ନୂଆଦିଲ୍ଲୀର ୨ଟି ଘରୋଇ ସ୍କୁଲ DPS ଆର୍.କେ.ପୁରମ୍ ଓ ପଶ୍ଚିମବିହାର ଜିଡି ଗୋଏଙ୍କା ସ୍କୁଲକୁ ଇମେଲ୍ ଯୋଗେ ଧମକ ଆସିଛି। ଆଜି ସକାଳେ ମେଲ୍ ଯୋଗେ କେହି ସ୍କୁଲରେ ବିସ୍ଫୋରଣ କରିବ ନେଇ ଧମକ ପରେ ପହଞ୍ଚିଲା ପୋଲିସ୍ ଓ ଅଗ୍ନିଶମ ବାହିନୀ।
କିଛି ଦିନ ହେଲା ସ୍କୁଲ, ଟ୍ରେନ୍ ଓ ବିମାନକୁ ବୋମା ଧମକ ମିଳୁଛି। ଅନେକ ସମୟରେ ପୋଲିସ ଓ ସାଧାରଣ ଲୋକଙ୍କୁ ଏଥିପାଇଁ ନାକେଦମ୍ ହେବାକୁ ପଡୁଛି। ଏହା ପଛରେ କିଏ ଅଛି ଓ କାହିଁକି ଏପରି ଧମକପୂର୍ଣ୍ଣ ମେଲ୍ କରୁଛି ଜାଣନ୍ତୁ...
ବିମାନ ବନ୍ଦରରେ ବୋମା ଥିବା ନେଇ ବିମାନ ବନ୍ଦର କର୍ତ୍ତୁପକ୍ଷଙ୍କୁ ଆସିଲା ଧମକପୂର୍ଣ୍ଣ କଲ୍ ।
ପୁଣି ବିମାନରେ ବୋମା ଆତଙ୍କ। ବିମାନ ଚଳାଚଳ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ପାଇଁ ସୋସିଆଲ ମିଡିଆରେ ପୁଣି ଧମକ ଦିଆଯାଇଛି। ଏଥର ଭିଷ୍ଟାରାର ଏକ ବିମାନକୁ ଟାର୍ଗେଟ୍ କରାଯାଇଛି।
୩ଟି ବିମାନରେ ବୋମା ଗୁଜବ ସୃଷ୍ଟି କରିଥିବା ଉକ୍ତ ନାବାଳକକୁ ଗିରଫ କରାଯାଇଥିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ସୂଚନା ଦେଇଛନ୍ତି ।
ମଧ୍ୟପ୍ରଦେଶର ଜବଲପୁରରୁ ତେଲେଙ୍ଗାନାର ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଇଣ୍ଡିଗୋର ଏକ ବିମାନରେ ବୋମା ଥିବା ଖବର ସାମ୍ନାକୁ ଆସିବା ପରେ ଏହାକୁ ନାଗପୁରକୁ ଡାଇର୍ଭଟ କରିଦିଆଯାଇଛି ।
ଯାଞ୍ଚ ପାଇଁ ଆଇସୋଲେସନ୍ ବେକୁ ସ୍ଥାନାନ୍ତର କରାଯାଇଛି ବିମାନ। ଘଟଣାସ୍ଥଳରେ ପହଞ୍ଚିଛି କୁଇକ୍ ରିଆକ୍ସନ ଟିମ୍। ସେହିପରି ବିମାନ ଚଳାଚଳ ସୁରକ୍ଷା ଓ ବୋମା ନିଷ୍କ୍ରିୟକାରୀ ଟିମ୍ ବି ଘଟଣାସ୍ଥଳରେ ଅଛନ୍ତି।
ଦିଲ୍ଲୀର ସ୍କୁଲ ଓ ହସ୍ପିଟାଲ ପରେ ଏବେ ତିହାର ଜେଲ୍କୁ ବୋମାରେ ଉଡ଼ାଇ ଦେବା ନେଇ ଆସିଛି ଧମକ। ଇମେଲ୍ ଜରିଆରେ ଏହି ଧମକ ମିଳିଥିବା ନେଇ ସୂଚନା ମିଳିଛି।
ଦିଲ୍ଲୀ ହସ୍ପିଟାଲକୁ ମିଳିଛି ବୋମା ଧମକ । ଦିଲ୍ଲୀରେ ଥିବା ଚାରୋଟି ହସ୍ପିଟାଲକୁ ମିଳିଲା ବୋମା ଧମକ । ହସ୍ପିଟାଲଗୁଡ଼ିକ ହେଲା ଦୀପଚାନ୍ଦ ବନ୍ଧୁ ହସ୍ପିଟାଲ୍, ଦାଦା ଦେବ ହସ୍ପିଟାଲ୍, ହେଡଗୱାର୍ ହସ୍ପିଟାଲ୍ ଏବଂ ଗୁରୁ ତେଗ ବାହାଦୂର ହସ୍ପିଟାଲ୍ ।
ଦିଲ୍ଲୀ NCR ର ଏକାଧିକ ସ୍କୁଲକୁ ଆସିଲା ଧମକପୂର୍ଣ୍ଣ ଇମେଲ୍ । ସ୍କୁଲରେ ବୋମା ଥିବା ନେଇ ଇମେଲ ଆସିବା ପରେ ବିଭିନ୍ନ ସ୍କୁଲରେ ଆତଙ୍କ ଖେଳି ଯାଇଛି ।
ତୁରନ୍ତ ସ୍କୁଲ୍କୁ ଖାଲି କରାଯାଇ ଛାତ୍ରଛାତ୍ରୀ ଓ ଷ୍ଟାଫ୍ଙ୍କୁ ବାହାରକୁ ଅଣାଯାଇ ଛାନ୍ଭିନ୍ କରାଯାଇଥିଲା । ହେଲେ ସେଭଳି କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିଲା ।
ଗୁଜରାଟର ଜାମନଗର ବିମାନବନ୍ଦରରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା
ପାଟନା ବିମାନବନ୍ଦରରେ ବୋମା ଆତଙ୍କ। ଏହା ଜଣାପଡ଼ିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ତତ୍କ୍ଷଣାତ ବିମାନକୁ ଅଟକାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ।