• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 25 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Saturday, 25 June 2022
Raimohan Parida Passes Away
ପଞ୍ଚଭୂତରେ ବିଲୀନ ହେଲା ରାଇମୋହନଙ୍କ ପାର୍ଥିବ ଶରୀର

ସ୍ୱର୍ଗଦ୍ୱାରରେ ଶୋକାକୂଳ ପରିବେଶରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Draupadi Murmu Nominated as President
ଦ୍ରୌପଦୀ ଏନ୍‌ଡିଏଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ସମର୍ଥନ ବଢିବାରେ ଲାଗିଛି

ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରରୁ ରାଇସିନା ହିଲ୍ସ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଦ୍ରୌପଦୀ ମୁର୍ମୁ। ଆଜି ସଂସଦ ଭବନରେ ନିଜ ସମର୍ଥକଙ୍କ ସହ ପହଞ୍ଚିଥିଲେ ଦ୍ରୌପଦୀ।

Raimohan Parida
ମୃତ୍ୟୁ ପୂର୍ବରୁ ପତ୍ନୀ-ଝିଅଙ୍କୁ କରିଥିଲେ ଶେଷ ମେସେଜ୍

ଖବର ପାଇବା ମାତ୍ରେ ତାଙ୍କ ପାଖ ପଡ଼ୋଶୀଙ୍କଠାରୁ ଆରମ୍ଭ କରି ଓଡ଼ିଆ ସିନେ ଜଗତର ଅନେକ କଳାକାର ତାଙ୍କ ଶେଷ ଦର୍ଶନ ପାଇଁ ବାସଭବନ ଆଗରେ ରୁଣ୍ଡ ହୋଇଥିଲେ । ଆଉ ସମସ୍ତଙ୍କ ମୁହଁରେ ଥିଲା ସେଇ ଗୋଟିଏ ପ୍ରଶ୍ନ ।

Raimohan Parida was found dead
ସଂଳାପର କିଙ୍ଗ୍‌ ରାଇମୋହନ ପରିଡା; ‘ହେଇ ଅନାନି’ ଠାରୁ ‘କାବୁଲି… କାବୁଲି…’

‘ହେଇ ଅନାନି’ ହେଉ କି ‘କାବୁଲି… କାବୁଲି…’ ଏହି ସଂଳାପ କଥା ମନକୁ ଆସିଲେ ଭାସିଆସେ ରାଇମୋହନଙ୍କ ଚେହେରା। ତାଙ୍କର ଆହୁରି ଅନେକ ସଂଳାପ ପ୍ରାୟ ଲୋକଙ୍କ ମୁହଁରେ ଥାଏ। ଆସନ୍ତୁ ରାଇମୋହନଙ୍କ ଆଉ କିଛି ସଂଳାପ ଉପରେ ନଜର ପକେଇ ନେବା।

Lubun- Raimohan Parida
‘ଆତ୍ମହତ୍ୟା ପୂର୍ବରୁ ୩୦ ହଜାର ଟଙ୍କା ନେଇଥିଲେ ରାଇମୋହନ’

ରାଇମୋହନଙ୍କ ପରଲୋକ ଖବର ପାଇବା ପରେ ଲୁବୁନ୍ ତାଙ୍କ ବାସଭବନରେ ପହଞ୍ଚିଥିଲେ । ସେଠାରେ ଓଟିଭି ଆଗରେ ନିଜର ଦଃଖ ପ୍ରକାଶ କରିବା ସହ ଗତକାଲି ରାଇମୋହନଙ୍କୁ ଭେଟିଥିବା ସେ କହିଥିଲେ ।

Ollywood actor Raimohan Parida no more
ରାଇଙ୍କ ପାଇଁ ହାସ୍ୟ ଅଭିନେତାଙ୍କ ଆଖିରେ ଲୁହ : ସ୍କ୍ରିନ୍‌ ଉପରେ କାନ୍ଦି ପକାଇଲେ ଜୟୀ

ସେ ସବୁବେଳେ କହେ ମୋର ଆହୁରି କିଛି କରିବାର ଅଛି, ଆହୁରି କିଛି ଶିଖିବାର ଅଛି । ଅଭିନୟ ଦିଗରେ ଆଶା ବହୁତ ଥିଲା ।

Ollywood actor Sritam Das expresses shock over Raimohan's death
‘କାଲି ସାଙ୍ଗଙ୍କୁ ପୁରୀ ପ୍ରସାଦ, ଚା’ ଦେଇଥିଲେ...ଆଜି ଚାଲିଗଲେ’

ରାଇମୋହନଙ୍କ ମୃତ୍ୟୁକୁ ନେଇ ଶ୍ରୀତମ କହିଛନ୍ତି, ‘ନିଜକୁ ତିଆରି କରିଥିବା ମଣିଷ ହଠାତ୍‌ ଆତ୍ମହତ୍ୟା କରିବା କଥା ବିଶ୍ୱାସ ହେଉନି। ତେଣୁ ନିଶ୍ଚିତ ଭାବେ ଏହାର ତଦନ୍ତ କରାଯାଉ।’

Raimohan Parida
‘ମୋତେ ଦାଦା କହୁଥିଲେ ଆମ ସମୟ ସରିଆସିଲାଣି, ଆଉ ଭଲ ଲାଗୁନି’

ସମସ୍ତଙ୍କ ମନରେ ସେଇ ଗୋଟିଏ କଥା, ରାଇମୋହନ ଆତ୍ମହତ୍ୟା କରିଛନ୍ତି ବୋଲି ବିଶ୍ୱାସ ହେଉନି । ସବୁବେଳେ ବିନ୍ଦାସ ରହୁଥିବା ଲୋକଟି କେମିତି ବା ଆତ୍ମହତ୍ୟା କରିପାରିବ ?

Raimohan Passes Away
‘ସେ ସେମିତିକା ପିଲା ନୁହେଁ’ : ରାଇମୋହନଙ୍କ ମୃତ୍ୟୁ ଖବର ଶୁଣି କାନ୍ଦିଲେ ଅଭିନେତା ଅଶ୍ରୁମୋଚନ

ସେ ସେମିତିଆ ପିଲା ନୁହେଁ । କେତେ ଦୁଃଖ ଆଉ ସଂଘର୍ଷରୁ ବାହାରି ଆସିଛି ।

Raimohan Parida
ନିରବିଗଲେ ରାଇମୋହନ : ସବୁଦିନ ପାଇଁ ମନେ ରହିବ ତାଙ୍କର ଦମ୍‌ଦାର ଡାଇଲଗ୍‌

ସେ ଚାଲିଗଲେ ସତ ହେଲେ ଦର୍ଶକଙ୍କୁ ସବୁଦିନ ପାଇଁ ମନେ ପଡ଼ିବ ତାଙ୍କର ଦମଦାର ଡାଇଲଗ୍‌

Ollywood actor Raimohan Parida dies by suicide
କ’ଣ ଥିଲା ରାଇମୋହନଙ୍କ ସହ ସିଦ୍ଧାନ୍ତଙ୍କ ଶେଷ କଥା ?

ଅଚାନକ୍‌ ରାଇମୋହନଙ୍କ ମୃତ୍ୟୁକୁ କେହିବି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, ‘ବିଶ୍ୱାସ ହେଉନି ରାଇ ଭାଇ ଆତ୍ମହତ୍ୟା କରିଛନ୍ତି।

Raimohan Parida
ପୁରା ଓଲିଉଡ୍ ସ୍ତବ୍ଧ ! ପାଖାପାଖି ୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ରାଇମୋହନ

ରାଇମୋହନ ଜଣେ ଲୋକପ୍ରିୟ ଅଭିନେତା ଥିଲେ । ଦର୍ଶକଙ୍କ ମନରେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଥିଲା ।

Odia Actor Raimohan Parida Commits Suicide
ଆତ୍ମହତ୍ୟା କଲେ ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ା

ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। 

Boyfriend Santosh Patra
ରଶ୍ମିରେଖା ଆତ୍ମହତ୍ୟା ମାମଲା; ରାଜାଙ୍କ ପରେ ଆଜି ବୟଫ୍ରେଣ୍ତ ସନ୍ତୋଷଙ୍କୁ ଜେରା

ରଶ୍ମୀରେଖା ଆତ୍ମହତ୍ୟା ମାମଲାରେ ବୟଫ୍ରେଣ୍ତ ସନ୍ତୋଷ ପାତ୍ରଙ୍କୁ ଥାନାରେ ଜେରା ।

Auto-Rickshaw Driver
ଅଟୋ ଡ୍ରାଇଭର୍‌ରୁ ସଫଳ ଛତୁ ଚାଷୀ, ମାସକୁ ରୋଜଗାର ୪୦ ହଜାର..

ଦିନେ ଅଟୋ ଚଳାଉଥିଲେ, ଏବେ ଛତୁ ଚାଷ କଲେ। ପରିବାର ପ୍ରତିପୋଷଣ ପାଇଁ ଅସୁବିଧା ହେବାରୁ ଛତୁ ଚାଷ କରିବା ପାଇଁ ମନ ବଳାଇଲେ ପ୍ରଦୀପ୍ତ। ଏବେ ଏଇ ଚାଷ କରି ମାସକୁ ରୋଜଗାର କରୁଛନ୍ତି ୪୦ ହଜାରରୁ ଅଧିକ ଟଙ୍କା..

People
ରାସ୍ତାକଡ଼ ଗାତରେ ପଡ଼ି ୪ ଶିଶୁ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରକୁ ୯ ଲକ୍ଷ ଟଙ୍କା ସହାୟତା

ଗାତ ଖୋଲିଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଶମନ୍ତପୁର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ।

Rainfall Alert
ଆସନ୍ତା ୨୪ ଘଣ୍ଟାରେ ୧୪ ଜିଲ୍ଲାରେ ପ୍ରବଳ ବର୍ଷିବ !

୧୪ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

VV Giri
ଆଉ ଜଣେ ଓଡ଼ିଶା ଜନ୍ମିତ ରାଷ୍ଟ୍ରପତି, ଏବେ ବି ତାଙ୍କ ନାଁରେ ଚାଲିଛି ସ୍କୁଲ-ମାର୍କେଟ୍

୧୯୮୦ରୁ ତାଙ୍କର ଦେହାବସାନ ହୋଇଥିଲେ ବି ବ୍ରହ୍ମପୁରରେ ତାଙ୍କର ସ୍ମୃତି ରହିଯାଇଛି । ଭି.ଭି ଗିରିଙ୍କ ବାସଭବନରେ ଚାଲିଛି ଗାର୍ଲସ ହାଇସ୍କୁଲ ।  ତାଙ୍କ ନାଁରେ ବ୍ରହ୍ମପୁରରେ ରାସ୍ତା ଓ ମାର୍କେଟକୁ ନାମିତ କରାଯାଇଛି ।

  • Friday, 24 June 2022
Women's Hockey Team
ବର୍ମିଂହାମର କମନ୍‌ୱେଲ୍‌ଥ ଗେମ୍‌ରେ ଚମକିବେ ଓଡ଼ିଆ ଝିଅ

ଦୀପ ଗ୍ରେସ୍ ଏକ୍କାଙ୍କୁ ଭାରତୀୟ ମହିଳା ହକି ଟିମ୍ ର ଉପଅଧିନାୟକ ଭାବେ ଚୟନ କରାଯାଇଛି ।

Man Hangs Self After Killing Son In Nuapada
ପୁଅକୁ ହତ୍ୟା କଲେ, ଶେଷରେ ବେକରେ ଦଉଡ଼ି ଦେଇ ନିଜେ ଝୁଲି ପଡ଼ିଲେ

ନିଜ ପୁଅକୁ ନିଜ ହାତରେ ହତ୍ୟା କଲା ବାପା। ଶେଷରେ ପଶ୍ଚାତାପ କରି ନିଜେ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି। ପୁଅ ଅନ୍ୟ ଜାତିରେ ବିବାହ କରିବାରୁ ଘରେ ବିବାଦ ଲାଗି ରହିଥିଲା।

Daily Horoscope
Daily Horoscope 24th June 2022: ଜାଣନ୍ତୁ କ'ଣ ରହିଛି ଆଜି ଆପଣଙ୍କ ଭାଗ୍ୟରେ..

ସୈାର ମିଥୁନ ମାସ କଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ଶୁକ୍ରବାର । ତିଥି – ୧୧ ଶୀ ରାତ୍ରି ୧୧/୧୨ ଗତେ ୧୨ଶୀ, ଚନ୍ଦ୍ର   – ମେଷ ଅହୋରତ୍ର, ଘାତ ଚନ୍ଦ୍ର-  ମେଷ ରାଶିର ଅହୋରତ୍ର, ଘାତ ବାର – ବିଛା, ଧନୁ ଓ ମୀନ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - ପଶୁସମ୍ପଦ ନାଶ- ଅନ୍ନଦାନ

Draupadi Murmu
ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଆଜି ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ

ଦ୍ରୌପଦୀଙ୍କୁ ୱାଇଏସ୍‌ଆର୍ କଂଗ୍ରେସର ସମର୍ଥନ ଘୋଷଣା । ଆଜି ନାମାଙ୍କନ ଭରିବେ ଦ୍ରୌପଦୀ । ଉପସ୍ଥିତ ରହିବେ ରାଜ୍ୟ ବିଜେପିର ୧୦ ବିଧାୟକ । ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ବି ଉପସ୍ଥିତ ରହିବେ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 24 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Friday, 24 June 2022
Police
ନ୍ୟାୟ ନପାଇ ଥାନା ଆଗରେ ଆତ୍ମାହୁତି ! ମୋ ସରକାର ଢୋଲପିଟା ଭିତରେ କାହିଁକି ବଢୁଛି ଏଭଳି ଘଟଣା ?

ନିଜକୁ ଜାଳିବା ପରେ ଜୀବନ ସହ ଜୁଝୁଛନ୍ତି ଆଉ ଜଣେ ଅସହାୟ । ପୋଲିସ୍ ଉପରୁ ତୁଟୁଛି ସାଧାରଣ ଲୋକଙ୍କ ଆସ୍ଥା ?