୬ଟି ଭାଷାରେ ଦେଶର ୨୬୦ ଚଳଚିତ୍ର ହୋଇଥିଲା ପ୍ରଦର୍ଶିତ । ହିଞ୍ଜିଳିକାଟୁ ନୃତ୍ୟମ ଗବେଷଣା କେନ୍ଦ୍ର ନିର୍ମାଣ କରିଛି ଫିଲ୍ମ ।
ପାଟଧରା ଜଙ୍ଗଲର ସେହି ସ୍ଥାନରେ ଯେଉଁଠି ୩ ଯବାନ ସହିଦ ହୋଇଥିଲେ, ସେହି ସ୍ଥାନରେ ଯବାନମାନେ ସର୍ଚ୍ଚ ଅପରେସନ୍ କରିଥିଲେ। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ଯାଞ୍ଚ ବେଳେ ୪ଟି ଟିଫିନ୍ ବୋମା ସହ କିଛି ବିସ୍ଫୋରକ ଜବତ କରିଛି।
ରୋମ୍ରେ ପ୍ରବାସୀ ଓଡିଆଙ୍କ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିସାନ ନିଜର ପୁରୁଣା ସଂଘର୍ଷର ସ୍ମୃତି ବଖାଣିଛନ୍ତି ।
ଆମ ଦଳରେ ୨୨ ବିଧାୟକ, ଅଧିକାଂଶ ବରିଷ୍ଠ ଓ ଅଭିଜ୍ଞ । ସେମାନଙ୍କ ମଧ୍ୟରୁ ଯାହାକୁ ବିରୋଧୀଦଳ ନେତା କଲେ ଚଳିବ ବୋଲି କହିଛନ୍ତି କୁସୁମ ଟେଟେ ।
ହସ୍ପିଟାଲରୁ ପିଲାକୁ ନେଇ ଆଉ ଫେରାଉ ନଥିବା ଅଭିଯୋଗ
ପ୍ରଶାସନ ଧାନ କିଣୁନି, ଆନ୍ଧ୍ର ବେପାରୀଙ୍କ ପାଖରେ ଧାନ ବିକ୍ରି କରିବା ପାଇଁ ଚାଷୀ ବାଧ୍ୟ ହେଉଛି
ଯୁବ ସରପଞ୍ଚ ଚିତ୍ତରଞ୍ଜନ ଏଭଳି ନିଆରା କାମ କରି ସମଗ୍ର ଜିଲ୍ଲାରେ ଚର୍ଚ୍ଚିତ ହୋଇଛନ୍ତି
ସ୍କ୍ରିନ୍ ଶେୟାର ଆପ୍ଲିକେସନ ଏନି ଡେସ୍କ(AnyDesk)କୁ ବ୍ୟବହାର କରି ସାଇବର ଠକମାନେ ବ୍ୟାଙ୍କ କର୍ମଚାରୀଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି।
ହାତୀ କଙ୍କାଳ ଠାବ ଘଟଣାରେ ୩ ଗିରଫ ହୋଇଥିବାବେଳେ ୩ ସସ୍ପେଣ୍ଡ ହୋଇଛନ୍ତି ।
ବିଦ୍ୟୁତ୍ ବିଭାଗ ପକ୍ଷରୁ ଗତକାଲି ସର୍ଭେ ହେବା ପରେ ଆଜି ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ଆରମ୍ଭ କରାଯାଇଛି ।
ସୌର ମିଥୁନ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ, ରବିବାର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ରଥଖଳାରେ ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ । ତିନି ରଥର ୨୪ଟି ନାଟଗୋଡ ଦୁଆର ବେଢାରେ ସଂଯୁକ୍ତ ହେଲା ।
କିସମ ଜଙ୍ଗଲ ଥିବା ଜମିରୁ ଗଛକଟାକୁ ପରିବେଶବିତଙ୍କ ବିରୋଧ । ଉଠାଦୋକାନୀଙ୍କୁ ସ୍ଥାୟୀ ଦୋକାନ ଦେବାକୁ ଜୋର ଧରିଲା ଦାବି ।
କମିଶନରେଟ୍ ପୋଲିସର ଏକ ୪ ଜଣିଆ ଟିମ୍ ଗତକାଲି ରାଇମୋହନଙ୍କ ଘରେ ପହଞ୍ଚି ତାଙ୍କ ପତ୍ନୀ, ଦୁଇ ଝିଅ, ଜ୍ୱାଇଁ ଓ ପୁତୁରାଙ୍କୁ ପଚରାଉଚରା କରିଛନ୍ତି ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାଣ ଦେଇ ଭଲ ପାଆନ୍ତି ଅଫ୍ତାବ୍ ହୁସେନ୍। ଦିନ ରାତି ତାଙ୍କରି ସେବାରେ ହିଁ କଟିଯାଏ। ମହାପ୍ରଭୁଙ୍କୁ ନେଇ ସେ ସାଉଁଣ୍ଟିଛନ୍ତି ଅନେକ ଅନୁଭୂତି। ଆସନ୍ତୁ ତାଙ୍କରି ମୁହଁରୁ ଜାଣିବା ତାଙ୍କରି କଥା।
ଆଜି ଓ ଆସନ୍ତାକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିବ। ଆଜି ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟ ଆଜି ବର୍ଷା ସମ୍ଭାବନା ରହିଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଆତ୍ମହତ୍ୟାର କାରଣ ଖୋଜା ଭିତରେ ଆସିଛି ତାଙ୍କ ପାରିପାରିକ ଜୀବନର କିଛି ଗହନ କଥା।
ଏହି ବାଉଁଶ ପାଇପ ବ୍ୟବସ୍ଥାକୁ ଆପଣ ବାହାବା କହିପାରନ୍ତି, ହେଲେ ଏହା ବ୍ୟବସ୍ଥା ଗାଲରେ ଯେ ଏକ ଶକ୍ତ ଚାପୁଡ଼ା
ବାଲେଶ୍ୱରରେ ଗଣଶିକ୍ଷାମନ୍ତ୍ରୀଙ୍କ ସ୍କୁଲ ପରିଦର୍ଶନ ବେଳେ ରୋଚକ ସ୍ଥିତି ପିଲାଏ ପଣିକିଆ କହି ନପାରିବାରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଲେ, ବିଧାୟକଙ୍କ ସହ ବିନା ହେଲ୍ମେଟ୍ରେ ବୁଲିବା ବେଳେ ଧରାପଡ଼ି ଫାଇନ୍ ଦେଲେ...
ସୁସ୍ଥ ହୋଇ ଘରକୁ ଫେରିଲା ଛତିଶଗଡ଼ ପିହରିଡ୍ର ମୃତ୍ୟୁଜୟୀ ବାଳକ ରାହୁଲ୍ । ହସ୍ପିଟାଲ୍ଠୁ ଗାଁ ସବୁଠି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା, ସବୁଠି ଖେଳିଲା ଖୁସି...
ଭୁବନେଶ୍ୱର କୋର୍ଟ ପରିସରରୁ ଦୁର୍ଦ୍ଦାନ୍ତ ନିଶା ମାଫିଆ ଚମ୍ପଟ ମାରିଥିବା ସୂଚନା...
ବିଶ୍ୱବିଦ୍ୟାଳୟରେ ଅଣଛାତ୍ରୀଙ୍କ ପ୍ରବେଶ ଉପରେ ଲାଗିଲା ରୋକ୍....
ରାଇମୋହନଙ୍କ ଘରେ କମିଶନରେଟ ପୋଲିସ , ଗତକାଲି ଆତ୍ମହତ୍ୟା କରିଥିଲେ ରାଇମୋହନ
ଗତକଲି ରାଜବୈଦଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ସେବନ ପରେ ଆଜି ସୁସ୍ଥ ହୋଇଛନ୍ତି ଶ୍ରୀଜୀଉ।