• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Yoga

Practice these trending couple yoga asanas with your partner
Yoagasna: ପ୍ରେମକୁ ଦୀର୍ଘସ୍ଥାୟୀ କରିବା ପାଇଁ ମିଶିକି କରନ୍ତୁ ଏହି ୬ ଯୋଗାସନ

ପ୍ରତିବର୍ଷ ୧୪ ଫେବ୍ରୁଆରୀରେ ‘ଭାଲେଣ୍ଟାଇନ୍ସ ଡେ’ ପାଳନ କରାଯାଏ। ଏହି ଦିନ ପ୍ରେମୀଯୁଗଳଙ୍କ ପାଇଁ ଏକ ପର୍ବ ପରି ହୋଇଥାଏ। ଯଦି ଆପଣ ନିଜ ଲଭରଙ୍କ ବିଷୟରେ ମଧ୍ୟ ଚିନ୍ତା କରୁଛନ୍ତି, ତେବେ ସେମାନଙ୍କ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବା ଜରୁରୀ। ତେବେ ଉଭୟ ନିଜ ପ୍ରେମକୁ ବଜାୟ ରଖିବା ପାଇଁ ଏକାଠି ଏହିସବୁ ଯୋଗ ଅଭ୍ୟାସ କରିପାରିବେ।

Five cancer that impact women
World Cancer Day 2025: ମହିଳାମାନଙ୍କଠାରେ ହେଉଥିବା ୫ କ୍ୟାନ୍‌ସର୍; କରନ୍ତୁ ଏହି ୩ ଯୋଗ, ମିଳିବ ରକ୍ଷା

ମହିଳାମାନେ କେତେକ ପ୍ରକାରର କର୍କଟର ସମ୍ମୁଖିନ ହୋଇଥାନ୍ତି। ଏଭଳି ପରିସ୍ଥିତିରେ, କର୍କଟ ଦିବସ ଅବସରରେ, ମହିଳାମାନଙ୍କଠାରେ ହେଉଥିବା ଏହି ପ୍ରମୁଖ କର୍କଟ ବିଷୟରେ ଜାଣିବା ଏବଂ ଏନେଇ କେଉଁସବୁ ଯୋଗାସନ କଲେ ଫଳ ମିଳିବ ଜାଣିବା।

Yoga poses for long and thick hair
Yogasana: ଲମ୍ବା ଏବଂ ମୋଟା ଚୁଟି ପାଇଁ କରନ୍ତୁ ଏହି ଯୋଗାସନ

ସମସ୍ତେ ଲମ୍ବା ଏବଂ ମୋଟା ଚୁଟି ଚାହାଁନ୍ତି। କିନ୍ତୁ ଖରାପ ଜୀବନଶୈଳୀ ଏବଂ ପ୍ରଦୂଷଣ ଚୁଟି ଉପରେ ନକାରାତ୍ମକ ପ୍ରଭାବ ପକାଏ। ପ୍ରାୟତଃ ଲୋକମାନେ ଚୁଟି ଝଡ଼ିବା, ଚୁଟି ନ ବଢିବା ଏବଂ ଦୁର୍ବଳ ଓ ଶୁଖିଲା ଚୁଟିର ଅଭିଯୋଗ କରନ୍ତି। ଏହି ସମସ୍ୟା ଦୂର କରିବା ପାଇଁ ଆସନ୍ତୁ କିଛି ସହଜ ଉପାୟ ଜାଣିବା।

Six Morning Habits Keep Diseases Away
Health Tips: ସକାଳେ କରନ୍ତୁ ଏହି ୬ କାମ; ପାଖ ମାଡିବନି ଡାଏବେଟିସ୍-ହାର୍ଟ ଆଟାକ୍‌

ଶରୀରକୁ ଫିଟ୍ ରଖିବା ପାଇଁ ଆପଣ ସକାଳେ ଅତି କମରେ ୫ଟି କାମ କରିପାରିବେ। ଏହା କରିବା ଦ୍ୱାରା, ଆପଣ ନିଜକୁ ବହୁ ପରିମାଣରେ ସୁସ୍ଥ ରଖିପାରିବେ ଏବଂ ଆପଣଙ୍କ ଜୀବନକୁ ଉପଭୋଗ କରିପାରିବେ। ଆସନ୍ତୁ ଜାଣିବା ଏହି ୬ଟି କାମ କ’ଣ…

