ପୁଅ ପାଇଁ ପଶୁ ପାଲଟି ଯାଉଥିଲା ସ୍ୱାମୀ । ପ୍ରତିଦିନ ସ୍ତ୍ରୀକୁ ମାଡ଼ ମାରୁଥିଲା । ଶେଷରେ ଏକ ଭିଡିଓ ତିଆରି କରି ଦୁଃଖ ବଖାଣିବା ପରେ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଲେ ମହିଳା ।
ଏମିତି ଅବସ୍ଥାରେ ଖାଦ୍ୟ ଖାଇଲେ ଛାତ୍ରଛାତ୍ରୀଙ୍କୁ ରୋଗହେବା ଏକ ପ୍ରକାର ଥୟ ।
ସାମାନ୍ୟ କେଇଟା ଟଙ୍କା ପାଇଁ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ । ବିହାର ବେଗୁସରାଇରେ ୨୧ ବର୍ଷୀୟା ନବବିବାହିତା ଅଞ୍ଜଳିଙ୍କୁ ହତ୍ୟା କରାଯାଇଛି ।
ପଟିଆ ରେଳ ଷ୍ଟେସନ ନିକଟ ଧାରଣାରୁ ମୃତଦେହ ଉଦ୍ଧାର କରାଯାଇଛି ।
୧୦ କାଉଡ଼ିଆଙ୍କ ଜୀବନ ନେଇଗଲା କରେଣ୍ଟ୍
ଜମି ବିବାଦ ପାଇଁ ମହିଳାଙ୍କ ସହ ଅମାନବୀୟ ତଥା ବର୍ବର ବ୍ୟବହାର
ଅକାଳରେ ଜୀବନ ଚାଲିଗଲା । ସ୍କୁଲରୁ ଫେରୁଥିବା ବେଳେ କାନ୍ଥ ଭୁଶୁଡ଼ି ଯିବାରୁ ୭ ଜଣ ପୋତି ହୋଇଗଲେ ।
କେକ୍ କାଟିବା ପରେ କାହିଁକି ଆତ୍ମହତ୍ୟା କଲା ପୂରା ପରିବାର ? ପଡ଼ୋଶୀ, ବନ୍ଧୁବାନ୍ଧବ, ସହକର୍ମୀ କାହାକୁ କିଛି ଜଣାନାହିଁ ।
ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ନାଳ ଥିବାରୁ ଆମ୍ବୁଲାନ୍ସ ଆସି ପାରିନଥିଲା, ୫ କିମି ଖଟିଆରେ ବୁହା ହୋଇ ବିଳମ୍ବରେ ହସ୍ପିଟାଲ ନିଆଯାଇଥିଲା
ସମୁଦ୍ର ଦେଖା ହେଲା କାଳ । ବାପା ଓ ଦୁଇ ଛୁଆ ସମୁଦ୍ରରେ ଭାସିଗଲେ ।
ମା ନୁହେଁ ସେ ପିଶାଚ । କୁନି ଝିଅକୁ ମା’ ମାରି ଦେବାକୁ ଚାହୁଁଥିବା ବେଳେ ଗାଁ ଲୋକେ ତାକୁ ମାଟି ତଳୁ ଉଦ୍ଧାର କରିଛନ୍ତି ।
ଚାକିରି ନପାଇ ସାର୍ଟିଫିକେଟ୍ ବିକ୍ରି ବିଜ୍ଞାପନ
ପାଠ ପଢ଼ିବାକୁ ଇଚ୍ଛା ଥିଲେ ବି ସ୍କୁଲ ଯାଇ ପାରୁନି କୁନି ଝିଅ । ଅଜଣା ରୋଗରେ ପଡ଼ି ଝଟପଟ୍ ହେଉଛି ।
ଯିଏ ଦେଖୁଛି ଆହା ପଦେ କହୁଛି, ଶୀଘ୍ର ସୁସ୍ଥ ହେଉ ବୋଲି କାମନା ବି କରୁଛନ୍ତି ।
ଆତ୍ମହତ୍ୟାର ଧମକ ଦେବା ପରେ ଡେଇଁ ପଡ଼ିଲେ
ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲା ମହିସାଲ୍ ସହରରେ ଚାଞ୍ଚଲ୍ୟକର ଘଟଣା
ମୃତଦେହ ଆଣିବା ପାଇଁ ମିଳିଲାନି ମହାପ୍ରୟାଣ ଗାଡ଼ି , ବାଧ୍ୟ ହୋଇ ପରିବାର ଲୋକ ଅଟୋରେ ଆଣିଲେ ।
ଦୁଇ ନାବାଳକଙ୍କ ବୟସ ୯ ଓ ୧୨ ବର୍ଷ ସୂଚନା
ପରପୁରଷ ପାଇଁ ପରିବାର ହେଲା ପର । ସ୍ୱାମୀ ଓ ପିଲାଙ୍କୁ ଛାଡ଼ି ମହିଳା ଫେରାର ।
ବାପାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ୫ ଛୁଆ । ବାପା ଆସିବେ, ସାଥୀରେ ଚକୋଲେଟ୍ ନେଇ ଆସିବେ । ହେଲେ ତାଙ୍କ ସ୍ୱପ୍ନ କ’ଣ ସତ ହେବ ?
ଏମିତି ପୁଅ କାହାକୁ ନ ଦିଅ ଭଗବାନ। ଯେଉଁ ବୟସରେ ବାପା-ମାଆ ସେବା ଟିକେ ପାଇବା ପାଇଁ ପୁଅ-ବୋହୂ ପାଖରେ ରହିଥାନ୍ତି, ସେହି ବୟସରେ ପୁଅ-ବୋହୂ ହାତରୁ ମାଡ଼ ଖାଇ ଲହୁଲୁହାଣ ହୋଇ ମେଡିକାଲ୍ ବେଡରେ ପଡି କଲବଲ ହେଉଛନ୍ତି ।
ଏମାନଙ୍କୁ ସାହା ହୁଅ ସରକାର। ଦୁଇ ପିଲାଙ୍କୁ ନେଇ ଅଭାବ ଅନାଟନରେ ଦିନ କାଟୁଛନ୍ତି ଏ ବୃଦ୍ଧ ଦମ୍ପତି...
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସିନାପାଲିର ଅନିରୁଦ୍ଧ ମେହେର । ଦୁଇ ନାତିକୁ ଧରି ବୟସରେ ଅପରାହ୍ନରେ ଘର କୋଣରେ ପଡ଼ି ରହିଛନ୍ତି । ପରିବାର ଚଳାଇବା ପାଇଁ କେହି ନାହାନ୍ତି ।
କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଳପଡା ଗାଁର ରବୀନ୍ଦ୍ର ବେହେରା ଏବଂ ତାଙ୍କ ସ୍ତ୍ରୀ ଅନୁସୂୟା । ମାତ୍ର ୮ମାସ ର ବୈବାହିକ ଜୀବନରେ ପୂର୍ଣ୍ଣଛେଦ ପକାଇ ଉଭୟ ଆର ପାରିକୁ ଚାଲିଯାଇଛନ୍ତି । ମାର୍ଚ୍ଚ ମାସ ୨୪ ତାରିଖ ମଧ୍ୟରାତ୍ରିରେ ଘର ଠାରୁ କିଛି ଦୂରରେ ଏକ ଚାଷ ଜମିରେ ଉଭୟ ସ୍ୱାମୀ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ
ବାଲେଶ୍ୱର ଜିଲ୍ଲା ଖଇରା ଥାନା ସାରକୋଣା ପଞ୍ଚାୟତ ସୁଝାଗଡ଼ଝିଙ୍କିରିଆ ଗାଁର ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି l ମୃତ୍ୟୁ ବେଳକୁ ତାଙ୍କୁ ୨୮ ବର୍ଷ ହୋଇଥିବା ବେଳେ ସେ ୩ ମାସର ଗର୍ଭବତୀ ଥିଲେ l