• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Special story
ଗ୍ୟାସ ଟାଙ୍କି ଫାଟି ଜଳିଗଲା ୫ବଖରା ଘର, ଅଳ୍ପକେ ବର୍ତ୍ତିଗଲେ ମାଆ-ଝିଅ

ଅଚାନକ୍‌ ଫାଟିଲା ଗ୍ୟାସ ସିଲିଣ୍ଡର । ଦେଖୁ ଦେଖୁ ହୁତୁ ହୁତୁ ନିଆଁ ଜଳିଲା ।

 fake Maoists
ଦୁଇ ନକଲି ମାଓବାଦୀଙ୍କୁ କାବୁ କଲା ପୋଲିସ୍‌ : ଧମକଚମକ ଦେଇ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ

ଭୟଭୀତ କରାଇ ଲୋକଙ୍କୁ ଲୁଟୁଥିଲେ ନକଲି ମାଓବାଦୀ, ଗିରଫ କଲା ପୋଲିସ୍ ।

Special story
କିଏ ଗାଏବ କରୁଛି ବିଧବା ବୃଦ୍ଧା ଲକ୍ଷ୍ମୀପ୍ରିୟାଙ୍କ ଭତ୍ତା ? ସରକାରୀ କାଗଜରେ ଟଙ୍କା ଉଠୁଛି, ହେଲେ ତାଙ୍କୁ ମିଳୁନି

୧୫ ମାସ ଧରି ଭତ୍ତା ମଞ୍ଜୁର ହୋଇ ସାରିଛି, ହେଲେ ଆଉ କେହି ଜଣେ ତାଙ୍କର ଭତ୍ତା ଟଙ୍କା ଉଠାଉଛି ।

14 brass idols unearthed at Nahabhanga village in Odisha's Cuttack
ମାଟିତଳୁ ଉଦ୍ଧାର ହେଲା ୧୪ଟି ପିତ୍ତଳ ମୂର୍ତ୍ତି

କଟକ ଜଲ୍ଲା ରାଉତି ପାଟଣା ନାହାରଙ୍ଗା ଗାଁର ଜଣେ ବ୍ୟକ୍ତିଙ୍କ ଘରର ମାଟି ତଳୁ ମିଳିଛି ୧୪ଟି ପିତଳ ମୂର୍ତ୍ତି ।

Special story
ପ୍ରେମ ବିବାହ କରିଥିଲେ ଲୋକପ୍ରିୟ ଖଳନାୟକ ରାଇମୋହନ, ହେଲେ ହଠାତ୍‌ ଏପରି ନିଷ୍ପତ୍ତି କାହିଁକି ?

ଭୁବନେଶ୍ୱରସ୍ଥିତ ଆମୋଫୋଇ ସଂସ୍ଥା ସହାୟତାରେ ବିବାହ କରିଥିଲେ ରାଇମୋହନ ।

Begging
ନାତି ପାଇଁ ଆଈ ହାତରେ ଭିକ୍ଷାଥାଳ : କାନ୍ଦି କାନ୍ଦି କହୁଛି, ମୋ ନାତିକୁ ବଞ୍ଚାଇ ଦିଅ..

ଡାକ୍ତର କହିଛନ୍ତି ବାହାରକୁ ନେଇ ଅପରେସନ କଲେ ଭଲ ହୋଇଯିବ । ହେଲେ ଭଲ କରିବାକୁ ପାଖରେ ଅର୍ଥ ନାହିଁ, ଯାହା ବି ଥିଲା ଡାକ୍ତରଖାନାରେ ଦେଖାଇ ସବୁ ସରିଯାଇଛି ।

Think Crow Funerals Are Strange? Wait Until You See the Wake
ରାସ୍ତାରେ ମରି ପଡ଼ିଛି କାଉ;ବଞ୍ଚାଇବା ଆଶାରେ ରଡ଼ି ଛାଡୁଛନ୍ତି ସାଥୀ, ଦେଖନ୍ତୁ ଭିଡିଓ...

ରାସ୍ତାରେ ପଡ଼ିରହିଛି ପକ୍ଷୀର ମୃତଦେହ, ବଞ୍ଚାଇବା ଆଶାରେ ରାସ୍ତାରୁ ଯାଉନାହାଁନ୍ତି ସାଥୀ ଚଢ଼େଇ...

Sura Routray
‘ମୁଁ ୯୯ ପ୍ରତିଶତ ଦ୍ରୌପଦୀଙ୍କୁ ସମର୍ଥନ କରୁଛି, ହେଲେ...’

ନରସିଂହଙ୍କ ବୟାନର ଦିନକ ପରେ ସୁର କହିଛନ୍ତି ଦ୍ରୌପଦୀଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ କରିବାକୁ ସେ ସୋନିଆଙ୍କୁ ପରାମର୍ଶ ଦେଲେ ।

headmistress-salary-stopped-by-minister
ପଣିକିଆ କହି ପାରିଲେନି ପିଲା : ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିଦେଲେ ଗଣ ଶିକ୍ଷାମନ୍ତ୍ରୀ

ତୃତୀୟ ଶ୍ରେଣୀ ପିଲା ତିନିକ ପଣକିଆ କହି ନ ପାରିବାକୁ କ୍ଷୁବ୍ଧ ହେଲେ ମନ୍ତ୍ରୀ। ଏହି ଘଟଣାରେ ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିବା ସହ ତାଙ୍କୁ ନୋଟିସ୍‌ ଜାରି କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ

Farming
ବିଟେକ୍‌ରୁ ସଫଳ ଚାଷୀ; ଚାକିରି ପଛରେ ନ ଧାଇଁ ବି ଲକ୍ଷପତି

ବିଟେକ୍ ପାଠ ପଢ଼ିଥିଲେ। କିନ୍ତୁ ଏ ଚାକିରି-ମହଙ୍ଗା ଯୁଗରେ ସେ ଆଉ ଚାକିରି ପଛରେ ନଗୋଡ଼େଇ ନୂଆ କିଛି କରି ପଇସା ରୋଜଗାର କରିବାକୁ ଉପାୟ କଲେ। ଶେଷରେ ଫୁଲଚାଷ କରି ସେ ଏବେ ଲକ୍ଷପତି। ଏ ଭିଡିଓ ଦେଖି ଆଜିକାଲିର ଯୁବକଯୁବତୀ, ରୋଜଗାର କରିବାର ଉପାୟଟି ତାଙ୍କଠାରୁ ଶିଖି ପାରିବେ।

Sweety Roy
ଷ୍ଟେସନରୁ ନିଖୋଜ ଛାତ୍ରୀ ସ୍ୱିଟିଙ୍କ ମିଳିଲା ସନ୍ଧାନ ! ବୟଫ୍ରେଣ୍ଡ ସହ ଫେରାର ସୂଚନା

ଇଞ୍ଜିନିୟରିଂ ଛାତ୍ରୀଙ୍କ ପୁରୁଷ ବନ୍ଧୁ ପଶ୍ଚିମବଙ୍ଗରେ ଥିବା ଜଣାପଡ଼ିବା ସହ ତାଙ୍କ ମୋବାଇଲ କୋଲକାତା ଚିତପୁରରେ ଥିବା ଦେଖାଉଛି । ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ପୋଲିସର ସହାୟତା ନେଇଛି ଜିଆରପି ।

AK-47
ରାଉରକେଲାର କୁଖ୍ୟାତ ଅପରାଧୀକୁ ଏନ୍‌କାଉଣ୍ଟର, AK-47 ଜବତ!

ରାଉଲକେଲା ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ଆହତ ।

matric result
ଜୁଲାଇରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

ରେଜଲ୍ଟ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିବା ସେ କହିଛନ୍ତି । 

Rahul Sahu
ହସ୍‌ପିଟାଲରୁ ବାହାରିଲା ମୃତ୍ୟୁଞ୍ଜୟୀ ବାଳକ ରାହୁଲ, ଗିଫ୍ଟ ପାଇ ଭାରି ଖୁସି

ସକାଳ ପ୍ରାୟ ୧୧ଟା ସମୟରେ ରାହୁଲକୁ ବିଳାସପୁରର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏହାପରେ ରାହୁଲ ୨ଟା ବେଳେ ଜାଞ୍ଜଗିର ଚାମ୍ପା ଜିଲ୍ଲାପାଳଙ୍କୁ ସାକ୍ଷାତ କରିବ । ଅପରାହ୍ନ ୩ଟା ବେଳକୁ ନିଜ ଗାଁ ପିହରିଡ୍‌ରେ ପହଞ୍ଚିବ ରାହୁଲ ।

Draupadi Murmu
ଦ୍ରୌପଦୀଙ୍କୁ ମାୟାବତୀଙ୍କ ସମର୍ଥନ ଘୋଷଣା, ଦଳ ନୁହେଁ ଆଭିମୁଖ୍ୟକୁ କଲେ ପ୍ରଶଂସା

