ବିଜେପିର ପ୍ରଶ୍ନ ମାରିଦେଲେ ନା ମରିବାକୁ ବାଧ୍ୟ କଲେ ? ଗୋବିନ୍ଦ ସାହୁ ମୃତ୍ୟୁର ହେଉ ସିବିଆଇ ତଦନ୍ତ-ବିଜେପି ।
ଗୋବିନ୍ଦ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ।
ଗତକାଲି ୧୧ଟାରେ ଗୋବିନ୍ଦ ଘରକୁ ଫୋନ୍ କରିଥିଲେ ଘରର ଭଲମନ୍ଦ କଥା ବୁଝାବୁଝି କରିଥିଲେ ବୋଲି କହିଛନ୍ତି ଗୋବିନ୍ଦଙ୍କ ପତ୍ନୀ ।
ଗୋବିନ୍ଦ ମୃତ୍ୟୁ ସଂପର୍କରେ ଜେଲ୍ DIG ଶୁଭକାନ୍ତ ମିଶ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି । ସମ୍ବଲପୁର ପ୍ରିଜନ୍ DIG ତଦନ୍ତ କରି ୨୪ ଘଣ୍ଟାରେ ରିପୋର୍ଟ ଦେବେ ।
ଯେଉଁ ଦିନ ମମିତା ମେହେର ନିଖୋଜ ହୋଇଥିଲେ, ସେହି ଦିନ ହିଁ ତାଙ୍କୁ କାର୍ ଭିତରେ ହତ୍ୟା କରିଥିଲା ଗୋବିନ୍ଦ।
ମିଶନ-୨୪ ମାନସ ମନ୍ଥନ ବେଳେ ବିଜେଡି କର୍ମୀଙ୍କ ମୁଣ୍ଡ ଗରମ। ଭୋଜିରେ ମାଂସ ତରକାରୀ ଭାଗବଣ୍ଟାକୁ ନେଇ ମାଡ଼ଗୋଳ ଓ ବାଡ଼ିଆପିଟା। କୁରୁକ୍ଷେତ୍ର ପାଲଟିଥିଲା ଭୋଜି ସ୍ଥଳ।
ଛାତ୍ର ଜଣକ ଗୁରୁତର ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି ।
ଚଂଚଳଙ୍କୁ ପଚାରିଲେ ସେ କହୁଛନ୍ତି ମୁଁ କୌଣସି କାମ କରି ନାହିଁ କି ମୋତେ କେହି ଟଙ୍କା ଦେଇ ନାହାନ୍ତି ।
ଗାଁ ଦାଣ୍ଡ ହେଉ କି ପାହାଡ଼ ପର୍ବତ । ଯେତେବେଳେ ଯେଉଁଠି ଯେମିତି ସୁଯୋଗ ମିଳିଲା ସବୁ ସମୟରେ ଦୁଇଜଣ କରିଚାଲିଛନ୍ତି ବ୍ୟାୟାମ ।
ସ୍ୱାମୀ ଥାଉ ଥାଉ ପରପୁରୁଷର ପ୍ରେମରେ ଅନ୍ଧ ହେଲେ ସ୍ତ୍ରୀ। ଦୁଇ ଛୁଆ ଆଉ ସ୍ୱାମୀକୁ ଛାଡି ହୋଇଗଲେ ଫେରାର୍। ସ୍ତ୍ରୀର ଏଭଳି କାଣ୍ଡ ପରେ ସ୍ୱାମୀ ଜୀଅନ୍ତା ସ୍ତ୍ରୀର କଲେ ଶୁଦ୍ଧିକ୍ରୀୟା।
ରାଜସ୍ଥାନରୁ ଗିରଫ ହେଲେ ଦୁଇ ଜଣ ଅଭିଯୁକ୍ତ । ଆତ୍ମହତ୍ୟା କରିଥିଲେ ମ୍ୟାନେଜର୍ ଦିବ୍ୟରଞ୍ଜନ ।
ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ଅନୂଭତ ହେଉଛି ।
ଖାଲି ସେତିକି ନୁହେଁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉକ୍ତ ପ୍ରେମିକାକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲା ପ୍ରେମିକ ।
ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଛି। ଏହାସହ କଲେଜର ଜଣେ ଅଧ୍ୟାପକ ମଧ୍ୟ ଗିରଫ ହୋଇଛନ୍ତି।
ସମୟ ସକାଳ ପ୍ରାୟ ୧୦ଟା ହେବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସୁରକ୍ଷା ବଳରେ କୋର୍ଟକୁ ଆସୁଥିଲେ ବିଚାରପତି । କିନ୍ତୁ ଓକିଲଙ୍କ ସମେତ ବିଭିନ୍ନ ସଂଗଠନ ସଦସ୍ୟ ସାଜିଥିଲେ ପ୍ରତିବନ୍ଧକ । ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ ଅତିରିକ୍ତ ଏସପି ଓ ଏସ୍ଡିପିଓ ।
ସମସ୍ତଙ୍କର ଗୋଟିଏ ଅଭିଯୋଗ ପ୍ରଶାସନ ସେମାନଙ୍କ କଥା ଶୁଣୁନି, ଘର ଭାଙ୍ଗି ଦେଉଛି । ଏବେ ଆମେ ରହିବୁ କେଉଁଠି ?
