• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ବାସ୍ତୁଦୋଷ ଦୂର କରିବାକୁ ମାନନ୍ତୁ ଏହି ନିୟମ
Vastu Tips: ଗୃହରେ ବାସ୍ତୁଦୋଷ ଦୂର କରିବାକୁ ଜାଣନ୍ତୁ ମହାପୁରୁଷଙ୍କ ଅମୃତବାଣୀ

ଗୃହକୁ ସବୁବେଳେ ବାସ୍ତୁ ମତରେ ନିର୍ମାଣ କରିବା ସହିତ ଯଦି ଆମେ ଆମ ମୁନି-ଋଷିମାନଙ୍କ ମହତ ଅମୃତବାଣୀକୁ ଶୁଣି ଜୀବନରେ ଲଗାଇ ପାରିବା ତେବେ ଆମେ ନିଶ୍ଚୟ ଶାନ୍ତି ପାଇବା । ଏଣୁ ଆମେ ଆମର ବେଦ ଓ ପୁରାଣରେ ଥିବା ବାସ୍ତୁ ନିୟମକୁ ମାନିବା ନିହାତି ଦରକାର।

Panchang
Panchang Today 20th December 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଭୂମି ପୂଜନ କରନ୍ତୁ

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ଜେଲରୁ ବାହାରିଲେ ୩ ଅଭିଯୁକ୍ତ
10 Lakh Bribery Case: 'ମୋ ସହ ଷଡ଼ଯନ୍ତ୍ର ହୋଇଛି, ସମୟ ଆସିଲେ ସତ ସାମ୍ନାକୁ ଆସିବ'

ଜେଲରୁ ବାହାରିବା ପରେ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀର ଗ୍ରୁପ୍ ଜେନରାଲ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀଙ୍କ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ତାଙ୍କ ସହ ଷଡ଼ଯନ୍ତ୍ର ହୋଇଛି । ସମୟ ଆସିଲେ ସତ ସାମ୍ନାକୁ ଆସିବ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 20 December 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Friday, 20 December 2024
BJD Fortress Shakes
BJD Fortress Shakes: ନବୀନଙ୍କ ନିଜ ଜିଲ୍ଲାରେ ଦୋହଲିଗଲାଣି BJD ଦୁର୍ଗ; BJPର ତୀର, ରସାତଳକୁ ଯିବ ଶଙ୍ଖ ଦଳ

ଦିଲ୍ଲୀରେ ବିଜେଡିର ୭ ସାଂସଦଙ୍କ ଦମ୍ଭୋକ୍ତି, ଆମେ ଏକ୍। କିନ୍ତୁ ଦିନକ ପରେ ନବୀନଙ୍କ ଜିଲ୍ଲାରେ ଗୋଷ୍ଠୀ କନ୍ଦଳ ତୀବ୍ର। ପରିସ୍ଥିତି ଏମିତି ଯେ, କଥା ଶଙ୍ଖ ଭବନ ଯାଏ ପହଞ୍ଚିଲା। 

ନୂଆବର୍ଷରୁ ନୂଆ ଦର୍ଶନ ବ୍ୟବସ୍ଥା
Srimandir: ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା, ସ୍ବତନ୍ତ୍ର ବାରିକେଡ୍ ଯୋଗେ ଦର୍ଶନ କରିବେ ଶ୍ରଦ୍ଧାଳୁ

ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା । ଜାନୁଆରୀ ପହିଲାରୁ ଲାଗୁ ହେବ ନାଟମଣ୍ଡପରେ ବ୍ୟାରିକେଡ୍ ଓ ରାଂପ୍ ସିଷ୍ଟମ । ସ୍ବତନ୍ତ୍ର ବାରିକେଡ୍ ଯୋଗେ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ ।

ଆସନ୍ତା ୩ ଦିନ ବର୍ଷା ସମ୍ଭାବନା !
Odisha Weather Update: ଆସନ୍ତା ୩ ଦିନ ରାଜ୍ୟରେ ବର୍ଷା ସମ୍ଭାବନା, ୨୨ ପରେ ପାଗରେ ପରିବର୍ତ୍ତନ

ଲଘୁଚାପ ପ୍ରଭାବରେ ମେଘୁଆ ପାଗ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।

pratap sarangi
MP Pratap Sarangi Injured: ପ୍ରତାପଙ୍କୁ ଠେଲାପେଲା ଘଟଣାକୁ ସବୁଠି ନିନ୍ଦା; ଫୋନ୍‌ କରି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦି

RML ହସ୍ପିଟାଲରେ ପ୍ରତାପ ଷଡଙ୍ଗୀଙ୍କୁ ଭେଟିବାକୁ ଅନେକ ନେତା ମନ୍ତ୍ରୀ ପହଞ୍ଚିଛନ୍ତି। ପ୍ରତାପ ଷଡଙ୍ଗୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ଫୋନ୍ କରି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ। ତେବେ ଏହି ଘଟଣାକୁ ସବୁ ଆଡୁ ନିନ୍ଦା କରାଯାଉଛି।

‘ନୂଆବର୍ଷରୁ ନୂଆ ଦର୍ଶନ ବ୍ୟବସ୍ଥା’
Special Darshan Arrangements: ଶ୍ରୀମନ୍ଦିରରେ ନୂଆବର୍ଷରୁ ନୂଆ ଦର୍ଶନ ବ୍ୟବସ୍ଥା, ସ୍ବତନ୍ତ୍ର ବାରିକେଡ୍ ଯୋଗେ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

ଆନନ୍ଦବଜାରରେ ଶୃଙ୍ଖଳା ପ୍ରସଙ୍ଗରେ ମଧ୍ୟ ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ରଖି କହିଛନ୍ତି- ଏନେଇ ଏକ କମିଟି ଗଠନ ହୋଇଛି। ପୂର୍ବରୁ ଆନନ୍ଦବଜାର ଶୃଙ୍ଖଳା ପାଇଁ ସେନା ନିବୃତ କର୍ମଚାରୀ ଗଠନ କରାଯାଇଛି।

ପୁଣି ଓଡ଼ିଶା ଆସିବେ ଶାହ
Amit Shah: ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ, ବିଧାୟକ ଟ୍ରେନିଂ କାର୍ଯ୍ୟକ୍ରମରେ ଦେବେ ଯୋଗ

ଏହି ଦୁଇ ଦିନିଆ ଗସ୍ତ ସମୟରେ ଅମିତ ଶାହ ଭୁବନେଶ୍ୱରରେ ବିଧାୟକଙ୍କ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେହିପରି ସମ୍ବଲପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

Job Scam In Cuttack
Job Scam In Cuttack: ଠକେଇ ଗ୍ୟାଙ୍ଗରେ ପୂରା ପରିବାର, ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ମାରିନେଲେ

ଠକେଇ ରାକେଟରେ ମାଆ ମାଷ୍ଟର ମାଇଣ୍ଡ । ପୂରା ପରିବାରକୁ କରିଥିଲା ସାମିଲ୍ । ନିଜକୁ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ପରିଚୟ ଦେଇ ଠକେଇ କରୁଥିଲା । ଏହି ରାକେଟରେ ନିଜ ପୁଅ ଓ ଝିଅଙ୍କୁ ବି ସାମିଲ୍ କରିଥିବାର ପୋଲିସ୍ କହିଛି । ମାଆ ପୁଅ ଓ ଝିଅ ମିଶି ସାରା ରାଜ୍ୟରେ କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ କଟକ ବିଡାନାସୀ ଥାନାରେ ଅଭିଯୋଗ ହୋଇଛି ।

Frustrated Lover
Frustrated Lover Torches Girlfriend: ନିଆଁଲଗା ପ୍ରେମିକ, ଜାଳିଦେଲା ପ୍ରେମିକାର ଘର

ମତେ ବାହାହୋ, ନହେଲେ ମୁଁ ମରିଯିବି । ମୋ ଛାତିରେ ନିଆଁ ଲଗାନା, ନହେଲେ ସବୁ ଜାଳିଦେବି ।

BJD Leaders Meet Party Supremo
BJD Leaders Meet Party Supremo: ଗଞ୍ଜାମରେ ଘନଉଛି କି ବିଜେଡି କଳି ? ନବୀନ ନିବାସ ଦ୍ୱାରସ୍ଥ ହେଲେ ନେତା

ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବସିଥିଲା ବୈଠକ । ତଥାପି ବିବାଦ ନତୁଟିବାରୁ ନବୀନ ନିବାସରେ ପହଞ୍ଚିଲେ ଉଭୟ ପକ୍ଷ । ସେଠାରେ ଗଂଜାମର ସମସ୍ତ ନେତାଙ୍କୁ ଭେଟି ଆଲୋଚନା କରିଥିଲେ ବିଜେଡି ସୁପ୍ରିମୋ ।

Panchang
Panchang Today 19th December 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 19 December 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Thursday, 19 December 2024
Coastal Security
Coastal Security: ଗାଁରେ ଛନକା, ଉପକୂଳରେ ଭୟ ବଢ଼ାଉଛି VHF; ଏସପି କହିଲେ ତଦନ୍ତ ପରେ ଆକ୍ସନ୍

ଓଡ଼ିଶା ଉପକୂଳରେ ଭୟ ବଢ଼ାଉଛି ଭିଏଚ୍ଏଫ୍ । ବ୍ୟକ୍ତିଗତ ଭାବେ ଘରେ ଘରେ ଲଗାଯାଇଥିବା ଭିଏଚଏଫ୍‌କୁ ନେଇ ବଢ଼ିଛି ଶଙ୍କା ।

ହାତ ଛାଡ଼ିଦେଲେ ସରକାର !
Bishnupada Sethi: IAS ବିଷ୍ଣୁପଦ ସେଠୀଙ୍କ ପାଇଁ ବଢ଼ୁଛି ଅଡୁଆ, ପାୱାରଲେସ୍ କରି ହାତ ଛାଡ଼ିଦେଲେ ସରକାର

ଦୀର୍ଘ ଦିନ ଧରି ବାଦ ବିବାଦ ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର । ବିଷ୍ଣୁପଦ ପାଖରୁ ୩ଟି ବିଭାଗ କାଢି ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ଭାବେ ବସାଇ ଦେଇଛନ୍ତି ।

MP-MLAଙ୍କୁ ଗୁରୁତ୍ୱ ନଦେଲେ...
Mohan Majhi Govt: ମୋହନ ସରକାରରେ ପାୱାରଫୁଲ୍ ହେବେ ଜନପ୍ରତିନିଧି, ସବୁ ବିଭାଗରେ ଖୋଲିବ ସ୍ପେଶାଲ୍ ସେଲ୍

ନବୀନ ସରକାରରେ ଚାଲିଥିଲା ଏକଛତ୍ରବାଦ । ପାୱାରଲେସ୍ ଥିଲେ ବିଧାୟକ, ସାଂସଦ । କିନ୍ତୁ ମୋହନ ସରକାରରେ ପାୱାରଫୁଲ୍ ହେବେ ଜନପ୍ରତିନିଧି । ସେମାନଙ୍କ ଅଭିଯୋଗ ଆଉ କଥା ଶୁଣିବାକୁ ଖୋଲିବ ସ୍ପେଶାଲ ସେଲ୍ ।

PM Awas Yojana
PM Awas Yojana: ୨ ମାସରେ ସରିବ ଆବାସ ସର୍ଭେ, ବାଦ୍ ପଡ଼ିବେନି ଯୋଗ୍ୟ ହିତାଧିକାରୀ

ଦୁଇ ମାସରେ ସରିବ ଆବାସ ସର୍ଭେ । ଏବେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହୋଇଛି ।

Bishnupada Sethi
CBI Report Triggers Government Action: ୩ ଦିନ ଧରି ଦିଲ୍ଲୀର ଏକ ତାରକା ହୋଟେଲରେ ଥିଲେ IAS ବିଷ୍ଣୁପଦ ସେଠୀ

କିଛି ସରକାରୀ ଅଧିକାରୀ ତାଙ୍କ ଘରେ ପହଞ୍ଚି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଯାଉଥିବାର ଦେଖିବାକୁ ମିଳିଛି । ତେବେ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ୍ କରିଥିବା ବେଳେ ସେ ଏପର୍ଯ୍ୟନ୍ତ ସିବିଆଇରେ ହାଜର ହୋଇନାହାନ୍ତି ।

ରୋଷେଇ କରିବା ପୂର୍ବରୁ ଧ୍ୟାନ ଦିଅନ୍ତୁ
Nutrition: ଆପଣ ରୋଷେଇ ବେଳେ ସଠିକ୍ ପାତ୍ର ବ୍ୟବହାର କରୁଛନ୍ତି ତ...ନହେଲେ ଆସିପାରେ ସ୍ୱାସ୍ଥ୍ୟ ସମସ୍ୟା

ଆପଣ ରୋଷେଇ କଲାବେଳେ କେଉଁ ପାତ୍ର ବ୍ୟବହାର କରିବାକୁ ଭଲ ପାଆନ୍ତି। ଜାଣନ୍ତି କି, ପୋଷଣ ବିଜ୍ଞାନ ରନ୍ଧନ କରିବା ପାଇଁ ଉପଯୋଗୀ ପାତ୍ର ବିଷୟରେ କ’ଣ ମତ ଦିଏ ?

ED
ED Raid: ପ୍ରମିଳାଙ୍କ ଭାଇ ଘରେ ଘାଣ୍ଟୁଛି ED; ୨୩୧ କୋଟି ଠକେଇ ଅଭିଯୋଗରେ ରେଡ୍

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ରେଡ୍। ବିଶ୍ବ NGO ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା EDର ରେଡ୍ ।

Konark
Protest Over Coastal Safety: ସୌନ୍ଦର୍ଯ୍ୟକରଣ ପାଇଁ ବଳି ପଡୁଛି ଝାଉଁ ଗଛ; ସ୍ଥାନୀୟ ଲୋକଙ୍କ ବିରୋଧ

ଝାଉଁ ଓ ହେନ୍ତାଲ ବଣ ଯୋଗୁଁ ଗତ ଥର ବାତ୍ୟା ‘ଦାନା’ ପ୍ରଭାବ ପକାଇ ପାରିଲାନି। ଭିତରକନିକାରେ ଲ୍ୟାଣ୍ଡ ପରେ ଧିମେଇଥିଲା। ଏସବୁ ପରେ ବି ଯଦି କୋଣାର୍କରୁ ଝାଉଁ ବଣ କଟା ଯାଏ ତାହେଲେ ଏହାର ପ୍ରଭାବ କଣ ହେବ ସହଜରେ ଅନୁମେୟ।

Rain Alert
Weather Update: ଆଜିଠୁ ବର୍ଷାରେ ଭିଜିବ ଓଡ଼ିଶା; ଫସଲ ଅମଳ ନେଇ ଚିନ୍ତାରେ ଚାଷୀ

ଆସନ୍ତା ୪ ଦିନ ବର୍ଷା ସମ୍ଭାବନା ରହିଛି। ଆଜି ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ଥିବା ବେଳେ ୧୯ ରୁ ୨୧ ଯାଏ ଉପକୂଳ ଓଡ଼ିଶାରେ ବର୍ଷା ହେବା ନେଇ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ।

Panchang
Panchang Today 18th December 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....