ବଦ୍ରୀ କହିଛନ୍ତି, ଯୁବବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଅଗ୍ରାଧିକାର ଦେଉଛନ୍ତି । ଆଉ ଏହାକୁ ନେଇ ବଦ୍ରୀ ପାତ୍ର ଦେଇଛନ୍ତି ବଡ଼ ବୟାନ । ସେ କହିଛନ୍ତି ୨୦୨୪ରେ ଯୁବକମାନଙ୍କୁ ବାଟ ଛାଡ଼ିବାକୁ ପଡ଼ିବ ।
ଆଜି ବି ମନେ ପଡ଼େ ସେଇ ନଅଙ୍କ ଦୁର୍ଭିକ୍ଷର କଥା। ପ୍ରଶାସନିକ ଅବହେଳା ପାଇଁ ଚାହୁଁଚାହୁଁ ୧୦ ଲକ୍ଷ ଲୋକଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିଲା। ଆଉ ପଡ଼ି ରହିଥିଲା ଶହଶହ କଙ୍କାଳସାର ମଣିଷଙ୍କ ଶବ..ପରିବେଶବିତ୍ କହୁଛନ୍ତି କିଛି କହିହେବନି..କେତେବେଳେ ଆମେ ବି ସାମ୍ନା କରିପାରିବା ନଅଙ୍କ ଦୁର୍ଭିକ୍ଷର ଦଶା..
କୋଣାର୍କକୁ ରେଳ ସଂଯୋଗ ପାଇଁ ଖୁବଶୀଘ୍ର ସର୍ଭେ କରାଯିବ । ପୁରୀରୁ ସଂଯୋଗ ହେବ କି ଅନ୍ୟ କେଉଁଠୁ କରାଯିବ ସେ ନେଇ ହେବ ସର୍ଭେ । ରେଳ ଲାଇନ୍ ସର୍ଭେ ନେଇ ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
କ୍ୟାନସରକୁ ମାତ୍ ଦେଇଥିବା ସ୍ୱାଗତିକା ଦୁଃସାହସିକ ପର୍ବତ ଆରୋହରଣ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ।
୯୭ ବର୍ଷ ବୟସରେ ବି ଫିଟ୍ କଟକର ନିରଞ୍ଜନ ପଟ୍ଟନାୟକ। ୨୨ ବର୍ଷ ହେଲା କରୁଛନ୍ତି ଯୋଗାଭ୍ୟାସ୍..
ଓଡ଼ିଶା ହାତରୁ ଖସିଯିବ କି କୋଟିଆ ?
ପୁଅର ମୃତ୍ୟୁକୁ ଭୁଲି ପାରୁନି ମାଆ। କହୁଛି, ଭାତ ବାଢିଥିଲି ଖାଇକି ଗଲା ଯେ ଆଉ ଫେରିଲାନି। ସେପଟେ ସ୍ତ୍ରୀ କହୁଛି, ଥଣ୍ଡା ପିଉଥିବା ବେଳେ ଫୋନ୍ କରିଥିଲେ। ୩୦ ମିନିଟ୍ରେ ପହଞ୍ଚିବେ ବୋଲି ଫୋନ୍ ବି କଲେ, ହେଲେ ଆଉ ଫେରିଲେନି। ପୁଅ କହୁଛି, ବାପାଙ୍କ ହତ୍ୟାକାରୀକୁ ଦିଆଯାଉ କଠୋର ଦଣ୍ଡ । ଜାଣନ୍ତୁ କଣ ଥିଲା ପୂରା ଘଟଣା..
ଯୋଗକୁ ଆହୁରି ଲୋକାଭିମୁଖୀ କରିବା ଲକ୍ଷ୍ୟରେ ବାନ୍ଧକଳାରେ ଯୋଗକୁ ସ୍ଥାନିତ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଜଣେ ବାନ୍ଧଶିଳ୍ପୀ ।
ପିଲାଟି ଦିନରୁ ଉମାକାନ୍ତଙ୍କର ଚିତ୍ର ପ୍ରତି ପ୍ରବଳ ଦୁର୍ବଳତା ଥିଲା । ସେଥିପାଇଁ ତ ଯେଉଁଠି ବସିଲେ ବି ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ଦେଉଛନ୍ତି ଉମାକାନ୍ତ।
ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗାଡି ଉପରେ ପଡ଼ିଲା ତୋରଣ
5Gର ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାରେ 5-ଜି ସେବା ମିଳିବ ବୋଲି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
AICC ପକ୍ଷରୁ ରାଜ୍ୟର ୯ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡକରା ହୋଇଛି । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀପତି...
ଗଣ୍ଡଗୋଳରୁ ଜାଳିଦେଲେ ସ୍କୋର୍ପିଓ କାର । କିଏ ଓ କାହିଁକି ନିଆଁ ଲଗାଇଲା ତାହା ସ୍ପଷ୍ଟ ଜଣାପଡିନାହିଁ ।
ମଦ ଦୋକାନରୁ ଦାମୀ ମଦ ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।
ବିଶ୍ୱ ପ୍ରଶିଦ୍ଧ ରଥଯାତ୍ରା ପାଇଁ ପରିଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ନେଇ ଜିଲ୍ଲାପାଳ ବୈଠକ ଅନୁଷ୍ଠିତ ହୋଇଛି ।
ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ବାଲୁକାକଳା । ବାଲୁକାକଳା ମାଧ୍ୟରେ ଯୋଗ ସଚେତନତାର ବାର୍ତ୍ତା ଦେଲେ ବାଲୁକଶିଳ୍ପୀ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ । ରୋମ୍ରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ସାଙ୍ଗରେ କେହି ମନ୍ତ୍ରୀ ଯାଇନଥିବାରୁ ତେଜିଲା ରାଜନୀତି ।
ରଶ୍ମୀରେଖାଙ୍କ ମୃତ୍ୟୁକୁ ନେଇ ରାଜଧାନୀରେ ହଇଚଇ । ଲିଭ୍ ଇନ୍ରେ ରହୁଥିବା ଯୁବକଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ । ଭୁବନେଶ୍ୱର ଡିସିପି କହିଲେ ଯୁବତୀ ଆତ୍ମହତ୍ୟା କରିଛନ୍ତି ।
ଟ୍ରାଫିକ ଜାମ୍ ଯୋଗୁଁ ଗୁରୁଗ୍ରାମ-ଦିଲ୍ଲୀ ରୋଡ୍ରେ ଲୋକେ ନୟାନ୍ତ । ଅଗ୍ନିପଥ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦର ପ୍ରଭାବ, ଦେଶବ୍ୟାପି ୫ ଶହ ଟ୍ରେନ୍ ଚଳାଚଳ ପ୍ରଭାବିତ ।
ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୁଇ ସହଯୋଗୀ ବାପି ବିଶ୍ୱାଳ ଓ ପୂର୍ବତନ ବ୍ଲକ୍ ଅଧକ୍ଷ ଶରତ ନାୟକଙ୍କ ବୟାନ ମଧ୍ୟ ପୂର୍ବରୁ ରେକର୍ଡ କରି ଏହି କେଶ ଡାଏରିରେ ଦାଖଲ କରାଯାଇଛି ।
ଅଘଟଣ ପୂର୍ବରୁ କଲରାପତରିଆ ବାଘକୁ ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ ଟିମ୍ । ସାତକୋଶିଆ ଅଭୟାରଣ୍ୟର ଗୋପାଳପୁର ଅଞ୍ଚଳରେ ଫସିଥିଲା ବାଘ ।
ପାରାଦୀପ ଅଞ୍ଚଳରେ ପୁଣି ଅମାନବୀୟ କାଣ୍ଡ । କିଛିଦିନ ପୂର୍ବରୁ ସାମାନ୍ୟ କାରଣରୁ ଘଟିଥିଲା ସମାନ ଘଟଣା ।
କେବେ ଶିକାରୀ ଗୁଳି ତ ଆଉ କେବେ ଟ୍ରେନ୍ ଇଂଜିନ ନେଉଛି ହାତୀଙ୍କ ଜୀବନ । ଏଭଳି ବିଭିନ୍ନ କାରଣକୁ ନେଇ ଆମ ରାଜ୍ୟର ହାତୀ ଏବେ ସଙ୍କଟରେ । ରାଜ୍ୟରେ ହାତୀ ମୃତ୍ୟୁ କିଏ ଦେବ ଏମାନଙ୍କୁ ସୁରକ୍ଷା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ମାଟି ତିଆରି ପାତ୍ରରେ ଖାଇ ସୁସ୍ଥ ଥିବା କହିଛନ୍ତି ସରିତାଙ୍କ ପରିବାର ଲୋକ ।