ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ବଲାଙ୍ଗିର ଏଡିଏମ୍ । ତେବେ ପୁରା ଘଟଣା ସିସିଟିଭିରେ ରେକର୍ଡ ହୋଇଛି ।
ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ବିଚ୍ ରାସ୍ତାରେ ଫିଲ୍ମ ଷ୍ଟାଇଲରେ ହତ୍ୟା। ଜୀବନ ବଞ୍ଚାଇବାକୁ ଯୁବକ ଦ୍ୱୟ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁବୃର୍ତ୍ତମାନେ ସେମାନଙ୍କୁ ଛାଡ଼ି ନଥିଲେ। ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।
କାଲି ଧରାପଡ଼ିଥିଲେ, ଆଜି ଖସି ପଳାଇଲେ। ଡକାୟତି ମାମଲାରେ ଅଟକ ଥିବା ୨ ଜଣ ଅଭିଯୁକ୍ତ ଥାନାରୁ ଚମ୍ପଟ ମାରିଥିବା ଜଣାପଡ଼ିଛି।
ଭୀମଭୋଇ ମେଡ଼ିକାଲ କଲେଜ ଛାତ୍ର ନିଶାନ୍ତଙ୍କ ମୃତ୍ୟୁରେ ନୂଆ ଟ୍ୱିଷ୍ଟ୍ ଆସିଛି। ଓଟିଭି ହାତରେ ଲାଗିଥିବା ନିଶାନ୍ତଙ୍କ ମୃତ୍ୟୁ ବେଳର ଭିଜୁଆଲ ଏବେ ସାମ୍ନାକୁ ଆସିଛି।
ରହସ୍ୟ ଘେରରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍ କଲେଜର ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ। କେମିତି ହେଲା ମୃତ୍ୟୁ ? ଏହା ଆତ୍ମହତ୍ୟା ନା ଏହା ପଛରେ ଆଉ କିଛି କାରଣ ରହିଛି ?
ଲୋକକଳାକୁ ବଞ୍ଚାଇ ରଖିବାର ଏ ନିଆରା ଝୁଙ୍କ ଖାଲି ତାଙ୍କୁ କଳାକାରର ପରିଚୟ ଦେଇନି, ବରଂ ରାମଲୀଳାକୁ ବି ଜୀବନ୍ୟାସ ଦେଇଛି ।
୨୦୦୯ ମସିହାରେ ଏକ ଦୁର୍ଘଟଣାରେ ଅମିତଙ୍କ ଗୋଟିଏ ଗୋଡ଼ କଟିଯାଇଥିଲା । ଆଉ ପରେ ପରେ ଗୋଟିଏ ହାତ ବି କାମ ଦେଲାନି l
ସ୍କୁଲ୍ରେ ବିଳମ୍ବରେ ପହଞ୍ଚିବାରୁ ଛାତ୍ରୀଙ୍କୁ ଉଠ୍ବସ୍ କରାଇଲେ ଶିକ୍ଷକ। ଫଳରେ ୭ ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି। ବଲାଙ୍ଗିର ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି।
ଶାଶୁ ଓ ବୋହୂଙ୍କୁ ଗଳାକାଟି ହତ୍ୟା । ଘର ଭିତରେ ୨ ମହିଳାଙ୍କ ଗଳାକଟା ମୃତଦେହ ଠାବ ହୋଇଛି । ବଲାଙ୍ଗିର ତୁଷୁରା ଥାନା ନୂଆପଡ଼ା ଗାଁରେ ଘର ଭିତରୁ ଉଭୟ ଶାଶୁ ଓ ବୋହୂଙ୍କ ମୃତଦେହ ଠାବ ହୋଇଛି ।
ଓ୍ୱାର୍ଡ ମେମ୍ବର ଅପହରଣ ଅଭିଯୋଗ। ନାଏବ ସରପଞ୍ଚ ମନୋନୟନ ଥିବାରୁ ପରାଜିତ ଆଶଙ୍କା କରି ବିରୋଧୀ ଏଭଳି କରିଥିବା ବିଜୟୀ ସରପଞ୍ଚ ଅଭିଯୋଗ କରିଛନ୍ତି।
ସାନ ଭାଇକୁ ତଣ୍ଟି ଚିପି ହତ୍ୟା କଲା ବଡ଼ ଭାଇ। ଗତକାଲି ଯୋଶେଫ ମଦ ପିଇ ଆସି ବଡ଼ ଭାଇ ରାଜୀନଙ୍କୁ ଗାଳିଗୁଲଜ କରିଥିଲେ। ଏନେଇ ଦୁଇ ଭାଇ ମଧ୍ୟରେ ବଚସା ଓ ମାରପିଟ୍ ହୋଇଥିଲା।
ସବୁ ପ୍ରାର୍ଥୀଙ୍କଠାରୁ ଲୋକେ ଟଙ୍କା ନେଇଥିଲେ ବି ଜଣଙ୍କୁ ହିଁ ଦେଇପାରିବେ ଭୋଟ । ଆଉ ନିର୍ବାଚନରେ ମଇଦାନରେ ଜଣେ ହିଁ ପିନ୍ଧିବ ରାଜମୁକୁଟ । ଅନ୍ୟ ସବୁ ପ୍ରାର୍ଥୀ ପରାଜୟକୁ ବରଣ କରିବେ ।
ବଳି ଯାତ୍ରା ପାଳିବା ଲାଗି କୁକୁର ଛୁଆକୁ ହତ୍ୟା କଲେ ଓ ରକ୍ତ ପିଇଲେ। ଅଳ୍ପ ବୟସର ଶିଶୁମାନେ ଖେଳରେ ଖେଳରେ ବଳି ଯାତ୍ରା ପାଳନ ପାଇଁ ଏଭଳି କରିଥିବା ଘଟଣା ଏବେ ସାମ୍ନାକୁ ଆସିଛି।
ଭୋଟ୍ ପାଇଁ କିଛି ପ୍ରାର୍ଥୀ ଭୋଟରଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭିତ ଜିନିଷ ଦେବାସହ ଟଙ୍କା ବାଣ୍ଟୁ ଥିବା ମଧ୍ୟ ନଜର ଆସିଛି। ଜଣେ ସରପଞ୍ଚ ପ୍ରାର୍ଥୀ ନିୟମ ଭାଙ୍ଗି ଭୋଟରଙ୍କୁ ଖୁଲମଖୁଲ୍ଲା ଟଙ୍କା ବାଣ୍ଟୁଥିବା ନଜର ଆସିଛି।
ପଞ୍ଚାୟତ ନିର୍ବାଚନରେ ମଡେଲ। ଗାଁ ରାଜନୀତିରେ ଏବେ ଗ୍ଲାମର ପ୍ରାର୍ଥୀ। ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ମଡେଲ ପ୍ରିୟଙ୍କା ନନ୍ଦ। ଜଣେ ପ୍ରଫେସନାଲ ମଡେଲ୍ ଗାଁ ରାଜନୀତିକୁ ଓହ୍ଲାଇବା ନେଇ ଏବେ ବେଶ ଚର୍ଚ୍ଚା ଜୋର ଧରିଛି।
କଥାରେ ଅଛି; ଜିସ୍କା ବାପ୍ ଚଢ଼େ ଘୋଡ଼ା, ଉସ୍କା ବେଟା ଥୋଡ଼ା ଥୋଡ଼ା । ହେଲେ ଏଥର ପଞ୍ଚାୟତ ନିର୍ବାଚନରେ ଆଉ ଥୋଡ଼ା ଥୋଡ଼ା ନୁହେଁ ପୁରା ବଡ଼ା ବଡ଼ା କାମରେ ଲାଗିଛନ୍ତି ନେତାଙ୍କ ପୁଅ ।
ପୁଇଁନ୍ତଲା ବ୍ଲକ ବିଲେଇସର୍ଡା ପଞ୍ଚାୟତ ଅଧିନରେ ଥିବା ୩ ଗାଁର ମୁରବୀଙ୍କ ଏକ ବୈଠକରେ ସରପଞ୍ଚ ପଦ ନିଲାମ ହୋଇଥିବା ଅଭିଯୋଗ ହୋଇଥିଲା ।
ଆଶାୟୀ ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆ, ଯିଏ ୪୪ ହଜାର ଟଙ୍କା ଦେଇ ବିଲେଇସର୍ଡା ସରପଞ୍ଚ ପଦ କିଣିଥିବା ଦାବି କରିଛନ୍ତି । ତାସହ ବଖାଣିଛନ୍ତି ପୁରା ଘଟଣା ପଛର ବୃତ୍ତାନ୍ତ ।
ଆଜି ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ବଲାଙ୍ଗିର ଜିଲ୍ଲା ଖଇରଗୁରା ଓ କୁମୁରିଆରେ ଯାତ୍ରାର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସଫାସୁତୁରା ହେବା ପରେ ଗାଁ ଦାଣ୍ଡ ପଞ୍ଚବାଦ୍ୟ ଦୁଲଦୁଲିରେ ଦୁଲିକୁଛି ।
ହଷ୍ଟେଲ ଭିତରେ ଥିବା ଗୋଟିଏ ମାତ୍ର ଶୌଚାଳୟକୁ ଉଭୟ କରୋନା ଆକ୍ରାନ୍ତ ଏବଂ ଅନ୍ୟମାନେ ବ୍ୟବହାର କରୁଥିଲେ । ତେଣୁ ସଂକ୍ରମଣ ବଢିବାର ଆଶଙ୍କା ଦେଖାଦେଇଥିଲା ।
ବୁର୍ଲା ଭିସୁଟ୍ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ତୃତୀୟ, ପଞ୍ଚମ ଓ ସପ୍ତମ ସେମିଷ୍ଟର ଅଫ୍ଲାଇନ୍ ପରୀକ୍ଷା ସ୍ଥଗିତ ରଖାଯାଇଛି। ଏହାସହ ସବୁ ଅଫ୍ଲାଇନ୍ କ୍ଲାସ ବନ୍ଦ କରାଯାଇଛି।
ରାଜ୍ୟରେ ପ୍ରଥମ-ଓମିକ୍ରନ୍ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣଙ୍କ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍ ଅଞ୍ଚଳର ୪୫ ବର୍ଷୀୟା ମହିଳା ବୋଲି ଜଣାପଡ଼ିଛି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସିଟ୍ ସଂରକ୍ଷଣକୁ ନେଇ ଆପତ୍ତି ଉଠାଇଛି ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘ। ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଦିବାସୀମାନେ ମହାମେଳି କରିଛନ୍ତି।
ଛେଳି ଚୋରି କଲେ ପୋଲିସ୍ ବାବୁ । ଧନ, ଜନକୁ ସୁରକ୍ଷା ଦେବେ କ’ଣ ନିଜେ ଚୋରି କଲେ । ଏବେ ଅଭିଯୋଗ ଦେବାକୁ ସାଧାରଣ ମଣିଷ ଯିବ କୁଆଡ଼େ ?