• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Schools

Loot
Mo school yojana: ୫ହଜାର କୁ ୫୦ହଜାର ଦେଖାଇ ଲୁଟିନେଲେ ପ୍ରଧାନ ଶିକ୍ଷକ

ଗତ ବର୍ଷ ଫେବୃୟାରୀ ୧୬ ତାରିଖ ଦିନ ଉକ୍ତ ଜମା ଖାତାରେ ଥରେ ୫ହଜାର ଏବଂ ଆଉଥରେ ୧୨ ହଜାର ଟଙ୍କା ଏଭଳି ମୋଟ ୧୭ହଜାର ଟଙ୍କା ଜମା ହୋଇଥିଲା

Loot
Scholl Loot: କଳାପଟାରେ ଲେଖିଲେ; “ଆମେ ଲୋକାଲ ଗ୍ୟାଙ୍ଗ, ଚୋରି ଆମେ କରିଛୁ”

କିଛିଦିନ ହେଲା ଜିଲ୍ଲାରେ ମାତିଛନ୍ତି ଲୋକାଲ ଗ୍ୟାଙ୍ଗ l ଟାର୍ଗେଟରେ ରହିଛି ବିଭିନ୍ନ ସ୍କୁଲ। ୧୫ଦିନ ମଧ୍ୟରେ ୫ରୁ ଅଧିକ ବିଦ୍ୟାଳୟରେ ପଶି ଭଙ୍ଗାରୁଜା କରିବା ସହ ଲୁଟପାଟ କରୁଛନ୍ତି l

School
ଅଷ୍ଟମ ଶ୍ରେଣୀ ପିଲା ଜାଣି ନାହାନ୍ତି ଫେଡ଼ାଣ ହରଣ

ଗଣଶିକ୍ଷା ମନ୍ତ୍ରୀ ଏଥିପାଇଁ ପୂର୍ବ ସରକାରଙ୍କୁ ଦାୟୀ କରିଥିବା ବେଳେ ବିଜେଡି କହିଛି ଦୋଷ ନ ଲଦି ସୁଧାର ଆଣନ୍ତୁ । ବିଧାନସଭାରୁ ଆସିଥିବା ଏମିତି ଚଞ୍ଚଲ୍ୟକର ତଥ୍ୟକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି ।

Student
Odisha Budget Session 2025: ଅଷ୍ଟମ ଶ୍ରେଣୀ ପିଲା ଜାଣିନାହାନ୍ତି ଫେଡ଼ାଣ, ହରଣ

୨୦୧୪ରେ ଅଷ୍ଟମ ଶ୍ରେଣୀର  ୬୪.୪% ପିଲା ଫେଡ଼ାଣ ଜାଣିନଥିବା ବେଳେ୨୦୨୪ରେ ୬୯.୫% ପିଲା ମଧ୍ୟ ଫେଡ଼ାଣ  ଜାଣିନାହାନ୍ତି। ସେହିପରି ୨୦୧୪ରେ ୩୭.୯% ହରଣ ଜାଣି ନ ଥିବାବେଳେ ୨୦୨୪ରେ ତାହା ଏବେ ୪୫.୮%ରେ ପହଞ୍ଚିଛି।

Balangir
High School Teacher: ଦିନେ ଦୋକାନରେ ଚପଲ ବିକୁଥିଲେ, ଆଜି ସ୍ମାର୍ଟ ସ୍କୁଲ ଟିଚର

ଅସୁସ୍ଥତା କାରଣରୁ ବାପା ଘରକୁ ଫେରିଆସିବା ପରେ ପରିବାର କେମିତି ଚଳିବ? ସାନ ଦୁଇ ଭଉଣୀଙ୍କ ପାଠ ପଢ଼ା କେମିତି ହେବ? ପରିବାର ଚଳିବ କେମିତି? ଏମିତି ଯାବତିୟ ଜଞ୍ଜାଳ ଭିତରେ ଫଶିଗଲେ ଉତ୍ତମ। ସେଥିରୁ ମୁକୁଳିବା ପାଇଁ ଉତ୍ତମ ପାଠ ପଢ଼ା ସହିତ ପାର୍ଟ ଟାଇମ୍‌ କାମ କରିବାକୁ ନିଷ୍ପତ୍ତି ନେଇଥିଲେ।

ସ୍କୁଲ୍‌ରେ ପିଲା ନାହାଁନ୍ତି, ପଡୁଛି ଉପସ୍ଥାନ
Ghost Attendance: ସ୍କୁଲରେ ଭୂତ ଖାଉଛି ମଧ୍ୟାହ୍ନ ଭୋଜନ, ପିନ୍ଧୁଛି ସ୍କୁଲ୍ ଡ୍ରେସ୍...ହଷ୍ଟେଲରେ ବି ସମାନ ଅବସ୍ଥା

ଏଠି 25ଜଣ ପିଲା ନାହାନ୍ତି କିନ୍ତୁ ପ୍ରତେକ ଦିନ ପଡୁଛି 25ଜଣଙ୍କ ଉପସ୍ଥାନ। ଆଉ ହଡ଼ପ ହେଉଛି ସରକାରଙ୍କ ହଜାର ହଜାର ଟଙ୍କା। ଏହି ଘଟଣା ଉପରେ ପ୍ରତି କ୍ଲାସରେ କ୍ଲାସ ଟିଚର ଙ୍କ ଉପସ୍ଥିତି ରେ ଆମେ ପିଲାମାନଙ୍କୁ ପଚାରିବାରୁ ସେ କୁହନ୍ତି ଏସବୁ ପିଲା ଆମ କ୍ଲାସ ରେ ନାହାନ୍ତି କି ଆମେ ଏମାନଙ୍କୁ ବର୍ଷେ ହେବ ଦେଖିନୁ। ପ୍ରତିଦିନ କ୍ଲାସରେ ଉପସ୍ଥାନ ପକାଉଥିବା ଶିକ୍ଷକ କୁହନ୍ତି ଆମେ ଖାଲି ରଖୁ, ପ୍ରଧାନଶିକ୍ଷକ ଉପସ୍ଥାନ ପକାନ୍ତି।

Teacher
School Headmaster Arrested: ରସିକିଆ ପ୍ରଧାନ ସାର୍‌! ସରସ୍ୱତୀ ପୂଜାରେ ଗଲେ ଜେଲ୍‌

ଛାତ୍ରୀ ଜଣକ ଖ୍ରୀଷ୍ଟ ମାସ ଛୁଟିରେ ଘରକୁ ଆସିଥିଲେ। ଜାନୁଆରୀରେ ବିଦ୍ୟାଳୟ ଖୋଲିଥିଲା। ହେଲେ ବିଦ୍ୟାଳୟ ଯିବେନି ବୋଲି ରୋକ୍‌ଠୋକ୍‌ ଭାବେ କହିଥିଲେ। ଘର ଲୋକେ ବିଦ୍ୟାଳୟ ଯିବା ପାଇଁ ଯେତେ କହିଲେ ମଧ୍ୟ ସେ ଯିବା ପାଇଁ ରାଜି ହୋଇନଥିଲେ।

New Education Policy
New Education Policy: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା.. ଏଥର ଫେଲ୍‌ ହେଲେ ଫେଲ୍‌

ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ୍‌ରୁ ବାହାର କରାଯାଇପାରିବନି । ଶିକ୍ଷାର ମାନ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥିବା କହିଲେ କେନ୍ଦ୍ର ଶିକ୍ଷା ସଚିବ ।

Two Delhi schools receive bomb threat
Schools Receive Bomb Threat: ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ; ଛାତ୍ରଛାତ୍ରୀଙ୍କୁ ଫେରାଇ ଦିଆଗଲା ଘରକୁ...

