• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Migratory Birds Flying Over Puri Srimandir
ଚକିତ ପର୍ଯ୍ୟଟକ; ରାତିରେ ଶ୍ରୀମନ୍ଦିର ଉପରେ ଉଡ଼ିଲେ ଶହ ଶହ ପକ୍ଷୀ...

ସମୁଦ୍ରରେ ବାତ୍ୟା ସୃଷ୍ଟି ହେବାରୁ ପାଗ ପରିବର୍ତ୍ତନ ଯୋଗୁ ବିଦେଶୀ ପକ୍ଷୀ ଦିଗ ପରିବର୍ତ୍ତନ କରି ଶ୍ରୀମନ୍ଦିର ଉପରେ ଉଡ଼ୁଥିବା ଅନୁମାନ କରାଯାଉଛି । 

Bamboo Farming Generating Significant Income
Special Story: ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୃଦ୍ଧାବସ୍ଥା; ବୟସ ୮୦, ରୋଜଗାର ଲକ୍ଷ ଲକ୍ଷ...

ଯେଉଁ ବୟସରେ ଘରେ ବସି ନାତି ନାତୁଣୀ ମାନଙ୍କ ସହ ସମୟ ବିତାଇବା କଥା ସେଇ ବୟସରେ ବାଉଁଶ ଚାଷ କରି ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ମନିନ୍ଦ୍ର ମୋହନ ପାଣି । 

Cyclone Dana emergency helpline
ମାଡ଼ି ଆସୁଛି ‘ଦାନ’; ଜରୁରୀକାଳୀନ ହେଲ୍ପଲାଇନ୍‌ ଓ କଣ୍ଟ୍ରୋଲ ରୁମ୍‌ ନମ୍ବର ଜାରି କଲେ ରାଜ୍ୟ ସରକାର...

ଓଡ଼ିଶା ଉପକୂଳ ମୁହାଁ ବାତ୍ୟା ଦାନା । ସମୁଦ୍ରରୁ ବଳ ଗୋଟାଇ ଆଗକୁ ଆଗକୁ ବଢୁଛି । ବାତ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଜରୁରୀକାଳୀନ ହେଲ୍ପଲାଇନ ଓ କଣ୍ଟ୍ରୋଲ ରୁମ ନମ୍ବର ଜାରି କରିଛନ୍ତି । 

Why was there enmity between the snake and the garuda
ସାପ ଓ ଗରୁଡଙ୍କ ଭିତରେ କାହିଁକି ହେଲା ଶତ୍ରୁତା?

ସାପ ଓ ଗରୁଡ଼ଙ୍କ ଜନ୍ମ ଏବଂ ଶତ୍ରୁତାର କାହାଣୀ l ସାପମାନଙ୍କ ଜିଭ କଟି ଦୁଇକେନା ହେବାର ରହସ୍ୟ l

Heavy Rainfall
ବାତ୍ୟାକୁ ନେଇ ବଡ଼ ସୂଚନା; ଆଜି ସନ୍ଧ୍ୟାରୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷିବ !

ଆଜି ସନ୍ଧ୍ୟା ପରଠୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷିବ ନେଇ ସୂଚନା । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବରରେ ପ୍ରବଳ ବର୍ଷା ହୋଇପାରେ ।

Cyclone
ବାତ୍ୟା ପାଇଁ ସବୁ ଛାନିଆ; ଜାଣନ୍ତୁ ବାତ୍ୟା ବେଳେ କ’ଣ କରିବେ, କିପରି ରହିବେ ସୁରକ୍ଷିତ...

ବାତ୍ୟା ଆସିଲେ କଣ କରିବେ ? କଣ କରିବେନି ? ବାତ୍ୟା ଦାନାରୁ କେମିତି ରକ୍ଷା ପାଇବେ ?

cyclone
ବାତ୍ୟା ‘ଦାନା’କୁ ନେଇ ବଡ଼ ଖବର; ଭିତରକନିକା-ଧାମରା ଭିତରେ କରିବ ଲ୍ୟାଣ୍ଡଫଲ୍‌ !

ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ୍‌ କରିପାରେ ବାତ୍ୟା  । ଲ୍ୟାଣ୍ଡଫଲ୍‌ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା । 

Some useful tips for breast cancer
Nutrients: ସ୍ତନ କର୍କଟ ପାଇଁ କିଛି ଉପାଦେୟ କଥା

ସ୍ତନ କର୍କଟ ମୃତ୍ୟୁ ପର୍ଯ୍ୟନ୍ତ ନେଇଯିବାର କ୍ଷମତା ରଖେ। । ତେବେ ଆସନ୍ତୁ ଡାକ୍ତରଙ୍କ ଆଗରେ ମନଖୋଲି ମହିଳାମାନେ କଥାହେବାକୁ ସଂକୋଚ କରୁଥିବା ଏକ ବ୍ୟାଧି ସ୍ତନ କର୍କଟ ବିଷୟରେ ଆଜି ଜାଣିବା।

Cyclone Dana has formed
ସୃଷ୍ଟି ହେଲା ବାତ୍ୟା 'ଦାନା'; ଘଣ୍ଟାପ୍ରତି ୧୮ କିମି ବେଗରେ ମାଡ଼ି ଆସୁଛି

ସୃଷ୍ଟି ହେଲା ବାତ୍ୟା 'ଦାନା' । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ଦାନା'। ଗଭୀର ଅବପାତ ଆଜି ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ଘଣ୍ଟାପ୍ରତି ଏବେ ୧୮ କିମି ବେଗରେ ଆଗକୁ ବଢୁଛି ।

Panchang
Panchang Today 23rd October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

NDRF
ବାତ୍ୟା ମୁକାବିଲା ପ୍ରସ୍ତୁତି; ପଞ୍ଜାବରୁ ଆସିଲେ ମହିଳା NDRF ସଦସ୍ୟ

ବାତ୍ୟା ମୁକାବିଲା ନେଇ ଚାଲିଛି ପ୍ରସ୍ତୁତି।ପଞ୍ଜାବ ଭଟିଣ୍ଡାରୁ ଭୁବନେଶ୍ବରରେ ପହଞ୍ଚିଛନ୍ତି ୫ଟି NDRF ଟିମ୍। ଗତକାଲି ମଧ୍ୟରାତିରେ ଏହି ଟିମ୍ ଭୁବନେଶ୍ବର ବିମାନବନ୍ଦରେ ପହଞ୍ଚିଛନ୍ତି। ତେବେ ବଡ଼ କଥା ହେଉଛି ଏହି ଟିମ୍‌ରେ ମହିଳା ସଦସ୍ୟ ମଧ୍ୟ ଅଛନ୍ତି।

Cyclone
ଆଜି ବାତ୍ୟାର ରୂପ ନେବ ଗଭୀର ଅବପାତ; ଘଣ୍ଟାପ୍ରତି ୩ କିମି ବେଗରେ ମାଡ଼ି ଆସୁଛି

ବଙ୍ଗୋପସାଗରରୁ ବଳ ଗୋଟାଇ ଆଗକୁ ବଢୁଛି ଗଭୀର ଅବପାତ। ଆଜି ସୃଷ୍ଟି ହେବ ବାତ୍ୟା, କାଲି ଭୀଷଣ ରୂପ ନେବ। ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳକୁ ବାତ୍ୟା ନେଇ ୟେଲୋ ଆଲର୍ଟ ଜାରି ହୋଇଛି ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 23 October 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Wednesday, 23 October 2024
Shelter Center
ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ଉପରେ SRCଙ୍କ ଗୁରୁତ୍ୱ

ଦାନାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଏୟାରଲିଫ୍ଟ ସିଷ୍ଟମ। କେନ୍ଦ୍ର ସରକାରଙ୍କ ସମସ୍ତ ସହଯୋଗ ରହିଛି।

Ten early symptoms of anxiety in children which should not be ignored
ପିଲାଙ୍କ ଠାରେ ଆନ୍‌ଜାଇଟିର ୧୦ଟି ପ୍ରାରମ୍ଭିକ ଲକ୍ଷଣ: ଯାହାକୁ ଅଣଦେଖା କରିବା ଉଚିତ୍ ନୁହେଁ

ପିଲାଙ୍କ ଠାରେ ଦେଖାଯାଉଥିବା ଏହି ୧୦ଟି ପ୍ରାରମ୍ଭିକ ଲକ୍ଷଣରୁ ଆପଣ ଜାଣିପାରିବେ ଆନ୍‌ଜାଇଟି ଆରମ୍ଭ ହେଉଛି ବୋଲି ଓ ଏହାକୁ ସମାଧାନ କରିବାର ୧୦ଟି ଉପାୟ ।

Kansa Maharaja
କଂସ ମହାରାଜଙ୍କ ଗଲା ଚାକିରି, ଲାଞ୍ଚ ନେଇ ଥିଲେ ବିବାଦରେ

ଚାକିରି ହରାଇଲେ କଂସ ମହାରାଜ । ବିବାଦ ପରେ ଚାକିରି ହରାଇଲେ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ ।

  • Tuesday, 22 October 2024
  • Bribe
Cyclone Dana
ବଳୁଆ ହେଉଛି ସମ୍ଭାବ୍ୟ ବାତ୍ୟା 'ଦାନା', କାଲି ନେବ ବାତ୍ୟା ରୂପ

ସେଇ ଅନୁମାନ, ସମାନ ଆକଳନ .. ଗଭୀର ସମୁଦ୍ରରେ ବଳୁଆ ହେଉଛି ସାଇକ୍ଲୋନ୍ ପାରାଦୀପଠୁ ପ୍ରାୟ ୭ ଶହ କିମି ଦୂର କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଶକ୍ତିଶାଳୀ ହେବାରେ ଲାଗିଛି ସାମୁଦ୍ରିକ ଝଡ଼ ଦାନା ।

IAS
କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର, ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ

ବଲୱନ୍ତ ସିଂଙ୍କୁ ପୁରୀ, ଭୀନିତ ଭରଦ୍ବାଜଙ୍କୁ ମୟୂରଭଂଜ ଦାୟିତ୍ୱ । ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର, ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡ଼ା ଦାୟିତ୍ୱ ।

Cyclone Dana
ବାତ୍ୟା ଆସିଲା, ମନେ ପଡ଼ିଲା! କେତେ ସୁରକ୍ଷିତ ଆଶ୍ରୟସ୍ଥଳୀ ?

କେତେ ସୁରକ୍ଷିତ ଉପକୂଳ ଓଡ଼ିଶାର ବିଭିନ୍ନ ପୁରୁଣା ବାତ୍ୟା ଆଶ୍ରୟସ୍ଥଳୀ? ବାତ୍ୟା ପ୍ରକୋପରୁ ବର୍ତ୍ତିବାକୁ ଠିକ୍ ଅଛି ତ ଆଶ୍ରୟସ୍ଥଳୀର ଅବସ୍ଥା?

Cyclone Dana
କାହାକୁ ଚାଷ ଚିନ୍ତା, କାହାକୁ ବାସ ଚିନ୍ତା; ବାତ୍ୟା ମୁକାବିଲା ପାଇଁ ତୟାର୍ କଳ-ବଳ

ସମୁଦ୍ରରୁ ମାଡ଼ି ମାଡ଼ି ଆସୁଛି ବାତ୍ୟା, ସରି ସରି ଆସୁଛି ପ୍ରସ୍ତୁତି ସମୟ । ବିପର୍ଯ୍ୟୟ ମୁକାବିଲା ତୟାରି ପାଇଁ ହାତରେ ଆଉ ମାତ୍ର ଗୋଟିଏ ଦିନ ।

Vegetables Price
ହାଟ ବଜାରରେ ତାଣ୍ଡବ ରଚୁଛି ଦରବୃଦ୍ଧିର ଝଡ଼, ବଜାରରୁ ଉଭାନ୍ ଆଳୁ-ପିଆଜ

ବାତ୍ୟା ‘ଦାନା’ ଆସିବା ପୂର୍ବରୁ ହାଟ ବଜାରରେ ତାଣ୍ଡବ ରଚୁଛି ଦରବୃଦ୍ଧିର ଝଡ଼ । ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ କଥା ଛାଡ଼ନ୍ତୁ, ମାର୍କେଟରୁ ଏକ ପ୍ରକାର ଉଭାନ୍ ହୋଇଗଲାଣି ଆଳୁ, ପିଆଜ ।

Jharpada Jail
ଜେଲ୍ ଭିତରେ ଚାଲୁଛି କ'ଣ! ଛୁରୀ ଧରି ହେଉଛି ମୋବାଇଲ୍ ସୁଟ୍

କଏଦୀଙ୍କ ହାତରେ ମାରଣାସ୍ତ୍ର । ଜେଲର ସେଲ୍ ଭିତରେ ଭାଇଗିରି ।

PM Modi To Visit Odisha
ନଭେମ୍ବର ୧୫ରେ ରାଉରକେଲା ଆସିବେ ମୋଦି; ସହିଦ ମାଧୋସିଂ ହାତଖର୍ଚ୍ଚ ବୃତ୍ତି ଯୋଜନାର କରିବେ ଶୁଭାରମ୍ଭ 

ଜନଜାତି ଗୌରବ ଦିବସର ଉଦଘାଟନୀ ସମାରୋହରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ରାଉରକେଲା ଆସିବେ । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ।

Khordha Murder
ପଥର ଖଣିରୁ ମୃତଦେହ ଜବତ, ପ୍ରି ପ୍ଲାନ୍ ମର୍ଡର କହିଲେ ଏସପି

ଖୋର୍ଦ୍ଧା କାଇପଦର ଟାଙ୍ଗିଣି ମୁଣ୍ଡିଆ ପଥର ଖଣିରୁ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାସ ।

trains cancelled
Cyclone Dana: ଆସୁଛି ବାତ୍ୟା ‘ଦାନା’; ୩ ଦିନ ମଧ୍ୟରେ ବାତିଲ ହେଲା ୧୭୮ଟି ଟ୍ରେନ୍‌

ବାତ୍ୟା ପାଇଁ ବ୍ୟାପକ ଟ୍ରେନ୍‌ ବାତିଲ ଘୋଷଣା କଲା ରେଲୱେ । ମୋଟ ୧୭୮ଟି ଟ୍ରେନ୍‌ ବାତିଲ ନେଇ ରେଲୱେର ସୂଚନା ।