ଦୁନିଆରେ ଅନେକ ରହସ୍ୟମୟ ଆଇଲାଣ୍ଡ ରହିଛି । ସେଥିମଧ୍ୟରୁ ଗୋଟିଏ ଇଟାଲୀରେ ରହିଛି । ଏହାର ନାମ ପୋଭେଗଲିଆ । ଏହି ଆଇଲାଣ୍ଡ ବିଷୟରେ ଅନେକ ରହସ୍ୟ ରହିଛି । ଯାହାକୁ ଆଜି ଯାଏଁ କେହି ବି ଜାଣିବାକୁ ସକ୍ଷମ ହୋଇନାହାନ୍ତି । ଯିଏ ବି ଏହି ଆଇଲାଣ୍ଡକୁ ଯାଏ ସେ ଆଉ ଜୀବନ୍ତ ଫେରିନଥାଏ ।
ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ । ରୋମ୍ରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ସାଙ୍ଗରେ କେହି ମନ୍ତ୍ରୀ ଯାଇନଥିବାରୁ ତେଜିଲା ରାଜନୀତି ।
ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ, WFP ପକ୍ଷରୁ ରୋମ୍ରେ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା ।