ଇଏ ସେହି ଶୁଭ ମୂହୁର୍ତ୍ତ, ଦିଲ୍ଲୀରୁ ଭର୍ଚୁଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇବା ପରେ ଜଗନ୍ନାଥଙ୍କ ଧାମ ପୁରୀରୁ ପଶ୍ଚିମବଙ୍ଗର ହାୱଡ଼ା ଅଭିମୁଖେ ଗଡ଼ିଥିଲା ବନ୍ଦେ ଭାରତ ଏକ୍ସପ୍ରେସ। ଏଣିକି ପୁରୀ-କୋଲକାତା ଯାତ୍ରା କେବଳ ସାଢ଼େ ୬ ଘଣ୍ଟା ହୋଇଯିବ ଓ ଏହାଦ୍ୱାରା ସମୟ ବଞ୍ଚିବ, କାରବାର ବି ବଢ଼ିବ।
ଅଗ୍ନିପଥ ଯୋଜନାରେ ସେନାର ସମସ୍ତ ତିନି ବାହିନୀରେ ଦେଶ ମାତୃକାର ସେବା କରିବାର ସୁଯୋଗ ପାଇବାକୁ ଥିବା ଅଗ୍ନିବୀରଙ୍କ କାର୍ଯ୍ୟକାଳର ଅବଧି କିନ୍ତୁ ସ୍ଥିରିକୃତ ।
ଅଗ୍ନିବୀରଙ୍କ ପାଇଁ କର୍ପୋରେଟ୍ ଜଗତର ଅଫର୍ । ଅଗ୍ନିବୀରଙ୍କୁ ନିଯୁକ୍ତି ପାଇଁ ଓଡ଼ିଶା ସରକାରଙ୍କ ବିଚାର ବିମର୍ଶ ।
ଧିରେ ଧିରେ ଆମେ ସିଧାସଳଖ ଯୋଗାଯୋଗ ବିହୀନ ଯୁଦ୍ଧ ଆଡ଼କୁ ଯାଉଛୁ । ଯୁଦ୍ଧ, ପ୍ରତିରକ୍ଷାରେ ବୈଷୟିକ ଜ୍ଞାନକୌଶଳ ନିର୍ଣ୍ଣାୟକ ହେବାକୁ ଯାଉଛି ।
ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦେଶବ୍ୟାପୀ ରେଳରୋକ ବି କରାଯାଇଛି । ଫଳରେ ୫ ଶହରୁ ଅଧିକ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି ।
ଟ୍ରାଫିକ ଜାମ୍ ଯୋଗୁଁ ଗୁରୁଗ୍ରାମ-ଦିଲ୍ଲୀ ରୋଡ୍ରେ ଲୋକେ ନୟାନ୍ତ । ଅଗ୍ନିପଥ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦର ପ୍ରଭାବ, ଦେଶବ୍ୟାପି ୫ ଶହ ଟ୍ରେନ୍ ଚଳାଚଳ ପ୍ରଭାବିତ ।
ଶୃଙ୍ଖଳା ଭାରତୀୟ ସେନାର ମୂଳଦୁଆ ହୋଇଥିବାରୁ, ହିଂସା ଓ ଉପଦ୍ରବକାରୀଙ୍କ ପାଇଁ ସେଠାରେ କୌଣସି ସ୍ଥାନ ନାହିଁ ବୋଲି କଡ଼ା ଶବ୍ଦରେ କହିଛନ୍ତି ସେନା ବ୍ୟାପାର ବିଭାଗ ଅତିରିକ୍ତ ସଚିବ ଲେଫ୍ଟେନାଣ୍ଟ ଜେନେରାଲ୍ ଅନୀଲ ପୁରୀ ।
ନିବାହିନୀର ମିଳିତ ପ୍ରେସ୍ମିଟ୍ରେ ଆଭିମୁଖ୍ୟ ସ୍ପଷ୍ଟ । ହିଂସାକାଣ୍ଡରେ ସାମିଲ ଯୁବକଙ୍କ ପାଇଁ ସେନା ଦ୍ୱାର ବନ୍ଦ ।
ବିଭିନ୍ନ ସ୍ଥାନରେ ପ୍ରତିବାଦକୁ ଉସୁକାଇବା ଅଭିଯୋଗରେ ୧୦ ଗିରଫ ।
ସୈନିକଙ୍କ ପରି ଅଗ୍ନିବୀରଙ୍କୁ ସମାନ ସୁବିଧା ମିଳିବ । ୪ଟି ରାଜ୍ୟ ଅଗ୍ନିବୀରଙ୍କୁ ପୋଲିସ୍ ଚାକିରୀ ଲାଗି ଘୋଷଣା କରିସାରିଛି । ଅନ୍ୟାନ୍ୟ PSU ମଧ୍ୟ ଅଗ୍ନିବୀରଙ୍କ ଲାଗି ପ୍ୟାକେଜ ସୃଷ୍ଟି କରୁଛନ୍ତି
ଆସନ୍ତୁ ନଜର ପକାଇବା ଏଭଳି କିଛି ଦେଶରେ କାର୍ଯ୍ୟ କରୁଥିବା ସେନା ନିଯୁକ୍ତି ବ୍ୟବସ୍ଥା ସମ୍ପର୍କରେ।
ସାରା ଦେଶରେ ଅଗ୍ନିପଥ ଯୋଜନାକୁ ବିରୋଧ । ବଢ଼ୁଛି ଆନ୍ଦୋଳନ, ତେଜୁଛି ଉତ୍ତେଜନା । କିନ୍ତୁ ନିଆରା ଉପାୟରେ ବିରୋଧ କରିଛନ୍ତି ନରେଶ ବିଶ୍ୱାସ ।
ଦିନକୁ ଦିନ ଅଧିକରୁ ଅଧିକ ହିଂସାତ୍ମକ ହେଉଛି ଅଗ୍ନିପଥ ଯୋଜନା ବିରୋଧୀ ଆନ୍ଦୋଳନ । କେଉଁଠି ଟ୍ରେନ୍ ଜଳୁଛି, ତ କେଉଁଠି ଥାନା ତ ଆଉ କେଉଁଠି ରାସ୍ତାଘାଟ । ବିଶେଷ କରି ରେଳ ଭିତ୍ତିଭୂମି ଉପରେ ଅଧିକ ଦାଉ ସାଧୁଛନ୍ତି ଆନ୍ଦୋଳନକାରୀ ।
ଓଡ଼ିଶାରେ ବି ଆନ୍ଦୋଳନକାରୀଙ୍କ ଉଗ୍ର ପ୍ରଦର୍ଶନ । ଏବର୍ଷ ଅଗ୍ନିବୀର ନିଯୁକ୍ତିର ସର୍ବୋଚ୍ଚ ବୟସ ସୀମା ୨୩କୁ ବୃଦ୍ଧି ।
ଏଥିରେ ୪ ବର୍ଷ ଚାକିରି ଅବଧିକୁ ଦେଶର ବିଭିନ୍ନ ସ୍ଥାନରେ ଜୋରଦାର ବିରୋଧ କରାଯାଇଛି ।
୨୦୨୧-୨୨ ବର୍ଷ ପାଇଁ ଏମ୍ପି ଲ୍ୟାଡ୍ ଭାବେ ପ୍ରତ୍ୟେକ ସାଂସଦଙ୍କୁ ୨ କୋଟି ଲେଖାଏଁ ମିଳିବ । ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଭାରତ କୋଭିଡ ମହାମାରୀ ସମୟରେ ଯେଉଁଭଳି ସଠିକ୍ ପରିଚାଳନା କରିଛି ସେଭଳି ଅନ୍ୟ କେଉଁ ଦେଶ କରିପାରିବେନି । କୋଭିଡ ପରିଚାଳନା କ୍ଷେତ୍ରରେ ସରକାର ସୁପ୍ରିମକୋର୍ଟରେ ନିଜସ୍ୱ ପକ୍ଷ ରଖିବା ପରେ ଏଭଳି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
କେନ୍ଦ୍ର ସରକାରଙ୍କ ହେଲଥ୍ ଆଇଡି ବନାମ ରାଜ୍ୟ ସରକାରଙ୍କ BSKY ସ୍ମାର୍ଟ କାର୍ଡ । ନ୍ୟାସନାଲ୍ ଡିଜିଟାଲ୍ ହେଲଥ୍ ମିଶନ- NDHM ଅନ୍ତର୍ଗତ ଦେଶର ପ୍ରତ୍ୟେକ ନାଗରିକଙ୍କ ହେଲଥ୍ ଡାଟା ବା ସ୍ୱାସ୍ଥ୍ୟ ଖାତା ପ୍ରସ୍ତୁତ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା ।