉଡ୍‌ର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ସଂଗୀତକାର ଜାପାନୀ ଥାନାରେ ହତ୍ୟା ଧମକ ନେଇ ଅଭିଯୋଗ କରିବା ପରେ ଗତକାଲି ହ୍ୟୁମାନ ମୁହଁ ଖୋଲିଛନ୍ତି। କାହାର ଧାର୍ମିକ ଭାବନାକୁ ଆଘାତ ଦେବା ଲକ୍ଷ୍ୟ ନୁହେଁ ବୋଲି ହ୍ୟୁମାନ କହିଛନ୍ତି। 

Case Filed Against Odia Singer Humane Sagar
ଓଡ଼ିଆ ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ଥାନାରେ ଏତଲା

ବିବାଦରେ ଓଲିଉଡ୍‌ର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର। ସଂଗୀତକାର ଜାପାନୀ ଅଭିଯୋଗ କରିଛନ୍ତି ଯେ, ପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଇବାକୁ ସେ ତାଙ୍କୁ ବାରମ୍ବାର ନିବେଦନ କରିଥିଲେ ବି ସେ ତାକୁ ପ୍ରତ୍ୟାଖାନ କରୁଛନ୍ତି।

Gaap saap Ep 390_25Sept2016
Gaap saap Ep 390_25Sept2016

Odishatv is the leading news channel in Odisha. Our Website https://odishatv.in/ Watch Live: http://live.odishatv.in/ SUBSCRIBE to OTV channel https://goo.gl/Ehz6OP Like

Gaap Saap Ep 425 - 28 May 2017 || Human Sagar, Ananya Nanda || Abhay
Gaap Saap Ep 425 - 28 May 2017 || Human Sagar, Ananya Nanda || Abhay

Odishatv is the leading news channel in Odisha. Our Website https://odishatv.in/ SUBSCRIBE to OTV channel https://goo.gl/Ehz6OP Like us on Facebook https://www.facebook.com/otvnews Circle