Yoga poses for chest and spine strengthening
Yogasana: ମେରୁଦଣ୍ଡ ଓ ଛାତିକୁ ମଜବୁତ କରିବାକୁ ଚାହାନ୍ତି କି… କରନ୍ତୁ ଏହି ୩ ଯୋଗ

ଯୋଗ ଛାତିର ମାଂସପେଶୀକୁ ମଜବୁତ କରେ ଏବଂ ଛାତିର ଆକାରକୁ ବଢାଇଥାଏ। ଏହା ସହିତ କାନ୍ଧ ଶକ୍ତିଶାଳୀ ହୁଏ ଏବଂ ଶ୍ୱାସକ୍ରିୟାରେ ଉନ୍ନତି ହୁଏ। ତେବେ ଆସନ୍ତୁ ଏହି ସବୁ ଯୋଗାସନ ବିଷୟରେ ଜାଣିନେବା।

Yoga Tips For Cold Free Winter
Yogasana: ଶୀତ ଲହରୀ ଯୋଗୁଁ ବାହାରକୁ ଯାଇ କରିହେଉନି କି ବ୍ୟାୟାମ… ଘରେ କରନ୍ତୁ ଏହିସବୁ ଯୋଗ

ଯେଉଁମାନେ ଚାଲିବା, ଜଗିଂ କରିବା କିମ୍ବା ଦୌଡ଼ିବା ଅଭ୍ୟାସରେ ଅଛନ୍ତି ସେମାନେ ପ୍ରାୟ ଶୀତଦିନେ ବାହାରକୁ ଯିବାକୁ ଚାହାଁନ୍ତି ନାହିଁ। ତଥାପି, ଏକ ସୁସ୍ଥ ଜୀବନଶୈଳୀ ପାଇଁ ଶରୀରକୁ ସକ୍ରିୟ ରଖିବା ଜରୁରୀ। ତେଣୁ ଘରେ ରହି କରନ୍ତୁ ଏହିସବୁ ଯୋଗ।

Yoga poses for eye sight improve dry eyes
Yoga For Eye Sight: ଆପଣଙ୍କ ଦୃଷ୍ଟିଶକ୍ତି କମୁଛି କି…କରନ୍ତୁ ଏହି ଯୋଗ, ହେଇଯିବ ସମାଧାନ

ଆଖି ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗ ଏକ ସ୍ଥାୟୀ ଚିକିତ୍ସା। ଯୋଗାସନର ନିୟମିତ ଅଭ୍ୟାସ ଆଖିର ପ୍ରତ୍ୟେକ ସମସ୍ୟାକୁ ହ୍ରାସ କରିଥାଏ।

Asanas to improve appetite and strong digestion system
Yogasana: ଦିନସାରା ଭୋକ ଲାଗୁନି କି… କରନ୍ତୁ ଏହି ୪ ସହଜ ଆସନ

ଭୋକର ଅଭାବ ଶରୀରରେ ପୋଷକ ତତ୍ତ୍ୱର ଅଭାବର କାରଣ ହୋଇପାରେ। ଏହିପରି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ଯୋଗ ଅଭ୍ୟାସ କରିପାରିବେ। ଯୋଗ ଭୋକ ବଢାଇବାରେ ସହାୟକ ହୋଇଥାଏ। ଏହା ଦ୍ୱାରା ଜଣେ ସୁସ୍ଥ ସୁନ୍ଦର ଜୀବନ ଜୀଇପାରେ।

Women special best yoga poses for womens physical mental fitness after 40
Yogasana: ୪୦ ବର୍ଷ ପରେ ମହିଳାଙ୍କ ପାଇଁ ଜରୁରୀ ଆସନ: ରହିବେ ଫିଜିକାଲି-ମେଣ୍ଟାଲି ଫିଟ୍

ମହିଳାଙ୍କୁ ୪୦ ବର୍ଷ ହୋଇଗଲେ ଶରୀରରେ ଅନେକ ପ୍ରକାରର ହର୍ମୋନାଲ୍‌ ପରିବର୍ତ୍ତନ ଘଟିବା ଆରମ୍ଭ ହୁଏ, ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ପ୍ରଭାବ ପକାଏ। ଏହି ସମୟରେ ଶାରୀରିକ ଏବଂ ମାନସିକ ସୁସ୍ଥତା ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Yoga poses to ease your back pain due to injury
Yogasana: ପଡିଯିବାରୁ ଅଣ୍ଟା ଓ ପିଠିରେ ଯନ୍ତ୍ରଣା ହେଉଛି କି… କରନ୍ତୁ ଏହି ଆସନ, ହେଇଯିବ ଭଲ

ଦେଖାଯାଏ ସାଧାରଣତଃ, ଯେଉଁମାନେ ତଳେ ପଡିଯାଆନ୍ତି ସେମାନଙ୍କ ପିଠି ଏବଂ ଅଣ୍ଟାରେ ଗଭୀର ଆଘାତ ଲାଗେ। ତେବେ ଆଘାତ କିମ୍ବା ଅନ୍ୟାନ୍ୟ କାରଣରୁ ଯଦି ପିଠି ଏବଂ ଅଣ୍ଟା ଯନ୍ତ୍ରଣା ହେଉଥାଏ ତେବେ ଏହା ହ୍ରାସ କରିବାରେ କିଛି ଯୋଗାସନ ଖୁବ ପ୍ରଭାବଶାଳୀ ହୋଇଥାଏ।

Yoga Tips For Weakness
Yogasana: ଆପଣ ଦିନସାରା ଦୁର୍ବଳ ଅନୁଭବ କରୁଛନ୍ତି କି… କରନ୍ତୁ ଏହି ୪ ଆସନ, ଶରୀର ହେବ ଶକ୍ତିଶାଳୀ

ଖରାପ ଜୀବନଶୈଳୀ କାରଣରୁ ଆଜିକାଲି ଲୋକମାନେ ଦିନସାରା କ୍ଳାନ୍ତ ଅନୁଭବ କରୁଛନ୍ତି। ଯେତେ ଶୋଇଲେ ବି ଏହି ଥକାପଣ ଦୂର ହେଉନି। ଏପରି ପରିସ୍ଥିତିରେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗ ହିଁ ଏକମାତ୍ର ଉପାୟ। ତେବେ କେଉଁ ଯୋଗ କଲେ ଥକାପଣ ଦୂର ହେବ ଜାଣନ୍ତୁ।

Yoga To Cure Slip Disc Problem
Yogasana: ଆପଣ ସ୍ଲିପ୍ ଡିସ୍କ ସମସ୍ୟାରେ ପୀଡ଼ିତ କି… କରନ୍ତୁ ଏହି ଯୋଗ ମିଳିବ ଆରମ

ଆଜିକାଲି ଯୁବକମାନଙ୍କ ମଧ୍ୟରେ ସ୍ଲିପ୍ ଡିସ୍କ୍‌ ସମସ୍ୟା ବଢିବାରେ ଲାଗିଛି। ଏକ ରିପୋର୍ଟ ଅନୁଯାୟୀ, ଭାରତର ପ୍ରାୟ ୮୦ ପ୍ରତିଶତ ଯୁବକ ସ୍ଲିପ୍ ଡିସ୍କ୍‌ ସମସ୍ୟାରେ ପୀଡିତ ଅଛନ୍ତି। ଏମିତି କିଛି ଯୋଗାସନ ଅଛି ଯାହା ଅଭ୍ୟାସ କରିବା ଦ୍ୱାରା ସ୍ଲିପ୍ ଡିସ୍କ ଦ୍ୱାରା ସୃଷ୍ଟି ହେଉଥିବା ଅସହ୍ୟ ଯନ୍ତ୍ରଣାକୁ ହ୍ରାସ କରିହେବ।

Yoga Asanas For Back Pain Relief
Yogasana: ବସିବା-ଉଠିବା-ନଇଁବା ବେଳେ ଅଣ୍ଟା- ପିଠି ଯନ୍ତ୍ରଣା ହେଉଛି କି… କରନ୍ତୁ ଏହି ୩ ଆସନ; ମିଳିବ ଆରାମ

ଆଜିକାଲି ଅଧିକାଂଶ ମହିଳା ଉଠିବା, ବସିବା ଏବଂ ନଇଁବା ସମୟରେ ପିଠି ଏବଂ ଅଣ୍ଟା ଯନ୍ତ୍ରଣା ଭୋଗୁଛନ୍ତି। ତେବେ ଏଠାରେ, କିଛି ଯୋଗାସନ ଏବଂ ସେସବୁର ଅଭ୍ୟାସର ପଦ୍ଧତିଗୁଡିକ ଜାଣିବା, ଯାହା ଦ୍ୱାରା ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିବ।

Start your day with these 5 yoga poses to boost fertility
Yogasana: ଅଛି କି ପ୍ରସବ ସମସ୍ୟା… ପ୍ରତିଦିନ ସକାଳେ କରନ୍ତୁ ଏହି ୫ ଆସନ

ଅନେକ ଦମ୍ପତି ପ୍ରଜନନ ସମସ୍ୟା ସହିତ ସଂଘର୍ଷ କରନ୍ତି, ଯାହା ସେମାନଙ୍କର ମାନସିକ ଏବଂ ଭାବନାତ୍ମକ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ଯୋଗ ଆସନ ବିଷୟରେ କହିବୁ ଯାହା ଆପଣଙ୍କର ଗର୍ଭଧାରଣ କ୍ଷମତା ବୃଦ୍ଧିରେ ସାହାଯ୍ୟ କରିବ।

yoga poses to improve lung health
Yogasana: ଫୁସ୍‌ଫୁସ୍‌କୁ ଠିକ୍ ରଖିବା ପାଇଁ ଆସନ-ପ୍ରାଣାୟାମ; ହେବନି ଆଜ୍‌ମା, କର୍କଟ

ଫୁସ୍‌ଫୁସ୍‌ ଆମ ଶରୀରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, କାରଣ ଏହା ଶ୍ୱାସକ୍ରିୟା ଏବଂ ଶରୀରକୁ ଅମ୍ଳଜାନ ଯୋଗାଇବା ପାଇଁ କାମ କରେ। ତେଣୁ ଫୁସ୍‌ଫୁସ୍‌ର ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ। ଯୋଗାସନ ଫୁସ୍‌ଫୁସ୍‌କୁ ଶକ୍ତିଶାଳୀ ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

Yoga poses to improve blood circulation
Yogasana: ଠିକ୍ ହେଉନି କି ରକ୍ତ ସଞ୍ଚାଳନ… କରନ୍ତୁ ଏହି ୪ ଆସନ, ମିଳିବ ଅଦ୍ଭୁତ ଫଳ

ସଠିକ୍ ରକ୍ତ ସଞ୍ଚାଳନ ଶରୀରର ସମସ୍ତ ଅଙ୍ଗକୁ ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱ ଯୋଗାଇଥାଏ, ଯାହା ଦ୍ୱାରା ଏସବୁ ସୁଚାରୁ ରୂପରେ କାମ କରେ। ଯୋଗର ନିୟମିତ ଅଭ୍ୟାସ ଶରୀରରେ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ। ତେବେ ଆସନ୍ତୁ ସେହିସବୁ ଯୋଗାସନ ବିଷୟରେ ଜାଣିବା ଯାହା ରକ୍ତ ସଞ୍ଚାଳନ ବୃଦ୍ଧିରେ ସହାୟକ ହୁଏ।

Every day do these yogasana to feel whole day energetic and Positive
Yogasan: ସକାଳେ ୧୦ରୁ ୧୫ ମିନିଟ୍ କରନ୍ତୁ ଏହି ଯୋଗ; ଦିନସାରା ରହିବେ ଶକ୍ତିଶାଳୀ

ଯଦି ଆପଣ ନିଜ ବ୍ୟସ୍ତବହୁଳ ଜୀବନରୁ ପ୍ରତିଦିନ ସକାଳେ ୧୦ କିମ୍ବା ୧୫ ମିନିଟ୍ ବାହାର କରିପାରିବେ, ତେବେ ଆପଣଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଖରାପ ହେବାକୁ ରୋକାଯାଇପାରିବ। ଦିନସାରା ଶକ୍ତିଶାଳୀ ଏବଂ ପଜିଟିଭ୍ ରହିବା ପାଇଁ କରନ୍ତୁ ଏହି ଯୋଗ।

abhishek bachchan inayat verma be happy first poster out
Yogasana: ଆପଣଙ୍କୁ ବାରମ୍ବାର ଭୋକ ହେଉଛି କି… ଅଭ୍ୟାସ କରନ୍ତୁ ଏହି ୩ ଆସନ, ହୋଇଯିବ ନିୟନ୍ତ୍ରଣ

ଉପବାସ ସମୟରେ ଅନେକ ଲୋକ ଭୋକିଲା ଅନୁଭବ କରନ୍ତି। ଫଳରେ ଭୋଜନ ବିନା ରହି ହୁଏନି। ଅତ୍ୟଧିକ ଭୋକ ଯୋଗୁଁ ଓଜନ ବୃଦ୍ଧି ହେବାର ଆଶଙ୍କା ମଧ୍ୟ ଥାଏ। ଏଭଳି କ୍ଷେତ୍ରରେ କ୍ଷୁଧାକୁ ନିୟନ୍ତ୍ରଣ କରିବା ପାଇଁ କିଛି ଯୋଗାସନ ହିଁ ବିଶେଷ ଉପକାରୀ ହେବ।

Yoga For Glowing Skin
Yogasana: କମିଯାଉଛି କି ମୁହଁର ଚମକ; କରନ୍ତୁ ଏହି ଯୋଗ, ଚମକିବ ଚର୍ମ

ସେ ପୁଅ ହୁଅନ୍ତୁ କି ଝିଅ ଏକ ଗ୍ଲୋଇଙ୍ଗ ସ୍କିନ୍ ପାଇବା ପାଇଁ ଅନେକ ପ୍ରକାରର ଦାମୀ ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତି। ପାର୍ଲରରେ ଫେସିଆଲ୍ ଏବଂ ମସାଜ୍‌ରେ ହଜାର ହଜାର ଟଙ୍କା ଖର୍ଚ୍ଚ କରନ୍ତି। କିନ୍ତୁ ଏମିତି କିଛି ଯୋଗ ଅଛି ଯାହା ମୁଖର ସୌନ୍ଦର୍ଯ୍ୟ ଏବଂ ଚମକ ପାଇଁ ପ୍ରଭାବଶାଳୀ ହେବା ସହ ସ୍ଥାୟୀ ମଧ୍ୟ ହୋଇଥାଏ।

Yoga Poses For Depression And Anxiety
Yogasana: ଆପଣ ସବୁବେଳେ ଚାପ ଏବଂ ଉଦାସୀନତାରେ ରହୁଛନ୍ତି କି…କରନ୍ତୁ ଏହି ଯୋଗ, ଖୁବ୍ ଶୀଘ୍ର ମିଳିଯିବ ଆରାମ

ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ଏଡାଇବା ପାଇଁ ଏକ ସୁସ୍ଥ ଜୀବନଶୈଳୀ, ପୁଷ୍ଟିକର ଖାଦ୍ୟ ଏବଂ ଶାରୀରିକ କାର୍ଯ୍ୟକଳାପର ଆବଶ୍ୟକ ହୋଇଥାଏ। ଏହା ସହିତ ଯୋଗ ଏବଂ ଧ୍ୟାନ ମାଧ୍ୟମରେ ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ଉନ୍ନତ କରାଯାଇପାରେ। ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ପାଇଁ ଯୋଗ ଖୁବ ପ୍ରଭାବଶାଳୀ ଏବଂ ପ୍ରାକୃତିକ ସମାଧାନ।

Yoga asanas for students know steps to follow
Yogasana: ଆପଣଙ୍କ ପିଲା ଘଣ୍ଟା ଘଣ୍ଟା ଧରି ପାଠ ପଢୁଛନ୍ତି କି… ହୋଇପାରେ ଏମିତି ସମସ୍ୟା; ଶିଖାନ୍ତୁ ଏହି ଯୋଗ, କିଛି ହେବନି

ପିଲାମାନେ ଘଣ୍ଟା ଘଣ୍ଟା ଧରି ପାଠ ପଢିବା ଯୋଗୁଁ ଅନେକ ପିଲାମାନଙ୍କଠାରେ ଅନିଦ୍ରା, ଆଖିପୋଡା, ମୁଣ୍ଡବିନ୍ଧା କିମ୍ବା ଶରୀରରେ ଯନ୍ତ୍ରଣା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଯେଉଁମାନେ ଘଣ୍ଟା ଘଣ୍ଟା ଧରି ପାଠ ପଢୁଛନ୍ତି ସେମାନଙ୍କୁ ଏହା ଦ୍ୱାରା ପ୍ରଭାବ ପଡୁଥିବା ସମସ୍ୟାରୁ ମୁକ୍ତି ପାଇଁ ଯୋଗ ଏକ ଜରୁରୀ ମାଧ୍ୟମ। ସେ ବିଷୟରେ ଜାଣିବା ଆବଶ୍ୟକ।

