ଲୋକସଭାରେ ଆଗତ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍ ନେଇ ବିରୋଧୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଟାର୍ଗେଟ୍ । ଗିରଫ ହୋଇ ୩୦ଦିନ ଜେଲରେ ରହିଲେ ବିଲ୍ ରେ ପଦ ଯିବା ବ୍ୟବସ୍ଥା ରହିଛି । ଜେଲରୁ କେବେ ସରକାର ଚାଲିପାରିବ ନାହିଁ ।
ସଂଗୀନ ଅପରାଧରେ ଗିରଫ ହେଉଥିବା ଜନପ୍ରତିନିଧିଙ୍କ ବିରୋଧରେ ଆଜି ବଡ଼ ବିଲ୍ ଆଣିଛନ୍ତି ମୋଦି ସରକାର । ଯଦି କୌଣସି ନିର୍ବାଚିତ ପ୍ରତିନିଧିଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସେ ଓ ସେ ଗିରଫ ହୁଅନ୍ତି, ତାହେଲେ ରବ୍ଦ ହୋଇଯିବ ତାଙ୍କର ପଦ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଲେ ନୂଆ ରେକର୍ଡ। ସେ ଲାଲକୃଷ୍ଣ ଆଡଭାନୀଙ୍କ ରେକର୍ଡକୁ ଭାଙ୍ଗିଦେଲେ। ଦେଶର ସବୁଠାରୁ ଦୀର୍ଘ ଦିନ ଧରି ଗୃହମନ୍ତ୍ରୀ ପଦବୀରେ ରହିବାର ନୂଆ ରେକର୍ଡ କରିଛନ୍ତି ଶାହ।
ଏହି ରେକର୍ଡ କରି ଶାହ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ଗୋବିନ୍ଦ ବଲ୍ଲଭ ପନ୍ତଙ୍କ ପରି ପୂର୍ବତନ ଗୃହମନ୍ତ୍ରୀମାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଶାହଙ୍କୁ ଭାରତୀୟ ଜନତା ପାର୍ଟିର ଚାଣକ୍ୟ ବୋଲି କୁହାଯାଏ।
ଦେବଭୂମିରେ ୩୪ ସେକେଣ୍ଡରେ ସବୁ ଛାରଖାର। ବାଦଲଫଟା ବର୍ଷାରେ ପାହାଡରୁ ଖସିଲା ମହାପ୍ରଳୟ। ଜଳପ୍ରଳୟରେ ଧୋଇଗଲା ଗାଁ, ଘର ଓ ମାର୍କେଟ...
କେମିତି ନିଆଗଲା ପହଲଗାମ୍ ଆକ୍ରମଣର ପ୍ରତିଶୋଧ? କେମିତି ଚିହ୍ନଟ ହେଲେ ଆତଙ୍କବାଦୀ? କେମିତି ଘଞ୍ଚ ଜଙ୍ଗଲ ଭିତରେ ଧରାପଡ଼ିଲେ ଛଦ୍ମବେଶୀ ଗୋଟି ଗୋଟି କରି ସବୁ ତଥ୍ୟ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
୧୯୪୮ରେ ଆମର ସଶସ୍ତ୍ର ବାହିନୀ କାଶ୍ମୀରରେ ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ଥିଲେ। ସର୍ଦ୍ଦାର ପଟେଲ ବାରମ୍ବାର ନା କହୁଥିଲେ, କିନ୍ତୁ ନେହରୁ ଏକପାଖିଆ ଯୁଦ୍ଧବିରାମ ଘୋଷଣା କରିଥିଲେ। ଯଦି ଆଜି ପାକିସ୍ତାନ ଅଧିକୃତ କାଶ୍ମୀର ଅସ୍ତିତ୍ୱରେ ଅଛି, ତାହା ନେହେରୁଙ୍କ ଏହି ଏକପାଖିଆ ଯୁଦ୍ଧବିରାମ ଘୋଷଣା କାରଣରୁ । ଏଥିପାଇଁ ଜବାହରଲାଲ ନେହରୁ ଦାୟୀ । ଏହା କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ।
୨୦୦୪ରେ ୨୦୧୪ ଏହି ୧୦ ବର୍ଷ ମଧ୍ୟରେ କାଶ୍ମୀରରେ ୭୨୧୭ ଆତଙ୍କବାଦୀ କାର୍ଯ୍ୟକଳାପ ହୋଇଛି । ନାଗରିକଙ୍କ ମୃତ୍ୟୁ ୧୭୭୦ ହୋଇଥିବା ବେଳେ ୧୦୬୦ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିଲା ।
ସଂସଦରେ କଂଗ୍ରେସକୁ ଧୋଇଲେ ଶାହ । ତଥ୍ୟ ଗଣାଇଲେ, ବିରୋଧୀଙ୍କୁ ବର୍ଷିଲେ ।
ଅପରେସନ୍ ସିନ୍ଦୂର ପ୍ରସଙ୍ଗରେ ବିତର୍କରେ ଲୋକସଭାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ବଡ଼ ବୟାନ....କହିଲେ ଯେଉଁ ୩ ଆତଙ୍କୀ ପହଲଗାମ ଆକ୍ରମଣ କରିଥିଲେ ସମସ୍ତେ ମୃତ...କେମିତି ପାକିସ୍ତାନରୁ ଆସି କରିଥିଲେ ହମଲା, ପ୍ରମାଣ ସହ ଗୋଟି ଗୋଟି କରି ରଖିଲେ ତଥ୍ୟ...
ଚଳିତ ଜନଗଣନା ପ୍ରକ୍ରିୟାରେ ପ୍ରାୟ ୩୪ ଲକ୍ଷ ଗଣନାକାରୀ ଓ ପର୍ଯ୍ୟବେକ୍ଷକ ଜନଗଣନା କାର୍ଯ୍ୟରେ ନିୟୋଜିତ ହେବେ । ସେହିପରି ୧.୩ ଲକ୍ଷ ଜନଗଣନା କାର୍ଯ୍ୟକର୍ତ୍ତା ଅତ୍ୟାଧୁନିକ ମୋବାଇଲ୍ ଡିଜିଟାଲ୍ ଗ୍ୟାଜେଟ୍ ସହିତ କାର୍ଯ୍ୟ ପରିଚାଳନା କରିବେ।
ଗୁଜରାଟ ମାଟିରୁ ଅମିତ ଶାହଙ୍କ ଗର୍ଜନ । ପାକିସ୍ତାନର ସୀମା ୧୦୦ କି.ମି. ଭିତରକୁ ଯାଇ ୧୦୦ ଆତଙ୍କୀଙ୍କୁ ମାରିଲୁ । ଇଟାର ଜବାବ ପଥରରେ ଦେଲେ ଆମ ସେନା । ଏବେ ପାକିସ୍ତାନ ଭୟଭୀତ ଅଛି ବୋଲି କହିଲେ ଶାହା ।
ଆସନ୍ତା ୧୦ ଓ ୧୧ ତାରିଖରେ ଓଡିଶା ଗସ୍ତରେ ଆସିଥାନ୍ତେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ପାକିସ୍ତାନ ସହ ପ୍ରତ୍ୟକ୍ଷ ଯୁଦ୍ଧ ପୂର୍ବରୁ, ପରୋକ୍ଷ ଯୁଦ୍ଧରେ ଭାରି ପଡ଼ୁଛି ଭାରତ । ସିନ୍ଧୁ ଜଳ ଚୁକ୍ତି ରଦ୍ଦର ପ୍ରାୟ ୨ ସପ୍ତାହ ପରେ, କାଶ୍ମୀରର ୨ଟି ଜଳ ବିଦ୍ୟୁତ ପ୍ରକଳ୍ପର କ୍ଷମତା ବଢ଼ାଇବାକୁ ପଙ୍କୋଦ୍ଧାର ଆରମ୍ଭ ହୋଇଛି ।
ପହଲଗାମ ପ୍ରତିଶୋଧର ନିଆଁ ମଧ୍ୟରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି ବଡ଼ ନିର୍ଦ୍ଦେଶ। ଦୁଇ ଦିନ ମଧ୍ୟରେ ଅର୍ଥାତ୍ ମେ ୭ରେ ମକ୍ ଡ୍ରିଲ୍ କରାଇବାକୁ ବିଭିନ୍ନ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି ମନ୍ତ୍ରଣାଳୟ।
କର୍ଣ୍ଣାଟକ ମନ୍ତ୍ରୀ ଜମିର ଅହମ୍ମଦ ଖାନ କହିଛନ୍ତି, ଆମେ ଭାରତୀୟ, ଆମେ ହିନ୍ଦୁସ୍ତାନୀ । ପାକିସ୍ତାନର ଆମ ସହିତ କେବେ କୌଣସି ସମ୍ପର୍କ ନାହିଁ। ପାକିସ୍ତାନ ସବୁବେଳେ ଆମର ଶତ୍ରୁ । ଯଦି ମୋଦି, ଅମିତ ଶାହ ଏବଂ କେନ୍ଦ୍ର ସରକାର ମୋତେ ଅନୁମତି ଦିଅନ୍ତି, ତେବେ ମୁଁ ପାକିସ୍ତାନ ଯାଇ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ ।
୧୦ ସଂଧ୍ୟାରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଅମିତ ଶାହ । ସେହିପରି ୧୧ ତାରିଖରେ ସମ୍ବଲପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ।
ଆତଙ୍କବାଦୀକୁ କଡ଼ା ଚେତାବନୀ ଦେଇ ଅମିତ ଶାହ କହିଛନ୍ତି, ‘ଯଦି କେହି ଭାବନ୍ତି ଯେ ଏକ କାପୁରୁଷ ଆକ୍ରମଣ ସେମାନଙ୍କର ବିଜୟ, ତେବେ ସେମାନଙ୍କୁ ମନେ ରଖିବାକୁ ପଡିବ ଯେ ଏହା ନରେନ୍ଦ୍ର ମୋଦିଙ୍କ ସରକାର । କାହାକୁ ଛଡ଼ାଯିବନି ।
ସୁରକ୍ଷାବାହୀନିଙ୍କ କବଜାକୁ ଆସିଲା ଛତିଶଗଡ଼ ଓ ତେଲେଙ୍ଗାନା ସୀମାରେ ଥିବା ଏହି ପାହାଡ। ସୁରକ୍ଷାବାହୀନି ଏହି ପାହାଡକୁ ନିଜ କବଜାକୁ ନେଇଛି। ଜଣେ ଜବାନ ସେଠାରେ ତ୍ରୀରଙ୍ଗା ପତାକା ଉଡାଉଥିବା ଦେଖିବାକୁ ମିଳିଥିଲା। ଛତିଶଗଡ଼ ଓ ତେଲଙ୍ଗାନା ସୀମାରେ ଅବସ୍ଥିତ କାରେଗୁଟ୍ଟା ପାହାଡ଼, ଯାହା ଗତକାଲି ପର୍ଯ୍ୟନ୍ତ ନକ୍ସଲମାନଙ୍କର ଗୁପ୍ତ ଆଡ୍ଡା ଥିଲା, ତାହା ଏବେ ସୁରକ୍ଷା ବାହିନୀଙ୍କ ନିୟନ୍ତ୍ରଣରେ ଆସିଛି।
ନିରୀହଙ୍କ ସହ ଖେଳିଛ ରକ୍ତର ହୋଲି । ଯାହା ବରଦାସ୍ତ ବାହାରେ, ବହୁତ ହୋଇଗଲା । ଏବେ ଭାରତ ଚାହୁଁଛି ବଡ଼ ବଦଲା । ଯାହାର ଆଭାସ ବି ମିଳିଲାଣି, ଗତକାଲି ସନ୍ଧ୍ୟାଠୁ ଆଜି ଦିନ ତମାମର ୪ଟି ବଡ଼ ଘଟଣାକ୍ରମରୁ ।
ପହଲଗାମ୍ରେ ହମ୍ଲା ପରେ ଏବେ ରାଗିଯାଇଛନ୍ତି ଦେଶବାସୀ । ଏହି ଆତଙ୍କୀ ହମଲା ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଧର୍ମ ପଚାରି ହତ୍ୟା କରିବା ଘଟଣାକୁ ସବୁଠି କଡ଼ା ନିନ୍ଦା କରାଯାଉଛି ।
ପର୍ଯ୍ୟଟକଙ୍କ ଉପରେ ଆକ୍ରମଣକୁ କଡା ଭାଷାରେ ନିନ୍ଦା କରିବା ସହ ଆତଙ୍କୀଙ୍କୁ ଛଡାଯିବନି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପହଲଗାମ ଆକ୍ରମଣ ପାଇଁ ଆତଙ୍କୀ ସଙ୍ଗଠନ ଲସ୍କର-ଇ-ତୋଇବା ସମର୍ଥିତ TRF ନିଜକୁ ଦାୟୀ କରିଛି।
ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଶାହଙ୍କୁ ଭେଟିବା ପରେ ରାଜ୍ୟରେ ଖାଲି ପଡିଥିବା ୧୨ ହଜାର ପଦବୀ ଖୁବ୍ ଶୀଘ୍ର ପୂରଣ ହେବ ବୋଲି କହିଛନ୍ତି । ସଚନା ଅନୁସାରେ ମୁଖ୍ୟମନ୍ତ୍ରୀ ବୁଧବାର ନର୍ଥ ବ୍ଲକରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଥିଲେ ।
ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନର୍ଥ ବ୍ଲକରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ଯାଇ ଅମିତ୍ ଶାହଙ୍କୁ ଭେଟିଲେ । ରାଜ୍ୟର ଆଇନଶୃଙ୍ଖଳା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ସୂଚନା ।
ମାଓବାଦୀଙ୍କୁ ଭାଇ ବୋଲି ସମ୍ବୋଧନ କରି ଶାହ କହିଥିଲେ, ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟ ସ୍ରୋତକୁ ଫେରି ଦେଶର ବିକାଶରେ ସାମିଲ ହୁଅନ୍ତୁ ।