ନୂଆଦିଲ୍ଲୀର ୨ଟି ଘରୋଇ ସ୍କୁଲ DPS ଆର୍.କେ.ପୁରମ୍ ଓ ପଶ୍ଚିମବିହାର ଜିଡି ଗୋଏଙ୍କା ସ୍କୁଲକୁ ଇମେଲ୍ ଯୋଗେ ଧମକ ଆସିଛି। ଆଜି ସକାଳେ ମେଲ୍ ଯୋଗେ କେହି ସ୍କୁଲରେ ବିସ୍ଫୋରଣ କରିବ ନେଇ ଧମକ ପରେ ପହଞ୍ଚିଲା ପୋଲିସ୍ ଓ ଅଗ୍ନିଶମ ବାହିନୀ।

Schools closed internet snapped in Sambhal
Sambhal Violence: ଉତ୍ତରପ୍ରଦେଶରେ ଭୟଙ୍କର ହିଂସା: ବନ୍ଦ ହେଲା ସ୍କୁଲ୍‌-ଇଣ୍ଟରନେଟ୍ ସେବା, ୪ ମୃତ 

ଅଶାନ୍ତ ହେବାରେ ଲାଗିଛି ଉତ୍ତରପ୍ରଦେଶର ସମ୍ଭଲ ଅଞ୍ଚଳ । ଜାମା ମସଜିଦର ସର୍ଭେକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଆକ୍ରୋଶ ।

 Delhi air pollution primary schools shift to online
Delhi Air Pollution: ଅତି ସଙ୍ଗୀନ ସ୍ଥିତିରେ ବାୟୁ ପ୍ରଦୂଷଣ; ସ୍କୁଲ୍‌ ବନ୍ଦ କଲେ ସରକାର ! 

ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କଲେ ଦିଲ୍ଲୀ ସରକାର । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଅନଲାଇନ୍‌ରେ ହେବ କ୍ଲାସ୍ । ଦିଲ୍ଲୀରେ ଦୃଶ୍ୟମାନ ଦୂରତା ବି ହ୍ରାସ ହୋଇଛି ।

Smart Education
କେନ୍ଦୁଝରରେ ସ୍ମାର୍ଟ ଶିକ୍ଷାଦାନରେ ଘୋର ଅବ୍ୟବସ୍ଥା; ଅଧା ରହିଗଲା ସ୍ମାର୍ଟ ପାଠପଢ଼ା ସ୍ବପ୍ନ ! 

ଡିଜିଟାଲ୍ କ୍ଲାସରୁମ ପାଇଁ ଆସିଲା ସ୍ମାର୍ଟବୋର୍ଡ, କଂପ୍ୟୁଟର, ଆହୁରି କେତେ କଣ ସରଞ୍ଜାମ। ହେଲେ ବିଡ଼ମ୍ବନା, ମାସ ମାସ ପରେ ବି ସ୍ମାର୍ଟ କ୍ଲାସରୁମରେ ସ୍ମାର୍ଟ ପାଠପଢ଼ା ଏବେବି ବହୁ ସ୍କୁଲରେ ସ୍ବପ୍ନ ହୋଇ ରହିଛି।

Education Faces Crisis
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର; ଛେଳି ଗୁହାଳରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ 

କେଉଁଠୁ ଛେଳି ଗୁହାଳରେ ପଢ଼ୁଛନ୍ତି କୁନି କୁନି ଛାତ୍ରଛାତ୍ରୀ, ଆଉ କେଉଁଠି ବିପଦସଂକୁଳ ଅବସ୍ଥାରେ ଚାଲିଛି ପାଠପଢ଼ା। ସ୍ଥିତି ଏପରି ଯେ, ପିଲାଙ୍କୁ ସ୍କୁଲ ପଠାଇବାକୁ ଡରୁଛନ୍ତି ଅଭିଭାବକ।

100 Crore Demand
ଶହେ କୋଟି ମାଗିଲା ସ୍କୁଲ କବ୍‌ଜା କରିଥିବା ଯୁବକ, ଗତକାଲି IICଙ୍କୁ ତୀର ମାରି କରିଥିଲା ଆହତ

ଗତ ୫ ଦିନ ହେଲା ସ୍କୁଲକୁ କବଜା କରି ରଖିଛି ଯୁବକ । ହାତରେ ଧନୁତୀର ଓ ବାଟୁଳି ସହ ଅନ୍ୟ ମାରଣାସ୍ତ୍ର ରଖିଥିବା ସୂଚନା ମଳିଛି । ଗତକାଲି IICଙ୍କୁ ସେ ତୀର ମାଡ଼ କରିଥିଲା ।

Half Yearly Exams
‘ଦଶମ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର କରିବ ସ୍କୁଲ୍’

ପ୍ରଶ୍ନପତ୍ର ପ୍ରସ୍ତୁତିକୁ ନେଇ ଲାଗିରହିଥିବା ଦ୍ବନ୍ଦ୍ବକୁ ଦୂର କରି ଏ ସଂପର୍କରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ।

Kamakhyanagar BEO
ସ୍କୁଲ ଭିତରେ ଆଣ୍ଠୁଏ ପାଣି, ବିଇଓଙ୍କୁ ମଇଳା ପାଣିରେ ଚଲାଇ ଅଭିଭାବକଙ୍କ ପ୍ରତିବାଦ

ବିଦ୍ୟାଳୟ ଶ୍ରେଣୀ ଗୃହ ଭିତରେ ଆଣ୍ଠୁଏ ଆଣ୍ଠୁଏ ଆବର୍ଜନା ପାଣି । ବିଇଓଙ୍କୁ ପାଣି ଭିତରେ ଚଲାଇ ବିଦ୍ୟାଳୟ ବୁଲାଇଲେ ଅଭିଭାବକ ।

Odisha Teacher
ଶିକ୍ଷକ ହେବ ତ ଏମିତି; ସ୍କୁଲକୁ କରିଦେଲେ ଷ୍ଟାର୍ ହୋଟେଲ !

ସୁନ୍ଦର ପ୍ରୟାସ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଶିକ୍ଷକ ବିଭୀଷଣ ବାରିକ । ପିଲାଦିନୁ ଇଚ୍ଛା ଥିଲା ଯେଉଁଠି କର୍ମମୟ ଜୀବନ ଆରମ୍ଭ କରିବେ ସେଠି କିଛି ନୂଆକରି ଦେଖାଇବେ । ଆଉ ଆଜି ତାହା ବାସ୍ତବ ରୂପ ନେଇଛି । 

Special Story
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର; ଗୋବର ଗନ୍ଧରେ ପଢ଼ୁଛନ୍ତି ପିଲା...

ସରକାରୀ ସ୍କୁଲର ଅବ୍ୟବସ୍ଥାକୁ ପଦାରେ ପକେଇଛି ଶ୍ରେଣୀଗୃହର ସଗୀନ ଅବସ୍ଥା। ଝିପିଝିପି ବର୍ଷାରେ ଗୁହାଳରେ ପାଠ ପଢ଼ୁଛନ୍ତି କୁନିକୁନି ଛାତ୍ରଛାତ୍ରୀ ।

Dummy school
ଭୁବନେଶ୍ବରରେ ଚାଲିଛି ଡମି ସ୍କୁଲ

ରାଜଧାନୀ ଭୁବନେଶ୍ବରରେ ଚାଲିଛି ଡମି ସ୍କୁଲ । ଓଟିଭି କ୍ୟାମେରାରେ କଏଦ ହୋଇଛି ଏହାର ସତ । ମାଟ୍ରିକ ପରେ ପିଲାଙ୍କୁ ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ସ୍କୁଲ ନପଠାଇ କୋଚିଂ ସେଣ୍ଟରରେ ଆଡମିଶନ କରାଯାଉଛି । ଯେଉଁଠି ଚାଲୁଛି ଡମି ସ୍କୁଲ । କେବଳ ପରୀକ୍ଷା ବେଳେ ସ୍କୁଲ ମୁହଁ ଦେଖୁଛନ୍ତି ଛାତ୍ରଛାତ୍ରୀ । 

Higher Secondary Schools
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ଚଳିତବର୍ଷ ହାୟର୍ ସେକେଣ୍ଡାରୀ ସ୍କୁଲକୁ ଉନ୍ନୀତ ହେବ ୧୦ ହାଇସ୍କୁଲ

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହେବ ରାଜ୍ୟର ଅନ୍ୟୁନ ୧୦ଟି ଉଚ୍ଚ ବିଦ୍ୟାଳୟ।  

Mid-Day Meals of School Students
ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ଉପରେ ପରିବା ମାଡ; ଚିନ୍ତାରେ ଶିକ୍ଷକ...

ବଜାରରେ କୌଣସି ପରିବା ଦର ୬୦ ଟଙ୍କା ତଳକୁ ନଥିବା ବେଳେ ଟମାଟୋ ସେନଚୁରି ମାରିଛି । ଯେଉଁଥିପାଇଁ ମଧ୍ୟାହ୍ନ ଭୋଜନରୁ ବିଲାତି ଏକ ପ୍ରକାର ଗାଏବ ହୋଇଯାଇଛି ।

School Holiday
ରାଗ ଶୁଝାଉଛି ଗୁଳୁଗୁଳି: ୧୦ ଜିଲ୍ଲାରେ ୨୦ ଯାଏଁ ସ୍କୁଲ ଛୁଟି...  

ରାଜ୍ୟର ୧୦ଟି ଜିଲ୍ଲାରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି । ସମ୍ବଲପୁର, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ଗଜପତି ଓ ମୟୂରଭଂଜ , ଭଦ୍ରକ, ଗଞ୍ଜାମ, ବରଗଡ଼, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାରେ ୨୦ ଯାଏଁ ଛୁଟି ।

OSSTA
 ‘ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଥିବାରୁ ଖରା ଛୁଟି ବଢ଼ାଯାଉ’

ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ଥିବାରୁ, ସ୍କୁଲ ଖୋଲିବାର ତାରିଖ ଘୁଞ୍ଚାଇବାକୁ ଦାବି କରିଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବା ଓଷ୍ଟା ।

Delhi Hospital
ସ୍କୁଲ ପରେ ହସ୍ପିଟାଲକୁ ମିଳିଲା ବୋମା ଧମକ, ଆତଙ୍କିତ ଅବସ୍ଥାରେ ଦିଲ୍ଲୀବାସୀ

ଦିଲ୍ଲୀ ହସ୍ପିଟାଲକୁ ମିଳିଛି ବୋମା ଧମକ । ଦିଲ୍ଲୀରେ ଥିବା ଚାରୋଟି ହସ୍ପିଟାଲକୁ ମିଳିଲା ବୋମା ଧମକ । ହସ୍ପିଟାଲଗୁଡ଼ିକ ହେଲା ଦୀପଚାନ୍ଦ ବନ୍ଧୁ ହସ୍ପିଟାଲ୍, ଦାଦା ଦେବ ହସ୍ପିଟାଲ୍, ହେଡଗୱାର୍ ହସ୍ପିଟାଲ୍ ଏବଂ ଗୁରୁ ତେଗ ବାହାଦୂର ହସ୍ପିଟାଲ୍ ।

Delhi School
୧୦୦ ରୁ ଅଧିକା ସ୍କୁଲରେ ବୋମା ଆତଙ୍କ! ମିଳିଲା ଧମକପୂର୍ଣ୍ଣ ଇମେଲ୍

ଦିଲ୍ଲୀ NCR ର ଏକାଧିକ ସ୍କୁଲକୁ ଆସିଲା ଧମକପୂର୍ଣ୍ଣ ଇମେଲ୍ । ସ୍କୁଲରେ ବୋମା ଥିବା ନେଇ ଇମେଲ ଆସିବା ପରେ ବିଭିନ୍ନ ସ୍କୁଲରେ ଆତଙ୍କ ଖେଳି ଯାଇଛି ।