• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pencil Art

Pencil Art
ଅଜବ ପ୍ରତିଭା, ଯାହା ଦେଖୁଛନ୍ତି ତାହା ଆଙ୍କୁଛନ୍ତି

ପିଲାଟି ଦିନରୁ ଉମାକାନ୍ତଙ୍କର ଚିତ୍ର ପ୍ରତି ପ୍ରବଳ ଦୁର୍ବଳତା ଥିଲା । ସେଥିପାଇଁ ତ ଯେଉଁଠି ବସିଲେ ବି ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ଦେଉଛନ୍ତି ଉମାକାନ୍ତ।

Ninth class student from Kendrapara impresses with her pencil art
ପେନସିଲ ଆର୍ଟ କରି ଚର୍ଚ୍ଚାରେ ଶାରଦା ସୁମନ, ଯାହା ଦେଖୁଛନ୍ତି ଅବିକଳ ଆଙ୍କୁଛନ୍ତି

ନବମ ଶ୍ରେଣୀର ଏଇ ଝିଅଟିର ହାତରେ ରହିଛି ଯାଦୁ । ପେନସିଲ୍ ଧରିଲେ ଅବିକଳ ଚିତ୍ର ଆଙ୍କିଦେଉଛନ୍ତି । ଦୈବୀ ଆଶୀର୍ବାଦ ପାଇଥିଲା ଭଳି ବଢୁଛନ୍ତି ଆଗକୁ ଆଗକୁ । ଭବିଷ୍ୟତରେ ହୋଇପାରନ୍ତି ଜଣେ ପ୍ରସିଦ୍ଧ ଚିତ୍ରଶିଳ୍ପୀ ।