ଏହି ଏନକାଉଣ୍ଟର ପରେ ମାଓବାଦୀଙ୍କୁ ହିଂସାର ବାଟ ଛାଡ଼ି ମୁଖ୍ୟ ସ୍ରୋତକୁ ଫେରି ଆସିବାକୁ ନିବେଦନ କରିଛନ୍ତି ପୋଲିସ୍ ଡିଜି ।
ପୁଣି ଚର୍ଚ୍ଚାରେ ବଲାଙ୍ଗିରର ପେପର ବୟ ଚୁମନ୍ ରାଓ। ସହାୟତା ଦେବା ପାଇଁ ପହଞ୍ଚିଲେ ବଲାଙ୍ଗିର ବିଧାୟକ..ପାଠ ପଢିବାରେ ଚୁମନକୁ ମିଳିବ ଅନେକ ପ୍ରକାର ସହାୟତା
ଇଶ୍ୱରଙ୍କୁ ନେଇ ଏମାନେ ଏତେ ଭାବପ୍ରବଣ ହୋଇଥାନ୍ତି ଯେ, ସଂସାରରେ କଣ ଚାଲିଛି ସତେ ଯେମିତି ଏମାନଙ୍କୁ ଜଣାନାହିଁ ।
ସ୍କୁଲ ପରିଚାଳନା ବୈଠକରେ ଶିକ୍ଷକ-ସଦସ୍ୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ। ଗାଁରେ ବସିଲା ବୈଠକ, ଶିକ୍ଷକଙ୍କୁ କରିଦେଲେ ସାମାଜିକ ବାସନ୍ଦ। ନିଆଁପାଣି ସହ କଥାବାର୍ତ୍ତା ବନ୍ଦ କରିଦେଲେ ଗାଁ ଲୋକେ। ଯଦି କିଏ କଥାବାର୍ତ୍ତା କଲା ସିଏ ଦେବ ୧୦ ହଜାର ଫାଇନ୍...
ରେଳ ଧାରଣାରୁ ମିଳିଲା ଯୁବତୀଙ୍କ କଟା ମୁଣ୍ଡ। କେଉଁ ପରିସ୍ଥିତିରେ ଯୁବତୀଙ୍କ ମୃତ୍ୟୁ ଘଟିଲା ତାହା ଜଣାପଡ଼ିନି। ଏହା ଆତ୍ମହତ୍ୟା ନା ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।
ଦାଦନ ଦୁଃଖ ପରେ ଏବେ ମୁହଁରେ ଫୁଟିଛି ହସ । ଅନ୍ୟ ଦିବ୍ୟାଙ୍ଗଙ୍କ ଲାଗି ପ୍ରେରଣା ସାଜିଛି ପାୟଲ ।
ସ୍ୱାମୀ ଶୋଇଥିବା ବେଳେ ଅଧରାତିରେ ଧାରୁଆ ଅସ୍ତ୍ରରେ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ପରେ ସ୍ତ୍ରୀ ଫେରାର ଅଛି।
ଗତ ବର୍ଷ ବଲାଙ୍ଗିର ଜିଲ୍ଲାରେ ବ୍ୟାପକ ମରୁଡି ହୋଇଥିଲା । ସେ ସମୟରେ ଜିଲ୍ଳାର ହଜାର ହଜାର ଚାଷୀ ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ କରି ପ୍ରଧାନମନ୍ତ୍ରୀ ଫସଳ ବୀମା କରିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ଜିଲ୍ଳାର ୧୦୪ ଟି ପଂଚାୟତର ଚାଷୀଙ୍କୁ କୃଷି ବୀମା ଟଙ୍କା ମିଳିନାହିଁ ।
ଯବାନଙ୍କୁ ପାଛୋଟି ନେବା ପାଇଁ ପୂରା ଦମ୍ରେ ଲାଗିପଡିଥିଲେ ଗାଁର ପିଲାଠୁ ବୁଢ଼ା ।