• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Leopard

Leopard Enters House In Rajasthan
Leopard Enters House In Rajasthan: ଭୟଙ୍କର ଲଢେଇ; ହାର୍‌ ମାନିଲା ବାଘ, ଜିତିଲା କୁକୁର, ଦେଖନ୍ତୁ ଭିଡ଼ିଓ...

ପୋଷା କୁକୁର ଓ ବାଘ ମଧ୍ୟରେ ଲଢେଇ । ହାର୍‌ ମାନିଲା ବାଘ, ଜିତିଲା କୁକୁର । ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ଭୟଙ୍କର ଲଢେଇର ପୁରା ଘଟଣା ସିସିଟିଭିରେ ହେଲା କଏଦ ।  

Picnic Turns Chaotic
Leopard Attack In Madhya Pradesh: ବାଘ ସହ ଖେଳିବା ପଡ଼ିଲା ମହଙ୍ଗା; ମାଡ଼ି ଆସିଲା, ରକ୍ତାକ୍ତ କଲା...

ପିକ୍‌ନିକ୍‌ ଯାଇଥିଲେ । ବାଘକୁ ଦେଖି ପାଖକୁ ଡାକୁଥିଲେ । ହଠାତ୍‌ ବାଘ ଦୌଡ଼ି ଆସିଲା ଆଉ ଆକ୍ରମଣ କଲା । ମଧ୍ୟପ୍ରଦେଶର ଶାହଡୋଲ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

Tiger
ରାଜଧାନୀରେ ବାଘ ଆତଙ୍କର ପର୍ଦ୍ଦାଫାସ; ବଣଭୂଆ ନେଇ ସ୍ପଷ୍ଟ କଲା ବନ ବିଭାଗ

ରାଜଧାନୀରେ ବାଘ ବୁଲୁନି, ବୁଲୁଛି ବଣଭୂଆ। ଭୁବନେଶ୍ବର ଏୟାରପୋର୍ଟ ଡମ୍ପିଂୟାର୍ଡ ନିକଟରେ ବାଘ ବୁଲୁଥିବା ଚର୍ଚ୍ଚା ନେଇ ପ୍ରତିକ୍ରିୟା ରଖିଛି ବନବିଭାଗ । ଏହା କଲରାପତରିଆ ବାଘ ନୁହେଁ, ବରଂ ଏକ ବଣଭୂଆ ବୋଲି ସ୍ପଷ୍ଟ କରିଛି ବନ ବିଭାଗ ।

Leopard
ଭୁବନେଶ୍ୱର ଏୟାରପୋର୍ଟରେ ବାଘ ଆତଙ୍କ

ଭୁବନେଶ୍ବର ବିମାନବନ୍ଦରରେ କଲରାପତରିଆ ବାଘ ଆତଙ୍କ। ବିମାନବନ୍ଦର ପରିସର ଡମ୍ପିଂ ୟାର୍ଡରେ ବାଘ ବୁଲୁଥିବା ଅଭିଯୋଗ ହୋଇଛି।

Leopard Spotted in Bhubaneswar
ଭୁବନେଶ୍ୱର ଏୟାରପୋର୍ଟରେ ବାଘ ଆତଙ୍କ; ଖୋଜି ପାଉନି ବନବିଭାଗ

ଭୁବନେଶ୍ବର ବିମାନବନ୍ଦରରେ କଲରାପତରିଆ ବାଘ ଆତଙ୍କ। ବିମାନବନ୍ଦର ପରିସର ଡମ୍ପିଂ ୟାର୍ଡରେ ବାଘ ବୁଲୁଥିବା ଅଭିଯୋଗ ହୋଇଛି।

Leopard
ଭୁବନେଶ୍ବର ବିମାନ ବନ୍ଦରରେ କଲରାପତରିଆ ଆତଙ୍କ, ବାଘ ଧରିବାକୁ ଯନ୍ତା ବସାଇଲା ବନବିଭାଗ

ବିମାନ ବନ୍ଦରରେ କଲରାପତରିଆ ବାଘ ଆତଙ୍କ ପରେ ଯନ୍ତା ବସାଇଛି ବନବିଭାଗ । ବାଘ ଧରିବାକୁ କୁକୁଡା ଥୋପ ଦେଇଛି ବନବିଭାଗ।

Leopard
ସଫାରୀ ବସ୍‌ ଉପରକୁ ଚଢ଼ିଗଲା ବାଘ; ଭୟରେ ଥରିଲେ ପର୍ଯ୍ୟଟକ, ଦେଖନ୍ତୁ ଭିଡିଓ

ଚିତାବାଘକୁ ଅତି ନିକଟରୁ ଦେଖିବାକୁ ଆସିଥିଲେ ପର୍ଯ୍ୟଟକ। ଶିକାର କରିବା ପାଇଁ ବସ୍ ଉପରକୁ ଚଢିଗଲା ବାଘ। କର୍ଣ୍ଣାଟକର ବନ୍ନେରଘଟା ଜାତୀୟ ଉଦ୍ୟାନର ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Leopard
ଓଡ଼ିଶା ଜଙ୍ଗଲରେ କଲରା ପତରିଆ ବାଘଙ୍କ ରାଜ୍

ରାଜ୍ୟରେ ଏବେ ୬୯୬ ଲିଓପାର୍ଡ, ୨ ବର୍ଷରେ ବଢ଼ିଛନ୍ତି ୧୨୮ ।

Leopard attack
ଚକିତ କଲା ଭଳି ଦୃଶ୍ୟ: ଘର ଭିତରେ ବାଘ- କୁକୁର ଲଢ଼େଇ; ଦେଖନ୍ତୁ ଭିଡ଼ିଓ...

ପୋଷା କୁକୁର ଓ ବାଘ ମଧ୍ୟରେ ଲଢେଇ । ହାର୍‌ ମାନିଲା ବାଘ, ଜିତିଲା କୁକୁର । ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ଭୟଙ୍କର ଲଢେଇର ପୁରା ଘଟଣା ସିସିଟିଭିରେ ହେଲା କଏଦ ।  

Leopard Rescued
ଆହତ କଲରାପତରିଆ ବାଘକୁ ଉଦ୍ଧାର କଲା ବନ ବିଭାଗ

OUATର ବିଶେଷଜ୍ଞ ଟିମ ଓ ନନ୍ଦନକାନନ ଡାକ୍ତରୀ ଦଳ ତାହାର ଚିକିତ୍ସା କରୁଛନ୍ତି । ଶିକାର ଉଦ୍ଦେଶ୍ୟରେ ଆହତ ହୋଇଥିବାର କୌଣସି ପ୍ରମାଣ ନାହିଁ ।

Leopard
ମୋବାଇଲ ଦେଖୁଥିଲା ଶିଶୁ; ଏତିକି ବେଳେ ପଶି ଆସିଲା ବାଘ, ତାପରେ....

ବାଘକୁ ଘରେ ପୂରାଇ ବାହାରୁ କବାଟ ବନ୍ଦ କରିଦେଲା ୧୨ ବର୍ଷର ଶିଶୁ।

Leopard
ରାଜ୍ୟରେ କମିଲେ କଲରାପତରିଆ ! ୨୦୧୮ରେ-୭୬୦, ୨୦୨୨ରେ-୫୬୮

NTCA ତଥ୍ୟକୁ ନେଇ ବଢିଲା ଚିନ୍ତା । କୁଆଡ଼େ ଗଲେ  ୧୯୨ ଲିଓପାର୍ଡ ?

Leopard population in Odisha
ରାଜ୍ୟରୁ କୁଆଡ଼େ ଗଲେ ୧୯୨ କଲରାପତରିଆ ବାଘ ?

୪ ବର୍ଷରେ ରାଜ୍ୟରୁ ୧୯୨ କଲରାପତରିଆ ବାଘ ଉଭାନ ହୋଇଯିବା ନେଇ ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ରିପୋର୍ଟରୁ ଜଣାପଡ଼ିବା ପରେ ଉଠିଛି ନାନା ପ୍ରଶ୍ନ। ତେବେ ବନ ବିଭାଗ କହିଛି, ୨୦୨୨ରେ NTCA ମାତ୍ର ୩ଟି ଜଙ୍ଗଲରେ କ୍ୟାମେରା ଟ୍ରାପ୍ ଖଞ୍ଜିଥିବାରୁ କମିଛି କଲରାପତରିଆ ସଂଖ୍ୟା। ଏଣୁ ଚଳିତ ମେ’ରୁ ନିଜସ୍ବ କଲରାପତରିଆ ବାଘ ଗଣନା କରିବେ ରାଜ୍ୟ ସରକାର....

Leopard
ଓଡ଼ିଶାରେ ଅସୁରକ୍ଷିତ କଲରାପତରିଆ ବାଘ, ୪ ବର୍ଷରେ କମିଲେ ୧୯୨

ଗତ ୪ ବର୍ଷରେ ରାଜ୍ୟରୁ ଉଭାନ ହୋଇଗଲେଣି ୧୯୨ଟି କଲରାପତରିଆ।

Leopard Dead
ପୁଣି ଏକ କଲରାପତରିଆ ବାଘ ମୃତ...ଶିକାରୀ ଫାଶରେ ପଡ଼ିଥିବା ଅନୁମାନ

ଆଠମଲ୍ଲିକ ଉପଖଣ୍ଡରେ ଜନ୍ତୁ ଶିକାର ଘଟଣା ବଢ଼ିବାରେ ଲାଗିଛି। କିଛି ଶିକାରୀ ଫାଶ ବସାଇ ନିୟମିତ ଜନ୍ତୁ ଶିକାର କରୁଥିବା ଅଭିଯୋଗ ହୋଇଛି ।

Leopard In Jeypore Hotel
ହୋଟେଲ ରୁମ୍‌ରେ ପଶିଲା କଲରାପତରିଆ ବାଘ ! ଦେଖନ୍ତୁ ଭିଡିଓ...

ଭିଡିଓଟି ଖୁବ୍‌ ମଜାଦାର ଲାଗୁଛି । ଥରେ ଦେଖିବେ ନିଶ୍ଚୟ । ଅନ୍ୟପଟେ ଏହି ବାଘ ହାବୁଡ଼ରେ ଯିଏ ପଡ଼ିଛି ସିଏ ଜାଣିଛି କେମିତି ଥିଲା ତାର ପରିସ୍ଥିତି ।

Leopard on Terrace
ଘର ଛାତ ଉପରେ ଛକି ବସିଛି କଲରା ପତରିଆ

ଏହି କଲରା ପତରିଆ ବାଘକୁ ଟ୍ରାଙ୍କୁଲାଇଜ କରି ଧରିବାକୁ ଗାଁରେ ପହଞ୍ଚିଛି ବନ ବିଭାଗର ଏକ ଟିମ୍ । ସପ୍ତାହେ ଭିତରେ ଏହି ଅଞ୍ଚଳରେ ଦୁଇ ଜଣ କଲରାପତରିଆର ଶିକାର ହୋଇଛନ୍ତି ଜଣେ ନାବାଳକ ଓ ଜଣେ ମହିଳା ।

Ailing and weak leopard abused by MP villagers
ବାଘକୁ ବାନ୍ଧିଲେ, ଗାଁ ଦାଣ୍ଡରେ କୁକୁର ପରି ଚଲାଇ ଚଲାଇ ନେଲେ ଲୋକେ

ଗତ ମଙ୍ଗଳବାର ଦିନ ଅପରାହ୍ନ ସମୟରେ ସୋନକାଚର କାଳୀ ସିନ୍ଧ ନଦୀ କୂଳରେ ଚିତାବାଘଟି କୌଣସି କାରଣରୁ ନିସ୍ତେଜ ହୋଇ ପଡ଼ିରହିଥିଲା । ସତେ ଯେମିତି ତା’ ଶରୀରରେ କୌଣସି ଶକ୍ତି ନଥିଲା କି ଠିକ୍‌ରେ ମଧ୍ୟ ଚାଲିପାରୁନଥିଲା ।

Leopard dies after reportedly being hit by unknown vehicle in ganjams
କଲରାପତରିଆ ବାଘକୁ ଧକ୍କା ଦେଇ ପଳାଇଲା ଅଜଣା ଗାଡ଼ି

ରାସ୍ତାରୁ ଗୁରୁତର ଭାବେ ଉଦ୍ଧାର ହୋଇଥିବା କଲରାପତରିଆ ବାଘର ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ବାଘଟିକୁ ପଶୁ ଚିକିତ୍ସାଳୟକୁ ନେବା ସମୟରେ ମୃତ୍ୟୁ ହୋଇଥିଲା।

Nuapada Tiger
ନୂଆପଡ଼ାରେ କାବୁ ହେଲା କଲରାପତରିଆ

ମାସେ ବ୍ୟାପୀ ବାଘ ଆତଙ୍କ ଭିତରେ ନୂଆପଡ଼ାରେ କାବୁ ହେଲା କଲରାପତରିଆ। ଅସୁସ୍ଥ ବାଘକୁ ନେଇ ଚିକିତ୍ସା କରୁଛି ବନ ବିଭାଗ, ସନ୍ ଷ୍ଟ୍ରୋକରୁ ମୁର୍ଛା ଯାଇଥିବା ଅନୁମାନ, ସେପଟେ ପୁଣି ଏକ ବାଛୁରୀ ଶିକାର ପରେ ସ୍ଥାନୀୟ ଲୋକଙ୍କ ଆଶଙ୍କା, ଅଛନ୍ତି ଆହୁରି ବାଘ।

Leopard strays into residential area
ବନ ବିଭାଗ ଘେରାଉ କରିଥିବା ଜାଲରୁ ଖସି ପଳାଇଲା ବାଘ

ଲୋକଙ୍କୁ ଡରି ବାଘଟି ଟିମନା ଗାଁ ପାଖ ଏଇ ଲଣ୍ଡା ପାହଡ଼ରେ ଥିବା ବୁଦୁବୁଦିକିଆ ଜଙ୍ଗଲରେ ଲୁଚିଥିବାରୁ ଦିନ ବେଳା ଖୋଜାଖୋଜି ପରେ ରାତିକୁ ଲମ୍ବିଥିଲା ଅପରେସନ୍ ।

Leopard strays into residential area
ନାକରେ ପାଣି ପୁରାଇଲାଣି ବାଘ, ସତର୍କ ରହିବାକୁ ବନ ବିଭାଗର ସଚେତନ

ଲୋକଙ୍କୁ ଡରି ବାଘଟି ଟିମନା ଗାଁ ପାଖ ଏଇ ଲଣ୍ଡା ପାହଡ଼ରେ ଥିବା ବୁଦୁବୁଦିକିଆ ଜଙ୍ଗଲରେ ଲୁଚିଥିବାରୁ ଦିନ ବେଳା ଖୋଜାଖୋଜି ପରେ ରାତିକୁ ଲମ୍ବିଥିଲା ଅପରେସନ୍ ।

Cheetah - Leopard
କୁନୋ ଜଙ୍ଗଲରେ ଚିତାର ଖାଦ୍ୟ କମ୍‌ ଶତ୍ରୁ ଅଧିକ, ଦୌଡ଼ିବାକୁ ବି ମିଳିବନି ସୁଯୋଗ !

ଆଫ୍ରିକାରେ କଲରାପତରିଆ ବାଘ, ପ୍ରାପ୍ତବୟସ୍କ ଚିତାଙ୍କୁ ଆକ୍ରମଣ କରିବା, ଆହତ କରିବା ଏବଂ ଚିତା ଶାବକଙ୍କୁ ମାରିଦେଇଥିବା ନଜିର ରହିଛି ।

Poacher held for clicking selfie with leopard before killing it
ବାଘ ସହ ସେଲ୍‌ଫି ନେଇ ହିରୋରୁ ହୋଇଗଲେ ଜିରୋ

ଶିକାର ପୂର୍ବରୁ ସଞ୍ଜୟ ବାଘ ସହ ସେଲ୍‌ଫି ଉଠାଇ ଏହାକୁ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିଥିଲେ। ଫଟୋ ଭାଇରାଲ୍‌ ହେବାପରେ ସଞ୍ଜୟ ଏବେ ବନ ବିଭାଗ ହାତରେ ଧରାପଡ଼ିଛନ୍ତି।

Leopard
ବାର୍‌ହା ଫାଶରୁ ଉଦ୍ଧାର ହେଲା କଲରାପତରିଆ ବାଘ

ଅଘଟଣ ପୂର୍ବରୁ କଲରାପତରିଆ ବାଘକୁ ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ ଟିମ୍ । ସାତକୋଶିଆ ଅଭୟାରଣ୍ୟର ଗୋପାଳପୁର ଅଞ୍ଚଳରେ ଫସିଥିଲା ବାଘ ।