• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Union Government

ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍
ଉତ୍କଣ୍ଠା ଓ ପ୍ରତୀକ୍ଷାର ଅନ୍ତ: ପୁରୀରୁ ଦୌଡ଼ିଲା ବନ୍ଦେ ଭାରତ

ଇଏ ସେହି ଶୁଭ ମୂହୁର୍ତ୍ତ, ଦିଲ୍ଲୀରୁ ଭର୍ଚୁଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇବା ପରେ ଜଗନ୍ନାଥଙ୍କ ଧାମ ପୁରୀରୁ ପଶ୍ଚିମବଙ୍ଗର ହାୱଡ଼ା ଅଭିମୁଖେ ଗଡ଼ିଥିଲା ବନ୍ଦେ ଭାରତ ଏକ୍ସପ୍ରେସ। ଏଣିକି ପୁରୀ-କୋଲକାତା ଯାତ୍ରା କେବଳ ସାଢ଼େ ୬ ଘଣ୍ଟା ହୋଇଯିବ ଓ ଏହାଦ୍ୱାରା ସମୟ ବଞ୍ଚିବ, କାରବାର ବି ବଢ଼ିବ।

Agniveer
ଅଗ୍ନିପଥ ଯୋଜନା: ୪ ବର୍ଷର ସେବା ପରେ ଅଗ୍ନିବୀରଙ୍କ କେମିତି ହେବ ମୂଲ୍ୟାୟନ ?

ଅଗ୍ନିପଥ ଯୋଜନାରେ ସେନାର ସମସ୍ତ ତିନି ବାହିନୀରେ ଦେଶ ମାତୃକାର ସେବା କରିବାର ସୁଯୋଗ ପାଇବାକୁ ଥିବା ଅଗ୍ନିବୀରଙ୍କ କାର୍ଯ୍ୟକାଳର ଅବଧି କିନ୍ତୁ ସ୍ଥିରିକୃତ ।

Agnipath Scheme
ଶାନ୍ତ ପଡୁଛି ଅଗ୍ନିପଥ ନିଆଁ, ଅଗ୍ନିବୀରଙ୍କୁ ମର୍ଚ୍ଚାଣ୍ଟ ନେଭିରେ ମିଳିବ ସିଧା ନିଯୁକ୍ତି

ଅଗ୍ନିବୀରଙ୍କ ପାଇଁ କର୍ପୋରେଟ୍ ଜଗତର ଅଫର୍ । ଅଗ୍ନିବୀରଙ୍କୁ ନିଯୁକ୍ତି ପାଇଁ ଓଡ଼ିଶା ସରକାରଙ୍କ ବିଚାର ବିମର୍ଶ ।

Ajit Doval
ଅଗ୍ନିପଥକୁ ନେଇ ଡୋଭାଲଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ, ‘ଯୁଦ୍ଧ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଡ଼କୁ ଯାଉଛୁ’

ଧିରେ ଧିରେ ଆମେ ସିଧାସଳଖ ଯୋଗାଯୋଗ ବିହୀନ ଯୁଦ୍ଧ ଆଡ଼କୁ ଯାଉଛୁ । ଯୁଦ୍ଧ, ପ୍ରତିରକ୍ଷାରେ ବୈଷୟିକ ଜ୍ଞାନକୌଶଳ ନିର୍ଣ୍ଣାୟକ ହେବାକୁ ଯାଉଛି ।

Agniveer
ଅଗ୍ନିପଥ ବିରୋଧରେ ଆନ୍ଦୋଳନ, ଜୋରଦାର ପ୍ରତିବାଦ, ହରତାଳ, ବିକ୍ଷୋଭ

ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦେଶବ୍ୟାପୀ ରେଳରୋକ ବି କରାଯାଇଛି । ଫଳରେ ୫ ଶହରୁ ଅଧିକ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି ।

Agniveer
ଅଗ୍ନିବୀରଙ୍କ ପାଇଁ ଭାରତୀୟ ସ୍ଥଳସେନାର ନିଯୁକ୍ତି ବିଜ୍ଞପ୍ତି ପରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଦେଲେ ସ୍ୱତନ୍ତ୍ର ଅଫର

ଟ୍ରାଫିକ ଜାମ୍ ଯୋଗୁଁ ଗୁରୁଗ୍ରାମ-ଦିଲ୍ଲୀ ରୋଡ୍‌ରେ ଲୋକେ ନୟାନ୍ତ । ଅଗ୍ନିପଥ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦର ପ୍ରଭାବ, ଦେଶବ୍ୟାପି ୫ ଶହ ଟ୍ରେନ୍ ଚଳାଚଳ ପ୍ରଭାବିତ ।

Agniveer
ଅଗ୍ନିପଥ ବିରୋଧୀ ଆନ୍ଦୋଳନକାରୀଙ୍କୁ ସେନାର କଡ଼ା ଚେତାବନୀ

ଶୃଙ୍ଖଳା ଭାରତୀୟ ସେନାର ମୂଳଦୁଆ ହୋଇଥିବାରୁ, ହିଂସା ଓ ଉପଦ୍ରବକାରୀଙ୍କ ପାଇଁ ସେଠାରେ କୌଣସି ସ୍ଥାନ ନାହିଁ ବୋଲି କଡ଼ା ଶବ୍ଦରେ କହିଛନ୍ତି ସେନା ବ୍ୟାପାର ବିଭାଗ ଅତିରିକ୍ତ ସଚିବ ଲେଫ୍ଟେନାଣ୍ଟ ଜେନେରାଲ୍ ଅନୀଲ ପୁରୀ ।

Agniveer
କୌଣସି ପରିସ୍ଥିତିରେ ପ୍ରତ୍ୟାହାର ହେବନି ଅଗ୍ନିପଥ ସ୍କିମ୍, ହିଂସାକାଣ୍ଡରେ ସାମିଲ ଯୁବକଙ୍କ ପାଇଁ ସେନା ଦ୍ୱାର ବନ୍ଦ

ନିବାହିନୀର ମିଳିତ ପ୍ରେସ୍ମିଟ୍ରେ ଆଭିମୁଖ୍ୟ ସ୍ପଷ୍ଟ । ହିଂସାକାଣ୍ଡରେ ସାମିଲ ଯୁବକଙ୍କ ପାଇଁ ସେନା ଦ୍ୱାର ବନ୍ଦ ।

Whatsapp
ଅଗ୍ନିପଥ ହିଂସାକାଣ୍ଡ; ୩୫ Whats app ଗ୍ରୁପ୍‌ ବ୍ୟାନ୍, ୧୦ ଗିରଫ

ବିଭିନ୍ନ ସ୍ଥାନରେ ପ୍ରତିବାଦକୁ ଉସୁକାଇବା ଅଭିଯୋଗରେ ୧୦ ଗିରଫ ।

Agniveer
ଅଗ୍ନିବୀର ବିରୋଧୀ ହିଂସାରେ ସାମିଲ ହେଲେ ମିଳିବନି ସେନାରେ ଏଣ୍ଟ୍ରି

ସୈନିକଙ୍କ ପରି ଅଗ୍ନିବୀରଙ୍କୁ ସମାନ ସୁବିଧା ମିଳିବ । ୪ଟି ରାଜ୍ୟ ଅଗ୍ନିବୀରଙ୍କୁ ପୋଲିସ୍ ଚାକିରୀ ଲାଗି ଘୋଷଣା କରିସାରିଛି । ଅନ୍ୟାନ୍ୟ PSU ମଧ୍ୟ ଅଗ୍ନିବୀରଙ୍କ ଲାଗି ପ୍ୟାକେଜ ସୃଷ୍ଟି କରୁଛନ୍ତି

Agniveer
ଅଗ୍ନିବୀରଙ୍କୁ କୋଟିଏ ଟଙ୍କାର ସୁବିଧା

ପ୍ରଥମ ବର୍ଷ ଅଗ୍ନିବୀରଙ୍କ ମାସିକ ୩୦ ହଜାର ଟଙ୍କା ଦରମା।

Agneepath Yojana
୫ ଶକ୍ତିଶାଳୀ ରାଷ୍ଟ୍ରରେ ରହିଛି ଅଗ୍ନିପଥ ଯୋଜନା ଭଳି ବ୍ୟବସ୍ଥା

ଆସନ୍ତୁ ନଜର ପକାଇବା ଏଭଳି କିଛି ଦେଶରେ କାର୍ଯ୍ୟ କରୁଥିବା ସେନା ନିଯୁକ୍ତି ବ୍ୟବସ୍ଥା ସମ୍ପର୍କରେ।

Protest
ଅଗ୍ନିପଥ ଯୋଜନାକୁ ବିରୋଧ କରି ୬୨ କି.ମି ଦୌଡ଼ିଲେ ଯୁବକ

ସାରା ଦେଶରେ ଅଗ୍ନିପଥ ଯୋଜନାକୁ ବିରୋଧ । ବଢ଼ୁଛି ଆନ୍ଦୋଳନ, ତେଜୁଛି ଉତ୍ତେଜନା । କିନ୍ତୁ ନିଆରା ଉପାୟରେ ବିରୋଧ କରିଛନ୍ତି ନରେଶ ବିଶ୍ୱାସ ।

Agnipath
ବିହାର-ଉତ୍ତରପ୍ରଦେଶ-ରାଜସ୍ଥାନ-ହରିୟାଣା-ତେଲେଙ୍ଗାନା-ଓଡ଼ିଶା, ସବୁଠି ଅଗ୍ନିପଥ ନିଆଁ

ଦିନକୁ ଦିନ ଅଧିକରୁ ଅଧିକ ହିଂସାତ୍ମକ ହେଉଛି ଅଗ୍ନିପଥ ଯୋଜନା ବିରୋଧୀ ଆନ୍ଦୋଳନ । କେଉଁଠି ଟ୍ରେନ୍ ଜଳୁଛି, ତ କେଉଁଠି ଥାନା ତ ଆଉ କେଉଁଠି ରାସ୍ତାଘାଟ । ବିଶେଷ କରି ରେଳ ଭିତ୍ତିଭୂମି ଉପରେ ଅଧିକ ଦାଉ ସାଧୁଛନ୍ତି ଆନ୍ଦୋଳନକାରୀ ।

Agnipath
୭ ରାଜ୍ୟରେ ଲାଗିଲାଣି ଅଗ୍ନିପଥ ନିଆଁ ! ବିହାରରେ ବନ୍ଦ ହେଲା ଇଣ୍ଟରନେଟ୍ ସେବା

ଓଡ଼ିଶାରେ ବି ଆନ୍ଦୋଳନକାରୀଙ୍କ ଉଗ୍ର ପ୍ରଦର୍ଶନ । ଏବର୍ଷ ଅଗ୍ନିବୀର ନିଯୁକ୍ତିର ସର୍ବୋଚ୍ଚ ବୟସ ସୀମା ୨୩କୁ ବୃଦ୍ଧି ।

Agnipath
କେନ୍ଦ୍ରର ଅଗ୍ନିପଥ ସ୍କିମ୍‌କୁ ନେଇ ଦେଶବ୍ୟାପୀ ଅସନ୍ତୋଷର ବହ୍ନି

ଏଥିରେ ୪ ବର୍ଷ ଚାକିରି ଅବଧିକୁ ଦେଶର ବିଭିନ୍ନ ସ୍ଥାନରେ ଜୋରଦାର ବିରୋଧ କରାଯାଇଛି ।

MP Lads
ଫେରିଲା MP Lads, ପୁଣି ଥରେ ସାଂସଦଙ୍କ ପାଖରେ ରହିବ ବିକାଶ ପାଣ୍ଠି

୨୦୨୧-୨୨ ବର୍ଷ ପାଇଁ ଏମ୍ପି ଲ୍ୟାଡ୍ ଭାବେ ପ୍ରତ୍ୟେକ ସାଂସଦଙ୍କୁ ୨ କୋଟି ଲେଖାଏଁ ମିଳିବ । ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Supreme Court
କେନ୍ଦ୍ର ସରକାରଙ୍କ କୋଭିଡ୍‌ ପରିଚାଳନାକୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶଂସା

ଭାରତ କୋଭିଡ ମହାମାରୀ ସମୟରେ ଯେଉଁଭଳି ସଠିକ୍‌ ପରିଚାଳନା କରିଛି ସେଭଳି ଅନ୍ୟ କେଉଁ ଦେଶ କରିପାରିବେନି । କୋଭିଡ ପରିଚାଳନା କ୍ଷେତ୍ରରେ ସରକାର ସୁପ୍ରିମକୋର୍ଟରେ ନିଜସ୍ୱ ପକ୍ଷ ରଖିବା ପରେ ଏଭଳି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

Health Card
କିଏ କାହାର କରୁଛି ନକଲ ? କେନ୍ଦ୍ରର ହେଲ୍‌ଥ ଆଇଡି ଆଗ ନା ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କାର୍ଡ ?

କେନ୍ଦ୍ର ସରକାରଙ୍କ ହେଲଥ୍ ଆଇଡି ବନାମ ରାଜ୍ୟ ସରକାରଙ୍କ BSKY ସ୍ମାର୍ଟ କାର୍ଡ । ନ୍ୟାସନାଲ୍ ଡିଜିଟାଲ୍ ହେଲଥ୍ ମିଶନ- NDHM ଅନ୍ତର୍ଗତ ଦେଶର ପ୍ରତ୍ୟେକ ନାଗରିକଙ୍କ ହେଲଥ୍ ଡାଟା ବା ସ୍ୱାସ୍ଥ୍ୟ ଖାତା ପ୍ରସ୍ତୁତ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା ।