ଏହି ମାମଲାରେ MIDC ପୋଲିସ ଏକ ଆକସ୍ମିକ ମୃତ୍ୟୁ ମାମଲା ରୁଜୁ କରିଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ପରିବାର ପକ୍ଷରୁ ଦୁର୍ବ୍ୟବହାରର କୌଣସି ଅଭିଯୋଗ କରାଯାଇ ନାହିଁ ।
ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ରେଡ୍। ବିଶ୍ବ NGO ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା EDର ରେଡ୍ ।
ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିରଙ୍କ PSଙ୍କ ଘରୋଇ ସହାୟକ ଘରୁ ମିଳିଲା ମୋଟ ୩୫ କୋଟି ୨୩ ଲକ୍ଷ ଟଙ୍କା । ଷ୍ଟିଲ ଟ୍ରଙ୍କରେ ଭର୍ତ୍ତିକରି କଡ଼ା ସୁରକ୍ଷା ବଳୟରେ ନେଲା ଇଡି ।
ଗତ ୧୫ ତାରିଖରେ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍ କରିଥିଲା।
ବରପଦା ଇଂଜିନିୟରିଂ କଲେଜରେ ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ବି ରେଡ୍ । କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷାରେ ଚାଲିଛି ରେଡ୍ ।
ବଢ଼ିଲା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡ଼ୁଆ। ଇଡି ହାତରେ ଲାଗିଲା ତାଙ୍କର ବିବାଦୀୟ ହ୍ବାଟସଆପ୍ ଚାଟ୍। ଯେଉଁଥିରେ ରହିଛି ଟ୍ରାନ୍ସଫର ପୋଷ୍ଟିଂ ଭଳି ଅନେକ କଳା କାରବାରର କଚ୍ଚା ଚିଠା
ମନି ଲଣ୍ଡ୍ରିଂ ମାମଲାରେ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ଘରେ ରେଡ୍ କରୁଛି ଇଡି । ଏହାସହ ଦିଲ୍ଲୀ ଜଳବୋର୍ଡର ପୂର୍ବତନ ସଦସ୍ୟ ସଲାଭ କୁମାରଙ୍କ ଘରେ ବି ରେଡ୍ ଚାଲିଛି ।
ଇଡ଼ି ରେଡ୍ ବେଳେ ସୋରେନ୍ ଘରେ ଉପସ୍ଥିତ ନାହାନ୍ତି। ରାତି ଅଧରୁ ସେ କୁଆଡ଼େ ଯାଇଛନ୍ତି, ସେ ବିଷୟରେ କେହି ଜାଣିନଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ପାଇଛି।
ସବୁଠାରୁ ବଡ଼ କଥା ହେଲା, ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଖନନ କରାଯାଇଥିବାର ତଥ୍ୟ ପ୍ରମାଣ ମଧ୍ୟ ED ହାତରେ ଲାଗିଛି ।
ଦିଲ୍ଲୀ ବାସଭବନରେ ଚଢ଼ଉ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ... ମଦ ଦୁର୍ନୀତି ମାମଲାରେ ଚଢ଼ଉ ଚାଲିଥିବା ସୂଚନା ...
ହନିଟ୍ରାପ୍ କ୍ୱିନ୍ ତଥା ଲେଡି ବ୍ଲାକ୍ ମେଲର୍ ଅର୍ଚ୍ଚନା ନାଗଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଟିମ୍ ଚଢ଼ଉ କରିଛି। ଅର୍ଚ୍ଚନାଙ୍କ ବିଜନେସ୍ ପାର୍ଟନର ଖଗେଶ୍ୱରଙ୍କ ବାଲିପାଟଣା ଘରେ ମଧ୍ୟ ଚଢ଼ାଉ ହୋଇଛି।
ବେଆଇନ୍ ଖଣି ଖନନ ମାମଲାରେ ଝାଡ଼ଖଣ୍ଡରେ ଇଡି ୧୭ଟି ସ୍ଥାନରେ ଚଢ଼ଉ କରିଛି। ତେବେ ରେଡ୍ ବେଳେ ୨ଟି AK 47 ରାଇଫଲ୍ ମିଳିଛି।
ଦୀର୍ଘ ସମୟ ଧରି ପଚରାଉଚରା ପରେ ଇଡି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ମଧ୍ୟରାତ୍ରରେ ଗିରଫ କରିଛି। ଆଜି ସକାଳ ସାଢେ ୧୧ଟା ସମୟରେ PMLAରେ ସଞ୍ଜୟଙ୍କୁ କୋର୍ଟରେ ହାଜର କରାଯିବ।
ବାରମ୍ବାର ସମନ ସତ୍ତ୍ୱେ ହାଜର ହୋଇ ନଥିଲେ ଶିବସେନା ନେତା ସଂଜୟ ସଂଜୟ...ଦୁର୍ନୀତିରେ ଲିଙ୍କ୍ ନେଇ ସଂଜୟ ଓ ତାଙ୍କ ପତ୍ନୀଙ୍କୁ ଜେରା କରୁଛି ଇଡି....
ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଦୁଇ ଦୁଇ ଥର ସମନ ସତ୍ତ୍ୱେ ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ହାଜର ହୋଇନଥିଲେ। ଶେଷରେ ଇଡି ଅଧିକାରୀମାନେ ଆଜି ସକାଳ ୭ଟାରେ ତାଙ୍କ ଘରେ ରେଡ୍ କରିଛନ୍ତି।
ଟିଏମସି ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରୁ ବାହାରିଲା ଏଭଳି ଗଦାଗଦା ଟଙ୍କା । ଟିଏମସି ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମ୍ପର୍କୀୟ ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରାୟ ୨୦ କୋଟି ଟଙ୍କା ଜବତ କରିଛି ଇଡି ।
ଆର୍ଥିକ ହେରଫେର ମାମଲାରେ ଇଡିର ରେଡ୍ । ଆୟକର ଓ ସିବିଆଇ ବି ଚଳାଇଛନ୍ତି ତଦନ୍ତ ।
ନ୍ୟାସନାଲ ହେରାଲ୍ଡ଼ ଅର୍ଥ ହେରଫେର ମାମଲାରେ ଆଜି ପଞ୍ଚମ ଥର ଲାଗି ଇଡିରେ ହାଜର ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧି ।
ବେଆଇନ ଆର୍ଥିକ କାରବାର ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ଆଜି ପୁଣି ରେଡ୍ ହୋଇଛି
ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ୧୩୩ କୋଟିର ଜମାକୁ ସିଜ୍ ସହ ୬୯ ଲକ୍ଷର କ୍ୟାସ୍ ଇଡି ଜବତ କରିଛି।
ଯୁଆଡ଼େ ଚାହିଁଲେ ଖାଲି ଟଙ୍କା ବିଡ଼ା। ଏତେ ଟଙ୍କା ଯେ ଏହାକୁ ଗଣିବା ପାଇଁ ଲୋକ କମ୍ ପଡ଼ିଲେ। ଶେଷରେ ଟଙ୍କା ଗଣିବା ପାଇଁ ମେସିନ୍ ଆଉ ଲୋକ ଆସିଥିଲେ।
ଆୟବହିର୍ଭୁତ ସମ୍ପତ୍ତି ଏବଂ ଚାକିରି ନାଁରେ ଠକେଇ ଲିଙ୍କ୍ରେ ଭୁବନେଶ୍ୱର ବିବେକାନନ୍ଦ ମାର୍ଗସ୍ଥିତ ତାଙ୍କ ବାସଭବନରେ ଚଢ଼ଉ କରିଛି ଇଡି। ସକାଳ ପ୍ରାୟ ୭ଟାରୁ ଏହି ରେଡ ଆରମ୍ଭ ହୋଇଥିଲା।