କାଲି ନାମାଙ୍କନ ଭରିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ପ୍ରସ୍ତାବକ ହେଲେ ବିଜେଡିର ଦୁଇ ମନ୍ତ୍ରୀ। ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ପ୍ରସ୍ତାବକ।
ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ଦ୍ୱାରା ଆଦିବାସୀ ଭୋଟ କାଳେ ବିଜେପିକୁ ଚାଲିଯିବ ସେଇ ଆଶଙ୍କାରେ ବିଜେଡି ଏଭଳି ମାହୋଲ ସୃଷ୍ଟି କରୁଥିବା କହିଛନ୍ତି ରାଜନୈତିକ ସମୀକ୍ଷକ ।
ରଶ୍ମିରେଖା ମୃତ୍ୟୁ ମାମଲାରେ ତାଙ୍କ ପୂର୍ବତନ ବୟଫ୍ରେଣ୍ଡ୍ଙ୍କୁ ଚାଲିଛି। ଥାନାରେ ହାଜର ହୋଇ ଘଟଣା ସମ୍ପର୍କରେ ପକ୍ଷ ରଖିଛନ୍ତି ଟେଲି ଅଭିନେତା ରାଜା। ଏକାଧିକ ପ୍ରଶ୍ନ ସହ ରାଜାଙ୍କୁ ଗୁଡେଇ ତୁଡେଇ ଜେରା କରିଛି ନୟାପଲ୍ଲୀ ପୋଲିସ।
ହାତୀ ମୃତ୍ୟୁ ଘଟଣା ସମ୍ପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିଏଫ୍ଓ କହିଛନ୍ତି ଯେ, ପୋଷ୍ଟମର୍ଟମ ବେଳେ ହାତୀ ହେହରୁ ଗୋଟିଏ ଗୁଳି ମିଳିଛି ।
ଚାରି ଚାରି ଜଣ ଶିଶୁଙ୍କୁ ହରାଇ କାନ୍ଦବୋବାଳିରେ ଫାଟି ପଡ଼ୁଛି ପରିବେଶ । ଏହି ଅଘଟଣ ପାଇଁ ଠିକାଦାରଙ୍କୁ ଦାୟୀ କରି ଲୋକେ କ୍ଷତିପୂରଣ ଦାବି କରିଛନ୍ତି ।
ବେଷ୍ଟ ଚଏସ୍କୁ ସମସ୍ତେ ସମର୍ଥନ ଦେବେ । ଯେଉଁମାନେ ସମର୍ଥନ ଦେଇଛନ୍ତି ଧନ୍ୟବାଦ ଦେବି ।
ଥାନାରେ ବୁଝାସୁଝା କରି ଉଭୟଙ୍କୁ ଛଡ଼ାଯାଇଥିଲା । ଦୁହେଁ ଏବେ ଭୁବନେଶ୍ୱର ଫୁଲେଶ୍ୱରୀ ବସ୍ତିରେ ଏକାଠି ରହିଥିବା ସୂଚନା ମିଳିଛି ।
ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରୁ ୨୦ କିଲୋମିଟର ଯିବା ପରେ କୁସୁମି ବ୍ଲକରେ ପଡିବ ଉପରବେଡା ଡୁଙ୍ଗୁରିସାହି । ଯେଉଁ ଗାଁ ଏବେ ବେଶ ଚର୍ଚ୍ଚିତ । ଆଦିବାସୀ ବହୁଳ ଏହି ଗାଁ ଲୋକଙ୍କ ଭିତରୁ ଅଧିକାଂଶ ନିରକ୍ଷର ।
ମୁର୍ମୁଙ୍କ ପ୍ରାର୍ଥୀତ୍ୱ ଘୋଷଣା ପୂର୍ବରୁ ବିରୋଧୀଦଳ ପ୍ରାର୍ଥୀ ଘୋଷଣା କରିଛି । ଜଣକୁ ଛିଡ଼ା କରି ଅନ୍ୟ ଜଣକୁ ସମର୍ଥନ କରିବା ଠିକ୍ କଥା ନୁହେଁ କହିଲେ ନରସିଂହ ।
ଏବେ ବି ତାଲିକାରେ ନାଁ ରହିଛି, ମିଡିଆରେ ବହିଷ୍କୃତ ହୋଇଛି ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ଯଦି ଭଲ ପାଉ ନ ଥାନ୍ତେ, ଲିଖିତ ଭାବେ ବିଧାନସଭାକୁ ଜଣାଇଥାନ୍ତେ ।
ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ପୂର୍ବର ଭିଡିଓ ଏବେ ସାମ୍ନାକୁ ଆସିଛି। ରଶ୍ମିରେଖା ଏକ ବାର୍ରେ ଡ୍ୟାନ୍ସ କରୁଥିବା ଏହି ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି।
ଆସନ୍ତାକାଲି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ।
ଗୁରୁଙ୍କ ବାର୍ଦ୍ଧକ୍ୟ ସମୟରେ ସେ ଯେମିତି ଆଶାର ବାଡ଼ି ପାଲଟି ଯାଇଛନ୍ତି।
ଗରିବ ଖଟିଖିଆ ଲୋକଙ୍କୁ ପୋଲିସ୍ ବାବୁଙ୍କ ନାଲି ଆଖି। ଜୟପୁର ଟାଉନଥାନା ଅଧିକାରୀ ସଞ୍ଜୟ ମଣ୍ଡଳ ଲୋକଙ୍କୁ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି।
ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିପାରିନି।
ଭୁବନେଶ୍ୱର ରେଲ୍ୱେ ଷ୍ଟେସନ ପ୍ଲାଟ୍ଫର୍ମରୁ ଜଣେ ଯୁବତୀ ନିଖୋଜ ନେଇ ଅଭିଯୋଗ ହୋଇଛି। ୬ ନମ୍ବର ପ୍ଲାଟ୍ଫର୍ମରେ ଓହ୍ଲାଇଥିବା ନେଇ ପରିବାର ଲୋକଙ୍କୁ ଜଣାଇଥିଲେ।
ରାଜ୍ୟ ନ୍ୟାୟପାଳିକାର ପ୍ରଦର୍ଶନ ନେଇ ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବାର୍ଷିକ ରିପୋର୍ଟ ପ୍ରକାଶ କରାଯାଇଛି। ୨୦୨୧ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ୧ ଲକ୍ଷ ୭୩ ହଜାର ୫୧୦ ମାମଲା ପଡ଼ି ରହିଛି।
କାଲି ନାମାଙ୍କନ ଭରିବେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ
ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ୍ ସନ୍ତୋଷ ପାତ୍ରଙ୍କୁ ନୋଟିସ୍ ଜାରି କରାଯାଇଛି। ଲିଭ୍ ଇନ୍ ରିଲେସନସିପ୍ରେ ଥିବା ବୟଫ୍ରେଣ୍ଡ୍ ସନ୍ତୋଷଙ୍କୁ ହାଜର ପାଇଁ ପୋଲିସ ନୋଟିସ୍ ଜାରି କରିଛି।
ଆସନ୍ତାକାଲି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଗତ ୨ ଦିନ ହେବ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇଛି। ଏଥିପାଇଁ ଆଜି ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ଗୁରୁବାର। ଧନୁ ରାଶିର ପ୍ରାତଃ ୦୬/୧୪ ଗତେ ମେଷ ରାଶିର ଘାତ ବାର - ତୁଳା, କୁମ୍ଭ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ନାସ୍ତି
କାହିଁକି ରଶ୍ମିରେଖା ଆତ୍ମହତ୍ୟା କଲେ, ଏବେ ତାର କାରଣ ଖୋଜୁଛି ପୋଲିସ। ଏଥିପାଇଁ ୨ ବଏଫ୍ରେଣ୍ଡଙ୍କୁ ଥାନାରେ ହାଜର ପାଇଁ କୁହାଯାଇଥିବା ପୋଲିସ ସୁତ୍ରରୁ ଜଣାପଡ଼ିଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ରାଜ୍ୟରେ ଥିବା ୭ଟି ମେଗା ଜଳବିଦ୍ୟୁତ କେନ୍ଦ୍ରର ମୋଟ ଉତ୍ପାଦନ କ୍ଷମତା ୨୦୯୯. ୫ ମେଗାୱାଟ୍ । କିନ୍ତୁ ଜୁନ୍ ୨୧ରେ ଏସବୁରୁ ଉତ୍ପାଦନ ହୋଇଛି ମାତ୍ର ୯୪.୫୪ ମେଗାୱାଟ୍, ଯାହାକି ମୋଟ୍ କ୍ଷମତାର ୫ ପ୍ରତିଶତରୁ ବି କମ୍ ।