• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 21 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ OTVକୁ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ପ୍ରତିକ୍ରିୟା

ଏକ ପ୍ରେସମିଟ ଜରିଆରେ ଦ୍ରୌପଦୀଙ୍କ ନାଁ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ପ୍ରାର୍ଥୀ ଘୋଷଣା ପରେ OTVକୁ ଦ୍ରୌପଦୀ ମୁର୍ମୁ ଦେଇଥିଲେ ପ୍ରଥମ ପ୍ରତିକ୍ରିୟା । More
  • Satyendu Shekher Mishra
  • 2 years ago

ରାଜ୍ୟ ସରକାରଙ୍କ ଫୋକସ୍‌ରେ ବିଦେଶୀ ପୁଞ୍ଜି, ୨୯ରେ ଦୁବାଇ ଇନ୍‌ଭେ ଷ୍ଟର୍ସ ମିଟ୍ରେ ନବୀନଙ୍କ ଯୋଗଦାନ

ନିବେଶକାରୀଙ୍କ ସହ ଓ୍ୱାନ୍ ଟୁ ଓ୍ୱାନ୍ ଅାଲୋଚନା କରିବେ ମୁଖ୍ୟମନ୍ତ୍ରୀ ପେଟ୍ରୋକେମିକାଲ୍ସ, ପ୍ଲାଷ୍ଟିକ୍, ଫୁଡ୍ ପ୍ରୋସେସିଂରେ ନିବେଶ ସୁଯୋଗ ସି ଫୁଡ୍ ପ୍ରୋସେସିଂ, ଟେକ୍ସଟାଇଲ୍ ଓ ଟୁରିଜିମ୍କୁ ମଧ୍ୟ ଗୁରୁତ୍ୱ More
  • Satyendu Shekher Mishra
  • 2 years ago

ମାଓ ହମଲାରେ ୩ CRPF ଯବାନ ସହିଦ

ବୋଡେନ୍ ବ୍ଲକ୍ ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ହମଲା । ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ ମାଓବାଦୀ ମାନେ ହମଲା କରିଛନ୍ତି । More
  • Satyendu Shekher Mishra
  • 2 years ago

ଅନୁଭବଙ୍କୁ ଝଟ୍‌କା ! ଶ୍ୱଶୁର ଘର ଛାଡ଼ିବେନି ବର୍ଷା

SDJMଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଲେ କଟକ ଜିଲ୍ଲା ଜଜ୍ । More
  • Satyendu Shekher Mishra
  • 2 years ago

ରାଜନୀତିରେ ଯୁବବର୍ଗଙ୍କୁ ନେଇ ବଦ୍ରୀ ପାତ୍ରଙ୍କ ବଡ଼ ବୟାନ

ବଦ୍ରୀ କହିଛନ୍ତି, ଯୁବବର୍ଗଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଗ୍ରାଧିକାର ଦେଉଛନ୍ତି । ଆଉ ଏହାକୁ ନେଇ ବଦ୍ର ପାତ୍ର ଦେଇଛନ୍ତି ବଡ଼ ବୟାନ । ସେ କହିଛନ୍ତି ୨୦୨୪ରେ ଯୁବକମାନଙ୍କୁ ବାଟ ଛାଡ଼ିବାକୁ ପଡ଼ିବ ।  More
  • Otv Khabar Bureau
  • 2 years ago

ନଅଙ୍କ ଦୁର୍ଭିକ୍ଷର କଥା ମନେ ପଡ଼ିଲେ ଆଜି ବି ଡର ଲାଗେ, ପ୍ରଶାସନିକ ଅବହେଳା ପାଇଁ ପ୍ରାଣ ହାରିଥିଲେ ୧୦ ଲକ୍ଷ ଲୋକ !

ଆଜି ବି ମନେ ପଡ଼େ ସେଇ ନଅଙ୍କ ଦୁର୍ଭିକ୍ଷର କଥା। ପ୍ରଶାସନିକ ଅବହେଳା ପାଇଁ ଚାହୁଁଚାହୁଁ ୧୦ ଲକ୍ଷ ଲୋକଙ୍କ ଉଡ଼ିଯାଇଥିଲା ପ୍ରାଣ ବାୟୁ। ଶହଶହ କଙ୍କାଳସାର ମଣିଷଙ୍କ ଶବ ଉପରେ..ପରିବେଶବିତ୍‌ କହୁଛନ୍ତି କିଛି କହିହେବନି..କେତେବେଳେ ଆମେ ବି ସାମ୍ନା କରିପାରିବା ନଅଙ୍କ ଦୁର୍ଭିକ୍ଷର ଦଶା.. More
  • Otv Khabar Bureau
  • 2 years ago

ଖୁବଶୀଘ୍ର କୋଣାର୍କକୁ ଗଢ଼ିବ ଟ୍ରେନ୍‌, ବିଶ୍ୱସ୍ତରୀୟ ହେବ ପୁରୀ ରେଲୱେ ଷ୍ଟେସନ୍‌

କୋଣାର୍କକୁ ରେଳ ଲାଇନ ସର୍ଭେ । କୋଣାର୍କକୁ ରେଳ ସଂଯୋଗ ପାଇଁ ଖୁବଶୀଘ୍ର ସର୍ଭେ କରାଯିବ । ପୁରୀରୁ ସଂଯୋଗ ହେବ କି ଅନ୍ୟ କେଉଁଠୁ କରାଯିବ ସେ ନେଇ ହେବ ସର୍ଭେ । ରେଳ ଲାଇନ୍ ସର୍ଭେ ନେଇ ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । More
  • Prangyan Parimita
  • 2 years ago

୧୨୦୦୦ ଫୁଟ ଉଚ୍ଚର ପର୍ବତ ଆରୋହରଣ କଲେ କ୍ୟାନସର ବିଜୟୀନି

କ୍ୟାନସରକୁ ମାତ୍‌ ଦେଇଥିବା ସ୍ୱାଗତିକା ଦୁଃସାହସିକ ପର୍ବତ ଆରୋହରଣ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । More
  • Otv Khabar Bureau
  • 2 years ago

ବୟସ କେବଳ ସଂଖ୍ୟା ମାତ୍ର;୯୭ ବୟସରେ ବି ନଇଁନି ଅଣ୍ଟା, ଏବେବି ବି ଫିଟ୍‌ ଆଉ ହେଲଦି

୯୭ ବର୍ଷ ବୟସରେ ବି ଫିଟ୍ କଟକର ନିରଞ୍ଜନ ପଟ୍ଟନାୟକ। ୨୨ ବର୍ଷ ହେଲା କରୁଛନ୍ତି ଯୋଗାଭ୍ୟାସ୍.. More
  • Prangyan Parimita
  • 2 years ago

ଥମୁନି ଆନ୍ଧ୍ରର ବଦମାସୀ : କୋଟିଆରେ ଲୁଚିଛପି ପଶିଲେ ଖୋଦ୍‌ ଉପମୁଖ୍ୟମନ୍ତ୍ରୀ ରାଜନ ଦୋରା

ଓଡ଼ିଶା ହାତରୁ ଖସିଯିବ କି କୋଟିଆ ? More
  • Otv Khabar Bureau
  • 2 years ago

ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ମା ଓ ସ୍ତ୍ରୀ, ହେଲେ ପୁଅ..

ପୁଅର ମୃତ୍ୟୁକୁ ଭୁଲି ପାରୁନି ମାଆ। କହୁଛି, ଭାତ ବାଢିଥିଲି ଖାଇକି ଗଲା ଯେ ଆଉ ଫେରିଲାନି। ସେପଟେ ସ୍ତ୍ରୀ କହୁଛି, ଥଣ୍ଡା ପିଉଥିବା ବେଳେ ଫୋନ୍‌ କରିଥିଲେ। ୩୦ ମିନିଟ୍‌ରେ ପହଞ୍ଚିବେ ବୋଲି ଫୋନ୍‌ ବି କଲେ, ହେଲେ ଆଉ ଫେରିଲେନି। ପୁଅ କହୁଛି, ବାପାଙ୍କ ହତ୍ୟାକାରୀକୁ ଦିଆଯାଉ କଠୋର ଦଣ୍ଡ । ଜାଣନ୍ତୁ କଣ ଥିଲା ପୂରା ଘଟଣା.. More
  • Otv Khabar Bureau
  • 2 years ago

ଅଜବ ପ୍ରତିଭା, ଯାହା ଦେଖୁଛନ୍ତି ତାହା ଆଙ୍କୁଛନ୍ତି

ପିଲାଟି ଦିନରୁ ଉମାକାନ୍ତଙ୍କର ଚିତ୍ର ପ୍ରତି ପ୍ରବଳ ଦୁର୍ବଳତା ଥିଲା । ସେଥିପାଇଁ ତ ଯେଉଁଠି ବସିଲେ ବି ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ଦେଉଛନ୍ତି ଉମାକାନ୍ତ। More
  • Otv Khabar Bureau
  • 2 years ago

ରାଜ୍ୟର ୯ କଂଗ୍ରେସ ବିଧାୟକଙ୍କୁ AICCର ଦିଲ୍ଲୀ ଡାକରା

AICC ପକ୍ଷରୁ ରାଜ୍ୟର ୯ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡକରା ହୋଇଛି । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀପତି... More
  • Otv Khabar Bureau
  • 2 years ago

