• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Badamba Sugar Mill
Badamba Sugar Mill: ବନ୍ଦ କରିଥିଲେ ନବୀନ ସରକାର, ପୁନଃ ଖୋଲିବେ ମୋହନ ସରକାର

ଦିନେ ନବୀନ ସରକାର କରି ଦେଇଥିଲେ ବନ୍ଦ । ହେଲେ ଆଜି ଖୋଲିବାକୁ ଯାଉଛନ୍ତି ମୋହନ ସରକାର ।

Odisha Senior Citizens Association
Odisha Senior Citizens Association: ‘ଅବସର ସମୟକୁ ସମାଜ ସେବାରେ ଲଗାଇଲେ ଦେଶ ସମୃଦ୍ଧ ହେବ’

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ବରିଷ୍ଠ ନାଗରିକ ପ୍ରତିନିଧି ମାନେ ଯୋଗ ଦେଇ ଉତ୍ସବ ପାଳନ କରିଥିଲେ। ଏହି ଉତ୍ସବରେ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। 

Mentally Distressed Sister
Mentally Distressed Sister: ଭାଇ ଫେରିବା ବାଟକୁ ଅନାଇ ବସିଛି ମାନସିକ ବିକାରଗ୍ରସ୍ତ ଅସହାୟ ଭଉଣୀ

ବାପା ମାଆ ଚାଲିଯିବା ପରେ ସମସ୍ତ ଦାୟିତ୍ୱ ଭାଇ ସଞ୍ଜୀତଙ୍କ ଉପରେ ପଡିଲା । ସେ ଭଉଣୀକୁ ନେଇ ଖାଡାଗଳିରେ ଘରଭଡା ନେଇ ରହିଲେ ।

  • Monday, 23 December 2024
Illegal Brick Kilns Flourish in Balasore
Illegal Brick Kilns In Balasore: ଅଣନିଶ୍ବାସୀ କଲାଣି ବେଆଇନ ଇଟାଭାଟି; ବିଷାକ୍ତ ଧୂଆଁ-ପାଉଁଶରେ ପ୍ରଦୂଷିତ ହେଉଛି ପରିବେଶ

ସରକାରୀ ନିୟମକୁ ଉଲଂଘନ କରି ଇଟା ଭାଟି ଚଲାଉଛନ୍ତି ମାଫିଆ। ସରକାରୀ ଜମି ଏବଂ ନଦୀ କୂଳିଆ ଅଞ୍ଚଳକୁ ଟାର୍ଗେଟ କରି ବାଲି ଓ ମାଟି ତାଡ଼ି ନେଉଛନ୍ତି । ଇଟା ଭାଟିରୁ ବାହାରୁ ଥିବା ଧୂଆଁ ଓ ପାଉଁଶ ଯୋଗୁଁ ପ୍ରଦୂଷିତ ହେଉଛି ବାୟୁ ମଣ୍ଡଳ। 

କମିବ ହେରଫେର୍
Ration Card Odisha: ହିତାଧିକାରୀ ଖୁସି, ନୂଆ ବର୍ଷରୁ ପ୍ରତିମାସରେ ମିଳିବ ରାସନ

ଘୋଷଣା କଲେ ସରକାର । ନୂଆ ବର୍ଷରୁ ମିଳିବ ଏହି ସୁବିଧା। ହିତାଧିକାରୀ ଖୁସି । କିନ୍ତୁ କାହିଁକି ଏତେ ଖୁସି ? ପଢନ୍ତୁ ଏଇ ରିପୋର୍ଟ ।

ଶୀତ ଋତୁରେ କେଶର କେମିତି ନେବେ ଯତ୍ନ
Heath Tips: ଶୀତ ଋତୁରେ କେମିତି ନେବେ କେଶର ଯତ୍ନ...ଜାଣନ୍ତୁ ଏହି ଉପଚାର...

ପ୍ରତ୍ୟେକ ଋତୁର ବାୟୁମଣ୍ଡଳ ପରି ଶରୀର ଉପରେ ମଧ୍ୟ ପ୍ରଭାବ ରହିଥାଏ। ଚାଲନ୍ତୁ ଜାଣିବା ଶୀତ ଋତୁରେ କେଶର କ’ଣ ସବୁ ସମସ୍ୟା ଦେଖାଯାଏ। ଆଉ କେମିତି ସହଜରେ ଘରେ ଏହାର ଯତ୍ନ ନେଇପାରିବେ।

Panchang
Panchang Today 23rd December 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଦ୍ରବ୍ୟ କ୍ରୟ କରନ୍ତୁ

ତିଥି-ଅଷ୍ଟମୀ ସନ୍ଧ୍ୟା ୦୫.୦୮ ଗତେ ନବମୀ । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୯.୦୯ ପର୍ଯ୍ୟନ୍ତ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 23 December 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Monday, 23 December 2024
Incessant Rain Submerges Acres of paddy Crops
Untimely Rain: ବାତ୍ୟା ‘ଦାନା’କୁ ବଳିଗଲା ଅଦିନ ମେଘ; ଅମଳ ବେଳରେ ସବୁଠି ଭାଙ୍ଗିଲା ଚାଷୀଙ୍କ ମେରୁଦଣ୍ଡ

ଧାନ ତ ନୁହେଁ, ସୁନା ଫଳିଥିଲା..ଫସଲ ତ ନୁହେଁ, କ୍ଷେତ ମଝିରେ ଆହାର ପୂରିଥିଲା। ହେଲେ ସେହି ସୁନାର ଫସଲ ଆଉ ବର୍ଷକର ଆହାର ଉଜୁଡ଼ିଯିବା ପରେ ଚାଷୀ ବା ଆଉ କରିବ କ’ଣ, ଶେଷରେ ହତାସ ହୋଇଯାଇଛି।

Ruben Banerjee's Book
Ruben Banerjee's Book: ରୁବେନ୍ ବାନାର୍ଜୀଙ୍କ ପୁସ୍ତକକୁ ନେଇ ହଲଚଲ୍, ଖୋଲିଦେଲେ ପାଣ୍ଡିଆନ୍‌ଙ୍କ ଗୁମର

ରୁବେନ୍ ବାନାର୍ଜୀଙ୍କ 'ନବୀନ ପଟ୍ଟନାୟକ' ପୁସ୍ତକକୁ ନେଇ ସବୁଠି ହଲ୍‌ଚଲ୍ । କିପରି ପାଣ୍ଡିଆନ୍ ନବୀନଙ୍କୁ କବଜା କରି ରଖିଥିଲେ ଓ ବିଜେଡିରେ କେତେ ଶକ୍ତିଶାଳୀ ଥିଲେ ତାହା ବହିରେ ଉଲ୍ଲେଖ ଅଛି ।

Rain Expected Again in Odisha
Rain Expected Again in Odisha: ପୁଣି କାଚିବ ବର୍ଷା ! ୨୪ ରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା

ପାଣିପାଗ ବିଭାଗ କହିଛି, ପୂର୍ବରୁ ଦକ୍ଷିଣ, ପଶ୍ଚିମରୁ ଆଭ୍ୟନ୍ତରୀଣ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତର ପ୍ରଭାବରେ ଆସନ୍ତାକାଲି ଯାଏଁ ବର୍ଷା ହେବ । ଏହା କ୍ରମେ ଦୁର୍ବଳ ହେବା ପରେ ବଦଳିବ ପାଣିପାଗର ମିଜାଜ ।

Who Will Be The Next Chief Secretary
Chief Secretary: ଡିସେମ୍ବର ୩୧ରେ ସରୁଛି ମନୋଜଙ୍କ କାର୍ଯ୍ୟକାଳ; ବର୍ଷ ଆରମ୍ଭରେ ରାଜ୍ୟ ଦେଖିବ କି ପ୍ରଶାସନିକ କଳର ନୂଆ ମୁଖିଆ ?

ମନୋଜ ଆହୁଜାଙ୍କୁ ଏକ୍ସଟନସନ ଦେବେ, ନା ନୂଆ କାହାକୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ମିଳିବ? ଯାହାକୁ ନେଇ ପାୱାର କରିଡରରେ ଚର୍ଚ୍ଚା। 

Puri Srimandir
Puri Srimandir: ନୂଆବର୍ଷରୁ ଦିଅଁ ଦର୍ଶନ ପାଇଁ ନୂଆ ପ୍ରଣାଳୀ, ସେବାୟତ ଉଠାଇଲେ ଆପତ୍ତି

ଡିସେମ୍ବର ୩୦-୩୧ ଦୁଇଦିନ ପରୀକ୍ଷାମୂଳକ ଭାବେ ଦର୍ଶନ ଚାଲିବ । ତେଣେ ପରିଚାଳନା କମିଟିରେ ବିନା ବିଚାରବିମର୍ଶ ଓ ଛତିଶା ନିଯୋଗର ମତାମତ ନିଆ ନଯାଇ ନୂଆ ବ୍ୟବସ୍ଥା ଲାଗୁ କରାଯାଉଥିବାରୁ ଆପତ୍ତି ଉଠାଇଛନ୍ତି ସେବାୟତ ।

Shreeyam Mishra
Shreeyam Mishra: ICU ବେଡ୍‌ରେ ୧୫ ବର୍ଷର ବାଳକ ଶ୍ରୀୟମ; ସହାୟତା ପାଇଁ ନେହୁରା ହେଉଛନ୍ତି ପରିବାର...

ବଢିଲା ପୁଅକୁ ଏବେ ବ୍ରେନ୍ ଷ୍ଟ୍ରୋକ୍ । ଯେଉଁ ବୟସରେ ପାଠ ପଢି ଗାଁ ଦାଣ୍ତରେ ଖେଳିବା କଥା ସେହି ବୟସରେ ଏବେ ମେଡ଼ିକାଲ ବେଡ୍‌ରେ ଦିନ କାଟୁଛନ୍ତି ଶ୍ରୀନିବାସଙ୍କ ୧୫ ବର୍ଷର ପୁଅ ଶ୍ରୀୟମ ।

  • Sunday, 22 December 2024
  • Help
Prasanna Acharya
Pandian Responsible for BJD’s Debacle: ବିଜେଡି ପରାଜୟ ପଛରେ ପାଣ୍ଡିଆନ କାରଣ! ରୁବେନଙ୍କ ବହି, ମତ ରଖିଲେ ପ୍ରସନ୍ନ

ଓଡ଼ିଶାରେ ଦୀର୍ଘ ଦିନ ଧରି ସାମ୍ବାଦିକତା କରିଛନ୍ତି । ବିଜେଡି ଆରମ୍ଭରୁ ଦଳକୁ ଏବଂ ସଂଗଠନକୁ ଅତି ପାଖରୁ ସେ ନିରୀକ୍ଷଣ କରିଛନ୍ତି ।

Tigress Zeenat
Tigress Zeenat: ପଶ୍ଚିମବଙ୍ଗରୁ ଫେରିବ ବାଘୁଣୀ ଜିନ୍ନତ, ଟ୍ରାଙ୍କୁଲାଇଜ୍ କରି ଫେରାଇବାକୁ ଯୋଜନା

ବାଘୁଣୀକୁ ଫେରାଇ ଆଣିବା ଲାଗି ଟ୍ରାଙ୍କୁଲାଇଜ୍ କରିବାକୁ ଯୋଜନା ଚାଲିଥିବା ଆରସିସିଏଫ କହିଛନ୍ତି । ଶିମିଳିପାଳରୁ ଜିନ୍ନତ ଯିବାର ଦଶ ଦିନ ହେବାକୁ ବସିଲାଣି ହେଲେ ଜିନ୍ନତ ଶିମିଳିପାଳ ଫେରିବାର ନାଁ ଧରୁନାହିଁ ।

ଗୁମର ଖୋଲିଲା
Pandian Exposed:ଖୋଲିଲା ପାଣ୍ଡିଆନଙ୍କ ଗୁମର, ପଦାକୁ ଆସିଲା ବିଜେଡି ହାରିବାର କାରଣ

ପାଣ୍ଡିଆନ୍ କେମିତି ସରକାରକୁ ଅକ୍ତିଆର କଲେ ? ୨୦୨୪ ନିର୍ବାଚନରେ କାହିଁକି ବିଜେଡି ହାରିଲା, l ତା’ର କାରଣ ବି ଏଥିରେ ଉଲ୍ଲେଖ କରାଯାଇଛି । ନବୀନଙ୍କ କାନରେ କେଉଁମାନେ କହୁଥିଲେ, ସବୁକଥା ଏହି ବହିରେ ରହିଛି ।

Former BJD MLA Bijay Mohanty
Former BJD MLA Bijay Mohanty: ଆଉ ନାହାନ୍ତି ପୂର୍ବତନ ବିଧାୟକ ବିଜୟ ମହାନ୍ତି, ୬୦ ବର୍ଷ ବୟସରେ ପରଲୋକ

ବିଜେଡିର ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ । ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ବିଜୟ ମହାନ୍ତି ଆଉ ନାହାନ୍ତି ।

Srimandir
Srimandir: ଜଗା ଦର୍ଶନ ପାଇଁ ନୂଆ ବ୍ୟବସ୍ଥା, ନୂଆବର୍ଷରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ

ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ ବ୍ୟବସ୍ଥା । ଡିସେମ୍ୱର ୨୭ ଓ ୨୮ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହୋଇଯିବ। ଗତକାଲି ମୁଖ୍ୟ ପ୍ରଶାସକଙ୍କ ସହ ସମୀକ୍ଷା କରିବା ପରେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

Strawberry
Special Story: ଷ୍ଟ୍ରବେରୀ ଚାଷ ପାଇଁ ମନବଳାଇଲେ କୋରାପୁଟିଆ ଚାଷୀ; ଜମିରେ ଫଳାଇବେ ବିଦେଶୀ ଫଳ

ଷ୍ଟ୍ରବେରୀ ଚାଷ ପାଇଁ କୋରାପୁଟିଆ ଚାଷୀ ମନ ବଳାଉଥିବାରୁ ସହାୟତା ପାଇଁ ଆଗେଇ ଆସିଛି ଜିଲ୍ଲା ଉଦ୍ୟାନ ବିଭାଗ । କୋଟିଆ ଅଞ୍ଚଳରେ ଷ୍ଟ୍ରବେରୀ ଚାଷର ସଫଳତା ପରେ ଏବେ ଜିଲ୍ଲାର ଅନ୍ୟ ଅଞ୍ଚଳରେ ଚାଷୀଙ୍କୁ ଷ୍ଟ୍ରବେରୀ ଚାଷ ପାଇଁ ଉତ୍ସାହିତ କରାଯାଉଛି ।

Birth of hundred sons from hundred clay pots
Mahabharat Story: ଶତ ମାଟି ପାତ୍ରରୁ ଶତ ପୁତ୍ରଙ୍କ ଜନ୍ମ ଘଟଣା ଓ ଅଭିଶପ୍ତ ରାଜାଙ୍କ ମୃତ୍ୟୁ ବୃତ୍ତାନ୍ତ

ଗୋଟେ ମାଂସ ପିଣ୍ଡୁଳାରୁ କେମିତି ଜନ୍ମିଲେ ଶହେ ପୁଅ ? ଶତ ସତର୍କତା ପରେ ବି କେମିତି ଫଳିଲା ଅଭିଶାପ? ସ୍ୱାମୀଙ୍କର ମୃତ୍ୟୁ ପରେ କାହିଁକି ଜଣେ ରାଣୀ ବଞ୍ଚି ରହିଲେ ଓ ଅନ୍ୟ ଜଣେ ସତୀ ହେଲେ? ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

Panchang
Panchang Today 22nd December 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଗୃହ ପ୍ରବେଶ କରନ୍ତୁ

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Hala Modi
Hala Modi: କୁଏତ୍‌ରେ ଓଡ଼ିଶାର ଗୁଣଗାନ କଲେ ମୋଦି; କହିଲେ କୁଏତୀ ବନ୍ଧୁଙ୍କୁ ନେଇ ବୁଲିବାକୁ ଆସନ୍ତୁ...

ପ୍ରଧାନମନ୍ତ୍ରୀ କହିଛନ୍ତି- ବିକଶିତ ଭାରତର ଯାତ୍ରା ପ୍ରବାସୀ ଭାରତୀୟଙ୍କ ଭାଗିଦାରୀ ବିନା ଅସମ୍ଭବ। ମୁଁ ଆପଣ ସମସ୍ତଙ୍କୁ ବିକଶିତ ଭାରତର ସଂକଳ୍ପ ସହ ଯୋଡ଼ିହେବା ପାଇଁ ଆମନ୍ତ୍ରଣ କରୁଛି । କୁଏତୀ ବନ୍ଧୁଙ୍କୁ ସାଥିରେ ନେଇ ଭାରତ ଆସନ୍ତୁ...

Rain
Weather Update: ଆଜିଠୁ ବଦଳିବ ପାଗର ମିଜାଜ୍; କମିବ ବର୍ଷା, ବଢିବ ଶୀତ

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଘନ କୁହୁଡ଼ିର ସମ୍ଭାବନା ରହିଛି । ଦିନ ତାପମାତ୍ରା କମିଥିବା ବେଳେ ରାତି ତାପମାତ୍ରା ସ୍ବାଭାବିକଠୁ ଅଧିକ ରହିଛି ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 22 December 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Sunday, 22 December 2024