These mistakes to avoid while doing yogasanas
Yogasana: ଯୋଗ କରିବା ବେଳେ ବ୍ୟବହାର କରୁଛନ୍ତି କି ଏମିତି ମ୍ୟାଟ୍… ହୋଇପାରେ ଏହି କ୍ଷତି

ଯୋଗ ସ୍ୱାସ୍ଥ୍ୟ ପାଇଁ ଅନେକ ପ୍ରଭାବଶାଳୀ ହୋଇଥିଲେ ମଧ୍ୟ, କି ଯୋଗ କରିବା ସମୟରେ ଛୋଟ ଛୋଟ ଭୁଲ ମଧ୍ୟ ଲାଭ ବଦଳରେ ଅନେକ କ୍ଷତି କରିଥାଏ। ତେବେ ଯୋଗାସନା ସମୟରେ କେଉଁସବୁ ଭୁଲ ଯୋଗୁଁ କ୍ଷତି ହୋଇଥାଏ ଆସନ୍ତୁ ଜାଣିବା।

Malaika arora fitness routine and yoga for older women
Yogasana: ୫୦ ବର୍ଷରେ ବି ମଲାଇକାଙ୍କ ପରି ରହିବେ ଫିଟ୍; ତାଙ୍କ ଠାରୁ ଶିଖନ୍ତୁ ଏହି ଯୋଗ

ଭଲ ଜୀବନଶୈଳୀ ଯୋଗୁଁ ମଲାଇକା ଅରୋରା ୫୦ ବର୍ଷ ବୟସରେ ମଧ୍ୟ ୨୦ ବର୍ଷର ଯୁବତୀଙ୍କ ଭଳି ଦେଖଯାଉଛନ୍ତି। ଯୋଗ କରି ସେ ତାଙ୍କ ସ୍ୱାସ୍ଥ୍ୟକୁ ମାନସିକ ଏବଂ ଶାରୀରିକ ଭାବରେ ରକ୍ଷା କରିଛନ୍ତି। ଆପଣ ଅଭିନେତ୍ରୀଙ୍କଠାରୁ କିଛି ଟିପ୍ସ ଶିଖିବା ଜରୁରୀ।

Working on computer for a long time is a cause of cervical problems know yogasan for benefits
Yogasana: କମ୍ପ୍ୟୁଟର ଆଗରେ ବସି ବଢୁଛି କି ସର୍ଭାଇକାଲ୍ ସମସ୍ୟା; କରନ୍ତୁ ଏହି ଯୋଗ, ମିଳିବ ଆରାମ

ଲଗାତାର ଘଣ୍ଟା ଘଣ୍ଟା ଧରି ଡେସ୍କ ୱାର୍କ କରିବା କିମ୍ବା କମ୍ପ୍ୟୁଟର ଆଗରେ ବସିବା ଦ୍ୱାରା ବେକ ଏବଂ ପିଠିର ଯନ୍ତ୍ରଣା ବୃଦ୍ଧି ପାଇଥାଏ। ସର୍ଭାଇକାଲ୍ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗାସନ ଏକ ଲାଭଦାୟକ ସମାଧାନ। କିଛି ଯୋଗାସନର ନିୟମିତ ଅଭ୍ୟାସ ଦ୍ୱାରା ସର୍ଭାଇକାଲ୍ ସମସ୍ୟାକୁ ହ୍ରାସ କରାଯାଇପାରିବ।

 Yoga
ବହୁ ଜଟିଳ ରୋଗର ସରଳ ସମାଧାନ ଯୋଗ

ଯୋଗ ଦେଇଛି ଦୁଃସାଧ୍ୟ ରୋଗରୁ ଉପଶମ । ବହୁ ଜଟିଳ ରୋଗର ସରଳ ସମାଧାନ ଯୋଗ। ବୃଦ୍ଧାବସ୍ଥାରେ ବି ଯୁବ ସୁଲଭ ଚେହେରା ଦେଖିବାକୁ ମିଳେ।