ଲକ୍ଷାଧିକ ଟଙ୍କା ସହ ମଦ ଦୋକାନରୁ ଦାମି ମଦ ଲୁଟିନେଲେ ଦୁର୍ବୃତ୍ତ

ମଦ ଦୋକାନରୁ ଦାମି ମଦ ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । More
  • Otv Khabar Bureau
  • 2 years ago

ରଥ ଉପରେ ସେଲଫି ମନା: ଘୋଷଯାତ୍ରା ନେଇ ଜିଲ୍ଲାପାଳ ଓ ଏସ୍ପିଙ୍କ ବୈଠକରେ ନିଷ୍ପତ୍ତି

ବିଶ୍ୱ ପ୍ରଶିଦ୍ଧ ରଥଯାତ୍ରା ପାଇଁ ପରିଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ନେଇ ଜିଲ୍ଲାପାଳ ବୈଠକ ଅନୁଷ୍ଠିତ ହୋଇଛି । More
  • Satyendu Shekher Mishra
  • 2 years ago

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ, ପୋପ୍‌ଙ୍କୁ ଭେଟିବା ସହ WFPରେ ସାମିଲ ହେବେ ନବୀନ

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ । ରୋମ୍‌ରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ସାଙ୍ଗରେ କେହି ମନ୍ତ୍ରୀ ଯାଇନଥିବାରୁ ତେଜିଲା ରାଜନୀତି । More
  • Satyendu Shekher Mishra
  • 2 years ago

ଅଭିନେତ୍ରୀ ରଶ୍ମୀରେଖାଙ୍କ ରହସ୍ୟଜନକ ମୃତ୍ୟୁ, ସାମ୍ନାକୁ ଆସିଲା ତ୍ରିକୋଣୀୟ ପ୍ରେମ ଲିଙ୍କ୍ !

ରଶ୍ମୀରେଖାଙ୍କ ମୃତ୍ୟୁକୁ ନେଇ ରାଜଧାନୀରେ ହଇଚଇ । ଲିଭ୍ ଇନ୍‌ରେ ରହୁଥିବା ଯୁବକଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ । ଭୁବନେଶ୍ୱର ଡିସିପି କହିଲେ ଯୁବତୀ ଆତ୍ମହତ୍ୟା କରିଛନ୍ତି । More
  • Satyendu Shekher Mishra
  • 2 years ago

ଅଗ୍ନିବୀରଙ୍କ ପାଇଁ ଭାରତୀୟ ସ୍ଥଳସେନାର ନିଯୁକ୍ତି ବିଜ୍ଞପ୍ତି ପରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଦେଲେ ସ୍ୱତନ୍ତ୍ର ଅଫର

ଟ୍ରାଫିକ ଜାମ୍ ଯୋଗୁଁ ଗୁରୁଗ୍ରାମ-ଦିଲ୍ଲୀ ରୋଡ୍‌ରେ ଲୋକେ ନୟାନ୍ତ । ଅଗ୍ନିପଥ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦର ପ୍ରଭାବ, ଦେଶବ୍ୟାପି ୫ ଶହ ଟ୍ରେନ୍ ଚଳାଚଳ ପ୍ରଭାବିତ । More
  • Satyendu Shekher Mishra
  • 2 years ago

ମାହାଙ୍ଗା ଡବଲ ମର୍ଡର: କୋର୍ଟରେ SDPO ହାଜର, ୭ ଜଣଙ୍କ ବୟାନ ରେକର୍ଡ କରି ଦାଖଲ କଲେ ସିଡି

ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୁଇ ସହଯୋଗୀ ବାପି ବିଶ୍ୱାଳ ଓ ପୂର୍ବତନ ବ୍ଲକ୍ ଅଧକ୍ଷ ଶରତ ନାୟକଙ୍କ ବୟାନ ମଧ୍ୟ ପୂର୍ବରୁ ରେକର୍ଡ କରି ଏହି କେଶ ଡାଏରିରେ ଦାଖଲ କରାଯାଇଛି । More
  • Satyendu Shekher Mishra
  • 2 years ago

ବାର୍‌ହା ଫାଶରୁ ଉଦ୍ଧାର ହେଲା କଲରାପତରିଆ ବାଘ

ଅଘଟଣ ପୂର୍ବରୁ କଲରାପତରିଆ ବାଘକୁ ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ ଟିମ୍ । ସାତକୋଶିଆ ଅଭୟାରଣ୍ୟର ଗୋପାଳପୁର ଅଞ୍ଚଳରେ ଫସିଥିଲା ବାଘ । More