ପ୍ରତ୍ୟେକ ଘରର ରୋଷେଇ ଘରେ ଥିବା ଏକ ମସଲାର ଲାଭ ଖୁବ ଚମତ୍କାର। ଏହା ହେଉଛି ଲବଙ୍ଗ। ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଯଦି ଆପଣଙ୍କ ଅଣ୍ଟାରେ ଚର୍ବି ଜମିଯାଉଛି ତେବେ ପ୍ରତିଦିନ ଲବଙ୍ଗ ଖାଇବା ଆରମ୍ଭ କରନ୍ତୁ। ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ୱାରା କେଉଁ କେଉଁ ରୋଗ ଭଲ ହୋଇପାରେ।
ଆପଣ ରୋଷେଇ କଲାବେଳେ କେଉଁ ପାତ୍ର ବ୍ୟବହାର କରିବାକୁ ଭଲ ପାଆନ୍ତି। ଜାଣନ୍ତି କି, ପୋଷଣ ବିଜ୍ଞାନ ରନ୍ଧନ କରିବା ପାଇଁ ଉପଯୋଗୀ ପାତ୍ର ବିଷୟରେ କ’ଣ ମତ ଦିଏ ?
ଡାଇବେଟିସ ହେବା ଦ୍ୱାରା ହୃଦଘାତ,ନର୍ଭ ଡ୍ୟାମେଜ୍,କୀଡନୀ ରୋଗ ଭଳି ଅନେକ ସମସ୍ୟା ଦେଖାଦେଇଥାଏ । ତେଣୁ ମଧୁମେହ ରୋଗୀ ମାନଙ୍କର ବିଶେଷ ଧ୍ୟାନ ଓ ଯତ୍ନ ନେବା ଆବଶ୍ୟକ ରହିଛି । ବିଶେଷ କରି ଖାଦ୍ୟ ଓ ପାନୀୟର ବିଶେଷ ଭାବେ ଧ୍ୟାନ ଦେବା ଜରୁରୀ ରହିଥାଏ । ତେବେ ଚାଲନ୍ତୁ ଜାଣିବା ମଧୁମେହ ରୋଗୀମାନେ କେଉଁ ଡାଲି ଜାତୀୟ ଖାଦ୍ୟରୁ ଦୂରେଇ ରହିବା ଆବଶ୍ୟକ ଓ କେଉଁ ଡାଲି ଖାଇବା ଆବଶ୍ୟକ ।
ଖରାଦିନେ ଚର୍ମକୁ କୋମଳ ଏବଂ ସତେଜ ରଖିବା ପାଇଁ ଏହାର ଯତ୍ନ ନେବା ଅତ୍ୟନ୍ତ ଜରୁରୀ, କିନ୍ତୁ ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଏହାର ଯତ୍ନ ନେବା ଏବଂ ଚର୍ମ ପାଇଁ ପାର୍ଲରରେ ଘଣ୍ଟା ଘଣ୍ଟା ବିତାଇବା ସମ୍ଭବ ନୁହେଁ। ତେବେ ଆସନ୍ତୁ ଜାଣିବା ଖରାଦିନେ ଚର୍ମ ବା ତ୍ୱଚାର କିପରି ଯତ୍ନ ନେବା ଉଚିତ।
ଆଜିର ଦିନରେ ୨୦ରୁ ୩୦ ବର୍ଷର ଯୁବକମାନେ ମଧ୍ୟ ହୃଦ୍ଘାତ ଭଳି ପ୍ରମୁଖ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଯୁବକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେଉଥିବା ଦେଖାଯାଏ। ତେବେ କିପରି ହୃଦ୍ଘାତକୁ ରୋକାଯାଇପାରିବ ଆସନ୍ତୁ ସେ ବିଷୟରେ ଜାଣିବା।
ପ୍ରାୟ ପ୍ରତ୍ୟେକ ତରକାରୀରେ ଡାଲ୍ଚିନି ର ଖୋଜା ଆଗ ପଡେ। ଏହା ଖାଲି ଖାଦ୍ୟର ସ୍ୱାଦ ବଢାଇ ନ ଥାଏ ବରଂ ଥଣ୍ଡା ଏବଂ କାଶରୁ ମୁକ୍ତି ପାଇବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ। ଆଜିକାଲି କିନ୍ତୁ ବଜାରରେ ପ୍ରାୟତଃ ନକଲି ଡାଲ୍ଚିନି ବିକ୍ରି ହେଉଛି। ଏପରି ପରିସ୍ଥିତିରେ କିପରି ଜାଣିବେ ଅସଲି କି ନକଲି ଡାଲ୍ଚିନି…
