ବୁଲା କୁକୁର ଆତଙ୍କ । କୁକୁର କାମୁଡାରେ ଚାଲିଗଲା ନାବାଳିକାର ଜୀବନ । ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ବାଲିପଟା ଗାଁରେ ।
ପାଂଚ ଜଣ ଜଳ ସତ୍ୟାଗ୍ରହ କରୁଥିବା ବେଳେ ଆଲୋକ ବୁଡେକ ନାମକ ଜଣେ ଆନ୍ଦୋଳନକାରୀଙ୍କ ଅବସ୍ଥା ଗୁରୁତର ହୋଇଛି ।
କୋହ ଭରା କଣ୍ଠରେ କାନ୍ଦି କାନ୍ଦି ଜିଲ୍ଲାପାଳଙ୍କୁ ଗୁହାରି କରୁଛନ୍ତି ମହିଳା । ସବୁ କଥା ଶୁଣିବା ପରେ ଜିଲ୍ଲାପାଳ କହିଛନ୍ତି, ‘ମାଉସୀ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ।’
ସଇଁତଳା ଥାନାରେ ପୀଡ଼ିତ ଛାତ୍ରଙ୍କ ଅଭିଯୋଗ ପରେ ପୋଲିସର ଛାନ୍ଭିନ୍ । ଘଟଣାର ତଦନ୍ତ ପାଇଁ କମିଟି ଗଠନ କରାଯାଇଛି କହିଲେ କଲେଜ ଅଧ୍ୟକ୍ଷ ।
ଗୋଟିଏ ପରିବାରର ୪ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ସୂଚନା ମିଳିଛି। ବୁଧବାର ଦିନ ଛତିଶଗଡ଼ ଦୁର୍ଗ ଜିଲ୍ଲାର ଟଣ୍ଡନବାଡ଼ି ଗାଁରେ ଏଭଳି ଛାତି ଥରାଇଲା ଭଳି ଘଟଣା ଘଟିଛି।
ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିକଟରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପୌରସଂସ୍ଥାର ଜଣେ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି। କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହା ଜଣାପଡ଼ିନି।
ଆଜି ରାଜ୍ୟରେ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ପଶ୍ଚିମ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
ଲଜ୍ରେ ଚଢ଼ାଉ କରିଥିବା ସ୍କ୍ୱାଡ୍ର ସବୁ ସଦସ୍ୟଙ୍କୁ ଏସ୍ପି ବ୍ୟକ୍ତିଗତ ଭାବେ ଡାକି ପଚରାଉଚରା କରିଛନ୍ତି। ଇଟାଭାଟି ମାଲିକଙ୍କଠାରୁ ଅଧିକ ଟଙ୍କା ଜବତ କରାଯାଇଥିଲେ ମଧ୍ୟ SDPO କାରସାଦି କରି ଅଧା ଟଙ୍କା ଲୁଚାଇ ଦେଇଥିବା ନେଇ ଖବର ପ୍ରସାରଣ ହୋଇଥିଲା।
ତେବେ କାହିଁକି ଏଭଳି ଜାଲିଆତି ? ନାନା ପ୍ରଶ୍ନ ଭିତରେ ବଲାଙ୍ଗିର ଏସ୍ପିଙ୍କ ସ୍କାନର୍ରେ କଣ୍ଟାବାଞ୍ଜି ଏସ୍ଡ଼ିପିଓ ।
ଜବତ ଟଙ୍କାଠାରୁ ଆହୁରି ଅଧିକ ଅର୍ଥାତ୍ ୧୩ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ତେବେ ଗଣତିରେ ଅନିୟମିତତା ହୋଇଥିବା ବଲାଙ୍ଗିର ଏସ୍ପି ସ୍ପଷ୍ଟ କରିଛନ୍ତି।
ପ୍ରେମିକକୁ ଖୋଜି ଖୋଜି ଏବେ ବଲାଙ୍ଗିର ସହର ଭିତରେ ଘୁରି ବୁଲୁଛନ୍ତି ପ୍ରେମିକା। ଏହି ସମୟରେ ବଲାଙ୍ଗିର ରେଲ୍ୱେ ଷ୍ଟେସନରେ ହାଇଡ୍ରାମା ଦେଖିବାକୁ ମିଳିଥିଲା।
ଚଢାଉ ବେଳେ ଲଜ୍ରୁ ୮୦ ଲକ୍ଷ ଟଙ୍କା ଜବତ ହୋଇଛି। ଏହି ଘଟଣାରେ ପୋଲିସ୍ ବାହାର ରାଜ୍ୟର ୭ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି।
କାଳ ହେଲା ସେୟାର ମାର୍କେଟ୍ରେ ଟଙ୍କା ଦୁଇଗୁଣାର ମୋହ । ୨୦ ଲକ୍ଷ ହରାଇ ଜୀବନ ହାରିଲେ ବଲାଙ୍ଗିରର ବିନୋଦ ଯାଦବ ।
ସ୍ୱାମୀର ଆଖି ସାମ୍ନାରେ ସ୍ତ୍ରୀର ଜୀବନ ଚାଲି ଯାଇଛି। ସ୍ୱାମୀ,ସ୍ତ୍ରୀ କାର୍ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତାକଡ଼ରେ ଥିବା ପୋଖରୀ ଭିତରକୁ ପଶି ଯାଇଥିଲା।
ଖେଳୁ ଖେଳୁ କିଏ ଜାଣିଥିଲା କି ଚାଲିଯିବ କୁନି ଝିଅର ଜୀବନ...
ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।
ଜଣେ ବ୍ୟକ୍ତି ପଞ୍ଚାୟତ ଅଫିସ ନିକଟରେ ବେଆଇନ୍ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏହାସହ ସେ ବିଭିନ୍ନ ଅପରାଧର ମାଷ୍ଟରମାଇଣ୍ଡ୍ ବୋଲି ଲୋକେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି।
ପାଟଣାଗଡ଼ର ଇଷ୍ଟ ଦେବୀ ମାଆ ପାଟଣେଶ୍ୱରୀଙ୍କ ପାଖରେ ବି ନିର୍ଦ୍ଧାରିତ ସମୟରେ ନବାନ୍ନ ଲାଗି ହୋଇଛି ।
ସ୍କୁଲର ପ୍ରଧାନ ଶିକ୍ଷକ ଷଷ୍ଠ ଶ୍ରେଣୀର ୪ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ।
ପୁଅକୁ ବଞ୍ଚାଇବା ପାଇଁ ଯାଇ ମହିଳା ଜଣକ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। କିଏ ଓ କାହିଁକି ଆକ୍ରମଣ କଲା ତାହା ଜଣାପଡ଼ିନି। ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ୍ ତଦନ୍ତ ଆରମ୍ଭ କରିଛି।
ଗୋଟିଏ ଜମିର ଦୁଇ ଦୁଇ ଜଣ ମାଲିକ । ଗୋଟିଏ ମ୍ୟୁଟେସନରେ ଉଭୟଙ୍କୁ ମିଳିଛି ଜମିପଟ୍ଟା । ଜମିର ପ୍ରକୃତ ମାଲିକଙ୍କ ଅଗୋଚରରେ ହୋଇଛି ବିକ୍ରି, ବାହାରିଛି ପଟ୍ଟା । କେନ୍ଦ୍ରାପଡ଼ା ଜିଲ୍ଲା କନିକା ତହସିଲରେ ହୋଇଛି ଏଭଳି ଜାଲିଆତି ।
ନିଜ କାମ ସାରି ବ୍ୟାଙ୍କରୁ ଘରକୁ ଫେରୁଥିବା କର୍ମଚାରୀ ହଠାତ୍ ମଝିରୁ ଗାଏବ ହୋଇଯାଇଛନ୍ତି। ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ତାଙ୍କ ପତ୍ତା ମିଳୁନି ।
ବଲାଙ୍ଗିର ଗଛ ମୂଳେ ଚାଲିଛି କୋଭିଡ୍ ଭ୍ୟାକ୍ସିନେସନ୍ । ମାଗୁରପଡ଼ା ପଞ୍ଚାୟତର ବ୍ରାହ୍ମଣୀ ଡୁଙ୍ଗୁରୀ ଗାଁରେ ଗଛମୂଳେ ଲୋକଙ୍କୁ କୋଭିଡ୍ ଟିକା ଦେଲା ମେଡିକାଲ ଟିମ୍...
ଗତକାଲି ସନ୍ଧ୍ୟାରେ ବଡ଼ ଭାଇ ଡ୍ୟାମକୁ ମାଛ ଧରିବାକୁ ଯାଇଥିଲେ। ପାଣି ଭିତରେ ପଶି ମାଛ ମାରୁଥିବା ସମୟରେ ଆଉ ବାହାରକୁ ବାହାରି ପାରିନଥିଲେ। ଆଜି ତାଙ୍କ ଶବ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା।