ପ୍ରେମିକାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ, ପୋଲିସର ତଦନ୍ତ । ଅଭିଯୋଗ ଖଣ୍ଡନ କଲେ ତିର୍ତ୍ତୋଲ ବିଧାୟକ, ଘେରିଲେ ବିରୋଧୀ ।
ଆହୁରି ୬୦ ଦିନ ବାକି ଅଛି, ଭଲ ସମୟ ଦେଖି ବାହା ହେବାକୁ ତାଙ୍କୁ କହିଥିଲେ ବିଜୟଶଙ୍କର ।
ସରକାରୀ ଜମିକୁ ନେଇ ଆଦିବାସୀ ସମ୍ପ୍ରଦାୟ ଓ ବଙ୍ଗାଳି ସମ୍ପ୍ରଦାୟ ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। କୁନାରଗୁଡା ଏବଂ ଏମ୍ପିଭି-୨ ମଧ୍ୟରେ ଥିବା ଏକ ବନ୍ଧର ହିଡକୁ ଆଜି ସକାଳେ ଶତାଧିକ ଆଦିବାସୀ କାଟି ଦେଇଥିଲେ।
ଜଗନ୍ନାଥ ବନ ପ୍ରକଳ୍ପରେ ଥିବା ଗଛ ବ୍ୟବହାର ହୋଇପାରିବ । ସମୀକ୍ଷା ପରେ ସୂଚନା ।
ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାରୁ ଅଣଓଡ଼ିଆଙ୍କ ଆଗ୍ରହ ବଢ଼ୁଛି । ଓଡ଼ିଶା ଦୁଗ୍ଧ ଚାଷୀ ପ୍ରଭାବିତ ହେବାର ଆଶଙ୍କା ।
କାହା ପାଖରେ ରହିବ ଝିଅ ? କିଏ କହୁଛି ପ୍ରକୃତ ସତ ? କ’ଣ ହେବ ଝିଅର ଭବିଷ୍ୟତ ? ୯ ବର୍ଷର ଝିଅକୁ ପାଇବା ପାଇଁ ପାଳିତା ମା’ ଓ ଜନ୍ମ କଲା ମା’ ମଧ୍ୟରେ ବିବାଦ ଦେଖାଦେଇଛି।
ପାରିବାରିକ କଳହରୁ କିଶୋରଚନ୍ଦ୍ରପଲ୍ଲୀ ଗାଁରେ ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପହଞ୍ଚି ଆସିକା ଥାନା ପୋଲିସର ତଦନ୍ତ ।
ଆକାଶରୁ ଖସିଲା ମୃତ୍ୟୁ, ନେଲା ୪ ଜୀବନ। ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ମଲ୍ଲିକମୁଣ୍ତା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।
ରାଜୁ କୌଣସି ଅପରାଧୀ ନଥିଲେ। ସେ ଜଣେ ମାନସିକ ରୋଗୀ।
ଟ୍ରାକ୍ଟର-ଟ୍ରକ୍ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି ।
ବସଷ୍ଟାଣ୍ଡରେ ଦୁଇ ବସ୍ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ । ଧାରୁଆ ଅସ୍ତ୍ରରେ ଆକ୍ରମଣରେ ୨ ଜଣ ଆହତ ହୋଇଥିବା ସୂଚନା।
ଖୁସି ଜୀବନରେ ଫେରିବ ଖୁସି । ନନ୍ଦନକାନନରେ ନିସଙ୍ଗ ଜୀବନ ବିତାଉଥିବା ଜିରାଫ ଖୁସିକୁ ଖୁବଶୀଘ୍ର ମିଳିବ ଜୀବନସାଥି । ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ । ୨୦୨୨ ଶେଷ ସୁଦ୍ଧା ନିସଙ୍ଗ ଜୀବନ ବିତାଉଥିବା ଜିରାଫ ଖୁସି, ଆଫ୍ରିକ୍ରୀୟ ସିଂହୀ, ଚିଙ୍କାରା ଓ ୧୬ ପ୍ରଜାତିର ପକ୍ଷୀଙ୍କୁ ଜୀବନ ସାଥି ମିଳିବ...
ଜ୍ୱରରେ ପୀଡ଼ିତ ଅଛନ୍ତି ଶ୍ରୀଜିଉ । ସେବାରେ ଲାଗିଛନ୍ତି ଶ୍ରୀଅଙ୍ଗ ସୁରକ୍ଷାରେ ଥିବା ଦଇତାପତି ।
ଭୋଟଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ ଟା ଯାଏଁ ଚାଲିବ।
ଚଢାଉ ବେଳେ ଲକ୍ଷେ ୭୦ ହଜାର ନଗଦ ଟଙ୍କା ସହ ୩୩୦ଗ୍ରାମ୍ ସୁନା ଓ ୧୧୦୦ ଗ୍ରାମ୍ ରୁପା ଅଳଙ୍କାର ଜବତ ହୋଇଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଇଟାଲି ଓ ଦୁବାଇ ଗସ୍ତରେ ଯିବେ ନବୀନ।
ଲେଡି ପେଡଲରଙ୍କୁ ମୋହରା କରି ବସ୍ତିରୁ ଅପରେଟ୍ ହେଉଛି ଧଳାଜହର ବ୍ୟବସାୟ ।
ଜଗତସିଂହପୁର ଥାନାରେ ଏତଲା ଦେଲେ ପ୍ରେମିକା ସୋମାଲିକା
ରାଜ୍ୟର ବହୁ ଛୋଟ ସହର ଗ୍ରାମାଞ୍ଚଳରେ ବନ୍ଦ ରହିଛି ଅଧିକାଂଶ ପେଟ୍ରୋଲ ପଂପ୍, କେଉଁଠି ପେଟ୍ରୋଲ ତ କେଉଁଠି ମିଳୁନି ଡିଜେଲ...
ଅପରେସନର ଶେଷ ୭୨ ଘଣ୍ଟା ଚ୍ୟାଲେଞ୍ଜିଂ, ଖାଉନଥିଲୁ କି ଶୋଉନଥିଲୁ
ଘଟଣାସ୍ଥଳରେ ବିଡିଓ ପହଞ୍ଚି ତଦାରଖ କରିଛନ୍ତି।
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ସମନ୍ୱୟ ବୈଠକ ।
ଏମିତି ଗାଁ ସାରା ରାଜ୍ୟରେ କୋଉଠି ନଥିବ। ଇଏ ଏମିତି ଏକ ଗାଁ ଯାହାର ମାଲିକ ୩ ଗ୍ରାମ ପଞ୍ଚାୟତ ଓ ୨ ବ୍ଲକ୍। ସ୍ଥିତି ଏମିତି ହେଲାଣି ଯେ, ସରକାରଙ୍କ କୌଣସି ଯୋଜନା ଏଠିକାର ଲୋକ ପାଉନାହାନ୍ତି...ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ ଦେଲେ ଗାଁ ଲୋକେ...
ଜୁନ୍ ୨୦ରେ ଇଟାଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