ଏବେ ଖରା ଦିନ। ଆଗକୁ ଦିନକୁ ଦିନ ଖରା ବଢ଼ିବାର ଆଶଙ୍କା ରହିଛି । ତେବେ ଖରାଦିନେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ମଧ୍ୟ ଅନୁଭବ ହୋଇଥାଏ । ଏଭଳି ସ୍ଥିତିରେ ଗରମରୁ ବଞ୍ଚିବା ପାଇଁ ନିଜ ଶରୀରକୁ ପ୍ରାକୃତିକ ରୂପେ ଥଣ୍ଡା ରଖିବା ଉଚିତ। ପ୍ରଚୁର ପାଣି ପିଇବା ସହ ନିଜ ଡାଏଟ୍ରେ ବିଶେଷ ଖାଦ୍ୟ ପଦାର୍ଥ ମଧ୍ୟ ସାମିଲ କରିବା ଉଚିତ, ଯାହା ଆଣପଙ୍କ ଶରୀରକୁ ଥଣ୍ଡା ରଖିବାରେ ସହାୟକ ହୋଇପାରିବ।
ଏବେ ଖରା ଦିନ। ଆଗକୁ ଦିନକୁ ଦିନ ଖରା ବଢ଼ିବାର ଆଶଙ୍କା ରହିଛି । ତେବେ ଖରାଦିନେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ମଧ୍ୟ ଅନୁଭବ ହୋଇଥାଏ । ଏଭଳି ସ୍ଥିତିରେ ଗରମରୁ ବଞ୍ଚିବା ପାଇଁ ନିଜ ଶରୀରକୁ ପ୍ରାକୃତିକ ରୂପେ ଥଣ୍ଡା ରଖିବା ଉଚିତ। ପ୍ରଚୁର ପାଣି ପିଇବା ସହ ନିଜ ଡାଏଟ୍ରେ ବିଶେଷ ଖାଦ୍ୟ ପଦାର୍ଥ ମଧ୍ୟ ସାମିଲ କରିବା ଉଚିତ, ଯାହା ଆଣପଙ୍କ ଶରୀରକୁ ଥଣ୍ଡା ରଖିବାରେ ସହାୟକ ହୋଇପାରିବ।
କେହି କେହି କୁହନ୍ତି କି ଦରକାର ଠାରୁ ଅଧିକ ଖାଇଲେ ଖରାପ ହୋଇଥାଏ । ଏଥିରୁ ପୁଷ୍ଟିକର ଖାଦ୍ୟ ପାଇବା ପରିବର୍ତ୍ତେ ଏହା ଶରୀର ଉପରେ ବିପରୀତ ପ୍ରଭାବ ପକାଇଥାଏ । ଯଦି ଆପଣ ଅଧିକ ମାତ୍ରାରେ ବାଦାମ ଖାଉଛନ୍ତି, ତେବେ ଏହା ଆପଣଙ୍କ ଶରୀରକୁ ଅନେକ ଉପାୟରେ କ୍ଷତି ପହଞ୍ଚା ପାରେ ବୋଲି କୁହାଯାଉଛି ।
ଶୀତ ଦିନର ସବୁଠୁ ବଡ଼ ସମସ୍ୟା ହେଉଛି ରୂପି ବା ଡାଣ୍ଡ୍ରଫ୍ । ରୂପି ଏକ ସାଧାରଣ ସମସ୍ୟା । ହେଲେ ଶୀତଦିନେ ଏହା ଅଧିକ ପରିମାଣରେ ଦେଖାଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ବିଭିନ୍ନ ଘରୋଇ ଉପଚାର ବିଷୟରେ ଜଣେଇବୁ ଯାହାକି ଆପଣଙ୍କ ରୂପି ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ ।
ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ସମସ୍ତେ ସୁନ୍ଦର ଓ ଯବାନ୍ ଦେଖାଯିବାକୁ ଚାହାନ୍ତି। କିନ୍ତୁ ବୟସ, ପ୍ରଦୂଷଣ ଓ ବିଜି ଲାଇଫ୍ ଯୋଗୁ କେଶଗୁଡ଼ିକ ବୟସ ହେବା ପୂର୍ବରୁ ଧଳା ପଡ଼ିଯାଇଥାଏ। ଆଜିକାଲି ଯୁବପୀଢ଼ିଙ୍କ ମଧ୍ୟରେ କେଶ ଧଳା ହେବା ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିଛି। ଅନେକ ମହିଳା ଅଛନ୍ତି, ଯାହାଙ୍କ କେଶ ବୟସ ପୂର୍ବରୁ ଧଳା ପଡ଼ିଯାଇଥାଏ। ଯାହାଫଳରେ କି ଅନେକ ମହିଳା ଧଳା କେଶକୁ ଲୁଚାଇବା ପାଇଁ ବିଭିନ୍ନ କେମିକାଲ୍ ଯୁକ୍ତ ରଙ୍ଗକୁ […]