ଏବେବି ୫ ଦଶନ୍ଧି ତଳର ସ୍କୁଲ ରେଜିଷ୍ଟରରେ ଲିପିବଦ୍ଧ ତାଙ୍କରି ମୂଳ ନାଁ ଦ୍ରୌପଦୀ ଟୁଡୁ । ସ୍କୁଲ ଜୀବନ ପରେ ୧୯୭୫ରୁ ୧୯୭୯ ଭିତରେ ଦ୍ରୌପଦୀ ଆଇଏ-ବିଏ ଶେଷ କରନ୍ତି ରମାଦେବୀ ମହିଳା ମହାବିଦ୍ୟାଳୟରେ ।
ଦ୍ରୌପଦୀ ମୁର୍ମୁ ଓଡିଶାର ମହିଳା ଟ୍ରାଇବାଲ୍ ଫେସ୍ । ତାଙ୍କ ନାଁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରି ବିଜେପି ମାଷ୍ଟର ଷ୍ଟୋକ୍ ଖେଳିଛି । ତେଣୁ ପୂର୍ବ ଭାରତରେ ଦଳର ଭୋଟ୍ ବ୍ୟାଙ୍କ ଉପରେ ଏହାର ପ୍ରଭାବ କଣ ପଡୁଛି ତା ଉପରେ ନଜର ରହିଛି ।
ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କଣ ଆଲୋଚନା ହୋଇଛି, ତାହା ଜଣାପଡ଼ିନି ।
ପାଇଖାନାରେ ଆସବାବ ପତ୍ର ରଖୁଥିବା ବେଳେ ପାଇଖାନାକୁ ଲଗେଇ ଏକ ଝାଟିମାଟି ଚାଳ କୁଟୀର ତିଆରି କରି ପୂରା ପରିବାର ରହୁଛନ୍ତି ।
ସର୍ବସମ୍ମତିକ୍ରମେ ଦଳମତ ନିର୍ବିଶେଷରେ ସମର୍ଥନ କରିବାକୁ ଅପିଲ । ଓଡ଼ିଶାର ଝିଅଙ୍କୁ ସମର୍ଥନ କରିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ ।
ରାହୁଲକୁ ଦେଖିଲେ ଲାଗୁଛି ଯେମିତି ମେଡିକାଲ ବେଡ ଉପରେ ବସି ରହି ସବୁ ପଛ କଥାକୁ ଭୁଲିଯିବାକୁ ଚାହୁଁଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସି ସାରିଥିବାରୁ ଦାୟର ସମସ୍ତ ମାମଲାର ଶୁଣାଣି କରି ହାଇକୋର୍ଟ ଏହାକୁ ରଦ୍ଦ କରିଛନ୍ତି।
ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବେ ସାମ୍ନାକୁ ଆସିଛି। ପୋଷ୍ଟମର୍ଟମ ରିପୋର୍ଟ ନେଇ କ୍ୟାପିଟାଲ ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି।
ଏକ ଘରୋଇ ମେଡିକାଲ ପକ୍ଷରୁ ୮ ଜଣ କ୍ୟାନସର ସର୍ଭାଇବରଙ୍କୁ ମାଉଣ୍ଟେନ ଟ୍ରାକିଂର ସୁଯୋଗ ଦିଆଯାଇଥିଲା।
ଭୂରିଭୂରି ପ୍ରଶଂସା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।
ବିଜେପି ପାଇଁ ଆବଶ୍ୟକ ପଡ଼ୁଥିବା ୨ ପ୍ରତିଶତ ବେଶ ଗୁରୁତ୍ୱବହନ କରୁଛି।
ଆଜି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲା ସମେତ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଚାକିରି ଛାଡ଼ି ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଆସିଷ୍ଟାଣ୍ଟ୍ ପ୍ରଫେସର ଭାବେ ଯୋଗ ଦେଇଥିଲେ ଦ୍ରୋପଦୀ।
ଦ୍ରୌପଦୀ ମୁର୍ମୁ NDAର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକଥା ପୂର୍ବରୁ ଜାଣିଥିଲେ। ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇ ନବୀନ କରିଥିବା ଟ୍ୱିଟ୍ରେ ଏହାର ସଙ୍କେତ ମିଳିଛି।
ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧୁବାର। ତିଥି – ୯ମୀ ରାତ୍ରି ୦୮/୪୫ ଗତେ ୧୦ ମୀ, ଚନ୍ଦ୍ର – ମୀନ ଅହୋରାତ୍ର, ଘାତ ଚନ୍ଦ୍ର- ଧନୁ ରାଶିର ଅହୋରାତ୍ର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଏକ ପ୍ରେସମିଟ ଜରିଆରେ ଦ୍ରୌପଦୀଙ୍କ ନାଁ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ପ୍ରାର୍ଥୀ ଘୋଷଣା ପରେ OTVକୁ ଦ୍ରୌପଦୀ ମୁର୍ମୁ ଦେଇଥିଲେ ପ୍ରଥମ ପ୍ରତିକ୍ରିୟା ।
ପାଣି ଭିତରୁ ତାକୁ ପୂର୍ବରୁ କଢ଼ାଗଲାନି କାହିଁକି ? ଠିକ୍ ଚିକିତ୍ସା କରାଯାଇଥିଲା ତ ?
ବୋଡେନ୍ ବ୍ଲକ୍ ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ହମଲା । ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ ମାଓବାଦୀ ମାନେ ହମଲା କରିଛନ୍ତି ।
SDJMଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଲେ କଟକ ଜିଲ୍ଲା ଜଜ୍ ।
ବଦ୍ରୀ କହିଛନ୍ତି, ଯୁବବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଅଗ୍ରାଧିକାର ଦେଉଛନ୍ତି । ଆଉ ଏହାକୁ ନେଇ ବଦ୍ରୀ ପାତ୍ର ଦେଇଛନ୍ତି ବଡ଼ ବୟାନ । ସେ କହିଛନ୍ତି ୨୦୨୪ରେ ଯୁବକମାନଙ୍କୁ ବାଟ ଛାଡ଼ିବାକୁ ପଡ଼ିବ ।
ଆଜି ବି ମନେ ପଡ଼େ ସେଇ ନଅଙ୍କ ଦୁର୍ଭିକ୍ଷର କଥା। ପ୍ରଶାସନିକ ଅବହେଳା ପାଇଁ ଚାହୁଁଚାହୁଁ ୧୦ ଲକ୍ଷ ଲୋକଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିଲା। ଆଉ ପଡ଼ି ରହିଥିଲା ଶହଶହ କଙ୍କାଳସାର ମଣିଷଙ୍କ ଶବ..ପରିବେଶବିତ୍ କହୁଛନ୍ତି କିଛି କହିହେବନି..କେତେବେଳେ ଆମେ ବି ସାମ୍ନା କରିପାରିବା ନଅଙ୍କ ଦୁର୍ଭିକ୍ଷର ଦଶା..
କୋଣାର୍କକୁ ରେଳ ସଂଯୋଗ ପାଇଁ ଖୁବଶୀଘ୍ର ସର୍ଭେ କରାଯିବ । ପୁରୀରୁ ସଂଯୋଗ ହେବ କି ଅନ୍ୟ କେଉଁଠୁ କରାଯିବ ସେ ନେଇ ହେବ ସର୍ଭେ । ରେଳ ଲାଇନ୍ ସର୍ଭେ ନେଇ ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
କ୍ୟାନସରକୁ ମାତ୍ ଦେଇଥିବା ସ୍ୱାଗତିକା ଦୁଃସାହସିକ ପର୍ବତ ଆରୋହରଣ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ।
୯୭ ବର୍ଷ ବୟସରେ ବି ଫିଟ୍ କଟକର ନିରଞ୍ଜନ ପଟ୍ଟନାୟକ। ୨୨ ବର୍ଷ ହେଲା କରୁଛନ୍ତି ଯୋଗାଭ୍ୟାସ୍..