ମାୟାବତୀ ସିଧାସଳଖ ଦ୍ରୌପଦୀଙ୍କୁ ସମର୍ଥନ କରିବେ କହିଛନ୍ତି । ବିଜେପି କିମ୍ବା NDAକୁ ନୁହେଁ ଦଳର ଆଭିମୁଖ୍ୟ ପାଇଁ ସମର୍ଥନ କରୁଥିବା ଘୋଷଣା କରିଛନ୍ତି ମାୟାବତୀ ।

Anganwadi In Rent House
ଗୋଡ଼ ବୁଲେଇବାକୁ ଜାଗା ନାହିଁ, ଗୋଟିଏ ଘରେ ରୋଷେଇ ସାଙ୍ଗକୁ ପାଠପଢ଼ା

ଚିର ମରୁଡି ପ୍ରପିଡିତ ଏବଂ ଅର୍ଦ୍ଧ ବିକଶିତ ଅଞ୍ଚଳ ପଦ୍ମପୁରରେ ସରକାରୀ ଯୋଜନା କେବଳ କାଗଜ ପତ୍ରରେ ଦେଖିବାକୁ ମିଳେ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ପଦ୍ମପୁର ବିଜ୍ଞାପିତ ଅଂଚଳର ଓ୍ୱାର୍ଡ ନମ୍ବର ୨ ରେ ଚାଲୁଥିବା ଏକ ଅଙ୍ଗନବାଡି କେନ୍ଦ୍ର ।

Hockey India
ଓଡ଼ିଆ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ, ଖେଲୋ ଇଣ୍ଡିଆରେ ନାମସୀ ଜାରିକା

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବେଲହାରୀ ଗ୍ରାମର ଆଦିବାସୀ ଝିଅ ନାମସି ଜାରିକା । ବାପ ଛେଉଣ୍ଡ ନାମସୀଙ୍କ ପିଲାଟି ଦିନରୁ ଖେଳ ପ୍ରତି ଥିଲା ବେଶ ଆଗ୍ରହ । ବହୁ କଷ୍ଟରେ ହକି ଖେଳ ପ୍ରତି ଆଗ୍ରହ ରଖିଥିବା ନାମସୀ ୨୦୧୪ ମସିହାରେ ରାଉରକେଲା ସ୍ଥିତ ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ଆରମ୍ଭ କରିଥିଲେ ଅଭିଯାନ ।

Luggage Scanning
ଲଗେଜ୍‌ ସ୍କାନିଂ ବେଳେ ବିଡ଼ା ବିଡ଼ା ଟଙ୍କା

ପୁରୀ ସଦର ଥାନା ମୁକୁନ୍ଦ ମିଶ୍ର ନଗରରେ ବୋମାମାଡ଼ ।  ଜଣେ ଆହତ; ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ।

Daily Horoscope
Daily Horoscope 25th June 2022: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଖୁସି ଖବର..

ସୈାର ମିଥୁନ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ଶନିବାର । ତିଥି – ୧୨ ଶୀ ରାତ୍ରି ୦୧/୧୦ ଗତେ ୧୩ଶୀ, ଚନ୍ଦ୍ର   – ମେଷ ସନ୍ଧ୍ୟା ୦୫/୦୨ ଗତେ ବୃଷ, ଘାତ ଚନ୍ଦ୍ର-  ମେଷ ରାଶିର, ସନ୍ଧ୍ୟା  ୦୫/୦୨ ଗତେ ବିଛା ରାଶିର, ଘାତ ବାର – ବୃଷ, ସିଂହ ଓ କନ୍ୟା  ରାଶିର

deadbody
ନ୍ୟାୟ ପାଇଁ ଥାନା ସାମ୍ନାରେ ଆତ୍ମାହୂତି ଦେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ

କିଶନନଗର ଥାନା ସାମ୍ନାରେ ନିଜ ଦେହରେ ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ମୃତ୍ୟୁ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।

Raimohan Parida Passes Away
ଅନାନି... ଆଉ ଡାକିଲେବି ଅନେଇବେନି !

କଥାରେ କଥାରେ ଉଦଣ୍ଡୀ ସୀତାକୁ ଲୁହ ଦେଉଥିବା ମଣିଷଟା ଆଜି ହଠାତ ଏମିତି କେମିତି ଚାଲିଗଲା।